Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭୟଙ୍କର ଗରମ ସାଙ୍ଗକୁ ଲୁ’…୧୨୫ ବର୍ଷର ରେକର୍ଡ ଭାଙ୍ଗିବ ୨୫!

ନୂଆଦିଲ୍ଲୀ: ଏବେଠୁ ଡରାଇଲାଣି ତାତି । ମାସ ଆରମ୍ଭରୁ ହିଁ ଗରମ ପାରଦ ଡେଇଁଲାଣି । ତେବେ ମାର୍ଚ୍ଚ ମାସ ଆରମ୍ଭ ହେବା ସହିତ ଶୀତ ଋତୁ ସରିଥିବା ବେଳେ ପଶ୍ଚିମ ବାୟୁ ସକ୍ରିୟ ଥିବାରୁ ଥଣ୍ଡା ପାହାଡିଆ ଅଞ୍ଚଳରେ ବର୍ଷା ଏବଂ ତୁଷାରପାତ ହେଉଛି, ଯାହା ଫଳରେ ସମତଳ ଅଞ୍ଚଳରେ ଥଣ୍ଡା ପବନ ବହିବା…

୫ ତାରିଖରେ ଖୋଲା ରଖିବ ସମସ୍ତ ଶିକ୍ଷାନୁଷ୍ଠାନ

ଭୁବନେଶ୍ଵର: ଆସନ୍ତାକାଲି ଖୋଲା ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ । ମାର୍ଚ୍ଚ ୫ ତାରିଖ ତଥା ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି ହୋଇଛି । ସମସ୍ତ ଜିଲ୍ଲା…

ବିଜୁ ବାବୁଙ୍କ ନାଁକୁ ଡରୁଛି ବିଜେପି, କାରଣ ଲୋକ ତାଙ୍କୁ ଭଲ ପାଆନ୍ତି: ପ୍ରମିଳା ମଲ୍ଲିକ

ଭୁବନେଶ୍ଵର: ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ ନିଷ୍ପତ୍ତି ପ୍ରସଙ୍ଗ । ବିଜେପିକୁ ଟାର୍ଗେଟ୍‌ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବିଜୁ ବାବୁଙ୍କ ନାଁକୁ ଡରୁଛି ବିଜେପି, କାରଣ ଲୋକ ତାଙ୍କୁ ଭଲ ପାଆନ୍ତି । ଏପରି ଅପମାନ କରିବା ସରକାରଙ୍କ ଠିକ୍‌ ନୁହେଁ । ଓଡ଼ିଆ…

ଡାଟା ପ୍ରୋଟେକ୍ସନ ବିଲକୁ ନେଇ ବର୍ଷିଲେ ଖଡଗେ: କହିଲେ, ‘ଆରଟିଆଇକୁ ଦୁର୍ବଳ କରୁଛନ୍ତି ସରକାର’

ନୂଆଦିଲ୍ଲୀ: ‘ଆରଟିଆଇକୁ ଦୁର୍ବଳ କରିବାକୁ ଚାହୁଁଛନ୍ତି ମୋଦି ସରକାର’…କିଛି ଏପରି କହି, ନୂଆ ଡାଟା ପ୍ରୋଟେକ୍ସନ ବିଲକୁ ନେଇ ଏବେ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡଗେ ।ଏହାକୁ ନେଇ ଖଡଗେ କହିଛନ୍ତି, ଗୋଟିଏ ପଟେ ଭାରତ ଗତ କିଛି ବର୍ଷ ଧରି ଭୁଲ…

ପଶ୍ଚିମବଙ୍ଗରେ ମମତା ଖେଳିଲେ ଅସ୍ମିତା କାର୍ଡ

ନୂଆଦିଲ୍ଲୀ: ବାହାର ବନାମ ବଙ୍ଗାଳୀ । ପଶ୍ଚିମବଙ୍ଗରେ କାହିଁକି ଭୋଟର ଯୁଦ୍ଧ ? ଦିଦି ପୁଣି ଖେଳିଲେ ଅସ୍ମିତା କାର୍ଡ । ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ ନିର୍ବାଚନ କମିଶନଙ୍କ ଉପରେ ଅଭିଯୋଗ ବର୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ…

କାହିଁକି ବିଜୁଙ୍କୁ ନେଇ ରାଜନୀତି?

ଭୁବନେଶ୍ବର: ମାର୍ଚ୍ଚ ୫ ନୁହେଁ ଏପ୍ରିଲ ୨୪ରେ ପାଳନ ହେବ ପଞ୍ଚାୟତିରାଜ ଦିବସ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଜୋରଦାର ହୋଇଛି ରାଜନୀତି । ମାର୍ଚ୍ଚ ୫ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ । ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତି ବିଜୁବାବୁଙ୍କ ଅବଦାନ ପାଇଁ…

ସାମସଙ୍ଗ୍‌ର ନୂଆ ଫିଚର: ଶରୀରର ତାପମାତ୍ରା ମାପିବ ‘ଗ୍ୟାଲେକ୍ସି ରିଙ୍ଗ୍’

ଗତ ବର୍ଷ ସାମସଙ୍ଗ ଗାଲାକ୍ସି ରିଙ୍ଗ ଲଞ୍ଚ କରିଥିଲା। ଏହି ଛୋଟ ଡିଭାଇସ୍‌ରେ ସ୍ମାର୍ଟୱାଚ୍‌ର ଅନେକ ବୈଶିଷ୍ଟ୍ୟ ରହିଛି। ଏବେ କମ୍ପାନୀ ଏହାକୁ ଅଧିକ ସହାୟକ କରିବା ପାଇଁ ନୂତନ ବୈଶିଷ୍ଟ୍ୟ ଯୋଡିବାକୁ ଯାଉଛି। ଏକ ପେଟେଣ୍ଟରୁ ଜଣାପଡିଛି ଯେ ଗାଲାକ୍ସି ରିଙ୍ଗର ପରବର୍ତ୍ତୀ ଜେନେରେସନ ମଡେଲରେ…

ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଘରେ ରେଡ୍‌ ପ୍ରସଙ୍ଗ; ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଲା । ମଙ୍ଗଳବାର ଶୁଣାଣି ପରେ ହାଇକୋର୍ଟ ଏହି ସୁରକ୍ଷା ବଳବତ୍ତର ରଖିଛନ୍ତି । ୧୮ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି । ବର୍ତ୍ତମାନ ସିବିଆଇ ବିଷ୍ଣୁପଦ ସେଠୀଙ୍କୁ ଗିରଫ କରିପାରିବନି । ସୂଚନାମୁତାବକ, ଟେଣ୍ଡର…

ଏବେଠୁ ଅସହ୍ୟ: ଦିନ ୨ଟା ସୁଦ୍ଧା ୩୭ ଡିଗ୍ରୀ ଡେଇଁଲା ଝାରସୁଗୁଡା

ଭୁବନେଶ୍ବର: ଡରାଇଲାଣି ଅସହ୍ୟ ତାତି ସାଙ୍ଗକୁ ଗରମ ପବନ । ଏବେଠୁ ଜଳିଲାଣି ଭାରତ । ବାହାରକୁ ବାହାରିବା ମୁସ୍କିଲ ଲାଗିଲାଣି । ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଆଜି ଦିନ ୨ଟା ସୁଦ୍ଧା ୩୭ ଡିଗ୍ରି ଟପିଛି ଝାରସୁଗୁଡା ସହର । ବଉ ରାଜଧାନୀ ଭୁବନେଶ୍ବର ୩୬ ଛୁଇଁଛି । ଦିନ ୨ଟା ୩୦…

ଶଗଡ଼ ଗାଡ଼ିରେ କନ୍ୟା ବିଦାୟ, ଯୌତୁକରେ ୧୧ ହଜାର ଗଛ

ନୂଆଦିଲ୍ଲୀ: ଆଜିକାଲିର ଯୁବପିଢି ଧୁମଧାମ୍ ତଥା ସେଲିବ୍ରିଟି ଏବଂ ସିନେମା ଭଳି ବିବାହ କରୁଛନ୍ତି। ସତେ ଯେପରି ଏହା ଏକ ଟ୍ରେଣ୍ଡ ପାଲଟିଛି। ବିବାହ ଉତ୍ସବକୁ ଭବ୍ୟ କରିବା ପାଇଁ ଲୋକମାନେ ପାଣି ପରି ଟଙ୍କା ଖର୍ଚ୍ଚ କରନ୍ତି। ବିବାହକୁ ସ୍ମରଣୀୟ କରିବା ପାଇଁ, ବରମାନେ ନିଜ କନ୍ୟାକୁ…