Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଖରା ଦିନେ ଦୂର ହେବ ଜଳ କଷ୍ଟ, ମନ୍ତ୍ରୀଙ୍କ ବଡ଼ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ସରକାର ଗ୍ରୀଷ୍ମ ଋତୁରେ ପାଣି ସଙ୍କଟର ସମାଧାନ ପାଇଁ ରାଜ୍ୟରେ ୨୧ ହଜାର ୩୦୦ ନୂଆ ନଳକୂଅ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଶୁକ୍ରବାର ଦିନ ଘୋଷଣା କରିଛନ୍ତି। ଏହି ଯୋଜନା ମାଧ୍ୟମରେ ସମସ୍ତଙ୍କ ପାଇଁ ପିଇବା ପାଣି…

ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି: ରାଷ୍ଟ୍ରପତିଙ୍କୁ ତିନି ମାସ ମଧ୍ୟରେ ବିଲ୍‌ ଉପରେ ନିଷ୍ପତ୍ତି ନେବାକୁ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ ରାଜ୍ୟପାଳଙ୍କ ଦ୍ୱାରା ପଠାଯାଇଥିବା ବିଲ୍‌ଗୁଡ଼ିକ ଉପରେ ରାଷ୍ଟ୍ରପତିଙ୍କୁ ତିନି ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ହେବ। ତାମିଲନାଡୁ ରାଜ୍ୟପାଳଙ୍କ ଦ୍ୱାରା ବିଲ୍‌ଗୁଡ଼ିକୁ ଅନୁମୋଦନ ନ ଦେଇ ଅଟକାଇ ରଖିବା ଘଟଣାକୁ ଅବୈଧ…

କିଏ ଏହି ୨୬/୧୧ ଆକ୍ରମଣର ଦୁବାଇ ବ୍ୟକ୍ତି ? ଯାହା ନିର୍ଦ୍ଦେଶରେ ଚାଲିଥିଲା ବୈଠକ….

ନୂଆଦିଲ୍ଲୀ: ଭାରତରେ ତହବୁର । ଚାଲିଛି ଜେରା । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର  ମୁଖ୍ୟ ଷଡ୍‌ଯନ୍ତ୍ରକାରୀ ତହବୁର ରାଣାକୁ ଗୁରୁବାର ରାତିରେ ପଟିଆଲା ହାଉସ୍ କୋର୍ଟ ୧୮ ଦିନ ପାଇଁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ହେପାଜତକୁ ପଠାଇ ଦେବାପରେ ଆଜିଠାରୁ ତାକୁ ଏନଆଇଏ ସ୍ବତନ୍ତ୍ର ସେଲ୍‌ରେ…

‘ପାଣ୍ଡିଆନଙ୍କୁ ସମର୍ଥନ କରି ଗଲା ନବୀନଙ୍କ ଲୋକପ୍ରିୟତା’- ପ୍ରସନ୍ନ

ଭୁବନେଶ୍ବର: ‘ବିଜେଡି ଦଳରେ ଆଉ କ’ଣ ଅଛି ଯେ, ତାକୁ ଗଢିବେ ? ପାଣ୍ଡିଆନ୍ ଆସିବା ଦିନଠୁ ଦଳ ଧ୍ବଂସ ହୋଇସାରିଛି’-କିଛି ଏପରି କହି ପାଣ୍ଡିଆନ ଏବଂ ନବୀନଙ୍କ ଉପରେ ଖୁବ୍ ବର୍ଷିଛନ୍ତି ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ । ବିଜେଡିର ସ୍ଥିତି ଏବେ ଦୁର୍ବିସହ ଭିତରକୁ ଠେଲି ହେଉଥିବା ବେଳେ…

ଦିଲ୍ଲୀରେ ଧୂଳି ଝଡ: ଜାରି ରହିଛି ଅରେଞ୍ଜ ଆଲର୍ଟ, ୨୦୫ ବିମାନ ବିଳମ୍ବିତ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବଳ ଝଡ ବର୍ଷା । ଶୁକ୍ରବାର ସଂନ୍ଧ୍ୟାରେ ଦିଲ୍ଲୀରେ ପ୍ରବଳ ଧୂଳିଝଡ଼ ଏବଂ ବର୍ଷା ଯୋଗୁଁ ଅସ୍ଥିର ହୋଇଉଠିଛି ଦିଲ୍ଲୀ । ଫଳରେ ଅନେକ ବିମାନର ଉଡ଼ାଣ ବିଳମ୍ବ ହୋଇଛି । ପାଖାପାଖି ୨୦୫ଯି ବିମାନର ଉଡାଣ ବିଳମ୍ବିତ ହେବା ପରେ ଦିଲ୍ଲୀ ବିମାନବନ୍ଦରରେ ବିଶୃଙ୍ଖଳା…

ସୁରକ୍ଷା ବାହିନୀକୁ ବଡ଼ ସଫଳତା:୩ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କିସ୍ତୱାରରେ ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଏହି ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ମୋଟ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟର ଜିଲ୍ଲାର ଛତରୁ ଜଙ୍ଗଲ ଅଞ୍ଚଳରେ ଚାଲିଛି। ଜଣେ ଉଚ୍ଚ ପୋଲିସ ଅଧିକାରୀ କହିଛନ୍ତି ଯେ…

ପୋଲିସ ହାବୁଡରେ ଗଞ୍ଜେଇ ମାଫିଆ, ଚୋରା ଚାଲାଣ ବେଳେ ୪ ଗିରଫ

ବରଗଡ଼: ବୌଦ୍ଧ ଜିଲ୍ଲାରୁ ରାୟପୁରକୁ ଗଞ୍ଜେଇ ଚାଲାଣ ହେଉଥିଲା ଗଞ୍ଜେଇ। ମାଡିବସିଲା ପୋଲିସ। ଚୋରା ଚାଲାଣ ଅଭିଯୋଗରେ ୪ ଗିରଫ। ବରଗଡ଼ ହଳଦୀପାଲି ଛକ ନିକଟରୁ ଏହି ଗଞ୍ଜେଇ ଜବତ ହୋଇଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ବରଗଡ଼ରୁ ବିପୁଳ ପରିମାଣର…

ମାଟ୍ରିକ୍‌ ଆଡମିଟ୍‌ କାର୍ଡରେ ତ୍ରୁଟି ଥିଲେ କରିପାରିବେ ସଂଶୋଧନ, ଏହି ତାରିଖ ଯାଏ ଚାଲିବ ପ୍ରକ୍ରିୟା

କଟକ: ମାଟ୍ରିକ୍‌ ଆଡମିଟ୍‌ କାର୍ଡରେ ତ୍ରୁଟି ଥିଲେ କରିପାରିବେ ସଂଶୋଧନ। ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ସାର୍ଟିଫିକେଟ୍‌ ତ୍ରୁଟିଶୂନ୍ୟ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ତରଫରୁ ଉଦ୍ୟମ ଜାରି ରହିଛି। ୨୦୨୫ ମାଟ୍ରିକ୍‌ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଆଡମିଟ୍‌ କାର୍ଡରେ ଯଦି…

୨୯ ଜଣ ଓଏଏସ ଅଧିକାରୀଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟ ସରକାର ଓଏଏସ ସ୍ତରରେ ବଡ଼ ଧରଣର ପଦୋନ୍ନତି ଦେଇଛନ୍ତି। ଏକକାଳୀନ ୨୯ ଜଣ ଓଏଏସ୍ ଅଧିକାରୀଙ୍କର ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ହୋଇଛି। ସେଥିମଧ୍ୟରୁ ୨୮ଜଣ ଅଧିକାରୀଙ୍କୁ ନିଜ ସ୍ଥାନରେ ପୁନଃ ଅବସ୍ଥାପିତ କରାଯାଇଥିବା ବେଳେ ଖାଦ୍ୟ ଯୋଗାଣ ଓ ଖାଉଟି…

ରଥଯାତ୍ରା ପୂର୍ବରୁ ସରିବ ରତ୍ନଭଣ୍ଡାର କାମ

ପୁରୀ: ରଥଯାତ୍ରା ପୂର୍ବରୁ ସରିବ ରତ୍ନଭଣ୍ଡାର କାମ। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି କାମ ପ୍ରାୟ ସରିଛି। ସେହିପରି ବାହାର ରତ୍ନଭଣ୍ଡାର ମରାମତି କାମ ବି ପ୍ରାୟ ସରିବା ଉପରେ। ମହାପ୍ରଭୁଙ୍କ ଆଗାମୀ ରଥଯାତ୍ରା ପୂର୍ବରୁ ଏଏସଆଇ ରତ୍ନଭଣ୍ଡାର ମରାମତି କାମ ଶେଷ କରିବ ବୋଲି ଆଶା…