Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କାହିଁକି ଆରଜେଡି ସହ ହାତ ମିଳାଇଲା କଂଗ୍ରେସ ?

ନୂଆଦିଲ୍ଲୀ: ବିହାରରେ ଏକାଠି ଲଢିବେ କଂଗ୍ରେସ ଓ ଆରଜେଡି । ମହାଗଠବନ୍ଧନରେ ରହି ହିଁ ଆଗାମୀ ବିଧାନସଭା ନିର୍ବାଚନ ଲଢିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି । ଦିଲ୍ଲୀରେ ବିହାର ନେତାଙ୍କ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବିହାରରେ ବିଜେପିକୁ କିପରି କ୍ଷମତାରୁ ଦୂରରେ ରଖାଯିବ ସେନେଇ…

ବିଦେଶରେ ଟୀକାକରଣ ତାଲିମ ଦେଉଛନ୍ତି ଭାରତୀୟ ସ୍ୱାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଗେଇଛି ଦେଶ। ଏହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଜାତୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସଂସ୍ଥାନ ବିଶ୍ୱର ଅନେକ ଦେଶଗୁଡ଼ିକୁ ଟୀକାକରଣ ତାଲିମ ଦେବା ଆରମ୍ଭ କରିଛି। ଭାରତ ପକ୍ଷରୁ ମାଳଦ୍ୱୀପ, ମଲାୱି ଏବଂ ନେପାଳ ଯାଇ ଏହି…

ଜରୁରୀକାଳୀନ ପରିସ୍ଥିତିରେ ବନ୍ଦୀମାନଙ୍କୁ ମିଳିବ ମାସିକ ୨୦ ହଜାର ଟଙ୍କା

ଭୁବନେଶ୍ୱର: ଜରୁରୀକାଳୀନ ପରିସ୍ଥିତିରେ ବନ୍ଦୀମାନଙ୍କୁ ମାସିକ ପେନସନ ପ୍ରଦାନ ସମ୍ବନ୍ଧରେ ବୁଧବାର ବିଧାନସଭାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଯେ, ୨୫ ଜୁନ୍‌ ୧୯୭୫ରୁ ୨୧ ମାର୍ଚ୍ଚ ୧୯୭୭ ମସିହା ପର୍ଯ୍ୟନ୍ତ ଜାତୀୟ ଜରୁରୀକାଳୀନ ପରିସ୍ଥିତି ସମୟରେ…

ବିଧାନସଭାରେ ଉପସ୍ଥାପନ ହେଲା ଗୃହ ବିଭାଗର ୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍‍

ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପନ ହେଲା ଗୃହ ବିଭାଗର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍‍ । ବୁଧବାର ଏହି ବଜେଟ୍‍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିକଶିତ ଭାରତ ଓ ବିକଶିତ ଓଡିଶାର ସଂକଳ୍ପକୁ ସାକାର କରିବାରେ ଗୃହ…

କଂଗ୍ରେସ ଆଗରେ ବିଜେଡି ପଛରେ !

ଭୁବନେଶ୍ବର: ଧାରଣା, ବିକ୍ଷୋଭ, ବିରୋଧ । ଗତ ୧୩ଦିନ ହେଲା ବିଧାନସଭା ହୁଲସ୍ତୁଲ କରୁଛି କଂଗ୍ରେସ । ନାରୀ ସୁରକ୍ଷା ପ୍ରସଙ୍ଗରେ କେତେବେଳେ କଳା ପୋଷାକ ପିନ୍ଧି ତ କେତେବେଳେ ଘଣ୍ଟ, ମହୁରୀ ବଜାଇ ପ୍ରତିବାଦ କରୁଛି ଦଳ । ଆକ୍ରାମକ ମୁଦ୍ରାରେ ରହିଛନ୍ତି କଂଗ୍ରେସର ୧୪ବିଧାୟକ । ଦଳର ବରିଷ୍ଠ…

ସେନା ସସପେନ୍ସ…ଚୀନ୍ ଶରଣରେ ୟୁନୁସ !

ସ୍ବାଧୀନତା ଦିବସ ପାଳନ କରିଛି ବାଂଲାଦେଶ । ତେବେ ଦେଶରେ ଲାଗିରହିଥିବା ଅସ୍ଥିରତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟେପଟେ ସେନାକୁ ନେଇ ସସପେନ୍ସ ରହିଛି ତ ବିରୋଧୀ ବି ସକ୍ରିୟ ହୋଇଥିବା କୁହାଯାଉଛି । ଛାତ୍ର ନେତାଙ୍କ ମଧ୍ୟରେ ମତଭେଦ ରହିଥିବା ବେଳେ ଚୀନ୍ ଗସ୍ତରେ ଯାଇଛନ୍ତି ମହମ୍ମଦ ୟୁନୁସ…

ଆସନ୍ତାକାଲି ବିଧାନସଭା ଘେରିବ କଂଗ୍ରେସ; ଟ୍ରାଫିକ୍ ସମସ୍ୟା ଆଶଙ୍କା କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୨୭ ତାରିଖରେ ବିଧାନସଭା ଘେରାଓ କରିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ କଂଗ୍ରେସ । ଦଳ ପକ୍ଷରୁ ବିଧାନସଭା ଘେରାଓ ସହ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରା‌ଯିବ ବୋଲି ସୂଚନା ରହିଛି । ତେବେ ଏହି ବିକ୍ଷୋଭ ସମୟରେ ରାଜଧାନୀର କେତେକ…

ସେନା ଇତିହାସରେ ପ୍ରଥମ; ଭାରତୀୟ ସାମରିକ ଏକାଡେମୀରେ ମହିଳାଙ୍କୁ ଦିଆଯିବ ଟ୍ରେନିଂ

ନୂଆଦିଲ୍ଲୀ: ସେନାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ । ଭାରତୀୟ ସାମରିକ ଏକାଡେମୀ (IMA)ରେ ମହିଳାମାନଙ୍କୁ ଅଧିକାରୀ ହେବା ପାଇଁ ଟ୍ରେନିଂ ଦିଆଯିବ । କୁହାଯାଉଛି ଏହା ୯୨ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ହେବ । ଏହି ମହିଳା ଜୁନ୍‌ ମାସରେ ଜାତୀୟ ପ୍ରତିରକ୍ଷା…

ପୁଣି ବନ୍ଦେ ଭାରତ ଟ୍ରେନକୁ ଢେଲା ମାଡ଼, ଭାଙ୍ଗିଲା ୨ଟି କାଚ

ଭୁବନେଶ୍ୱର: ପୁଣି ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ଢ଼େଲାମାଡ଼ ଘଟଣା ସାମ୍ନାକୁ ଆସିଛି । ବନ୍ଦେ ଭାରତ ଟ୍ରେନକୁ କିଛି ଦୁର୍ବୃତ୍ତ ଢେଲାମାଡ କରିଛନ୍ତି । ଟ୍ରେନଟି ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ସମୟରେ କଲୁଙ୍ଗା ରେଳ ଷ୍ଟେସନରେ ୨ଟି ବଗିକୁ କେହି ଢ଼େଲା ମାଡ଼ କରିଥିବା ସୂଚନା ମିଳିଛି ।…

ମୋଦି ମଡେଲ ଓଡିଶାରେ ଚଳାଉଛନ୍ତି: ବିଜେପି ଉପରେ ବର୍ଷିଲେ କଂଗ୍ରେସ ସାଂସଦ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରୁ ଦଳର ସମସ୍ତ ୧୪ ଜଣ ବିଧାୟକଙ୍କ ନିଲମ୍ବନ ପ୍ରସଙ୍ଗ ସଂସଦରେ ଉଠାଇବେ ବୋଲି କହିଛନ୍ତି ଓଡ଼ିଶାର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା। ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀ ଥିବା ସମୟରେ…