Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବାୟୁସେନା ପରେ ନୌସେନାକୁ ମିଳିବ ରାଫେଲ୍ ବଳ: ଫ୍ରାନ୍ସ ସହ ପୁଣି ଡିଲ୍‌ କରିବ ଭାରତ

ନୂଆଦିଲ୍ଲୀ: ବାୟୁସେନା ପରେ ନୌସେନାକୁ ମିଳିବ ରାଫେଲ୍ ବଳ। ଫ୍ରାନ୍ସରୁ ପୁଣି ଆସିବ ରାଫେଲ୍ ବିମାନ। ୬୩ ହଜାର କୋଟିରେ ୨୬ଟି ଲଢ଼ୁଆ ବିମାନ କିଣିବା ପାଇଁ ଆଜି ଫ୍ରାନ୍ସ ସହ ଡିଲ୍ କରିବ ଭାରତ। ପୂର୍ବରୁ ବାୟୁସେନାରେ ମୁତୟନ ଅଛି ୩୬ଟି ରାଫେଲ୍। ୨୨ଟି ସିଙ୍ଗିଲ ସିଟର ଓ ୪ଟି ଟ୍ୱିନ୍ ସିଟର…

ଏହି ପାତ୍ରଗୁଡ଼ିକୁ ଓଲଟା ରଖନ୍ତୁ ନାହିଁ.. ମାଡିଆସିବ ଦୁର୍ଭାଗ୍ୟ!

ଭୁବନେଶ୍ବର: ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରେ ଏପରି ଅନେକ ବାସନ ରହିଛି ଯାହାକୁ ଓଲଟା ରଖିବା ଅଶୁଭ ବୋଲି ବିଶ୍ବାସ କରାଯାଏ । ଏହି କାରଣରୁ ଘରର ସମୃଦ୍ଧି ହୋଇନଥାଏ । ତେବେ ଆସନ୍ତୁ ଜାଣିବା ସେହି ବାସନ ଗୁଡ଼ିକ କ'ଣ ଏବଂ ସେଗୁଡ଼ିକୁ ଓଲଟା ରଖିଲେ କ'ଣ ହୁଏ । ଏଥିସହ ସେଗୁଡ଼ିକୁ କିପରି…

ଭାରତ ଛାଡ଼ିଲେଣି ୫୩୭ ପାକିସ୍ତାନୀ: ଦେଶ ଛାଡ଼ିନଥିବା ନାଗରିକଙ୍କୁ ମିଳିବ କଡ଼ା ଦଣ୍ଡ!

ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ପହଲଗାମ ଆକ୍ରମଣ ପରେ ପାକିସ୍ତାନୀଙ୍କୁ ‘ଭାରତ ଛାଡ଼’ ନୋଟିସ୍ ହୋଇଛି। ଭାରତରେ ରହୁଥିବା ପାକିସ୍ତାନ ନାଗରିକଙ୍କ ପାଇଁ ୪୮ ଘଣ୍ଟାର ଡେଡଲାଇନ୍ ଦେଇଥିଲା ଭାରତ। ଯାହା ଏପ୍ରିଲ ୨୭ ତାରିଖରେ ଶେଷ ହୋଇଛି। ଆଉ ଏହି ୪୮ ଘଣ୍ଟା ଭିତରେ ଭାରତ ଛାଡ଼ିଲେଣି ୫୩୭ ପାକିସ୍ତାନୀ।…

ଗ୍ରୀଷ୍ମ ଋତୁରେ ସପେଟା ଖାଆନ୍ତୁ; କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ..

ଭୁବନେଶ୍ବର: ମିଠା ସପେଟାର ଋତୁ ଆସିଯାଇଛି। ଏହି ସମୟରେ ବଜାରରେ ସପେଟା ଅଧିକ ପରିମାଣରେ ବିକ୍ରି ହେଉଛି। ସମସ୍ତେ ଏହାର ରସାଳ ଏବଂ ମିଠା ସ୍ୱାଦ ପସନ୍ଦ କରନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ସପେଟା ପୋଷକତତ୍ତ୍ବରେ ଭରପୂର ଅଟେ । ଏଥିରେ ଭିଟାମିନ୍, ଖଣିଜ ପଦାର୍ଥ ଏବଂ ଫାଇବର ପରି ଅନେକ ପୋଷକ…

ଆହୁରି ୪ ଦିନ କାଳବୈଶାଖୀ ବର୍ଷା, ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ଆହୁରି ୪ ଦିନ କାଳବୈଶାଖୀ ବର୍ଷା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ପାଇଁ ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ସମ୍ବଲପୁର ସମେତ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ…

ବୁଧ କରିବେ ରାଶି ପରିବର୍ତ୍ତନ; ଆରମ୍ଭ ହେବ ସୌଭାଗ୍ୟ ଦିନ

ଭୁବନେଶ୍ବର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ବିଶେଷ ମହତ୍ତ୍ବ ରହିଛି । ତେବେ ଗ୍ରହମାନଙ୍କର ରାଜକୁମାର ବୁଧ ପ୍ରତି ମାସରେ ନିଜର ରାଶି ପରିବର୍ତ୍ତନ କରନ୍ତି । ବର୍ତ୍ତମାନ ବୁଧ, ମୀନ ରାଶିରେ ଅବସ୍ଥିତ । ଆସନ୍ତା ୭ ମେ'ରେ ବୁଧ ମେଷ ରାଶିରେ ପ୍ରବେଶ କରିବେ । ବୁଧ ଗ୍ରହଙ୍କୁ ବୁଦ୍ଧି,…

ଶ୍ରୀ ଭାଗବତ ସାର ୨୦: ପରୀକ୍ଷିତଙ୍କୁ ଜନ୍ମ ମରଣ ଚକ୍ରରୁ ମୁକ୍ତି ଲାଭ କଲା ଶ୍ରୀମଦ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ପୁଣି ଶୁକଦେବ ମହାତ୍ମାଙ୍କ ମୁଖରୁ ଏଭଳି ଅପୂର୍ବ ସୁଯୋଗ କିଏ ବା ହାତଛଡା କରିବ। ଅଠାଅଶୀ ହଜାର ମୁନି ଋଷି ତନ୍ମୟ ହୋଇ ଏହା ଶ୍ରବଣ କଲେ। ଏଥିରୁ ଜଣାଯାଏ ବେଦର ନିଗୁଢ଼ ତତ୍ୱ, ବ୍ରହ୍ମ ସୂତ୍ର ତଥା ଉପନିଷଦର…

ରାଜଧାନୀ ରାଜରାସ୍ତାରେ ପାକିସ୍ତାନୀ ପତାକା, କିଏ ଲଗାଇଲା ଚିହ୍ନଟ କରି ଗିରଫ କରିବାକୁ ଦାବି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ପାକିସ୍ତାନୀ ପତାକା ଲାଗିଥିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ସଂଧ୍ୟା ସମୟରେ ରୂପାଲି ଛକରେ ପାକିସ୍ତାନୀ ପତାକା ଓ ଷ୍ଟିକର ଲାଗିଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି। ଏହି ଜନଗହଳିପୂର୍ଣ୍ଣ…

ନିଟ-ସୁପର ସ୍ପେଶାଲିଟି ପରୀକ୍ଷାରେ ଟପ୍ପର ହେଲେ ଓଡ଼ିଶାର ୟଶ ଜୈନ

ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ୟଶ ଜୈନ  ନିଟ-ସୁପର ସ୍ପେଶାଲିଟି ପରୀକ୍ଷା-୨୦୨୪ (ସର୍ଜିକାଲ୍ ଗ୍ରୁପ୍) ରେ ଟପ୍ପର ହୋଇଛନ୍ତି। ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିବା ସହ ଓଡ଼ିଶାକୁ ଗର୍ବିତ କରିଥିବାରୁ ୟଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

ଆରବ ସାଗରରେ ଭାରତୀୟ ନୌସେନାର ଯୁଦ୍ଧାଭ୍ୟାସ; ଆଣ୍ଟି-ସିପ୍ କ୍ଷେପଣାସ୍ତ୍ର ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ନୌସେନା ନିଜର ଯୁଦ୍ଧାଭ୍ୟାସ ଚଳାଇଛି। ଆରବ ସାଗରରେ ଭାରତୀୟ ନୌସେନା ଆଣ୍ଟି-ସିପ୍ ମିସାଇଲର ପରୀକ୍ଷଣ କରିଛି। ଆରବ ସାଗରରେ ନୌସେନାର ଯୁଦ୍ଧ ଜାହାଜରୁ  ସୁପରସୋନିକ କ୍ରୁଜ ମିସାଇଲର ପରୀକ୍ଷଣ କରାଯାଇଛି। ଦୀର୍ଘ ଦୂରଗାମୀ ସଠିକ ଆକ୍ରମଣ ପାଇଁ ପ୍ଲାଟଫର୍ମ, ବ୍ୟବସ୍ଥା ଏବଂ…