Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜାତି ଜନଗଣନାର ଅର୍ଥ କ’ଣ, ଏଥିରେ ଅଛି କି ଲାଭ?

ନୂଆଦିଲ୍ଲୀ: କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଜାତିଗତ ଜନଗଣନା କରିବା ପାଇଁ ଦୀର୍ଘ ଦିନର ଦାବିକୁ ସବୁଜ ସଙ୍କେତ ଦେଇଛି। ଦେଶର ବିରୋଧୀ ଦଳଗୁଡ଼ିକ ଜାତିଗତ ଜନଗଣନା ଘୋଷଣାକୁ ନିଜର ବିଜୟ ବୋଲି କହୁଛନ୍ତି। ବିଶେଷକରି କଂଗ୍ରେସ ଏବଂ ସମାଜବାଦୀ ଦଳ କହିଛି…

ପାକିସ୍ତାନ ମୁଖ୍ୟ ଖଳନାୟକ!, ମିଳିଲା ବଡ ପ୍ରମାଣ…

ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କ, ଯାହା ଏବେ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ସ୍ମୃତି ବନାଇବାକୁ ଯାଇ ଆାତଙ୍କବାଦୀ ଗୁଳିରେ ଚିରଦିନ ପାଇଁ ସ୍ମୃତି ପାଲଟି ଯାଇଛନ୍ତି ପ୍ରାୟ ୨୬ ପର୍ଯ୍ୟଟକ । ଯାହାର ଭାରତ କଡା ଜବାବ ଦେବ । ପ୍ରସ୍ତୁତ ବି ହେଲାଣି । ଆଉ ଏ ସବୁ ପଛର ଖଳନାୟକ ହେଉଛି ଆତଙ୍କୀରେ…

ମଣିପୁରରୁ ଓଡ଼ିଶା; ୯୩ ଘଣ୍ଟାରେ ୩୮୦୦ କିମି. ନନଷ୍ଟପ୍ ଉଡାଣ କଲା ଅମୁର ଫାଲକନ୍ ଚିଉଲୁଆନ୍ ୨

ମୁମ୍ବାଇ: ୨୦୨୪ ନଭେମ୍ବରରେ ମଣିପୁରର ତାମେଙ୍ଗଲଙ୍ଗ ଜିଲ୍ଲାରେ ରେଡିଓ-ଟ୍ୟାଗ୍ ହୋଇଥିବା ପୁରୁଷ ବାଜପକ୍ଷୀ ଅମୁର ଫାଲକନ୍ ଚିଉଲୁଆନ୍ ୨ ଅବିଶ୍ରାନ୍ତ ଉଡାଣ ପରେ ଓଡ଼ିଶାରେ ପହଞ୍ଚିଛି। ସେ ଛତିଶଗଡ଼ରେ ରାତିରେ ବିଶ୍ରାମ ନେବା ପରେ ପଶ୍ଚିମ ଓଡ଼ିଶାରେ ପହଞ୍ଚିଥିବା ଜଣାପଡିଛି। ଦକ୍ଷିଣ…

କୋଇଲା ଚୋରି ଘଟଣାକୁ ନେଇ ଏସଏମସି କାରଖାନାରେ ଚଢ଼ାଉ

ଝାରସୁଗୁଡା: ସୁନ୍ଦରଗଡ଼ କୋଇଲା ଚୋରି ଘଟଣାରେ ଝାରସୁଗୁଡ଼ାରେ ଚଢ଼ାଉ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଝାରସୁଗୁଡ଼ାରେ ପହଞ୍ଚି ଚାରି ଜଣିଆ ଟିମ୍ ତଦନ୍ତ କରୁଛି । ବଡ଼ମାଳ ସ୍ଥିତ ଏସଏମସି କାରଖାନାରେ ଚଢ଼ାଉ କରି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି । କୋଇଲା ଷ୍ଟକର ଯାଞ୍ଚ କରିଛି ଟିମ୍ ।…

ପାକିସ୍ତାନରେ ଚୀନର ‘ସୁରକ୍ଷା’ ଗୋଟି !

ନୂଆଦିଲ୍ଲୀ: ବଲୁଚିସ୍ତାନ ଓ ଖୈବର ପଖତୁନଖ୍ବାରେ ପାକିସ୍ତାନ ବିରୋଧୀ ବିଦ୍ରୋହ । ସିନ୍ଧରେ ପାକ୍ ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଜନତା । ସିନ୍ଧ ଅଞ୍ଚଳରେ ଚୀନ୍ ନାଗରିକଙ୍କ ଉପରେ ବି ଆକ୍ରମଣ ହୋଇଛି । ଆଉ ଏହାପରେ ପାକିସ୍ତାନରେ ଏଣ୍ଟ୍ରି କରିଛନ୍ତି ଚୀନର ସୁରକ୍ଷା କମ୍ପାନୀ ।…

ଜାରି ହେଲା ନୂଆ ଆଇଟିଆର ଫର୍ମ, ଜାଣନ୍ତୁ କ’ଣ ପରିବର୍ତ୍ତନ ହୋଇଛି..

ନୂଆଦିଲ୍ଲୀ: ସାରା ଦେଶରେ ବେତନଭୋଗୀ କରଦାତାଙ୍କ ପାଇଁ ଏକ ବଡ଼ ଖବର। ସରକାର ଇକ୍ୱିଟି କିମ୍ବା ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡରୁ ଦୀର୍ଘକାଳୀନ ପୁଞ୍ଜି ଲାଭ ମାଧ୍ୟମରେ ୧.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ଲୋକଙ୍କ ପାଇଁ ଟିକସ ଦାଖଲ କରିବା ସହଜ କରିଛନ୍ତି। ଆୟକର ବିଭାଗ ମୂଲ୍ୟାଙ୍କନ ବର୍ଷ…

ଯୁଦ୍ଧ ହେଲେ ୫୦ ବର୍ଷ ପଛକୁ ଚାଲିଯିବ ଦେଶ..

ନୂଆଦିଲ୍ଲୀ: ଯୁଦ୍ଧ ହେବା କୌଣସି ଦେଶ ପାଇଁ ଲାଭଦାୟକ ନୁହେଁ। ଏହା କେବଳ ମାନବଜାତିକୁ କ୍ଷତି ପହଞ୍ଚାଏ ନାହିଁ ବରଂ ମୃତ୍ୟୁ ଏବଂ ବିନାଶ ମଧ୍ୟ ଆଣିଥାଏ। ଯୁଦ୍ଧ ଦେଶଗୁଡ଼ିକୁ ଶାରୀରିକ ଏବଂ ମାନସିକ ଭାବରେ ମଧ୍ୟ କ୍ଷତି ପହଞ୍ଚାଏ। ବାସ୍ତବରେ, ଯୁଦ୍ଧରେ କୌଣସି ବିଜୟ କିମ୍ବା ପରାଜୟ ନଥାଏ।…

ଭୟରେ ଥରୁଛି ପାକିସ୍ତାନ!

ନୂଆଦିଲ୍ଲୀ: ଆକ୍ରମଣ ସିନା କରିଦେଲା ହେଲେ ଏବେ ଡରିମରି ବଞ୍ଚୁଛି ପାକିସ୍ତାନ । ଉପରେ ମୁହଁଟାଣ କରୁଛିଳ ହେଲେ ଭିତରେ ଅସ୍ବସ୍ତି ବୃଦ୍ଧି ପାଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତର ଗୋଟା ପରେ ଗୋଟା ପଲଟା ବାର୍ ଏବେ ପାକିସ୍ତାନକୁ ଥରହର କରିଛି । ଜଳ, ସ୍ଥଳ ଆକାଶ ମାର୍ଗ ସବୁ…

ସକାଳୁ ଅଟାରୀ ସୀମାରେ ଗେଟ୍ ଖୋଲୁନି ପାକିସ୍ତାନ, ଉଭୟ ପାର୍ଶ୍ୱରେ ଫସି ରହିଛନ୍ତି ଲୋକେ

ନୂଆଦିଲ୍ଲୀ: ପୁଣି ଆତଙ୍କବାଦୀ ଆକ୍ରମଣକୁ ନେଇ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ପାକିସ୍ତାନ । ଏହି ସମୟ ଭିତରେ ଭାରତ ସରକାର ଅଟାରୀ ସୀମା ଦେଇ ପାକିସ୍ତାନୀ ନାଗରିକଙ୍କୁ ଫେରିବାକୁ ଅନୁମତି ଦେଇଛନ୍ତି । ଏହା ସତ୍ତ୍ୱେ, ଆଜି ସକାଳଠାରୁ ପାକିସ୍ତାନ ପକ୍ଷରୁ ଫାଟକ ଖୋଲାଯାଇ ନାହିଁ । ପାକିସ୍ତାନ…

୧୧ ବର୍ଷ ପରେ ବିଜେପି ବାଧ୍ୟ ହୋଇ ଜାତି ଜନଗଣନା କରିବାକୁ ଘୋଷଣା କରିଛି: ଭକ୍ତ ଦାସ

ଭୁବନେଶ୍ୱର: ଶେଷରେ ୧୧ ବର୍ଷ ପରେ ବିଜେପି ବାଧ୍ୟ ହୋଇ ଜାତି ଜନଗଣନା କରିବାକୁ ଘୋଷଣା କରିଛି। ସତ୍ୟର ବିଜୟ ହୋଇଛି। ଦୀର୍ଘ ବର୍ଷ ଧରି ରାହୁଲ ଗାନ୍ଧୀ ଜାତି ଜନଗଣନା କରିବାକୁ ଦାବି କରିଆସୁଥିଲେ। ରାହୁଲ ଗାନ୍ଧୀଙ୍କ ଯୁକ୍ତିକୁ ତୁଚ୍ଛ ବୋଲି କହୁଥିଲା ବିଜେପି, କିନ୍ତୁ ଏବେ ସତ୍ୟର ବିଜୟ…