Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିବା ପାଇଁ ଦିଲ୍ଲୀ ପୋଲିସକୁ କିଏ ଦେଇଥିଲା ନିର୍ଦ୍ଦେଶ? ଗୃହମନ୍ତ୍ରୀଙ୍କୁ ରାହୁଲ…

ନୂଆଦିଲ୍ଲୀ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ମଧ୍ୟ ଏହି ପ୍ରସଙ୍ଗ ଥମିନି। ଲୋକସଭାର ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ରାହୁଲ ଗାନ୍ଧୀ ଜୁଲାଇ ୨୦ ତାରିଖରେ ଜନ୍ତର ମନ୍ତରରେ ଛାତ୍ରମାନଙ୍କ ଉପରେ…

ସିଏମଓ ଫାଇଲ୍ ଉଭାନ ରହସ୍ୟ: ତନାଘନା କରୁଛି ଏସଆଇଟି, ପାଣ୍ଡିଆନଙ୍କ ପରେ ଏବେ ରାଡାରରେ ଆଉ ଜଣେ ପ୍ରଭାବଶାଳୀ ପୂର୍ବତନ…

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ବହୁଚର୍ଚ୍ଚିତ ସିଏମଓ ଫାଇଲ ଗାଏବ ମାମଲାରେ ଏବେ ଗୋଟିଏ ପରେ ଗୋଟିଏ ନୂଆ ଫର୍ଦ୍ଦ ଯୋଡ଼ି ହେବାରେ ଲାଗିଛି। ପୂର୍ବତନ ସରକାରଙ୍କ ଅମଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ବାବୁମାନଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ପୂର୍ବତନ…

ଚୋରାଚାଲାଣ ବେଳେ ହାଇୱାରୁ ୮ କୁଇଣ୍ଟାଲ ୫୦ କିଲୋ ଗଞ୍ଜେଇ ଜବତ

ଫୁଲବାଣୀ: ଫୁଲବାଣୀ ସଦର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ଗଞ୍ଜେଇ ଚାଲାଣକାରୀଙ୍କ ଯୋଜନାକୁ ପଣ୍ଡ କଲା ପୋଲିସ । ଏକ ହାଇୱାରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ବେଳେ ୮ କୁଇଣ୍ଟାଲ ୫୦ କିଲୋ ଗଞ୍ଜେଇ ଜବତ ହୋଇଛି । ଏହା ସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ହାଇୱାକୁ ମଧ୍ୟ ଜବତ କରିଛି ପୋଲିସ ।…

ଜଗନ୍ନାଥ ଦର୍ଶନ ସାରି ଫେରିବା ବାଟରେ କାଳ ସାଜିଲା ବର୍ଷା: ବୌଦ୍ଧରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ଗୁରୁତର

ବୌଦ୍ଧ: ପୁରୀ ଶ୍ରୀମନ୍ଦିରରୁ କାଳିଆ ସାଆନ୍ତଙ୍କ ଦର୍ଶନ ସାରି ଖୁସି ମନରେ ଘରକୁ ଫେରୁଥିଲେ। ହେଲେ ବାଟରେ ଯେ ଏମିତି ଏକ ଭୟଙ୍କର ବିପଦ ଛକି ବସିଛି, ତାହା କେହି କଳ୍ପନା ସୁଦ୍ଧା କରିନଥିଲେ। ପ୍ରବଳ ବର୍ଷା ଏବଂ ଅନ୍ଧାର ରାତି ଭିତରେ ଏକ ଲୋମହର୍ଷଣକାରୀ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ୫…

ଆଣ୍ଠୁଏ ପାଣିରେ ଉବୁଟୁବୁ ସିଲଭର ସିଟି, ଘରେ ପାଣି ପଶିବାରୁ ଜଳବନ୍ଦୀ ହେଲେ ୨୦ରୁ ଊର୍ଦ୍ଧ୍ୱ ପରିବାର!

କଟକ: କଟକରେ ଲଗାଣ ବର୍ଷା ଏବେ ବଡ଼ ବିପତ୍ତିର କାରଣ ପାଲଟିଛି। ଲଗାତାର ଢାଳୁଥିବା ବର୍ଷା ଯୋଗୁଁ ସହରର ଡ୍ରେନେଜ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଛି ଏବଂ ବିଭିନ୍ନ ତଳିଆ ଅଞ୍ଚଳରେ ଭୟଙ୍କର ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଅବସ୍ଥା ଏମିତି ହୋଇଛି ଯେ, ଲୋକଙ୍କ ଘର ଭିତରେ ଆଣ୍ଠୁଏ ଉଚ୍ଚର…

ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଛୁଟି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଜାରି ହୋଇଥିବା ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କତାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ସୋମବାର ଦିନ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି। ପ୍ରତିକୂଳ ପାଣିପାଗ ସମ୍ଭାବନା ମଧ୍ୟରେ…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ନୂଆ ଦାୟିତ୍ୱ ନେଲେ ପ୍ରହଲ୍ଲାଦ ଯୋଶୀ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ‘ନିଟ୍’ ପ୍ରଶ୍ନପତ୍ର ଲିକ୍ ମାମଲା ଏବଂ ଦେଶବ୍ୟାପୀ ତୀବ୍ର ଛାତ୍ର ଅସନ୍ତୋଷ ଶେଷରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟରେ ଆଣିଛି ଏକ ବଡ଼ ଧରଣର ପରିବର୍ତ୍ତନ। ଦୀର୍ଘ ଦିନ ଧରି ଲାଗି ରହିଥିବା ବିକ୍ଷୋଭ ଏବଂ ବିରୋଧୀଙ୍କ ଲଗାତାର ଚାପ ଆଗରେ ମୁଣ୍ଡ ନୁଆଁଇ କେନ୍ଦ୍ର…

‘ମନ୍‌ କି ବାତ୍‌’ର ୧୩୬ତମ ଏପିସୋଡ୍‌: ବିକ୍ରମ-୧କୁ ପ୍ରଂଶସା ସହ ଏହି ସବୁ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି 'ମନ୍ କି ବାତ'ର ୧୩୬ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ୨୭ତମ କାର୍ଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି, ''ଏହା ଆମର ବୀର ଯବାନ ମାନଙ୍କ ବୀରତ୍ବକୁ ମନେ ପକାଇବାର ଦିନ ।…

Anti-Paper Leak Amendments: ପେପର ଲିକ୍‌ରେ ଆଉ ନିସ୍ତାର ନାହିଁ; ୧୦ ବର୍ଷ ଜେଲକୁ ୧୦ କୋଟି…

ନୂଆଦିଲ୍ଲୀ: ସର୍ବସାଧାରଣ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ଅନ୍ୟାନ୍ୟ ଅନିୟମିତତାକୁ ରୋକିବା ପାଇଁ କେନ୍ଦ୍ର ସରକାର ଆଇନକୁ ଆହୁରି କଡ଼ା କରିବାକୁ ଯାଉଛନ୍ତି। 'ପବ୍ଲିକ ଏଗ୍ଜାମିନେସନ୍ସ (ପ୍ରିଭେନସନ ଅଫ୍ ଅନଫେୟାର ମିନ୍ସ) ସଂଶୋଧନ ବିଲ୍-୨୦୨୬' ସୋମବାର ଲୋକସଭାରେ ଉପସ୍ଥାପନ ହେବ। ଦୁଇ ବର୍ଷ…

ଆଜି ମହାପ୍ରଭୁଙ୍କ ଅଧରପଣା ନୀତି

ପୁରୀ: ସିଂହଦ୍ୱାରରେ ତିନି ଠାକୁର । ଗୋଟିଏ ପରେ ଗୋଟିଏ ନୀତିକାନ୍ତି ଚାଲିଛି ରଥାରୁଢ ଠାକୁରଙ୍କର । ଭଳିକି ଭଳି ବେଶରେ ଠାକୁରଙ୍କୁ ଦେଖି ନିଜକୁ ଧନ୍ୟ ମନେ କରୁଛନ୍ତି ଭକ୍ତ । ଗତକାଲି ସୁନବେଶ ସରିବା ପରେ ଆଜି ପ୍ରଭୁଙ୍କର ହେବ ଅଧରପଣା ନୀତି। ସୂଚନା ଅନୁଯାୟୀ, ମଧ୍ୟାହ୍ନ ଧୂପ ସରିବା…