Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୨ ଯାଏଁ ରାଜ୍ୟରେ କାଳବୈଶାଖୀ, ଆଜି ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଅସହ୍ୟ ଖରାରେ ଛଟପଟ ହେଉଥିବା ରାଜ୍ୟବାସୀଙ୍କୁ କାଳବୈଶାଖୀ ପ୍ରଭାବରେ ଆଶ୍ବସ୍ତି ମିଳିଛି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୫ରୁ ୧୨ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇ ତାତି କମିଛି । ସେହିପରି ଦକ୍ଷିଣ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪…

ଶ୍ରୀ ଭାଗବତ ସାର ୨୧: ଅସତରୁ ଅସଙ୍ଗ ହୋଇ, ସତ ସତ୍ତା ସହିତ ଯୋଗ ହେବା ହଁ ସତସଙ୍ଗ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଆଲୋଚନା, ତାହା ପୁଣି ବ୍ରହ୍ମବେତା ଶ୍ରୀଶୁକଦେବଙ୍କ ମୁଖରେ, ସବୁଠାରୁ ବଡ଼କଥା ଅଠାଅଶୀ ହଜାର ମୁନି ଋଷିଙ୍କ ଉପସ୍ଥିତି, ଏଭଳି ଏକ ପ୍ରକୃଷ୍ଟ ସତସଙ୍ଗ ଯୋଗୁଁ ରାଜା ପରୀକ୍ଷିକ ବିଷ୍ଣୁ ଲୋକ ପ୍ରାପ୍ତ ହେଲେ। ଶାସ୍ତ୍ର…

ପହଲଗାମ: ଜିପ୍‌ଲାଇନ୍‌ରେ ଥିବା ଅଜଣା ପର୍ଯ୍ୟଟକଙ୍କ କ୍ୟାମେରାରେ କଏଦ୍ ହେଲା ଭୟଙ୍କର ଦୃଶ୍ୟ

ଅନନ୍ତନାଗ: ଜମ୍ମୁ କଶ୍ମୀରର ପହଲଗାମର ବୈସରଣରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଭିଡିଓଟି ଜଣେ ପର୍ଯ୍ୟଟକଙ୍କ ଦ୍ୱାରା ଜିପ୍‌ଲାଇନ୍‌ରେ ରେକର୍ଡ କରାଯାଇଥିଲା, ଯିଏ…

ପାକ୍ ମନ୍ତ୍ରୀ କହିଲେ ଭାରତ ଆକ୍ରମଣ କରିବା ଥୟ, ଆମେ ସତର୍କ ରହିଛୁ

ନୂଆଦିଲ୍ଲୀ: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଜା ମହମ୍ମଦ ଆସିଫ ସୋମବାର ଦାବି କରିଛନ୍ତି ଯେ ଭାରତ ଆକ୍ରମଣ କରିବା ଥୟ। ଜମ୍ମୁ ଓ କଶ୍ମୀରର ପହଲଗାମରେ ଗତ ସପ୍ତାହରେ ହୋଇଥିଲା ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଯେଉଁଥିରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ଏପ୍ରିଲ ୨୨ ତାରିଖରେ,…

ଛୋଟ ବୟସରେ ବଡ଼ ଧମାକା, ଶତକ ମାରି ସାରା ଦୁନିଆରେ ଚହଳ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ଭୁବନେଶ୍ୱର: ବୈଭବ ସୂର୍ଯ୍ୟବଂଶୀ... ଏହି ନାକୁ ଏବେ ବୋଧହୁଏ ଦୁନିଆ ଭୁଲି ପାରିବ ନାହିଁ। ମାତ୍ର ୧୪ ବର୍ଷ ବୟସରେ ଏହି ବାଳକ ଆଇପିଏଲ ୨୦୨୫ରେ ଏପରି କାରନାମା କରିଛନ୍ତି ଯାହା ଉପରେ ବିଶ୍ୱାସ କରିବା କଷ୍ଟକର। ଗୁଜରାଟ ଟାଇଟନ୍ସ ବିପକ୍ଷରେ ବୈଭବ ମାତ୍ର ୩୫ ବଲରେ ଶତକ ହାସଲ କରି ଇତିହାସ…

ଅପଗ୍ରେଡ ହେଲା ବାରିପଦା ସୁପରଫାଷ୍ଟ ଟ୍ରେନର ବଗି

ଭୁବନେଶ୍ୱର: ପୂର୍ବତଟ ରେଳବାଇ (ଇଷ୍ଟକୋଷ୍ଟ ରେଲବାଇ)ର ସୂଚନା ଅନୁଯାୟୀ, ପୁରୀ-ବାଙ୍ଗିରିପୋଷି- ସୁପରଫାଷ୍ଟ ଏକ୍ସପ୍ରେସକୁ ଆଧୁନିକ ଲିଙ୍କେ ହଫମାନ ବୁଷ (ଏଲଏଚବି) କୋଚ୍ ସହିତ ଅପଗ୍ରେଡ କରାଯାଇଛି । ଏହା ଯାତ୍ରୀମାନଙ୍କ ପାଇଁ ଉନ୍ନତ ସୁରକ୍ଷା ଏବଂ ଆରାମ ପ୍ରଦାନ କରିବ। ଏହି ଅତ୍ୟାଧୁନିକ…

ବାଲାକୋଟ ଷ୍ଟ୍ରାଇକ ନୁହେଁ; ମୁଁହତୋଡ ଜବାବ ଦରକାର: ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ ଏବଂ କାଶ୍ମୀର ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ପାକିସ୍ତାନକୁ କଡ଼ା ନିନ୍ଦା କରିଛନ୍ତି। ସେ ପାକିସ୍ତାନର କାର୍ଯ୍ୟକୁ ସମାଲୋଚନା କରି କହିଛନ୍ତି ଯେ ସେମାନେ ମାନବତାକୁ ହତ୍ୟା କରିଛନ୍ତି ଏବଂ ଭାରତ ତା'ର ନୀତି ସହିତ…

ମେ ୧ରୁ ୩ ମାସ ଯାଏଁ ବନ୍ଦ ରହିବ ଭିତରକନିକା

ଭୁବନେଶ୍ୱର: ଭିତରକନିକା ଜାତୀୟ ଉଦ୍ୟାନ ମେ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। କାରଣ ଲୁଣି ପାଣି ରେ ରହୁଥିବା କୁମ୍ଭୀର ମାନଙ୍କ ପାଇଁ ଏହା ପ୍ରଜନନର ସମୟ ହୋଇଥାଏ। ବନ ସଂରକ୍ଷକର ଆସିଷ୍ଟାଣ୍ଟ ଚିଫ (ଏସିଏଫ୍) ମାନସ ଦାସ କହିଛନ୍ତି ଯେ ସରୀସୃପ ମାନଙ୍କ ବସା…

ପିପିଲି ବିଧାୟକଙ୍କ ଡ୍ରାଇଭରଙ୍କୁ ଆକ୍ରମଣ ସହ ଗାଡି ଭଙ୍ଗାରୁଜା; ଜଣେ ଅଟକ

ପିପିଲି: ପିପିଲି ବିଧାୟକଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ସୋମବାର ସନ୍ଧ୍ୟାରେ ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ବରଜୁପାଟଣା ଗ୍ରାମରେ ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଗାଡି ଉପରେ ଆକ୍ରମଣ କରାଯିବା ଅଭିଯୋଗ ହୋଇଛି । ଏହା ସହ ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା…

ଓଡିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚାରି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନର ଗଣତନ୍ତ୍ର ମଣ୍ଡପରେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେମାନଙ୍କୁ ସମ୍ମାନୀତ କରିଥିଲେ। ସୂଚନା ଅନୁଯାୟୀ, ୪ ଜଣଙ୍କୁ ପଦ୍ମ…