Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କାଳବୈଶାଖୀ ପ୍ରଭାବରେ ସାମାନ୍ୟ ଆଶ୍ୱସ୍ତି, ଦୁଇ ଦିନ ପରେ ପୁଣି ବଢ଼ିବ ତାତି

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରୁ ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା ୨ ଦିନ ଯାଏ ରାଜ୍ୟରେ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ମାତ୍ର ଦୁଇଦିନ ପରେ ତାତି ପୁଣି ବଢ଼ିବ,ପ୍ରାୟ ୨ରୁ ୩ ଡିଗ୍ରୀ ବଢ଼ିପାରେ। କାଳବୈଶାଖୀ ପ୍ରଭାବରେ କେତେକ ସ୍ଥାନରେ…

ରାଜଧାନୀରେ ଡବଲ୍ ଏନକାଉଣ୍ଟର୍, ୨ ଅପରାଧୀ ଗୁରୁତର

ଭୁବନେଶ୍ୱର: ରାଜଧାନୀରେ ଡବଲ୍ ଏନକାଉଣ୍ଟର। ଦୁଇ କୁଖ୍ୟାତ ଅପରାଧୀ ଆହତ ହୋଇଛନ୍ତି। ସ୍ପେଶାଲ ସ୍କ୍ବାଡ ଏନକାଉଣ୍ଟରରେ ୨ କୁଖ୍ୟାତ ଲୁଟେରା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ବର ବାଲିଯାତ୍ରା ପଡିଆରେ ହୋଇଛି ଏନକାଉଣ୍ଟର। ଲୁଟେରା ଦ୍ବୟ ହେଲେ ବିହାରୀ ମନୀଷ ଯାଦବ, ସୋନୁ ଯାଦବ।…

ଲୋକସଭା ପରେ ରାଜ୍ୟସଭାରେ ଓ୍ୱାକଫ ବିଲ୍ ପାସ୍, ଏବେ ଜଣେ ଚାହିଁଲେ ଅଟକାଇପାରିବେ

ନୂଆଦିଲ୍ଲୀ: ରାଜ୍ୟସଭାରେ ଶୁକ୍ରବାର ଦିନ ଓ୍ବାକଫ୍ (ସଂଶୋଧନ) ବିଲ୍ ୨୦୨୫ ପାସ୍ ହୋଇଛି। ଏହି ବିଲ୍ ଉପରେ ୧୨ ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ ଚାଲିଥିଲା। ମୋଟ୍ ୧୨୮ ଜଣ ସାଂସଦ ଏହାକୁ ସମର୍ଥନ କରିଥିଲେ । ୯୫ ଜଣ ବିରୋଧ କରିଥିଲେ। ଏବେ ଏହି ବିଲ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ…

ବଦଳିବ ରଘୁରାଜପୁରର ରୂପରେଖ, କାର୍ଯ୍ୟକାରୀ ହେବ ସ୍ବତନ୍ତ୍ର ପ୍ରକଳ୍ପ

ପୁରୀ: ଐତିହ୍ୟ ଗ୍ରାମ ରଘୁରାଜପୁରର ବଦଳିବ ରୂପରେଖ । ରଘୁରାଜପୁରର ବିକାଶ ସହିତ ଅଧିକରୁ ଅଧିକ ପର୍ଯ୍ୟଟକମାନଙ୍କୁ କିଭଳି ଏହି କଳା ଗ୍ରାମ ଆକର୍ଷିତ କରିବ ସେନେଇ ଏକ ସ୍ବତନ୍ତ୍ର ପ୍ରକଳ୍ପ ଖୁବଶୀଘ୍ର କାର୍ଯ୍ୟକାରୀ ହେବ । ସେନେଇ ପ୍ରୟାସ ଆରମ୍ଭ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ ।…

୨୫ ହଜାର ଶିକ୍ଷକଙ୍କ ନିଯୁକ୍ତି ରଦ୍ଦକୁ ଗ୍ରହଣ କରିପାରିବୁନି: ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା। ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ରଦ୍ଦ ନିର୍ଦ୍ଦେଶ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମମତା। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ମମତା ବାନାର୍ଜୀ…

କ୍ୟାପିଟାଲ୍ ହସ୍ପିଟାଲରୁ ଏସସିବି ମେଡିକାଲକୁ ଗଡିବ ଆମ ବସ୍: ମନ୍ତ୍ରୀ

ଭୁବନେଶ୍ବର: ଏଣିକି କ୍ୟାପିଟାଲ୍ ହସ୍ପିଟାଲରୁ ଏସସିବି ମେଡିକାଲକୁ ଗଡିବ ଆମ ବସ୍ । ଏହା ଦ୍ବାରା ଉପକୃତ ହେବେ ରୋଗୀ ତଥା ରୋଗୀଙ୍କ ସମ୍ପର୍କୀୟ । ଏହି ରୁଟ୍ ସମେତ ଅନ୍ୟ ନୂଆ ରୁଟରେ ଚାଲିବ ଇ-ବସ୍ । ଏନେଇ ବନେଶ୍ବର ଗାଢକଣସ୍ଥିତ ଆମ ବସ୍ ଡିପୋରେ ୪୦ଟି ନୂଆ ଇ-ବସର ଉଦଘାଟନ କରିଛନ୍ତି ଗୃହ ଓ…

ଓ୍ୱାକଫ ବିଲ: ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ, ବିରୋଧୀ-ମୋଦୀ ହତବାକ!

ନୂଆଦିଲ୍ଲୀ: ସଂସଦରେ ବଜେଟ୍‌ ଅଧିବେଶନର ଆଉ ଦୁଇ ଦିନ ବାକି ଥିବା ବେଳେ ଗୁରୁବାର ରାଜ୍ୟସଭାରେ ଓ୍ୱାକଫ୍‌ (ସଂଶୋଧନ) ବିଲ୍‌ ଉପସ୍ଥାପନ ହୋଇଛି। ଏହାପୂର୍ବ ଦିନ ଲୋକସଭାରେ ୧୨ ଘଣ୍ଟାର ଜୋରଦାର ଆଲୋଚନା ପରେ ପାସ ହୋଇଥିଲା। ଏବେ ରାଜ୍ୟସଭାରେ ଏହାର ଭାଗ୍ୟ ନିର୍ଣ୍ଣୟ ହେବ।  ଏହି ସମୟରେ ବିଜେଡିର…

ପୁଣି ବଢିଲା ସୁନା ଦର: ଜାଣନ୍ତୁ କେତେ ରହିଛି ଦାମ୍

ଭୁବନେଶ୍ୱର: ନୂଆ ରେକର୍ଡ ପରେ ରେକର୍ଡ ସୃଷ୍ଟି କରିଚାଲିଛି ସୁନା ଦର । ଗତ କିଛି ଦିନ ମଧ୍ୟରେ ସୁନା ଦର ଆକାଶ ଛୁଆଁ ହୋଇଛି । ଗୁରୁବାର ଅର୍ଥାତ୍‌ ଏପ୍ରିଲ ୩ରେ ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୩,୩୮୦ରେ ପହଞ୍ଚିଛି । ଗତକାଲି ଏହା ୯୨,୮୪୦ ଟଙ୍କା ଥିବା ବେଳେ ପୁଣି ୫୪୦…

‘ନାଇଡୁ ଓ ନୀତୀଶଙ୍କୁ ମୋଦୀଙ୍କ ଡର, ସୁପ୍ରିମକୋର୍ଟ ଉପରେ ମଧ୍ୟ ସନ୍ଦେହ’

ମୁମ୍ବାଇ: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ AIMIM ନେତା ତଥା ପୂର୍ବତନ ସାଂସଦ ଇମ୍ତିଆଜ ଜଲିଲ ଲୋକସଭାରେ ପାସ ହୋଇଥିବା ଓ୍ୱାକଫ୍‌ ସଂଶୋଧନ ବିଲ୍‌ ଉପରେ ମିଡ଼ିଆ ଆଗରେ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୟରେ ଚନ୍ଦ୍ରବାବୁ ନାୟଡୁ ଓ…

ଟ୍ରମ୍ପଙ୍କ ଟାରିଫ: ଏସିଆରେ ଟଙ୍କା ଆଗରେ ଝଟକା ଖାଇଲା ଡଲାର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରେସିପ୍ରୋକାଲ ଟାରିଫ୍‌ ଘୋଷଣା ପରେ ଗୁରୁବାର ସକାଳେ କରେନ୍ସି ବଜାରରେ ଡଲାର ଆଗରେ ରହିଥିଲା। କିନ୍ତୁ ଦିନ ଶେଷ ହେବା ସୁଦ୍ଧା ଭାରତୀୟ ମୁଦ୍ରା ଟଙ୍କା ନିଜର ଶକ୍ତି ଦେଖାଇ ଡଲାରକୁ ପଛରେ ପକାଇ ଦେଇଛି। ସକାଳେ ୨୭ ପଇସାରେ ଆରମ୍ଭ…