Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଚନ୍ଦନ ଯାତ୍ରାରେ ବାଣ ଫୁଟା ମନା; ଜାରି ହେଲା କଟକଣା

ପୁରୀ: ଆସନ୍ତା ୩୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରାର ହେବ ଶୁଭାରମ୍ଭ । ନରେନ୍ଦ୍ର ପୁଷ୍କରିଣୀକୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଆସି ଚାପ ଡଙ୍ଗାରେ ଜଳକ୍ରୀଡା କରିବେ। ଏଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ…

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା; ଖୁବଶୀଘ୍ର ଆସିବ ଫାଇନାଲ ରିପୋର୍ଟ

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସୂଚନା ଦେଲେ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ସେ କହିଛନ୍ତି ଯେ, ଅନ୍ତରୀଣ ଚାର୍ଜସିଟ ବଳରେ ମାମଲାର ବିଚାର ଚାଲିଛି ଏବଂ ପରିବାରର ଅଭିଯୋଗ ଓ କେତେକ ପ୍ରସଙ୍ଗ ନେଇ ତଦନ୍ତ ଚାଲିଛି । ଗୋପାଳ ଦାସଙ୍କ ଫୋନ୍ କଲ୍…

୨୦୩୬ ସୁଦ୍ଧା ରାଜ୍ୟର ସମସ୍ତ କୃଷକଙ୍କୁ ସମବାୟ ପରିସରଭୁକ୍ତ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ସମବାୟ ଆନ୍ଦୋଳନର ଆଦ୍ୟ ପ୍ରବକ୍ତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଆଜି ଭୁବନେଶ୍ୱର ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ଜମାକାରୀମାନଙ୍କ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ସମୁଦାୟ ୯,୫୩୭ ଜଣ ଜମାକାରୀ ୨୦ କୋଟି ୯୬ ଲକ୍ଷ ଟଙ୍କା ଫେରସ୍ତ…

ରାଜ୍ୟ କ୍ରାଇମବ୍ରାଞ୍ଚକୁ ସଫଳତା; ୬ଟି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ସହ କୋର୍ଟ ଚାଲାଣ

ଭୁବନେଶ୍ବର: ଆଜି ରାଜ୍ୟ କ୍ରାଇମବ୍ରାଞ୍ଚ ଭିନ୍ନ ଭିନ୍ନ ୬ଟି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ ଏବଂ କୋର୍ଟ ଚାଲାଣ କରିଛି । ପୁରୀର ନୀଳାଦ୍ରୀ ଭକ୍ତ ନିବାସ ନାମରେ ନକଲି ୱେବସାଇଟ୍ ପ୍ରସ୍ତୁତ କରି ଭକ୍ତମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୁକ୍ତଙ୍କୁ ଗିରଫ…

ଭୁବନେଶ୍ୱର ଷ୍ଟେସନରେ ହାଇ ଆଲର୍ଟ; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ହାଇ ଆଲର୍ଟରେ ସମଗ୍ର ଭାରତ । ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ଦେଶର ସମସ୍ତ ରେଳ ଷ୍ଟେସନରେ ଫ୍ଳାଗ୍ ମାର୍ଚ୍ଚ କରିବା ସହ ଲୋକଙ୍କୁ ସତର୍କ କରାଯାଉଛି । ଏହି ପ୍ରରିପେକ୍ଷିରେ ସୋମବାର ଭୁବନେଶ୍ୱର…

ଜଣେ ପାକିସ୍ତାନୀ ଓଡ଼ିଶା ଛାଡ଼ିଛନ୍ତି; ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା: ଡିଜିପି

ଭୁବନେଶ୍ୱର: ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡିବାକୁ ନୋଟିସ ଜାରି କରାଯାଇଛି। ବଲାଙ୍ଗିର ଏବଂ ବାଲେଶ୍ବର ଜିଲ୍ଲା ପ୍ରଶାସନ ପାକିସ୍ତାନୀ ନାଗରିକଙ୍କ ସମ୍ଭାବ୍ୟ ନିର୍ବାସନ ସମ୍ପର୍କରେ ରାଜ୍ୟ ଗୃହ ବିଭାଗର ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ…

ରାସନ କାର୍ଡରୁ କଟିବ ବିଦେଶୀଙ୍କ ନାଁ; ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ରାସନ କାର୍ଡକୁ ନେଇ ସୋମବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି । ଓଡିଶାରେ ରହି ରାସନ କାର୍ଡ ହାତେଇଥିବା ସମସ୍ତ ବିଦେଶୀଙ୍କ ନାଁ କଟାଯିବ । ସେମାନଙ୍କର ଭୋଟର କାର୍ଡ ଏବଂ ଆଧାର କାର୍ଡ ମଧ୍ୟ ରହିଛି । ସେମାନଙ୍କୁ ଖୁବଶୀଘ୍ର…

ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ, ନିଆଯିବ ଏହି ବଡ଼ ନିଷ୍ପତ୍ତି !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ପହଲଗାମ୍‌ ଆତଙ୍କୀ ହମଲାକୁ ନେଇ ବଡ଼ ଧରଣର ଆଲୋଚନା। ସୁରକ୍ଷା ସମ୍ପର୍କିତ ହୋଇପାରେ ବଡ଼ ଧରଣର ନିଷ୍ପତ୍ତି। ଆଜି ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷାମନ୍ତ୍ରୀ ଙ୍କ…

ଯୁଦ୍ଧ ନୁହେଁ କୁଟନୀତି…କାହିଁକି ଏମିତି କହିଲେ ନଓ୍ବାଜ ସରିଫ?

ନୂଆଦିଲ୍ଲୀ: ଯୁଦ୍ଧ ନୁହେଁ କୁଟନୀତି । ଭାରତ ସହ ଯୁଦ୍ଧ ନହେଲେ ହିଁ ପାକିସ୍ତାନ ପାଇଁ ଭଲ । ଭାରତ ସହ ଅଶାନ୍ତି କମ୍ କର । ସାନ ଭାଇଙ୍କୁ ନଓ୍ବାଜ ସରିଫଙ୍କ ପରାମର୍ଶ । ପହଲଗାମ ଆକ୍ରମଣ ପରେ ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ କରିଛି । ଏହାପରଠୁ ଦୁଇ ଦେଇ ମଧ୍ୟରେ ଜୋରଦାର ଅଶାନ୍ତି…

ଭାରତ-ପାକିସ୍ତାନ ଯୁଦ୍ଧ ହେଲେ, କାହାକୁ ସମର୍ଥନ କରିବେ ଆମେରିକା, ଚୀନ୍?

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆଶଙ୍କା ରହିଛି । ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିଛି ଭାରତ । ତେବେ ଏହାକୁ ଖାରଜ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି ପାକିସ୍ତାନ । ତେବେ ପ୍ରଶ୍ନ ଉଠୁଛି, ଯଦି ଯୁଦ୍ଧ ହୁଏ,…