Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜ୍ୟରେ ବଦଳିବ ପାଗ; ୨୯ରୁ ପୁଣି ବଢ଼ିବ ଖରା

ଭୁବନେଶ୍ୱର: କାଳବୈଶାଖୀର ତାଣ୍ଡବ ପରେ ପୁଣି ବଦଳିବ ପାଗ । କାଳବୈଶାଖୀ ପ୍ରଭାବ ଯୋଗୁ ରାଜ୍ୟର ବହୁ ସ୍ଥାନରେ ବର୍ଷା ହେଉଥିଲା । ଏଥିପାଇଁ ଖରାରୁ ଆଶ୍ୱସ୍ତି ମିଳୁଥିଲା । ହେଲେ ରାଜ୍ୟରେ ପୁଣି ଫେରିବ ହିଟ୍‌ୱେଭ । ୨୯ରୁ ପୁଣି କଲବଲ କରିବ ତାତି । ୪ ଦିନରେ ରାଜ୍ୟରେ ୬ ଡିଗ୍ରୀ ଯାଏଁ…

ଆମେରିକାର ହୁତି ବିଦ୍ରୋହୀଙ୍କୁ ଆକ୍ରମଣର ଗୁପ୍ତ ଯୋଜନା ହେଲା ଲିକ୍; ଗ୍ରୁପ ଚାଟରେ ମିଳିଲା ସୂଚନା

ନୂଆଦିଲ୍ଲୀ: ଯଦିଓ ଆମେରିକା ବହୁତ ସ୍ମାର୍ଟ, କିନ୍ତୁ ଏହାର ବରିଷ୍ଠ ଅଧିକାରୀମାନେ ଏକ ବଡ ଭୁଲ୍ କରିଛନ୍ତି । କାରଣ ଏକ ଚାଟ୍ ଗ୍ରୁପରେ ଆମେରିକା କରିବାକୁ ଥିବା ହୁତି ବିଦ୍ରୋହୀଙ୍କୁ ଆକ୍ରମଣ  ଯୋଜନା ଲିକ୍ ହୋଇଛି । ଆଟଲାଣ୍ଟିକର ମୁଖ୍ୟ ସମ୍ପାଦକ ଜେଫରୀ ଗୋଲଡବର୍ଗ ଏହା ସହ ଜଡିତ ଏକ ସୂଚନା…

ଘରୋଇ ହସ୍ପିଟାଲରେ ହେଉଛି ଅଧିକ ଅସ୍ତ୍ରୋପଚାର ଡେଲିଭରୀ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ହସ୍ପିଟାଲରେ ସବୁଠୁ ଅଧିକ ହେଉଛି ସିଜରିଆନ୍ ଡେଲିଭରୀ । ବିଧାନସଭାରେ ଏଭଳି ଚିନ୍ତାଜନକ ତଥ୍ୟ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ତଥ୍ୟ ମୁତାବକ, ୨୦୨୨-୨୩ରେ ଘରୋଇ ହସ୍ପିଟାଲରେ ୧ ଲକ୍ଷ ୨୯ ହଜାର ୮୮…

ବିପଦରେ ଓଡ଼ିଶା ଜଙ୍ଗଲ; ୩ମାସରେ ଜଳିଲାଣି ୩ ହଜାର ହେକ୍ଟର

ଭୁବନେଶ୍ବର: ଓଡ଼ିଶାରେ ପ୍ରତିବର୍ଷ ବଢିଚାଲିଛି ଜଙ୍ଗଲ ନିଆଁ । ୪ ବର୍ଷରେ ପାଉଁଶ ହେଲାଣି ୫୩ ହଜାର ହେକ୍ଟରରୁ ଅଧିକ ଜଙ୍ଗଲ । ସେହିପରି ଗତ ୩ ମାସରେ ଜଳିଲାଣି ୩ ହଜାର ହେକ୍ଟର ଜଙ୍ଗଲ । ବିଧାନସଭାରେ ଏପରି ସାଂଘାତିକ ରିପୋର୍ଟ ପ୍ରକାଶ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।…

କେମିତି ମେଣ୍ଟିବ ପର୍ଯ୍ୟଟକଙ୍କ ଶୋଷ: ଶୁଖିବାକୁ ବସିଲାଣି ନୈନି ହ୍ରଦ…

ଡେରାଡୁନ୍: ଧିରେ ଧିରେ ଶୁଖିବାକୁ ବସିଲାଣି ନୈନି ହ୍ରଦ । ଆଉ ମାତ୍ର ୪.୭ ଫିଟ୍ ରହିଛି ଜଳ । ଦେବଭୂମି ଉତ୍ତରାଖଣ୍ଡରେ ଥିବା ନୈନିତାଲ ବିଶ୍ବ ପ୍ରସିଦ୍ଧ । ବର୍ତ୍ତମାନ ସେଠି ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବା ବେଳେ ନୈନିତାଲର ହୃଦୟ ତଥା ପ୍ରମୁଖ କୁହାଯାଉଥିବା ନୈନି ହ୍ରଦ ଏବେ ଶୁଖିବାକୁ…

ବହୁ ଚର୍ଚ୍ଚିତ ଜଟଣୀ ହତ୍ୟାକାଣ୍ଡ ମାମଲା; ୪ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଜଟଣୀ ହତ୍ୟାକାଣ୍ଡ ଘଟଣାରେ ଆସିଲା ରାୟ । ଆଜି ୨୦୧୭ ମାର୍ଚ୍ଚ ୨ ତାରିଖରେ ଘଟିଥିବା ଜଟଣୀ ଅନୁପ ବେହେରା ହତ୍ୟାକାଣ୍ଡ ମାମଲାରେ ରାୟ ପ୍ରକାଶ ପାଇଛି । ହତ୍ୟାକାଣ୍ଡ ଘଟଣାରେ ୪ ହତ୍ୟାକରୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ବର ଏଡିଜେ କୋର୍ଟ-୨ ।…

ଏସ୍‌ସିବିରେ ଶିଶୁ ବଦଳ ମାମଲା: ଅଧୀକ୍ଷକଙ୍କୁ ଜବାବ ଦାଖଲ ଲାଗି ହାଇକୋର୍ଟଙ୍କ ନୋଟିସ୍

କଟକ: କଟକ ବଡ଼ ମେଡିକାଲ (ଏସ୍‌ସିବି)ରେ ଶିଶୁ ବଦଳକୁ ନେଇ ରୁଜୁ ହୋଇଥିବା ମାମଲାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ହାଇକୋର୍ଟ କହିଛନ୍ତି, ସରକାରୀ ମେଡିକାଲ୍‌ ଉପରେ ଲୋକଙ୍କ ଅଖଣ୍ଡ ବିଶ୍ୱାସ ରହିଥାଏ। କିନ୍ତୁ ଯେତେବେଳେ ଏହି ଭରସା ତୁଟିଯାଏ ସେତେବେଳେ କେବଳ ଏହି ହସ୍ପିଟାଲ୍‌ର…

ବାରମ୍ବାର ବିଶୃଙ୍ଖଳା: ବିଧାନସଭାରୁ ନିଲମ୍ବିତ ହେଲେ କଂଗ୍ରେସର ୧୨ ବିଧାୟକ

ଭୁବନେଶ୍ବର: ନିଲମ୍ବିତ ହେଲେ କଂଗ୍ରେସର ୧୨ ବିଧାୟକ । ଓଡିଶା ବିଧାନସଭାରୁ କଂଗ୍ରେସର ୧୨ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ଗୃହ ମଧ୍ୟରେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ମୋଟ ୧୪ ବିଧାୟକରୁ ୧୨ ଜଣ ନିଲମ୍ବିତ ହୋଇଛନ୍ତି । ତେବେ ଉକ୍ତ ବିଧାୟକଙ୍କ ନିଲମ୍ବନ ପାଇଁ ସରକାରୀ…

ପିଇଓ ସ୍ତ୍ରୀଙ୍କ ପାଇଁ ସ୍ବାମୀ ନେଉଥିଲେ ଲାଞ୍ଚ: ଭିଜିଲାନ୍ସ ଜାଲରେ ପତି-ପତ୍ନୀ

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ପିଇଓ ଓ ତାଙ୍କ ସ୍ଵାମୀ। ସ୍ତ୍ରୀ କରିଛନ୍ତି ଚାକିରି, ସ୍ବାମୀ ନେଉଛନ୍ତି ଲାଞ୍ଚ। ସ୍ତ୍ରୀଙ୍କ ପାଇଁ ସ୍ବାମୀ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଯାଇଛନ୍ତି । ଏପରି ରୋଚକ ଘଟଣା ଘଟିଛି ବରଗଡ଼ ଜିଲ୍ଲା ପଦମପୁର ବ୍ଲକ୍ ଜ୍ଞାନ ପଞ୍ଚାୟତରେ। ଜଣେ…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜାତିଗତ ପ୍ରମାଣପତ୍ରକୁ ନେଇ ଉଠିଲା ପ୍ରଶ୍ନ

ସୁବର୍ଣ୍ଣପୁର: ସ୍ବାସ୍ଥ୍ୟମନ୍ତ୍ରୀ ଡ଼କ୍ଟର ମୁକେଶ ମହାଲିଙ୍ଗଙ୍କ ଜାତିଗତ ପ୍ରମାଣପତ୍ରକୁ ନେଇ ଉଠିଲା ପ୍ରଶ୍ନ । ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ କେଉଟ, ଧିବର ଓ କୈବର୍ତ୍ତ ହଟାଅ ଅଲ୍‌ ଓଡ଼ିଶା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମହାଲିଙ୍ଗଙ୍କ ଜାତିଗତ…