Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ତ୍ରୁଟି; ଆନ୍ଥ୍ରୋପୋଲୋଜି ପେପର ୧ ଓ ୨ ର ହେବ ପୁନଃ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ସିଭିଲ୍ ସର୍ଭିସେସ୍ ମେନ(ଲିଖିତ) ପରୀକ୍ଷା-୨୦୨୩ର  ଆନ୍ଥ୍ରୋପୋଲୋଜି ପେପର ୧ ଏବଂ ୨ ର ପୁନଃ ପରୀକ୍ଷା ମେ ୧୪ରେ ହେବା ନେଇ ଓଡ଼ିଶା ଲୋକସେବା ଆୟୋଗ ତରଫରୁ ବୁଧବାର ସୂଚନା ଦିଆଯାଇଛି। ଯେଉଁ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେବେ ସେମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ…

ଲାହୋରରେ ଆତଙ୍କବାଦୀ ହାଫିଜ୍ ସୟିଦର ଗୁପ୍ତ ଠିକଣା ଠାବ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି । ଏଥିମଧ୍ୟରେ ପାକିସ୍ତାନ ଆତଙ୍କବାଦୀଙ୍କ ସୁରକ୍ଷା ବୃଦ୍ଧି କରାଇଥିବା ଖବର ମିଳିଛି । ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ୍ ସୟିଦର ଗୁପ୍ତ ଠିକଣାର ପର୍ଦ୍ଦାଫାସ ହୋଇଛି। ହାଫିଜ୍ ଲାହୋରରେ ଥିବା…

ଆକ୍ରମଣ ସ୍ଥାନ ନିରୂପଣ ପାଇଁ ସପ୍ତାହେ ପୂର୍ବରୁ ଅନେକ ପର୍ଯ୍ୟଟନସ୍ଥଳ ବୁଲିଥିଲେ ଆତଙ୍କବାଦୀ !

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଏକ ସୂତ୍ର ଦ୍ବାରା କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣର ଗୋଟିଏ ସପ୍ତାହ ପୂର୍ବରୁ ଆତଙ୍କବାଦୀମାନେ ପହଲଗାମ ଆସିଥିଲେ ଏବଂ ଅନେକ ପର୍ଯ୍ୟଟନସ୍ଥଳର ରେକି କରିଥିଲେ। ରେକି କରିବା ପରେ ହିଁ…

ଆଜ୍ଞାମାଳ ବିଜେ ପରେ ଆରମ୍ଭ ହେଲା ରଥ ନିର୍ମାଣ

ପୁରୀ: ପବିତ୍ର ଅକ୍ଷୟ ତୃତୀୟାରେ ପୁରୀରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ ହୋଇଛି । ଆଜ୍ଞାମାଳ ବିଜେ ପରେ ରଥଖଳାରେ ଆରମ୍ଭ ହୋଇଛି ନୀତି । ବିଧି ମୁତାବକ ଶ୍ରୀନଅର ସମ୍ମୁଖ ରଥଖଳାରେ ତିନିଟି ଧଉରା କାଠକୁ ସ୍ତୋତ୍ରୀୟ ବ୍ରାହ୍ମଣମାନେ ପୂଜା କରିଥିଲେ ।…

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯବାନଙ୍କ ପତ୍ନୀଙ୍କୁ ସହାୟତା; ୧୦ ଲକ୍ଷ ଟଙ୍କା ସହ ଚାକିରି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଟକର ପ୍ରଭାସିନୀ ବେହେରା ଓ ରାୟଗଡାର ଦେବୀ ଶବରଙ୍କୁ ସହାୟତାର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ। ଦୁହିଁଙ୍କ ସ୍ବାମୀ ପି.ସି.ଆର୍ ଭ୍ୟାନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟଙ୍କୁ ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି ପତ୍ର…

ଜାତିଭିତ୍ତିକ ଜନଗଣନା କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଜାତି ଜନଗଣନା ସମ୍ପର୍କରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜନଗଣନାରେ ଜାତିଭିତ୍ତିକ ଜନଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ରାଜନୈତିକ ବ୍ୟାପାର ସମିତି (CCPA) ଏହି ନିଷ୍ପତ୍ତିକୁ ଅନୁମୋଦନ…

IAS ଅଫିସର ଅଶୋକ ଖେମକା; ୩୪ ବର୍ଷ ସର୍ଭିସରେ ୫୭ ଥର ବଦଳି

ନୂଆଦିଲ୍ଲୀ: ୧୯୯୧ ବ୍ୟାଚ୍ ର ବରିଷ୍ଠ IAS ଅଫିସର ଅଶୋକ ଖେମକା ଆଜି ଅବସର ନେଉଛନ୍ତି। ଯିଏକି ୩୪ ବର୍ଷର କ୍ୟାରିୟର ମଧ୍ୟରେ ୫୭ ଥର ଟ୍ରାନ୍ସଫର୍ ହୋଇ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ହରିୟାଣାର ପରିବହନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବରେ ସେ ଅବସର ନେଇଛନ୍ତି। ଯେଉଁଠି ସେ ଗତ…

ବଜ୍ରପାତ ନେଲା ଗୋଟିଏ ପରିବାରର ୩ ଜୀବନ

ବରଗଡ଼: ବଜ୍ରାଘାତରେ ଗୋଟିଏ ପରିବାରର ୩ ମୃତ । ପରିବାରର ୩ ଜଣଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଏହି ଅଘଟଣ ଘଟିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲାଖମରା ଗାଁରେ । ବିଲରେ କାମ କରିବା ବେଳେ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ସ୍ବାମୀ,ସ୍ତ୍ରୀ ଓ ପୁତୁରାଙ୍କ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଋଷ ଗସ୍ତ ବାତିଲ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି । ଏପରି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷ ଗସ୍ତକୁ ବାତିଲ କରାଯାଇଛି । ମେ' ୯ ତାରିଖ ମସ୍କୋରେ ଭିକ୍ଟ୍ରି ଡେ ପରେଡରେ ଭାଗ ନେବେ ନାହିଁ ମୋଦି । ଏନେଇ କ୍ରେମଲିନ୍ ମୁଖପାତ୍ର…

ପୁଣି ଆପ୍ ନେତା ମନୀଷ ଓ ସତ୍ୟେନ୍ଦ୍ରଙ୍କ ନାଁରେ ବଡ଼ ଦୁର୍ନୀତି ମାମଲା

ନୂଆଦିଲ୍ଲୀ: ପୁଣି ଆମ୍ ଆଦମୀ ପାର୍ଟି (ଆପ୍) ନେତାଙ୍କୁ ଘାରିଲା ଗିରଫଦାରୀ ଭୟ । ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏହି ମାମଲା ସରକାରୀ ସ୍କୁଲରେ ଶ୍ରେଣୀଗୃହ ନିର୍ମାଣ ସହିତ ଜଡିତ । ସ୍କୁଲ ଗୃହ ନିର୍ମାଣରେ…