Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନିଆରା ଢଙ୍ଗରେ ଚା’ ପିଇ ପ୍ରତିବାଦ କଲେ କଂଗ୍ରେସ ବିଧାୟକ

ଭୁବନେଶ୍ବର: ନିଆରା ଉପାୟରେ ଚା ଖଟିରେ ପ୍ରତିବାଦ କରିଛି କଂଗ୍ରେସ। ବିଧାନସଭାରୁ ନିଲମ୍ବିତ ହୋଇଥିବା କିଛି କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତା ଗତକାଲି ସଂଧ୍ୟାରେ ସ୍ବତନ୍ତ୍ର ଟି-ସାର୍ଟ ପିନ୍ଧି ଚା ପିଇ ପ୍ରତିବାଦ କରିଛନ୍ତି। ଅଗଣତାନ୍ତ୍ରିକ ଭାବେ ବାଚସ୍ପତି ନିଲମ୍ବିତ କଂଗ୍ରେସ ବିଧାୟକ…

ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ବିଧାନସଭା ଘେରାଉ କରିବ କଂଗ୍ରେସ

ଭୁବନେଶ୍ୱର: ଆଜି ରାସ୍ତାକୁ ଓହ୍ଲାଇବ କଂଗ୍ରେସ। ବିଧାନସଭା ଘେରାଉ କରିବ ଦଳ। ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ସକାଳ ଦିନ ୧୦ଟାରେ ଭୁବନେଶ୍ବର ରାମମନ୍ଦିର ଠାରୁ କଂଗ୍ରେସଭବନ ପର୍ଯ୍ୟନ୍ତ ରାଲି ବାହାରିବ। ଏଥିରେ ପିସିସି ସଭାପତି, ଦଳର ବରିଷ୍ଠ ନେତା, ବିଧାୟକ, ଛାମୁଆ ସଂଗଠନର…

ଇଣ୍ଡିଆ ଭଳି ଆମେରିକାର ନିର୍ବାଚନ ପ୍ରକ୍ରିୟା ଚାହୁଁଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ନିର୍ବାଚନ ବ୍ୟବସ୍ଥାରେ କିଛି ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିବାକୁ ଚାହୁଁଛନ୍ତି। ଏହି ପରିବର୍ତ୍ତନ ମାଧ୍ୟମରେ ସେ ଆମେରିକାର ନିର୍ବାଚନକୁ ଅଧିକ ସୁରକ୍ଷିତ ଓ ପାରଦର୍ଶୀ କରିବାର ଲକ୍ଷ୍ୟ ରଖିଛନ୍ତି। ଏହା ସହିତ ଟ୍ରମ୍ପ ଭାରତର…

ପୋଲିସରେ ଚାକିରି ପାଇଁ ନିଯୁକ୍ତି, ଦଲାଲଙ୍କୁ ଦେଖିଲେ ଖବର ଦେବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ପୋଲିସ ଚଳିତ ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟାରେ ଦଲାଲ ଓ ମଧ୍ୟସ୍ଥିଙ୍କ ଠାରୁ ସାବଧାନ ରହିବା ପାଇଁ କଡ଼ା ଚେତାବନୀ ଜାରି କରିଛି। ବିଭାଗ ପକ୍ଷରୁ ପ୍ରାର୍ଥୀମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି ଏବଂ ଟଙ୍କା ବଦଳରେ ଚାକିରି ଦେବାର ମିଛ ପ୍ରତିଶ୍ରୁତି ଦେଉଥିବା…

ଓଡ଼ିଶା ଉପକୂଳରୁ ସ୍ୱଦେଶୀ ଭିଏଲ-ଏସଆର-ଏସଏଏମ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ

ଭୁବନେଶ୍ବର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ସୌସେନା ବୁଧବାର ମିଳିତ ଭାବେ ସ୍ୱଦେଶୀ ଭାବେ ବିକଶିତ ଭିଏଲ-ଏସଆର-ଏସଏଏମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛନ୍ତି । ସ୍ୱଦେଶୀ ଭାବେ ବିକଶିତ ଏହି କ୍ଷେପଣାସ୍ତ୍ରକୁ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଭୂଲମ୍ବ ଭାବେ…

ବିଧାନସଭାରେ ବାଦିପାଲା: ବିରୋଧୀଙ୍କ ଆଚରଣକୁ ନିନ୍ଦା କଲେ ବାଚସ୍ପତି

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ବିରୋଧୀ ଦଳର ସଦସ୍ୟମାନଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ଶେଷରେ ମୁହଁ ଖୋଲିଛନ୍ତିବାଚସ୍ପତି ସୁରମା ପାଢ଼ି । ବୁଧବାର ସେ ନିଜର ମତ ରଖି ବିରୋଧୀ ବିଧାୟକଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଗୃହକାର୍ଯ୍ୟ ଚାଲୁଥିବା ସମୟରେ ଶୃଙ୍ଖଳା ଓ ମର୍ଯ୍ୟାଦା ବଜାୟ ରଖିବାର…

ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରେ ଖର୍ଚ୍ଚ ହେବ ୫୦ କୋଟି

ଭୁବନେଶ୍ୱର: କେନ୍ଦୁପତ୍ର ହିତାଧିକାରୀ ମାନଙ୍କ କଲ୍ୟାଣ ପାଇଁ 'ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳି ଯୋଜନା' ମାଧ୍ୟମରେ ରାଜ୍ୟ ସରକାରଙ୍କ ଦ୍ଵାରା ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦୁପତ୍ର…

ସ୍କୁଲ ପିଲାଙ୍କୁ ମିଳିବ ପୁଷ୍ଟିକର ଯୁକ୍ତ ଲଡ଼ୁ, ଘୋଷଣା କଲେ ମୋହନ ସରକାର

ଭୁବନେଶ୍ୱର: ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ପଢୁଥିବା ପିଲାଙ୍କୁ ଉନ୍ନତ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଯୋଗାଇବା ଲାଗି ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧ ଏପ୍ରିଲରୁ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଅଧୀନରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ…

ବୁଧବାର ୟୁପିଆଇରେ ପେମେଣ୍ଟ କରି ହଟହଟା ହେଲେ କି?

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ଭାରତରେ ଏକ ବଡ଼ ସମସ୍ୟା ଦେଖାଦେଇଛି । ଦେଶ ଜେତେବେଳେ ଡିଜିଟାଲ ପେମେଣ୍ଟ ବା ନଗଦବିହୀନ କାରବାର ଉପରେ ଗୁରୁତ୍ୱ ଦେଉଛି ଏହି ସମୟରେ ଇଉନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ସେବାରେ ବାଧା ସୃଷ୍ଟି ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ଅନେକ ଉପଭୋକ୍ତା ଏହି…

କଂଗ୍ରେସକୁ ଜୋରଦାର ଆକ୍ରମଣ କଲେ ଆଇନ୍ ମନ୍ତ୍ରୀ, ବିଜେଡିକୁ ବି ଧୋଇଦେଲେ

ଭୁବନେଶ୍ୱର: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବୁଧବାର ଦିନ ବିରୋଧୀ ଦଳ, ଖାସକରି କଂଗ୍ରେସ ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ବିଧାନସଭାର କାର୍ଯ୍ୟକୁ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଅଚଳ କରିବା ପାଇଁ ଏକ ଷଡ଼ଯନ୍ତ୍ର ରଚିଛି। ଏକ ସାମ୍ବାଦିକ ସମ୍ମିଳନୀରେ…