Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଫେରିବେ ସୁନୀତା: ଆଇଏସଏସ ଗଲା କ୍ରୁ-୧୦ ମିଶନ 

ନୂଆଦିଲ୍ଲୀ: ଅପେକ୍ଷାର ଘଟିଲା ଅନ୍ତ। ଶେଷରେ ବହୁ ପ୍ରତୀକ୍ଷା ପରେ ଘର ବାହୁଡ଼ିବେ ସୁନୀତା। ଶୁକ୍ରବାର ନାସା ଏବଂ ଏଲୋନ ମସ୍କଙ୍କ ସ୍ପେସଏକ୍ସ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) କୁ ଏକ ନୂଆ ଦଳ ପଠାଇଛି। ଯାହା ନଅ ମାସ ଧରି ଫସି ରହିଥିବା ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍…

ସୁନା ଚୋରା ଚାଲାଣ ମାମଲାରେ ଜାମିନ ଆବେଦନକୁ ଖାରଜ କଲେ କୋର୍ଟ, ଜେଲରେ ରହିବେ ରାନ୍ୟା ରାଓ

ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ମାମଲାରେ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ଯିବାକୁ ପଡିବ ଜେଲ। ଶୁକ୍ରବାର (ମାର୍ଚ୍ଚ ୧୪, ୨୦୨୫) ଦିନ, ଅର୍ଥନୈତିକ ଅପରାଧ ଅଦାଲତ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ୩୪ ବର୍ଷୀୟ ରାନ୍ୟା ରାଓଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ…

ଭାରତ ବିରୋଧରେ ପାକିସ୍ତାନର ଗମ୍ଭୀର ଆରୋପ: ଦିଲ୍ଲୀରୁ ହେଉଛି ଟ୍ରେନ ହାଇଜାକ୍ ପ୍ଲାନିଂ

ଇସଲାମାବାଦ: ପାକିସ୍ତାନର ବଲୁଚିସ୍ତାନରେ ଜାଫର ଏକ୍ସପ୍ରେସ ଟ୍ରେନ ଉପରେ ଆକ୍ରମଣ ଘଟଣାକୁ ନେଇ ପାକିସ୍ତାନ ସେନା ଭାରତ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛି। ଡିଜି ଆଇଏସ୍‌ପିଆର ଲେଫ୍ଟନାଣ୍ଟ ଜେନେରାଲ ଅହମଦ ସରିଫ ଚୌଧରୀ କହିଛନ୍ତି ଯେ ବଲୁଚିସ୍ତାନରେ ଆତଙ୍କବାଦ ପାଇଁ ସମସ୍ତ ପାଣ୍ଠି ଭାରତରୁ…

ଦୋଳ ବିମାନ ଯିବା ସମୟରେ ଗୋଷ୍ଠୀ ସଂଘର୍ଷ, ମାରଣାସ୍ତ୍ରରେ ଆକ୍ରମଣ

କଟକ: ରଙ୍ଗର ପର୍ବ ହୋଲି ପାଇଁ ଚାରିଆଡେ ଉତ୍ସବର ମାହୋଲ ଥିବା ବେଳେ କଟକରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଦୋଳ ବିମାନ ଯିବାବେଳେ ଏହି ମାରପିଟ୍ ହୋଇଛି। ଉତ୍ତମାପୁର-ସୁଭଦ୍ରାପୁର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡିଛି। ଦୋଳ ବିମାନ ଯିବା ସମୟରେ ଢେଲା ପଥର ମାଡରୁ ଦୁଇ…

ଖରାରେ ସିଝୁଛି ଓଡ଼ିଶା, ୧୮ ଯାଏ ସିଭିୟର ହିଟ୍ ୱେଭ୍ ଜାରି

ଭୁବନେଶ୍ୱର: ଖରାରେ ସିଝୁଛି ଓଡ଼ିଶା । ରାଜ୍ୟରେ ଏବେଠୁ ତାତିର ପ୍ରକୋପ ବଢ଼ିଲାଣି। ବାହାରକୁ ବାହାରିବା ବି ମୁସ୍କିଲ ହୋଇପଡିଲାଣି। ଭୀଷଣ ଖରା ଚାଲିଛି। ଉପକୂଳରୁ ଉପାନ୍ତ ଅଞ୍ଚଳରେ ପ୍ରବଳ ତାତି । ୧୮ ତାରିଖ ଯାଏ ସିଭିୟର ହିଟ ୱେଭ ଓ ଉଷ୍ମରାତି ପାଇଁ ଚେତାବନୀ ଜାରି କରିଛି ଭୁବନେଶ୍ବର…

ତମ୍ବା ପାତ୍ରରେ ପାଣି ପିଇଲେ ଏହି ସବୁ ରୋଗରୁ ମିଳେ ମୁକ୍ତି…

ଭୁବନେଶ୍ବର:ତମ୍ବା ପାତ୍ରରେ ରଖାଯାଇଥିବା ପାଣି ଆମ ଶରୀର ପାଇଁ ଅଧିକ ଲାଭଦାୟକ । ଆୟୁର୍ବେଦ ଅନୁସାରେ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ବାରା ବହୁ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ । - ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ବାରା କେଶ ଝଡିବା କମ୍ ହୋଇଥାଏ ।…

ହୋଲିରେ ପଡୁଛି ବୁଦ୍ଧାଦିତ୍ୟ ରାଜଯୋଗ; ଏହି ରାଶି ହେବେ ଧନବାନ୍..

ଭୁବନେଶ୍ବର: ଆଜି ଅର୍ଥାତ୍ ୧୫ ମାର୍ଚ୍ଚରେ ସୂର୍ଯ୍ୟ ମୀନ ରାଶିରେ ଚଳନ କରିବେ । ଏହାସହ ବୁଧ ଗ୍ରହଙ୍କ ସହ ଏକାଠି ହେବେ । ଫଳରେ ଏକବର୍ଷ ପରେ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହେଉଛୁ । ଏହି ରାଜଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳିଯିବ .. ବୃଷ – ଏହି ରାଶି ବ୍ୟକ୍ତି…

ଇନଷ୍ଟାଗ୍ରାମରେ ଷ୍ଟୋରୀ ପବ୍ଲିସ ପରେ ଏହି ଟ୍ରିକ୍ ମାଧ୍ୟମରେ କରିହେବ Mention..

ଭୁବନେଶ୍ବର: ଅନେକଥର କ'ଣ ହୁଏ ଆମେ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ପବ୍ଲିସ କରି ଦେଉ । ଏହା ପରେ ମନେପଡେ ଯେ ସାଙ୍ଗମାନଙ୍କୁ ମେନସନ୍ କରିବା ଭୁଲି ଯାଇଛୁ । ଏପରି ସ୍ଥିତିରେ,ଷ୍ଟୋରୀ ଡିଲିଟ୍ କରି ପୁଣି ପୋଷ୍ଟ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ମିଳେ ନାହିଁ । କିନ୍ତୁ ବର୍ତ୍ତମାନ ଆପଣଙ୍କୁ…

ଭାରତରେ ଷ୍ଟାରଲିଙ୍କ ପ୍ରବେଶ ପାଇଁ ସରକାର ରଖିଲେ ବଡ ସର୍ତ୍ତ

ନୂଆଦିଲ୍ଲୀ: ଭାରତରେ ଷ୍ଟାରଲିଙ୍କ ପ୍ରବେଶ ପାଇଁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ରଖିଛି । କେନ୍ଦ୍ର ସରକାର ଏଲୋନ ମସ୍କଙ୍କ ସାଟେଲାଇଟ୍ ଭେଞ୍ଚର ଷ୍ଟାରଲିଙ୍କକୁ ଭାରତରେ ଏକ ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ କରିବାକୁ କହିଛନ୍ତି ଯାହା ଦ୍ଵାରା ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଆବଶ୍ୟକ ହେଲେ…

୧୨ ବର୍ଷ ପାଇଁ ବାସନ୍ଦ ହେଲେ ପ୍ରଦୀପ ମାଝୀ

ନବରଙ୍ଗପୁର: ଅନ୍ୟ ଜାତିରେ ବିବାହ କରି ବାସନ୍ଦ ହେଲେ ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀ। ୧୨ ବର୍ଷ ପାଇଁ ନିଜ ଜାତିର ସମାଜିକ ବାସନ୍ଦର ଶିକାର ହୋଇଛନ୍ତି ପ୍ରଦୀପ  ଓ ତାଙ୍କ ପରିବାର। ଆଦିବାସୀ ଭାତରା ସମାଜର କେନ୍ଦ୍ରୀୟ କମିଟି, ଧାମନାଗୁଡା ଠାରେ ଅନୁଷ୍ଠିତ ବୈଠକରେ  ନିଆଯାଇଛି…