Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ୱାକଫ୍‌ ବିଲ୍‌ ଭୋଟିଂରେ ବିଜେଡିର ଦ୍ବିମତ: ଉଷ୍ମ ହେଲା ରାଜ୍ୟ ରାଜନୀତି

ଭୁବନେଶ୍ବର: କେନ୍ଦ୍ରସରକାରଙ୍କ ଦ୍ବାରା ସଂସଦର ଉଭୟ ଗୃହରେ ପାରିତ ହୋଇଯାଇଛି, ବିବାଦୀୟ ଓ୍ବାକଫ୍ (ସଂଶୋଧିତ) ବିଲ୍ । ଉଭୟ ଗୃହରେ ବିଜେପି ନେତୃତ୍ବାଧିନ ଏନଡିଏ ସରକାର ବହୁମତ ହାସଲ କରିଛି । କିନ୍ତୁ ଗତ ଦୁଇ ଦିନ ଧରି ଓ୍ବାକଫ୍ ବିଲକୁ ନେଇ ଚାଲିଥିବା ମହାସମରରେ ସମସ୍ତଙ୍କୁ ବଡ ଝଟକା…

ପେଙ୍ଗୁଇନଙ୍କ ଉପରେ ଟ୍ରମ୍ପଙ୍କ ଟାରିଫ୍ ମାଡ: ଇଣ୍ଟରନେଟରେ ମିମ୍ସ ବର୍ଷା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଏପ୍ରିଲ ୨ ତାରିଖରୁ ୧୮୦ ଦେଶ ଉପରେ ରେସିପ୍ରୋକାଲ ଟାରିଫ୍ ବା ଶୁଳ୍କ ଲାଗୁ କରିଛନ୍ତି । ଏଥିରେ ଭାରତ, ଚୀନ, ଜାପାନ୍, ସାଉଥ କୋରିଆ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ପାକିସ୍ତାନ ଭଳି ଦେଶ ସାମିଲ ରହିଛି । କିନ୍ତୁ ଏହାକୁ ନେଇ ଏବେ…

ମେଘନାଦ ପାଚେରୀରେ ମଗରମୁଣ୍ଡ ଭାଙ୍ଗିବା ଘଟଣାରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ପୁରୀ: ଶ୍ରୀମନ୍ଦିର ମେଘନାଦ ପାଚେରିରେ ଥିବା ଏକ ମଗରମୁଣ୍ଡକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି । ଶ୍ରୀମନ୍ଦିର ଦକ୍ଷିଣପାର୍ଶ୍ବ ମେଘନାଦ ପାଚେରୀରେ ନାଳ କାର୍ଯ୍ୟ ଶ୍ରୀମନ୍ଦିର ୱାର୍କସ୍‌ ଡିପାର୍ଟମେଣ୍ଟ କରୁଥିବା ବେଳେ ମଗରମୁଣ୍ଡ ଭାଙ୍ଗିଯାଇଥିବା ଜଣାପଡ଼ିଛି । ଯାହାକୁ ନେଇ…

ଉଭୟ ଗୃହରେ ପାରିତ ହେଲା ଓ୍ବାକଫ୍ ବିଲ୍: ମୋଦି କହିଲେ, ‘ଅବହେଳିତଙ୍କୁ କରିବ ସାହାଯ୍ୟ’

ନୂଆଦିଲ୍ଲୀ: ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ପାରିତ ହୋଇଛି ବିବାଦୀୟ ଓ୍ବାକଫ୍ ସଂଶୋଧିତ ବିଲ୍ ୨୦୨୫ । ଏବେ ଖାଲି ରାଷ୍ଟ୍ରପତିଙ୍କ ମୋହର ଆବଶ୍ୟକ, ଯାହା ୨୦୧୪ର ଏହି ସଂଶୋଧିତ ବିଲକୁ ଆଇନରେ ପରିଣତ କରିବ । ଶାସକ ଦଳର ସଂଖ୍ୟା ଗରିଷ୍ଠତା ଯୋଗୁଁ ଉଭୟ ଗୃହରେ ବେଶ୍ ଆରାମରେ ପାରିତ…

ଖାଦ୍ୟ ନାହିଁ କି ଶୌଚାଳୟ ନାହିଁ: ତୁର୍କୀ ବିମାନବନ୍ଦରରେ ୩୦ ଘଣ୍ଟା ଧରି ଫସିଛନ୍ତି ଯାତ୍ରୀ !

ମୁମ୍ବାଇ: ଲଣ୍ଡନରୁ ମୁମ୍ବାଇ ଆସୁଥିବା ଏକ ଭର୍ଜିନ୍ ଆଟଲାଣ୍ଟିକ୍ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ କରାଯାଇଛି। ବିମାନରେ ଅଛନ୍ତି ୨୬୦ରୁ ଅଧିକ ଯାତ୍ରୀ। ଏହି ଯାତ୍ରୀମାନେ ୩୦ ଘଣ୍ଟାରୁ ଅଧିକ ସମୟ ଧରି ତୁର୍କୀର ଦିଆର୍ବାକିର ବିମାନବନ୍ଦରରେ ଫସି ରହିଛନ୍ତି। ଏହି ଯାତ୍ରୀଙ୍କ…

ଶିକାର ପାଇଁ ଯାଇଥିବା ବେଳେ ସାଙ୍ଗକୁ ଗୁଳି ମାରିଲା ଆଉ ଏକ ସାଙ୍ଗ

ଢେଙ୍କାନାଳ: ସାଙ୍ଗକୁ ଗୁଳ କରି ମାରିଲା ଆଉ ଏକ ସାଙ୍ଗ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କଦଳୀପାଳ ଗାଁ ମାନପୁର ସାହିରେ ଘଟିଛି ଅଭାବନୀୟ ଘଟଣା। ସାଙ୍ଗକୁ ଶିକାର ଉଦ୍ଦେଶ୍ୟରେ ଘରୁ ଡାକି ନେଇ ଗୁଳି କରିଛି। ଶିକାର ଭାବି ଗୁଳି ଚଳାଇଥିବା ବେଳେ ଗାଁ ପାଖ ଜଙ୍ଗଲରେ ସାଙ୍ଗର ମୃତ୍ୟୁ ହୋଇଛି।…

ବଢ଼ିଲା ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ଅବଧି

ଭୁବନେଶ୍ୱର: ବଢ଼ିଲା ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ଅବଧି। ଏହି ଜିଲ୍ଲା ଗସ୍ତ ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର। ଏପ୍ରିଲ ୩୦ ଯାଏଁ ଏହି ଅବଧିକୁ ବଢ଼ାଯାଇଛି। ଏହି ସମୟ ମଧ୍ୟରେ ବରିଷ୍ଠ ଅଧିକାରୀମାନେ ନିର୍ଦ୍ଧାରିତ ଜିଲ୍ଲାକୁ ଅତି କମରେ ୨ ଦିନ ପାଇଁ ଗସ୍ତ କରିବେ। ସେଠାରେ…

ପ୍ରସୂତୀଙ୍କୁ ନେବା ବେଳେ ଆମ୍ବୁଲାନ୍ସରେ ଫାଟିଲା ଅକ୍ସିଜେନ୍‌ ସିଲିଣ୍ଡର

ଟିଟିଲାଗଡ଼: ପ୍ରସୂତୀଙ୍କୁ ନେବା ବେଳେ ଫାଟିଲା ଅକ୍ସିଜେନ୍‌ ସିଲିଣ୍ଡର। ଏମସିଏଚ ପରିସରରେ ଆମ୍ବୁଲାନ୍ସରେ ଅକ୍ସିଜେନ୍‌ ସିଲିଣ୍ଡର ବିସ୍ଫୋରଣ। ୨ ଯାଆଁଳା ଶିଶୁ ସହ ମା’ ସୁରକ୍ଷିତ ଥିବା ବେଳେ ୨ ସମ୍ପର୍କୀୟ ଗୁରୁତର ହୋଇଛନ୍ତି। ଗୁରୁତର ୨ ଜଣଙ୍କୁ ଟିଟିଲାଗଡ଼ ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି…

ଜେଲରେ ରହିବେ ରାଜା ଚକ୍ର, ୫କୁ ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି

ବାଲେଶ୍ବର: ପୁଣି ଜେଲ ଗଲେ ରାଜା ଚକ୍ର। ଆର୍ଥିକ ଅନିୟମିତତା ମାମଲା​‌ରେ ଗିରଫ ହୋଇ ବାଲେଶ୍ବର ଜିଲ୍ଲା କାରାଗାର ବିଚାର ବିଭାଗୀୟ ହାଜତରେ ଥିବା ଗନ୍ଧମାର୍ଦନ ଲୋଡିଂ ଆଣ୍ଡ ଟ୍ରାନ୍ସପୋର୍ଟିଂ ସମବାୟ ସମିତିର ମୁଖ୍ୟ ଅଭିଯୁକ୍ତ ରାଜା ଚକ୍ରଙ୍କୁ ଗୁରୁବାର ପୁଣି ଓଡ଼ିଶା ଜମାକାରୀ ସ୍ବାର୍ଥରକ୍ଷା…

ପରଲୋକରେ ବଲିଉଡ୍‌ ଅଭିନେତା ମନୋଜ କୁମାର

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ମନୋଜ କୁମାରଙ୍କ ପରଲୋକ। ମନୋଜ କୁମାର ତଥା ଭରତ କୁମାରଙ୍କ ପରଲୋକ ହୋଇଛି। ୮୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ୧୯୯୨ରେ ପଦ୍ମଶ୍ରୀ ଏବଂ ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନିତ ହୋଇଛିଲେ ମନୋଜ କୁମାର। ମୁମ୍ବାଇର…