Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମୁସଲମାନଙ୍କ ସୁରକ୍ଷାକୁ ନେଇ ଲୋକସଭାରେ ଗର୍ଜିଲେ ପୁରୀ ସାଂସଦ

ନୂଆଦିଲ୍ଲୀ: ଲୋକସଭାରେ ଓ୍ବାକଫ ସଂଶୋଧନ ବିଲ୍‌ ଉପରେ ଚାଲିଥିବା ଚର୍ଚ୍ଚା ଭିତରେ ବିଜେପିର ପୁରୀ ସାଂସଦ ସମ୍ବିତ ପାତ୍ର ସରକାରଙ୍କ ପକ୍ଷ ଉପସ୍ଥାପନ କରିଛନ୍ତି। ଏହି ବିଲ୍‌ର ଗୁରୁତ୍ୱ ବୁଝାଇ ସେ କହିଛନ୍ତି ଯେ ଓ୍ବାକଫ ବୋର୍ଡରେ ପୂର୍ବରୁ ଅନେକ ଥର ସଂଶୋଧନ ହୋଇଛି। କିନ୍ତୁ ଏବେ ଏହାକୁ…

ଲୋକସଭାରେ ଓ୍ବାକଫ ସଂଶୋଧନ ବିଲ୍‌ ପାସ୍: ସମର୍ଥନରେ ପଡ଼ିଲା ୨୮୮, ଜାଣନ୍ତୁ ବିରୋଧରେ କେତେ

ନୂଆଦିଲ୍ଲୀ: ଲୋକସଭାରେ ଓ୍ବାକଫ ସଂଶୋଧନ ବିଲ୍‌ ଉପରେ ଭୋଟିଂ ଶେଷ ହୋଇଛି। ବାଚସ୍ପତି ଓମ ବିର୍ଲା ଘୋଷଣା କରିଛନ୍ତି ଯେ ଏହି ବିଲ୍‌କୁ ସମର୍ଥନ କରି ୨୮୮ ଭୋଟ ପଡ଼ିଥିବା ବେଳେ ୨୩୨ ଭୋଟ ବିରୋଧରେ ପଡ଼ିଛି। କେନ୍ଦ୍ରୀୟ ଅଳ୍ପସଂଖ୍ୟକ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଭୋଟିଂ ପୂର୍ବରୁ…

ଆଇଏଏଫ ଫାଇଟର ଜେଟ୍ ଜାଗୁଆର୍ ଦୁର୍ଘଟଣାଗ୍ରସ୍ତ, ଜଣେ ପାଇଲଟ ନିଖୋଜ

ଗାନ୍ଧୀନଗର: ଜଳିଗଲା ଫାଇଟର ଜେଟ୍ ଜାଗୁଆର୍ । ଆଇଏଏଫ ଫାଇଟର ଜେଟ୍ ଜାଗୁଆର୍ ଦୁର୍ଘଟଣାଗ୍ରସ୍ତ । ବୁଧବାର ବିଳମ୍ବିତ ରାତିରେ ଗୁଜୁରାଟର ଜାମନଗର ନିକଟରେ ଫାଇଟର ଜେଟ୍ ଜାଗୁଆର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଏଣେତେଣେ ଛିଟକି ହୋଇ ପଡିଛି ବିମାନର ଖଣ୍ଡଖଣ୍ଡ ଅଂଶ । ଘଟଣାର…

ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ସହକାରୀ ଯନ୍ତ୍ରୀକୁ ଧରିଲା ଭିଜିଲାନ୍ସ

ଭୁବନେଶ୍ବର: ଭିଜିଲାନ୍ସ ଜଣେ ଠିକାଦାରଙ୍କଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭୁବନେଶ୍ୱର ଗ୍ରାମୀଣ କାର୍ଯ୍ୟ (PH) ଡିଭିଜନର ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରିଛି। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସହକାରୀ ଯନ୍ତ୍ରୀ ନରେଶ କୁମାର ଦାସ ପ୍ରାୟ ୭ ଲକ୍ଷ ମୂଲ୍ୟର ବାକି…

ମିଆଁମାର ପରେ ଜାପାନରେ ଶକ୍ତିଶାଳୀ ଭୂକମ୍ପର ଝଟକା; ରହିଛି ୬.୦ ତୀବ୍ରତା

ଟୋକିଓ:ମିଆଁମାର ପରେ ଥରିଲା ଜାପାନ । ମଙ୍ଗଳବାର ଜାପାନର କ୍ୟୁଶୁ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ମିଆଁମାର ପରେ ଜାପାନରେ ଏହା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାଶନାଲ ସେଣ୍ଟର ଫର୍‌ ସିସମୋଲୋଜି (NCS) ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା…

ବାଟମାରଣା ହୋଇଛି ୮୬୫ କୋଟି ଟଙ୍କା ଖଣିଜ ରାଜସ୍ୱ: ସିଏଜି ରିପୋର୍ଟ

ଭୁବନେଶ୍ବର:ଓଡ଼ିଶାର ମହାଲେଖାକାର ଅତୁଲ ପ୍ରକାଶ ବୁଧବାର ଦିନ ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି। ବିଭିନ୍ନ କ୍ଷେତ୍ରକୁ ନେଇ ସେ ବିସ୍ତୃତ ତଥ୍ୟ ରଖିଛନ୍ତି। ବାଟମାରଣା ହୋଇଛି ୮୬୫ କୋଟି ଟଙ୍କା ଖଣିଜ ରାଜସ୍ୱ । ରାଜ୍ୟରେ ଲଘୁ ଖଣିଜ ଚୋରି ରୋକିବା ଓ ଉଚ୍ଛେଦ କାର୍ଯ୍ୟକଳାପ ପ୍ରଭାବହୀନ ।…

୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଦେବାର ଯୋଜନା ନାହିଁ: ଉପ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଦେବାର ଯୋଜନା ନାହିଁ। ବିଧାନସଭାରେ ବୁଧବାର ଦିନ ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକ ମାଗଣା ବିଦ୍ୟୁତକୁ ନେଇ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ବର୍ତ୍ତମାନ ବିଦ୍ୟୁତ ଓ ଶକ୍ତି ବିଭାଗ ଦାୟିତ୍ଵ ସମ୍ଭାଳୁଥିବା ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ…

କଟକରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ରଙ୍ଗ ବଦଳାଇ ଦେଲେ ଦୁର୍ବୁତ୍ତ

କଟକ: କଟକରେ ଥିବା ଓଡି଼ଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିର ରଙ୍ଗ ଆଶ୍ଚର୍ଯ୍ୟଜନକ ଭାବେ କେହି ବଦଳାଇ ଦେଇଛନ୍ତି। ବିଜୁ ବାବୁଙ୍କର ଏହି ପ୍ରତିମୂର୍ତ୍ତି ସହରର ମହାନଦୀ ବିହାର ସ୍ଥିତ ମଙ୍ଗଳା ମନ୍ଦିର ଛକ ନିକଟରେ ରହିଛି। ତେବେ ଏହାକୁ ନେଇ ବିବାଦ…

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କଲେ ଫ୍ରାନ୍ସ ରାଷ୍ଟ୍ରଦୂତ 

ଭୁବନେଶ୍ୱର: ଭାରତରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ ଥିଏରୀ ମାଥୌ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ଓଡ଼ିଶା ଏବଂ ଫ୍ରାନ୍ସର ମଧ୍ୟରେ ଦୃଢ ସମ୍ପର୍କ ସ୍ଥାପନ ନେଇ ଆଲୋଚନା କରିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ…

ନକଲି ପୋଲିସ ଗିରଫ, ହୋମଗାର୍ଡରେ ଚାକିରି କରାଇଦେବା ନାଁରେ ଆଶାୟୀଙ୍କୁ ଠକେଇ

କଟକ: କମିଶନରେଟ୍ ପୋଲିସର କଟକ ପୋଲିସ ବିଭାଗରେ ବିଭିନ୍ନ ପ୍ରକାରର ପଦବୀରେ ନିଯୁକ୍ତି ଦେବା ଆଳରେ ଚାକିରି ଆଶାୟୀମାନଙ୍କୁ ଠକୁଥିଲେ ଜଣେ ନକଲି ପୋଲିସ । ତେବେ ନକଲି ପୋଲିସ ଇନ୍ସପେକ୍ଟର ଗୁଣ୍ଡିଚା ଦଳେଇକୁ ଗିରଫ କରିଛି ବାଦାମବାଡ଼ି ଥାନା ପୋଲିସ । ଗିରଫ ନକଲି ପୋଲିସ ଇନସପେକ୍ଟର କଟକ…