Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆସିଲା ଖୁସି ଖବର! ପିଏଫ୍ ଉଠାଣ ସୀମା ୫ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ: ୭.୫ କୋଟି ସଦସ୍ୟଙ୍କ ପାଇଁ ଇପିଏଫଓ EPFO (କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ) ଅଗ୍ରିମ ଅର୍ଥ ଉଠାଣ ବର୍ତ୍ତମାନର ୧ ଲକ୍ଷ ଟଙ୍କାରୁ ୫ ଗୁଣ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସଚିବ ସୁମିତା ଦାୱରା ଗତ ସପ୍ତାହରେ…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା, ୨ ବର୍ଷ ପରେ ଅଭିଯୁକ୍ତ ସାଙ୍ଗ ଗିରଫ

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିଏସଏସୟୁଟି)ର ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣାରେ ବୁର୍ଲା ପୋଲିସ ଆଜି ତାଙ୍କ ପୁରୁଷ ସାଙ୍ଗ ପ୍ରୀତିମାନ ଦେଙ୍କୁ ଗିରଫ କରିଛି। ଏହି ଘଟଣା ୨୦୨୩ ମସିହା ମାର୍ଚ୍ଚରେ ଘଟିଥିଲା। ଚିନ୍ମୟୀଙ୍କ ପରିବାର ପ୍ରୀତିମାନ ଦେଙ୍କୁ…

ଦଙ୍ଗା କରେ ଗୋଟିଏ ରାଜନୈତିକ ଦଳ !

ନୂଆଦିଲ୍ଲୀ : ଇଦ୍ କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନକୁ ନେଇ ବିବାଦ । ରାଜ୍ୟରେ କେହି ଅଶାନ୍ତି ସୃଷ୍ଟି କରିପାରିବେନି । ମମତା ସରକାର ରାଜ୍ୟବାସୀଙ୍କ ସହ ଦୃଢତାର ସହ ଠିଆ ହୋଇଛି । ଲୋକଙ୍କୁ ଏକାଠି ରହିବାକୁ ଆହ୍ବାନ ଦେବା ସହ ଦଙ୍ଗା ଭିଆଇବାକୁ କାହା…

ନେପାଳରେ ରାଜତନ୍ତ୍ର Vs ଗଣତନ୍ତ୍ର

ନୂଆଦିଲ୍ଲୀ:  ନେପାଳରେ ରାଜତନ୍ତ୍ର Vs ଗଣତନ୍ତ୍ର । ତେଜୁଛି ଅସନ୍ତୋଷର ନିଆଁ । ରାଜତନ୍ତ୍ର ସମର୍ଥନରେ ହିଂସା । ୨ଜଣଙ୍କ ମୃତ୍ୟୁ, ୧୧୦ରୁ ଅଧିକ ଆହତ । ନେପାଳରେ ପୁଣି ରାଜତନ୍ତ୍ର ପ୍ରତିଷ୍ଠା ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀ । ବିରୋଧ ପ୍ରଦର୍ଶନ ବେଳେ ବ୍ୟାପକ ହିଂସା…

ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବିରୋଧରେ ଜାତି ପ୍ରମାଣପତ୍ର ଜାଲିଆତି ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ କ୍ୟାବିନେଟ୍ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି । ମନ୍ତ୍ରୀ ନିଜର ଜାତି ପ୍ରମାଣପତ୍ର ଜାଲିଆତି କରି ହାସଲ କରିଛନ୍ତି ବୋଲି ଦଳ ଅଭିଯୋଗ କରିଛି । ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତାମାନେ ଦାବି କରିଛନ୍ତି ଯେ,…

ମିସାଇଲ୍ ପ୍ରସ୍ତୁତ…ଏବେ ଘମାଘୋଟ ଯୁଦ୍ଧ !

ନୂଆଦିଲ୍ଲୀ : ଟ୍ରମ୍ପଙ୍କ ଧମକ, ଆଖି ଦେଖାଇଲା ଇରାନ୍ । ପରମାଣୁ ଚୁକ୍ତି ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବକୁ କଲା ଖାରଜ । ବୋମାମାଡ଼ ନେଇ ଟ୍ରମ୍ପଙ୍କ ଚେତାବନୀ । ରେଡି ଟୁ ଲଞ୍ଚ ମୋଡରେ ଇରାନର ମିସାଇଲ୍ । ଆମେରିକା-ଇରାନ୍ ମଧ୍ୟରେ ହେବାକୁ ଯାଉଛି କି ଯୁଦ୍ଧ? ପରମାଣୁ ଚୁକ୍ତିକୁ ନେଇ ଆମେରିକା ଓ…

ନନ୍ଦନକାନନ ଇତିହାସରେ ସର୍ବାଧିକ: ରେକର୍ଡ ପରିମାଣର ରାଜସ୍ୱ ଆଦାୟ

ବାରଙ୍ଗ: ୨୦୨୪-୨୦୨୫ ଆର୍ଥିକ ବର୍ଷରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରେକର୍ଡ ସଂଖ୍ୟାରେ ବୁଲିଛନ୍ତି ପର୍ଯ୍ୟଟକ । ଏଥିପାଇଁ ପ୍ରାଣୀ ଉଦ୍ୟାନର ରୋଜଗାର ମଧ୍ୟ ପୂର୍ବ ବର୍ଷମାନଙ୍କ ଅପେକ୍ଷା ଭଲ ହୋଇଛି। ନନ୍ଦନକାନନର ରେକର୍ଡ ପରିମାଣର ରାଜସ୍ୱ ଆଦାୟ ହୋଇଥିବା ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକ…

ସ୍ଥିତି ହେବ ଭୟଙ୍କର; ଏପ୍ରିଲରୁ ଜୁନ୍‌ ଅଗ୍ନିବର୍ଷା

ନୂଆଦିଲ୍ଲୀ: ହୋଇଯାଆନ୍ତୁ ସତର୍କ । ଭାରତରେ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। ମଧ୍ୟ , ପୂର୍ବ ଭାରତ ଏବଂ ଉତ୍ତର-ପଶ୍ଚିମ ସମତଳ ଅଞ୍ଚଳରେ ଅଧିକ ଭୀଷଣ ଗ୍ରୀଷ୍ମପ୍ରବାହ ହେବ ବୋଲି ଆଇଏମଡି ସୋମବାର ସୂଚନା ଦେଇଛନ୍ତି । ଆଇଏମଡି ମୁଖ୍ୟ ମୃତ୍ୟୁଞ୍ଜୟ…

ରାଜ୍ୟରେ ତିଆରି ହେବ ସାଢ଼େ ୬ ହଜାର କିଲୋମିଟର ରାସ୍ତା: ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ତିଆରି ହେବ ସାଢ଼େ ୬ ହଜାର କିଲୋମିଟର ରାସ୍ତା। ଆସନ୍ତା ୩ ବର୍ଷରେ ତିଆରି ହେବ ୧୫ ହଜାର କିଲୋମିଟର ରାସ୍ତା। ଏନେଇ ଏନଏଚଏଆଇ ଓ ରାଜ୍ୟ ରାଜପଥ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା ପରେ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏନଏଚଏଆଇ ପ୍ରକଳ୍ପ ଓ…

ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ଶୃଙ୍ଖଳା ‘ପାଠଶାଳା’

ଭୁବନେଶ୍ବର : ଜଗନ୍ନାଥ ମନ୍ଦିରର ବିଶୃଙ୍ଖଳିତ ସେବାୟତଙ୍କୁ ବାଟକୁ ଆଣିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ମହାପ୍ରଭୁଙ୍କ ସେବା ପୂଜାରେ ବିଶୃଙ୍ଖଳା ହେଉ କି ଭକ୍ତଙ୍କୁ ଦୁର୍ବ୍ୟବହାର। ଏଥିପାଇଁ ଆସନ୍ତା ୪ ଓ ୫ ଦୁଇ ଦିନ ଧରି ଆୟୋଜନ କରିବାକୁ ଯାଉଛି ଏକ ପ୍ରଶିକ୍ଷଣ ଶିବିର ।…