Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଡ.କମଳା କାନ୍ତ ତ୍ରିପାଠୀ କିଏ? ଯିଏ ପିଏମଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରେ ହେଲେ ଯୁଗ୍ମ ସଚିବ

ଭୁବନେଶ୍ୱର/ ନୂଆଦିଲ୍ଲୀ: ୧୯୯୯ ବ୍ୟାଚ୍‌ର ଭାରତୀୟ ଅର୍ଥନୈତିକ ସେବା (IES) ଅଧିକାରୀ ଓଡ଼ିଶାର ଡକ୍ଟର କମଳା କାନ୍ତ ତ୍ରିପାଠିଙ୍କୁ ନୀତି ଆୟୋଗରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (EAC-PM)ରେ ଯୁଗ୍ମ ସଚିବ ଭାବରେ ନିଯୁକ୍ତ କରାଯାଇଛି। ଶୁକ୍ରବାର ଦିନ କାର୍ମିକ ଏବଂ…

ବିଧାନସଭାରୁ ୧୨ ବିଧାୟକ ନିଲମ୍ବିତ ମାମଲା: ମାଷ୍ଟରକ୍ୟାଣ୍ଟିନରେ କଂଗ୍ରେସ ବିଧାୟକଙ୍କ ଧାରଣା

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନରେ କଂଗ୍ରେସ ବିଧାୟକଙ୍କ ଧାରଣା। ଗତକାଲି ରାତିରୁ ରାସ୍ତା ଉପରେ ଶୋଇ ଧାରଣା ଦେଇଛନ୍ତି। ବିଧାନସଭାରେ ବିରୋଧ କରାଯାଉଥିବାବେଳେ ପୋଲିସ ଜୋର ଜବରଦସ୍ତି ବିଧାୟକଙ୍କୁ ବିଧାନସଭାରୁ ବାହାର କରିଦେଇଛନ୍ତି ବୋଲି କଂଗ୍ରେସ ବିଧାୟକ ଅଭିଯୋଗ କରିଛନ୍ତି।…

ପିଆରଏସଆଇ ଭୁବନେଶ୍ୱର ଚାପଟରର ନୂତନ ଅଧ୍ୟକ୍ଷ ଓ କାର୍ଯ୍ୟକର୍ତ୍ତା ନିର୍ବାଚିତ

ଭୁବନେଶ୍ୱର: ପବ୍ଲିକ ରିଲେସନ୍ସ ସୋସାଇଟି ଅଫ ଇଣ୍ଡିଆ ଭୁବନେଶ୍ୱର ଚାପ୍ଟରର ୬ଷ୍ଠ ବାର୍ଷିକ ସାଧାରଣ ବୈଠକରେ ସର୍ବସମ୍ମତିକ୍ରମେ ଏହାର ପରବର୍ତ୍ତୀ ଦୁଇବର୍ଷ ପାଇଁ ନୂତନ ଅଧ୍ୟକ୍ଷ ଏବଂ ଅନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ଯୁବସୁଲଭ ନୂଆ ଟିମ୍‍ର ନିର୍ବାଚନ…

ବଦଳିବ ଦିଲ୍ଲୀ ବସ୍ତି ବାସିନ୍ଦାଙ୍କ ଭାଗ୍ୟ; ବଜେଟରେ ବଡ ଘୋଷଣା କଲେ ରେଖା ସରକାର

ନୂଆଦିଲ୍ଲୀ: ଦିଲ୍ଲୀର ରେଖା ଗୁପ୍ତା ସରକାର ମଙ୍ଗଳବାର ତାଙ୍କର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିରେ ସେ ବସ୍ତି ଏବଂ ଜେଜେ କଲୋନିରେ ରହୁଥିବା ଲୋକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ସେ କହିଥିଲେ ଯେ ଦିଲ୍ଲୀର ଏକ ବଡ଼ ଅଂଶ ଏବେ ବି ବସ୍ତିରେ ବାସ କରନ୍ତି । ପୂର୍ବରୁ ବଜେଟ୍…

ଶୀତ ଋତୁରେ ଓଡ଼ିଶା ଆସିଛନ୍ତି ୨୩ ଲକ୍ଷ ୫୫ ହଜାରରୁ ଉର୍ଦ୍ଧ୍ବ ବିଦେଶୀ ପକ୍ଷୀ

ଭୁବନେଶ୍ୱର: ଓଡିଶା ମୁହାଁ ବିଦେଶୀ ପକ୍ଷୀ । ୨୦୨୪-୨୫ ବର୍ଷ ଶୀତ ଋତୁରେ ଓଡ଼ିଶା ଆସିଛନ୍ତି ୨୩ ଲକ୍ଷ ୫୫ ହଜାର ୮୫୦ଟି ବିଦେଶୀ ପକ୍ଷୀ । ଏ ନେଇ ଗୃହରେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ…

ଲୋକସଭାରେ ଆଗତ ହେଲା ବଏଲର୍ସ ବିଲ୍ ୨୦୨୪

ନୂଆଦିଲ୍ଲୀ: କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର ଲୋକସଭାରେ ବଏଲର୍ସ ବିଲ୍, ୨୦୨୪ ଆଗତ କରିଛନ୍ତି । ଏହା ମାଧ୍ୟମରେ ବଏଲର୍ସ ଆଇନ, ୧୯୨୩ (୧୯୨୩ ର ୫)ର ବିଲୋପ କରାଯାଇଛି । ଏହି ବିଲ୍ ପୂର୍ବରୁ ୪ ଡିସେମ୍ବର, ୨୦୨୪ରେ ରାଜ୍ୟସଭାରେ ଗୃହୀତ ହୋଇଥିଲା ଏବଂ ଏବେ…

ନୂଆ ରୂପରେ ବଜାରକୁ ଆସିବ ଦେଶର ସବୁଠାରୁ ଶସ୍ତା ୭-ସିଟର କାର୍

ଭୁବନେଶ୍ବର: ୭-ସିଟର କାରର ଡିମାଣ୍ଡ ଭାରତୀୟ ଗ୍ରାହକମାନଙ୍କ ମଧ୍ୟରେ ରହିଛି । ତେବେ ଶସ୍ତା ୭-ସିଟର କାରକୁ ଦେଖିଲେ ପ୍ରଥମେ ରେନାଲ୍ଟ ଟ୍ରାଇବର୍( Renault Triber) ର ନାଁ ଆସେ । ଏବେ କମ୍ପାନୀ ଦେଶର ସବୁଠାରୁ ଶସ୍ତା ୭-ସିଟର ଟ୍ରାଇବରର ଅପଡେଟେଡ୍ ଭର୍ସନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଲାଣି…

କର୍ନସଟ୍‌ରେ ସୋନୁ ନିଗମଙ୍କ ଉପରେ ପଥର ଫିଙ୍ଗିଲେ ଦର୍ଶକ

ଆଦିଲ୍ଲୀ: ଏ କି ବ୍ୟବହାର ଦିଗଜ ଗାୟକଙ୍କ ସହ ! କର୍ନସଟ୍‌ରେ ସୋନୁ ନିଗମଙ୍କ ଉପରେ ଖରାପ ବ୍ୟବହାର କରିଛନ୍ତି ଦର୍ଶକ । ସୋନୁ ଷ୍ଟେଜରେ ଗୀତ ଗାଉଥିବା ସମୟରେ ପଥର ଏବଂ ବୋତଲ ଫିଙ୍ଗିଛନ୍ତି ।ସୂଚନାଥାଉକି, ଦିଲ୍ଲୀ ଟେକ୍ନୋଲୋଜି ବିଶ୍ବବିଦ୍ୟାଳୟରେ ଏଙ୍ଗିଫେଷ୍ଚ ୨୦୨୫ କାର୍ଯ୍ୟକ୍ରମ ଚାଲିଥିଲା ।…

ମହାଗଠବନ୍ଧନରେ କାହାର କେତେ ଦମ୍?

ନୂଆଦିଲ୍ଲୀ: ଆଗକୁ ବିହାର ବିଧାନସଭା ନିର୍ବାଚନ। ଏବେଠୁ ମେଣ୍ଟ ଗଣିତ ନେଇ ଜୋରଦାର ହେଲାଣି ଅଙ୍କକଷା। ବିହାରରେ ବିଜେପି, ଜେଡିୟୁ ସହ ମିଶି ନିର୍ବାଚନ ଲଢିବା ନେଇ ପୂର୍ବରୁ ଘୋଷଣା କରିସାରିଛି। ସେପଟେ ମହାଗଠବନ୍ଧନର ନେତୃତ୍ବ ନେଉଥିବା ଲାଲୁଙ୍କ ଆରଜେଡି ମଧ୍ୟ ତେଜସ୍ବୀ ଯାଦବଙ୍କୁ…

ତାଲିବାନକୁ କ୍ଷମା କରିଦେବ ଆମେରିକା !

ନୂଆଦିଲ୍ଲୀ: ତାଲିବାନକୁ ନେଇ ବଦଳୁଛି କି ଆମେରିକାର ଆଭିମୁଖ୍ୟ? 2021ରେ ଆଫଗାନିସ୍ତାନରେ କ୍ଷମତା ପରିବର୍ତ୍ତନ ମଧ୍ୟରେ ଆମେରିକା ସେଠାରୁ ନିଜ ସେନା ହଟାଇଥିଲା। ସେତେବେଳେ ତାଲିବାନକୁ ଦେଶର ସରକାର ଭାବେ କୌଣସି ଦେଶ ମାନ୍ୟତା ଦେଇନଥିଲେ। ହେଲେ ଏବେ ତାଲିବାନ ପାଇଁ ନରମିଛି ଆମେରିକା।…