Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Delhi Liquor Policy Case: ନିର୍ଦ୍ଦୋଷରେ ଖଲାସ ହେଲେ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆ, କୋର୍ଟର ନିଷ୍ପତ୍ତି…

ନୂଆଦିଲ୍ଲୀ: ଦିଲ୍ଲୀରେ କଥିତ ମଦ ନୀତି ଦୁର୍ନୀତିରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏକ ବଡ଼ ନ୍ୟାୟିକ ବିଜୟ ହାସଲ କରିଛନ୍ତି। ରାଉଜ୍ ଆଭେନ୍ୟୁ କୋର୍ଟ ଏହି ମାମଲାରେ ଉଭୟ ନେତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।…

Rashmika Vijay Wedding : “ମୋ ସ୍ୱାମୀ ବିଜୟ…”, ବିବାହର ଫଟୋ ସେୟାର କରି ଭାବପ୍ରବଣ କ୍ୟାପସନ୍…

ମୁମ୍ବାଇ: ରଶ୍ମିକା ମନ୍ଧାନ ଏବଂ ବିଜୟ ଦେବରକୋଣ୍ଡା ଗୁରୁବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଦୟପୁରରେ ଅନୁଷ୍ଠିତ ଏହି ବିବାହ ନେଇ ଫ୍ୟାନ୍ସ ଉତ୍କଣ୍ଠାର ସହିତ ଚାହିଁ ରହିଥିବା ବେଳେ, ସେମାନଙ୍କ ଅପେକ୍ଷା ଏବେ ଶେଷ ହୋଇଛି। ପ୍ରତୀକ୍ଷିତ ବିବାହ ଫଟୋ ଏବେ ରିଭିଲ ହୋଇଛି। ରଶ୍ମିକା ଏବଂ…

Amit Shah To Visit Odisha: ଆସନ୍ତା ୫ ତାରିଖରେ ଓଡ଼ିଶା ଆସୁଛନ୍ତି ଅମିତ୍ ଶାହ

ଭୁବନେଶ୍ଵର: ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ୍ ଶାହ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ମାର୍ଚ୍ଚ ୫ ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ଗସ୍ତ ଏକ ସରକାରୀ କାର୍ଯ୍ୟର ଅଂଶ। ଏହାର ସୁଗମ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ…

Afghanistan-Pakistan conflict: ପୁଣି ବଢିଲା ପାକିସ୍ତାନ-ଆଫଗାନିସ୍ତାନ ଉତ୍ତେଜନା, ବିମାନ ଆକ୍ରମଣରେ ୭୨ ତାଲିବାନ…

ନୂଆଦିଲ୍ଲୀ: ପୁଣି ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ହେବାରେ ଲାଗିଛି। ପୁଣି ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଆଉ ଏକ ରକ୍ତାକ୍ତ ସଂଘର୍ଷ ଆରମ୍ଭ ହୋଇଯାଇଛି। ପ୍ରଥମେ ପାକିସ୍ତାନ ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିବା ବେଳେ ଏହାର ଜବାବରେ ଯେତେବେଳେ…

DGCA refund rules: ୪୮ ଘଣ୍ଟା ମଧ୍ୟରେ ବିମାନ ଟିକେଟ୍ ବାତିଲ କଲେ କୌଣସି ଟଙ୍କା କଟିବ ନାହିଁ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି। ଏବେ ଯଦି ଆପଣ ଏକ ବିମାନ ବୁକ୍ କରନ୍ତି ଏବଂ ୪୮ ଘଣ୍ଟା ମଧ୍ୟରେ ଏହାକୁ ବାତିଲ କରନ୍ତି, ତେବେ ଆପଣଙ୍କୁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଯାତ୍ରୀଙ୍କ…

Multi-Specialty Hospital: କୋଇଡାରେ ଜେଏସଡବ୍ଲୁ ମଲ୍ଟି-ସ୍ପେଶାଲିଟି ହସ୍ପିଟାଲ ପାଇଁ ଭୂମିପୂଜନ ସମାରୋହ

ବଡବିଲ: ଓଡ଼ିଶାର ଖଣି କ୍ଷେତ୍ରରେ ସ୍ୱାସ୍ଥ୍ୟସେବା ସେବାକୁ ସୁଦୃଢ଼ ​​କରିବାରେ ପାଇଁ, ଜେଏସଡବ୍ଲୁ ଫାଉଣ୍ଡେସନ ମଙ୍ଗଳବାର ଦିନ କୋଇଡାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ମଲ୍ଟି-ସ୍ପେଶାଲିଟି ହସ୍ପିଟାଲ ପାଇଁ ଭୂମିପୂଜନ ସମାରୋହ ଆୟୋଜନ କରିଥିଲା। ଏହି ହସ୍ପିଟାଲ ହେଉଛି ଜେଏସଡବ୍ଲୁ ଗ୍ରୁପ୍…

ଟିପିଏସ୍ଓଡିଏଲ୍ ପକ୍ଷରୁ ଜୟପୁରଠାରେ ହ୍ୟାଣ୍ଡସ-ଅନ୍ ଟେକ୍ନିକାଲ ଟ୍ରେନିଂ ସେଣ୍ଟର ଉଦଘାଟିତ

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏସ୍ଓଡିଏଲ୍) କୋରାପୁଟ ଜିଲ୍ଲାର ଜୟପୁରଠାରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ହ୍ୟାଣ୍ଡସ-ଅନ୍ ଟେକ୍ନିକାଲ ଟ୍ରେନିଂ ସେଣ୍ଟର (ଏଚଓଟିଟି) ଉଦଘାଟନ କରିଛି । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ…

ଆଇଏନଏକ୍ସ ମନିଲଣ୍ଡ୍ରିଂ ମାମଲା: ପି.ଚିଦାମ୍ବରମଙ୍କ ବିରୋଧରେ ଚାଲିବ ମୁକଦ୍ଦମା

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଏବେ ସରକାରୀ ଅନୁମତି ମିଳିଛି । ସରକାରଙ୍କ ଅନୁମୋଦନ ପରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଇନଗତ କାର୍ଯ୍ୟାନୁଷ୍ଠାନ…

Woman Maoist Surrender: ୨୦ ଲକ୍ଷ ପୁରସ୍କାର ରାଶି ଥିବା ଦୁର୍ଦ୍ଦାନ୍ତ ମହିଳା ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ । ମହିଳା ମାଓବାଦୀର ପରିଚୟ ମାସେ ବାରସେ ବୋଲି ଜଣାପଡିଛି । ସେ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବସ୍ତର ଆଇଜି…