Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Fishermen Warning:ମତ୍ସଜୀବୀଙ୍କୁ ସମୁଦ୍ର ମନା; ୨୭ ଯାଏଁ ସତର୍କ ସୂଚନା ଜାରି

ଭୁବନେଶ୍ୱର:ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶା ଉପକୂଳର ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କ ସୂଚନା ଜାରି କରିଛି। ଆଜି ଠାରୁ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ମାଛ ଧରିବା ପାଇଁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୨୪…

ଅଗଷ୍ଟ ୧୮ରେ ସାରା ରାଜ୍ୟରେ ଆୟୋଜିତ ହେବ ନିଶାମୁକ୍ତ ଶପଥ ଅଭିଯାନ

ଭୁବନେଶ୍ବର: ନିଶାମୁକ୍ତ ସମାଜ ଗଠନ ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଆସନ୍ତା ଅଗଷ୍ଟ ୧୮ରେ ସାରା ରାଜ୍ୟରେ ‘ଜାତୀୟ ନିଶା ବିରୋଧୀ ଶପଥ’ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ଅବସରରେ ରାଜ୍ୟର ଅତିକମରେ ୧୦ ପ୍ରତିଶତ ଜନସଂଖ୍ୟାଙ୍କୁ ଏହି ଶପଥ ଅଭିଯାନରେ ସାମିଲ କରିବାକୁ ଲକ୍ଷ୍ୟ…

ଏଣିକି ରାଜ୍ୟ ବାହାରକୁ ଗଲେ ୨୧ ଦିନ ପୂର୍ବରୁ ଛୁଟି ପାଇଁ ଆବେଦନ କରିବେ ସରକାରୀ ବାବୁ

ଭୁବନେଶ୍ବର: ସରକାରୀ ବାବୁଙ୍କ ପାଇଁ କଡ଼ା ନିୟମ ଜାରି କଲେ । ବ୍ୟକ୍ତିଗତ କାରଣରେ ରାଜ୍ୟ ବାହାରକୁ କିମ୍ବା ବିଦେଶ ଯାତ୍ରା କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ଅର୍ଥ ବିଭାଗ କଡ଼ା ନିୟମ ଜାରି କରିଛି । ଏନେଇ ସମ୍ପୃକ୍ତ କର୍ମଚାରୀଙ୍କୁ ଅତି କମ୍‌ରେ ୨୧ ଦିନ ପୂର୍ବରୁ ଛୁଟି ପାଇଁ ଆବେଦନ…

ଟାଟା ସୁମୋ ଉପରେ ଖସିପଡିଲା ପାହାଡର ବଡ ଖଣ୍ଡ, ୧୩ ମୃତ

ସିମଲା: ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲା ଆଦିବାସୀ ଅଞ୍ଚଳ ପାଙ୍ଗିରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । କିଲାଡ-ଉଦୟପୁର ରାସ୍ତାରେ କଡୁ ନାଲା ନିକଟରେ ଯାଉଥିବା ଏକ ଟାଟା ସୁମୋ ଟ୍ରକ୍ ଉପରେ ପାହାଡ଼ର ଏକ ବଡ଼ ଅଂଶ ହଠାତ୍ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି ।…

ମକା ବୋଝେଇ ଟ୍ରକରୁ ୭ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

ବଲାଙ୍ଗୀର: ଫୁଲବାଣୀରୁ ବିହାର ଗଞ୍ଜେଇ ଚାରାଚାଲାଣ ବେଳେ ମାଡି ବସିଲା ଅବକାରୀ ଟିମ୍ । ଆଜି ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିନଖମନ ଜଙ୍ଗଲ ନିକଟରୁ ଏକ ମକା ଭର୍ତ୍ତି ଟ୍ରକରୁ ୭ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଏହା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତ…

ଓଡ଼ିଶାରେ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନ୍ ବିକାଶ ପାଇଁ ସାଢେ ୪୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମଞ୍ଜୁର

ଭୁବନେଶ୍ବର: ଓଡ଼ିଶାରେ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନ୍ ବିକାଶ ପାଇଁ ପିଏମ୍ ଇ-ଡ୍ରାଇଭ୍ ଯୋଜନାରେ ୪୦ କୋଟି ୫୦ ଲକ୍ଷ ୭୫ ହଜାର ୭୪୦ ଟଙ୍କା ଅନୁଦାନ ମଞ୍ଜୁର କରାଯାଇଛି । ଏହି ଅବସରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି “ 'ପୂର୍ବୋଦୟ'ର ପ୍ରବେଶପଥ ଓଡ଼ିଶାକୁ…

ସଲମାନ୍‌ଙ୍କ ପରେ ଶାହରୁଖ୍ ମଧ୍ୟ ଛାତ୍ର ଆନ୍ଦୋଳନକୁ କଲେ ସମର୍ଥନ? ଜାଣନ୍ତୁ ଭାଇରାଲ ପୋଷ୍ଟ ପଛର ସତ୍ୟତା

ନୂଆଦିଲ୍ଲୀ: NEET ପେପର୍ ଲିକ୍ ନେଇ ସାରା ଦେଶରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରତିବାଦ କରାଯାଉଛି। ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରଛାତ୍ରୀମାନେ ଅନେକ ଦିନ ଧରି ପ୍ରତିବାଦ କରୁଛନ୍ତି। ଏହି ପ୍ରତିବାଦ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଜୁଲାଇ ୨୦ ତାରିଖରେ ସଂସଦ ମାର୍ଚ୍ଚ…

CJP Demand: ଇସ୍ତଫା ଦେବେ ଧର୍ମେନ୍ଦ୍ର ପ୍ରଧାନ? କାଲି ସୁଦ୍ଧା ସମୟ ମାଗିଲେ ସରକାର…ବୖେଠକରୁ ବାହାରି CJPର ଦାବି…

ନୂଆଦିଲ୍ଲୀ: ନିଟ୍-ୟୁଜି (NEET-UG) ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ କକ୍ରୋଚ୍ ଜନତା ପାର୍ଟି (CJP) ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଚସ୍ତରୀୟ ବୈଠକ ହୋଇଛି। ବୈଠକ ପରେ CJP ଦାବି କରିଛି ଯେ କେନ୍ଦ୍ରୀୟ…

ଛାତ୍ରଛାତ୍ରୀଙ୍କୁ ଦେଶର ଶତ୍ରୁ ଭଳି ବ୍ୟବହାର କରୁଛନ୍ତି ମୋଦି ସରକାର: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ କଠୋର ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଛାତ୍ରଛାତ୍ରୀ ହେଉଛନ୍ତି ଶିକ୍ଷା ବ୍ୟବସ୍ଥାରେ ଉତ୍ତରଦାୟିତ୍ୱ। ସେମାନେ ସଂସ୍କାର ଦାବି…

Kendrapada RI:୫୫୦୦ ଲାଞ୍ଚ ନେଇ ଧରା ପଡ଼ିଲେ ମହିଳା RI ସାଇଦର୍ଶିନୀ

ଭୁବନେଶ୍ବର:ଜମି ମ୍ୟୁଟେସନ୍ ପାଇଁ ଲାଞ୍ଚ ନେଉଥିବାବେଳେ ମାଡିବସିଲା କେନ୍ଦ୍ରାପଡ଼ା ଭିଜିଲାନ୍ସ । ଭିଜିଲାନ୍ସ ଜାଲରେ ଡେରାବିଶ କାଉପଡା ମହିଳା ଆର୍‌ ଆଇ (ରାଜସ୍ୱ ନିରୀକ୍ଷକ) ସାଇଦର୍ଶିନୀ ଲେଙ୍କା।ମ୍ୟୁଟେସନ୍ ପାଇଁ ସେ ୫୫୦୦ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ଘଟଣାର…