Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅସମ୍ଭାଳ ତାତି; ଦିନ ସାଢ଼େ ୧୧ ସୁଦ୍ଧା ୩୭ ଟପିଲା ଝାରସୁଗୁଡ଼ା ତାପମାତ୍ରା

ଭୁବନେଶ୍ୱର: ଆକାଶରୁ ହେବ ଅଗ୍ନିବର୍ଷା। ସାରା ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଆସନ୍ତା ୨ ଦିନ ଅଗ୍ନିବର୍ଷା ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟରେ ଗତ କିଛିଦିନ ହେଲା ଅଧିକାଂଶ ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ…

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ହାଇକୋର୍ଟରେ ଶୁଣାଣି

ପୁରୀ: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନେଇ ଆଜି (ବୁଧବାର) ହାଇକୋର୍ଟରେ ଶୁଣାଣି। ଚାବି ହଜିବା ନେଇ ହୋଇଥିବା ରଘୁବୀର ଦାସ ତଦନ୍ତ କମିଶନ ରିପୋର୍ଟ ଉପରେ ସରକାର ନିରବ ରହିଥିବାରୁ ହାଇକୋର୍ଟରେ ଏନେଇ ଶୁଣାରି ସମୟରେ ଅଧିକ ସରଗରମ ହେବ। ଏହି ରିପୋର୍ଟ ଉପଯୁକ୍ତ ସମୟରେ ବିଧାନସଭାରେ…

ଗୃହ ବୟକଟ୍ କରିଥିବା କଂଗ୍ରେସ ସଦସ୍ୟଙ୍କୁ ବୁଝାସୁଝା କରୁଛି ଶାସକ ଦଳ

ଭୁବନେଶ୍ଵର: ବିଧାନସଭାରୁ ୭ ଦିନ ପାଇଁ ନିଲମ୍ବିତ ହୋଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ତାରାଙ୍କୁ ବାଚସ୍ପତି ସୁରମା ପାଢ଼ୀ ନିଲମ୍ବନ କରିଥିବାରୁ ଏହାର ପ୍ରତିବାଦରେ କଂଗ୍ରେସ ବିଧାୟକମାନେ ବିଧାନସଭା ନ ଯିବାକୁ ନିଷ୍ପତ୍ତି ନେଇଛନ୍ତି । ବିଧାନସଭା ଚାଲିଥିବାବେଳେ ଗୃହ…

ଆଠଗଡ ବନଖଣ୍ଡରେ ହାତୀ ଶାବକ ମୃତ

କଟକ: ଆଠଗଡ ବନଖଣ୍ଡରେ ଆଖି ବୁଜିଲା ହାତୀ ଶାବକ। ଅସୁସ୍ଥ ଥିବାରୁ ହାତୀ ଶାବକର ଚାଲିଥିଲା ଚିକିତ୍ସା। ହେଲେ ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ଛୁଆ ହାତୀର ଜୀବନ। ହାତୀ ଶାବକଟିର ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। କଟକ ଡିଲ୍ଲା…

ଦୁଇ ଦିନିଆ ଓଡ଼ିଶା ଗସ୍ତର ଆସିବେ ଶାହା

ଭୁବନେଶ୍ଵର: ଦୁଇ ଦିନିଆ ଓଡ଼ିଶା ଗସ୍ତର ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଆସନ୍ତା ୨୨ ତାରିଖରେ ଆସିବେ ଅମିତ ଶାହ । ବିଭିନ୍ନ ସରକାରି ପ୍ରକଳ୍ପର ଶିଳାନ୍ୟାସରେ ଯୋଗ ଦେବେ ଗୃହ ମନ୍ତ୍ରୀ । ଏହା ସହ ଦଳୀୟ ନେତାଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।…

ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ୍ ବାରଣ; ଗାନ୍ଧିମୂର୍ତ୍ତୀ ତଳେ ସାମ୍ବାଦିକଙ୍କ ଧାରଣା

ଭୁବନେଶ୍ଵର: ବିଧାନସଭା ପ୍ରେସ୍ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ ବାରଣ । ଗତକାଲି ଗୃହରେ ଘଟିଥିବା ଘଟଣା ପରେ ସାମ୍ବାଦିକଙ୍କୁ ମୋବାଇଲ ବାରଣ କରାଯାଇଛି । ଯାହାର ପ୍ରତିବାଦରେ ଆଜି ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ସାମ୍ବାଦିକମାନେ । ଏହା ସହ ପ୍ରେସ ଗ୍ୟାଲେରୀକୁ ମଧ୍ୟ ବୟକଟ…

ତାରାଙ୍କ ଉପରୁ ନିଲମ୍ଵନ ହଟାଇବାକୁ ଦାବି; ବାଚସ୍ପତିଙ୍କୁ ଭେଟିଲା ବିଜେଡି ଟିମ୍

ଭୁବନେଶ୍ଵର: କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ୭ ଦିନ ପାଇଁ ଗୃହରୁ ସସପେଣ୍ଡ କରାଯିବାକୁ ନେଇ ତାଙ୍କ ସମର୍ଥନରେ ବାହାରିଛନ୍ତି ବିଜେଡି ବିଧାୟକମାନେ । ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଜେଡି ବିଧାୟକମାନେ ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟିଛନ୍ତି । ଏହା ସହ…

୩୨ ବର୍ଷ ପୂର୍ବେ ୧୩ଟି ବିସ୍ଫୋରଣରେ ଥରିଉଠିଥିଲା ମାୟାନଗରୀ, ଯାଇଥିଲା ଅନେକ ଜୀବନ

ମୁମ୍ବାଇ: ୧୨ ମାର୍ଚ୍ଚ ୧୯୯୩ ଆଜିର ଦିନରେ ଇତିହାସ ପୃଷ୍ଠାରେ ଲେଖା ହୋଇଗଲା ମୁମ୍ବାଇର ନାମ । ଏହା ଥିଲା ସେହି ଦିନ ଯେତେବେଳେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ, ଯାହା ମାୟାନଗରୀ ଭାବରେ ମଧ୍ୟ ଜଣାଶୁଣା, ବୋମା ବିସ୍ଫୋରଣରେ ଥରି ଉଠିଥିଲା । ଏହି ବିସ୍ଫୋରଣଗୁଡ଼ିକ ଦେଶର ମୂଳଦୁଆକୁ ଦୋହଲାଇ…

ଟ୍ରେଣ୍ଡିଙ୍ଗରେ ରାଜନେତାଙ୍କ ଦ୍ଵିତୀୟ ଇନିଂସ୍, ଆଜି ବିବାହ କରିବେ ବିଜେଡି ନେତା ପ୍ରଦୀପ ମାଝୀ

ଭୁବନେଶ୍ଵର: ଟ୍ରେଣ୍ଡିଙ୍ଗରେ ଚାଲିଛି ରାଜନେତା ମାନଙ୍କର ଦ୍ଵିତୀୟ ଇନିଂସ୍ ତଥା ଦ୍ଵିତୀୟ ବିବାହ । କିଛି ଦିନ ତଳେ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଦ୍ଵିତୀୟ ବିବାହ କରିଥିବା ବେଳେ ଗତକାଲି ଜାଗ୍ରତିଙ୍କ ହାତ ଧରିଛନ୍ତି ବାଳୁଙ୍ଗା ଟୋକା ଅନୁଭବ । ଦିଲ୍ଲୀରେ ବାନ୍ଧବୀ…

ଆମେରିକା-ୟୁକ୍ରେନ୍‌‌ ଶାନ୍ତି କଥାବାର୍ତ୍ତା ସଫଳ, ଅସ୍ତ୍ରବିରତି ପାଇଁ ୟୁକ୍ରେନ ରାଜି

ନୂଆଦିଲ୍ଲୀ: ରୁଷିଆ ବିରୋଧରେ ଅସ୍ତ୍ରବିରତି ପାଇଁ ସହମତି ହେଲା ୟୁକ୍ରେନ୍। ସାଉଦି ଆରବରେ ଆମେରିକା-ୟୁକ୍ରେନ୍ ଶାନ୍ତି କଥାବାର୍ତ୍ତା ହେଲା ସଫଳ। ଆମେରିକାର ୩୦ ଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ମାନିଲା ୟୁକ୍ରେନ୍‌। ୟୁକ୍ରେନ୍ ପଦକ୍ଷେପକୁ ସ୍ବାଗତ କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ।…