Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଟ୍ରକକୁ ସାଇଡ୍ ଦେବାକୁ ଯାଇ ଓଲଟିଲା ବସ୍; ୨୦ ଆହତ

ବାଲେଶ୍ବର:ଟ୍ରକ୍‌କୁ ସାଇଡ୍ ଦେବାକୁ ଯାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍ । ବସ୍‌ରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାଲେଶ୍ବର ଜିଲ୍ଲା ନୀଳଗିରି ବରହମପୁର ଥାନା ଭାଲୁକାଶୁଣି ଦେବଯାନୀ ଛକରେ ଏହି ଦୁର୍ଘଟଣା…

ବଜ୍ରପାତ ପୂର୍ବରୁ ମିଳିବ ସତର୍କ ଘଣ୍ଟି

ନୂଆଦିଲ୍ଲୀ: ବର୍ଷା ଦିନ ଆସିଲେ, ପ୍ରାୟ ବଜ୍ରପାତରେ ଅନେକ ଲୋକଙ୍କ ଜୀବନ ଯାଏ । ପୂର୍ବ ସତର୍କର ଅଭାବ ହେତୁ ଏଭଳି ଘଟଣା ପ୍ରାୟ ବର୍ଷା ଦିନେ ଦେଖିବାକୁ ମିଳିଥାଏ । ଏପର୍ଯ୍ୟନ୍ତ ବ୍ରଜପାତରେ ହଜାର ହଜାର ଲୋକ ଜୀବନ ହାରିଲେଣି । କେବଳ ଜୀବନ ନୁହେଁ ଅନେକ ଧନସମ୍ପତ୍ତି ମଧ୍ୟ କ୍ଷତି ହୁଏ । …

ଶାହାଙ୍କ ବସ୍ତର ଗସ୍ତ ପୂର୍ବରୁ ସ୍ୱର ବଦଳାଇଲେ ମାଓବାଦୀ; ଶାନ୍ତି ଆଲୋଚନା ପାଇଁ ଦେଲେ ପ୍ରସ୍ତାବ

ମାଲକାନଗିରି: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ମାଓବାଦୀଙ୍କ ଦମନ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି। ଫଳରେ ଗତ କିଛିଦିନ ମଧ୍ୟରେ ଅନେକ ମାଓବାଦୀ ନିହତ ହେଲେଣି। ଅନେକ ଆତ୍ମସମର୍ପଣ କରିସାରିଛନ୍ତି । ଏଭଳି…

ପ୍ରେମିକକୁ ଅପହରଣ କରି ପ୍ରେମିକା ଗିରଫ; ୧୦ଲକ୍ଷ ଟଙ୍କାର ରଖିଥିଲେ ମୁଣ୍ଡ ଜାମିନ

ଭୁବନେଶ୍ବର: ପ୍ରେମିକଙ୍କୁ ଉଠାଇନେଲେ ପ୍ରେମିକା । ଅପହରଣ ପରେ ୧୦ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ବି ରଖିଥିଲେ ପ୍ରେମିକା। ହଁ ଆଜ୍ଞା ଏହା କୌଣସି ଫିଲ୍ମର ଷ୍ଟୋରୀ ନୁହେଁ , ରାଜଧାନୀ ଭୁବନେଶ୍ୱରରେ ଏପରି ଏକ ଅପହରଣ ଘଟଣା ସାମ୍ନାକୁ ଆସିଛି । ପ୍ରେମିକକୁ ଅପହରଣ କରିଥିବା ଅଭିଯୋଗରେ…

କେବଳ ଭାରତ ନୁହେଁ, ଏହି ଦେଶମାନଙ୍କରେ ଅଛି ଓ୍ବାକଫ୍ ଜମି… ସବୁଠୁ ଅଧିକ ପାକିସ୍ତାନରେ

ନୂଆଦିଲ୍ଲୀ: ଆଜି ଲୋକସଭାରେ ୱାକଫ ସଂଶୋଧନ ବିଲ୍ ୨୦୨୫ ଆଗତ କରାଯାଇଛି । ଏବେ ବି ଏହା ଉପରେ ସଂସଦରେ ଯୁକ୍ତି ତର୍କ ଚାଲିଛି । ମୁସଲମାନ ସମ୍ପ୍ରଦାୟର ବିକାଶ ତଥା ଦେଶର ଅଗ୍ରଗତି ପାଇଁ ବିଜେପି ସରକାର ଏହାକୁ ଏକ ଐତିହାସିକ ମୂହୂର୍ତ୍ତ ବୋଲି ବର୍ଣ୍ଣନା କରିଥିବା ବେଳେ, ବିରୋଧୀ ଦଳ, ଏହି…

‘କୋଶଳି ଭାଷା ହେଉ ରାଜ୍ୟ ଭାଷା’; ଦାବି କଲେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ବର: ବିଧାନସଭାରେ ଉଠିଲା କୋଶଳିକୁ ରାଜ୍ୟ ଭାଷାର ମାନ୍ୟତା ପ୍ରଦାନ ପ୍ରସଙ୍ଗ । ଗୃହରେ ଦାବି ରଖିଛନ୍ତି, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ରାଜ୍ୟ ବିଧାନସଭାରେ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁରୀ କୋଶଳିକୁ ଦ୍ବିତୀୟ ରାଜ୍ୟ ଭାଷାର ମାନ୍ୟତା ପ୍ରଦାନ…

କାହିଁକି ପାକିସ୍ତାନରେ ଏତେ ଶରଣାର୍ଥୀ?

ନୂଆଦିଲ୍ଲୀ: କେତେବେଳେ ମହଙ୍ଗା ମାଡ଼ ତ କେତେବେଳେ ବଲୁଚିସ୍ତାନ ହମଲାକୁ ନେଇ ଚର୍ଚ୍ଚାରେ ରହିଛି ପାକିସ୍ତାନ । ହେଲେ ଏବେ ପାକିସ୍ତାନର ମୁଣ୍ଡବିନ୍ଧା ସାଜିଛନ୍ତି ଆଫଗାନିସ୍ତାନ ଶରଣାର୍ଥୀ । ପଡୋଶୀ ଦେଶର ଲକ୍ଷ ଲକ୍ଷ ଶରଣାର୍ଥୀ ପାକିସ୍ତାନରେ ଡେରା ଜମାଇଛନ୍ତି । ସେମାନଙ୍କୁ ଦେଶରୁ ବାହାର…

ଆୟୁଷ ଡ଼ାକ୍ତର ଚାକିରି ସ୍ଥାୟୀକରଣ ଦାବି: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲା ସଂଘ

ଭୁବନେଶ୍ବର: ବାରମ୍ବାର ଦାବି ପରେ ବି ଶୁଣୁନାହାଁନ୍ତି ରାଜ୍ୟ ସରକାର। ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟ କରୁଥିବା ଅଲ୍ ଓଡ଼ିଶା ଆୟୁଷ ଡାକ୍ତର ସଂଘ ୧୬ ବର୍ଷ ହେବ ଚୁକ୍ତି ଭିତ୍ତିରେ ସିଏଚସି/ପିଏଚସିରେ କାର୍ଯ୍ୟ କରୁଛନ୍ତି। ସବୁ ଆୟୁଷ ଡାକ୍ତରଙ୍କୁ ଚାକିରି ନିୟମିତ କରିବା ପାଇଁ…

କ୍ୟାନସର ବଢାଉଛି କୀଟନାଶକ ଛିଞ୍ଚନ

ଭୁବନେଶ୍ବର: ଅଧିକ କୀଟନାଶକ ବ୍ୟବହାର ଯୋଗୁଁ ବଢୁଛି କ୍ୟାନସର୍ ଆଶଙ୍କା । ବିଧାନସଭାରେ କିଛି ଏପରି ମନ୍ତବ୍ୟ ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବଲାଙ୍ଗୀର ଓ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢୁଥିବା ନେଇ ମନ୍ତ୍ରୀ ଚିନ୍ତା ପ୍ରକଟ କରିଥିବା ବେଳେ,…

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା; ପୁଣି ତଦନ୍ତ ପାଇଁ ଦାବି କଲେ ବିଧାୟକ

ଭୁବନେଶ୍ୱର: ଗଜପତି ଜିଲ୍ଲାର ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟମୟ ମୃତ୍ୟୁ ମାମଲାର ସାନି ତଦନ୍ତ ଦାବି କରିଛନ୍ତି ଓଡ଼ିଶା ବିଧାୟକ ପଦ୍ମଲୋଚନ ପଣ୍ଡା। ବିଧାନସଭାରେ ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ସିମୁଳିଆର ବିଜେପି ବିଧାୟକ କହିଛନ୍ତି ଯେ ସୌମ୍ୟରଞ୍ଜନଙ୍କ…