Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାସନ କାର୍ଡରେ ପୂର୍ବ ଭଳି ମିଳିବ ଗହମ: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ଏଣିକି ପୂର୍ବ ଭଳି ରାସନ କାର୍ଡରେ ମିଳିବ ଗହମ । ଖୁବଶୀଘ୍ର ରାଜ୍ୟବାସୀଙ୍କୁ ରାସନ କାର୍ଡ ମାଧ୍ୟମରେ ଗହମ ଯୋଗାଇ ଦିଆଯିବ । ଏନେଇ ଆଜି ବିଧାନସଭାରେ ପଟାଙ୍ଗୀର କଂଗ୍ରେସ ବିଧାୟକ ରାମ ଚନ୍ଦ୍ର କାଡାମଙ୍କ ଏକ ପ୍ରଶ୍ନ ରେ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି…

ବଲୁଚିସ୍ତାନ ହେବ କି ଆଉ ଏକ ବାଂଲାଦେଶ?

ନୂଆଦିଲ୍ଲୀ: ପାକିସ୍ତାନରେ ଜାଫର ଏକ୍ସପ୍ରେସ ହାଇଜାକ୍ ଘଟଣା ପରେ ପୁଣି ଚର୍ଚ୍ଚାକୁ ଆସିଛି ବଲୁଚିସ୍ତାନ । ପ୍ରଶ୍ନ ଉଠୁଛି, ନିଜ ଦେଶ ପାକିସ୍ତାନ ବିରୋଧରେ କାହିଁକି ଏଭଳି ବିଦ୍ରୋହ କରୁଛି ବଲୁଚିସ୍ତାନ? କାହିଁକି ନିଜ ଦେଶର ଲୋକଙ୍କୁ ବନ୍ଦୀ ବନାଇବାକୁ ବି ପଛାଉ ନାହାନ୍ତି ବଲୁଚ ବିଦ୍ରୋହୀ ?…

ଆସୁଛି ହୋଲି; ଗାଇଡଲାଇନ୍‌ ଜାରି କଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର: ରଙ୍ଗର ପର୍ବ ହୋଲି ପାଇଁ ସଜାଗ କମିଶନରେଟ୍ ପୋଲିସ । ଏନେଇ ଗାଇଡଲାଇନ୍‌ ଜାରି କଲା କମିଶନରେଟ୍‌ ପୋଲିସ । ଉଭୟ ଦୋଳ ଏବଂ ହୋଲି ପାଇଁ ଟୁଇନ୍ ସିଟିର ସମସ୍ତ ଥାନା ଅଧିକାରୀଙ୍କୁ ହାଇ ଆଲର୍ଟ କରାଯାଇଛି । ନିଶା ସେବନ କରି ହୋଲି ଖେଳିଲେ ବନ୍ଧା ହେବେ ବୋଲି ପ୍ରେସମିଟ୍‌ କରି…

ହଟିବ ଟ୍ରାଫିକ ସମସ୍ୟା; ପଳାଶୁଣିରେ ଗଙ୍ଗୁଆ ନାଳ ଉପରେ ହେବ ୬ ଲେନ୍ ରାସ୍ତା

ଭୁବନେଶ୍ୱର: ଦୂର ଦେବାକୁ ଯାଉଛି ଭୁବନେଶ୍ବର ପଳାଶୁଣିର ଦୀର୍ଘ ବର୍ଷର ଟ୍ରାଫିକ୍ ସମସ୍ୟା। ଗଙ୍ଗୁଆ ନାଳ ଉପରେ ୬ ଲେନ୍ ବିଶିଷ୍ଟ ରାସ୍ତା ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ।…

ସେକେଣ୍ଡହ୍ୟାଣ୍ଡ ଏସି କିଣିବାକୁ ଭାବୁଛନ୍ତି କି ? ସହିବେ ଅନେକ କ୍ଷତି..

ଭୁବନେଶ୍ବର: ଯଦି ଆପଣ ମଧ୍ୟ ଏହି ଗ୍ରୀଷ୍ମ ଋତୁରେ ସେକେଣ୍ଡହ୍ୟାଣ୍ଡ ଏସି ଘରକୁ  ଆଣିବାକୁ ଚିନ୍ତା କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ସେକେଣ୍ଡହ୍ୟାଣ୍ଡ ଏସି ଲଗାଇଲେ ଲାଭ ଅପେକ୍ଷା ଆପଣଙ୍କୁ ଅଧିକ ଅସୁବିଧା ଭୋଗିବାକୁ ପଡିପାରେ । ସେକେଣ୍ଡହ୍ୟାଣ୍ଡ ଏସି କିଣିଲେ ଏକ ନୂଆ ଏସି…

ବିଧାନସଭାକୁ ମୋବାଇଲ ନେବେ ସାମ୍ବାଦିକ ହେଲେ ଭିଡିଓଗ୍ରାଫି ଉପରେ ରୋକ

ଭୁବନେଶ୍ୱର: ବିଧାନସଭାରେ ହଟିଲା ସାମ୍ବାଦିକଙ୍କ ମୋବାଇଲ କଟକଣା । ସାମ୍ବାଦିକମାନେ ଆନ୍ଦୋଳନ କରିବା ପରେ ନିଷ୍ପତ୍ତି ବଦଳାଇଲେ ସରକାର । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବୁଝାସୁଝା ପରେ ଧାରଣାରୁ ଓହରିଛନ୍ତି ସାମ୍ବାଦିକ ମାନେ । କଟକଣା ଉଠିଥିଲେ ମଧ୍ୟ ମିଡିଆ ଗ୍ୟାଲେରୀରେ ଫଟୋ…

ରାଜ୍ୟରେ ଦୈନିକ ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି: ମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ଆହୁରି ଅଣ୍ଡାର ଆବଶ୍ୟକତା ଅଛି । ରାଜ୍ୟରେ ପ୍ରତିଦିନ ରାଜ୍ୟରେ କୋଟିଏ ୧୦ ହଜାର ଅଣ୍ଡା ଉତ୍ପାଦନ ହେଉଛି ସତ ହେଲେ ଦୈନିକ ଆହୁରି ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି ବୋଲି ବିଧାନସଭାରେ ପ୍ରଶ୍ନକାଳ ସମୟରେ ଏହି ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ…

ରାସନକାର୍ଡକୁ ନେଇ ବଡ ତଥ୍ୟ ରଖିଲେ ଯୋଗାଣମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ୮୦ ହଜାରରୁ ଅଧିକ ଲୋକଙ୍କ ପାଖରେ ନାହିଁ ରାସନକାର୍ଡ । ରାଜ୍ୟରେ କେତେ ଭୂତ ରାସନକାର୍ଡ ଚିହ୍ନଟ ହେଲାଣି ବୋଲି ଗୃହରେ ପ୍ରଶ୍ନ ଉଠିଥିବାବେଳେ ଏନେଇ ଗୃହରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର । ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ…

କ୍ୟାମେରା ଥିବା AirPods ଆଣୁଛି ଆପଲ୍; ଜାଣନ୍ତୁ କେବେ ହେବ ଲଞ୍ଚ !

ନୂଆଦିଲ୍ଲୀ: ଲୋକପ୍ରିୟ ଆପଲ୍ ଗତ କିଛି ଦିନ ମଧ୍ୟରେ ଅନେକ ପ୍ରଡକ୍ଟ ଲଞ୍ଚ କରିଛି। ଏଥିରେ ଆଇଫୋନ୍ 16e ଠାରୁ ଆରମ୍ଭ କରି ଆଇପ୍ୟାଡ୍ ଏୟାର ପର୍ଯ୍ୟନ୍ତ ମଡେଲ ଅନ୍ତର୍ଭୁକ୍ତ । ବର୍ତ୍ତମାନ କମ୍ପାନୀ ନୂତନ ଇନୋଭେସନ ଆଡକୁ ଧ୍ୟାନ ଦେଉଛି । ମିଡିଆ ରିପୋର୍ଟ ଅନୁଯାୟୀ, AirPodsରେ କ୍ୟାମେରା…

ବିଚ୍ ରାସ୍ତାରେ ହାଇଡ୍ରାମା, ଗିରଫ କରିବାକୁ ଆସି ନାକେଦମ ହେଲା ଛତିଶଗଡ଼ ପୋଲିସ

ବରଗଡ଼: ୱାରେଣ୍ଟଙ୍କୁ ଗିରଫ କରିବାକୁ ଆସି ଓଡି଼ଶାରେ ନାକେଦମ ହେଲା ଛତିଶଗଡ଼ ପୋଲିସ। ବିଚ୍ ରାସ୍ତାରେ ଚାଲିଲା ହାଇଡ୍ରାମା। ବରଗଡ଼ ସହରରେ ହଟ୍ଟହଟ୍ଟା ହେଲା ଛତିଶଗଡ଼ ପୋଲିସ। ୱାରେଣ୍ଟଙ୍କୁ ଗିରଫ କରିବାକୁ ଆସି ହେଲା ନାକେଦମ। ଏକ ମାମଲାରେ ବରଗଡ଼ର ରୂପେଶ ଝାମରଙ୍କ ନାଁରେ ୱାରେଣ୍ଟ ଥିବା ନେଇ…