Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଇସ୍ ଫେସିଆଲ କରନ୍ତୁ; ଚେହେରାରେ ଆସିବ ଚମକ

ଭୁବନେଶ୍ବର: ଆପଣମାନେ ଆଇସ୍ ଫେସିଆଲ ବିଷୟରେ ଶୁଣିଥିବେ । ତେବେ ଆଜିକାଲି ଏହା ଏତେ ଟ୍ରେଣ୍ଡରେ କାହିଁକି ଅଛି ଜାଣିଛନ୍ତି କି? ଆଜ୍ଞା ଏହି ଆଇସ୍ ଫେସିଆଲ ସାହାଯ୍ୟରେ ସ୍କିନର ପୋର୍ସରେ ଲୁଚି ରହିଥିବା ମଇଳା ସଫା କରିବା ସହଜ ହୋଇଥାଏ । ତ୍ୱଚାରେ ଚମକ ପାଇବା ପାଇଁ ଅଧିକାଂଶ ଲୋକ ଏହି ସ୍କିନ୍…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ବିଗିଡି ଯାଉଛି ଟିମ କମ୍ବିନେସନ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ଆଉ ଅଳ୍ପ ଦିନ ପରେ ଆରମ୍ଭ ହେବ । ପାକିସ୍ତାନରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟରେ ଭାରତ ତାର ସମସ୍ତ ମ୍ୟାଚ, ସୁରକ୍ଷା ଦୃଷ୍ଟିକୋଣରୁ ଦୁବାଇରେ ଖେଳିବ । ଫେବୃୟାର ୨୦ରୁ ଏହା ଆରମ୍ଭ ହେବ । ଟିମ କମ୍ବିନେଶନ ନେଇ ଭାରତୀୟ ଦଳର ମ୍ୟାନେଜମେଂଟ…

ଅଧାରେ ଅଟକିଲା କି ହୋଣ୍ଡା ଓ ନିସାନର ମିଶ୍ରଣ?

ନୂଆଦିଲ୍ଲୀ: ହୋଣ୍ଡା ଏବଂ ନିସାନ ଦୁଇଟି ନାମିଦାମି ଜାପାନୀ ଅଟୋମୋବାଇଲ କମ୍ପାନୀ। ଏହା ପରସ୍ପର ସହ ମିଶ୍ରଣ ହେବାକୁ ଥିବା ବେଳେ ଆଲୋଚନା ଅଧାରେ ଅଟକିଛି। ସୂଚନା ଅନୁଯାୟୀ, ନିସାନକୁ ସହାୟକ କମ୍ପାନୀ କରିବାର ସଙ୍କେତ ପରେ ବୋର୍ଡ ମଧ୍ୟରେ ଅସନ୍ତୋଷ ଭାବ ସୃଷ୍ଟି ହୋଇଥିଲା। ତେବେ ବୋର୍ଡ…

ବିଡିଏର ସଫଳତା, ଫ୍ରିହୋଲ୍ଡ ପାଇଁ ୫୮୦ ପ୍ଲଟ ପଞ୍ଜୀକୃତ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦ୍ୱାରା ଥିବା ଜମି ଲିଜ଼ହୋଲ୍ଡରୁ ଫ୍ରିହୋଲ୍ଡରେ ପରିବର୍ତ୍ତନ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଏହି ପ୍ରକ୍ରିୟାରେ ଆବେଦନ ହୋଇଥିବା ୮୬୭ ଆବେଦନ ପତ୍ର ମଧ୍ୟରୁ ୫୮୦ଟି ଗୃହ ଜମିର ହସ୍ତାନ୍ତିକରଣ ପତ୍ର ବିଡ଼ିଏ…

ହାଇକୋର୍ଟଙ୍କ ନିର୍ଦ୍ଦେଶ: ନିଯୁକ୍ତି ପାଇବେ ୨୭୫୩ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ

କଟକ: ରାଜ୍ୟ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଆସିଲା ଖୁସି ଖବର । ବଡ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ।୨୭୫୩ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ (MPHW)ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଏହା ସହ ସେମାନଙ୍କ ପୂର୍ବ ସ୍ଥଗିତାଦେଶକୁ ମଧ୍ୟ କୋହଳ କରିଛନ୍ତି ।…

ସଡ଼କ ଦୁର୍ଘଟଣା ହ୍ରାସ ନେଇ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ରାଜ୍ୟରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମକୁ ପ୍ରଭାବୀ କରିବାକୁ ପୋଲିସ ମହାନିର୍ଦ୍ଦେଶକ ଓ୍ୱାଇବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । କ୍ରମାଗତ ଭାବେ ବଢ଼ୁଥିବା ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁସଂଖ୍ୟାକୁ ନେଇ ଡିଜିପି ଚିନ୍ତାବ୍ୟକ୍ତ କରିଥିଲେ । ସଚେତନତା…

ଏକଜିଟ୍ ପୋଲ୍ ସର୍ଭେ; ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ରାଜ! 

ନୂଆଦିଲ୍ଲୀ: ବଦଳିଲା ଦିଲ୍ଲୀର ସମୀକରଣ। ଚମକାଇ ଦେଇଛି ଦିଲ୍ଲୀ ନିର୍ବାଚନକୁ ନେଇ ଏକଜିଟ୍ ପୋଲ ସର୍ଭେ। ୨୭ ବର୍ଷର ବନବାସ ସାରି ବିଜେପି ଦିଲ୍ଲୀରେ କ୍ଷମତା ଦଖଲ କରିବା ନେଇ ଅଧିକାଂଶ ବୁଥ ବାହୁଡା ସର୍ଭେ ସଙ୍କେତ ଦେଇଛନ୍ତି। ଯଦି ଏଭଳି ହୁଏ ତେବେ ଦଳ ଗଠନ ପରଠୁ ସବୁଠୁ ବଡ ଝଟକାର ସାମନା…

ଘରେ ବନାନ୍ତୁ ‘ଗାଜର-ଫୁଲକୋବି ଆଚର’

ଭୁବନେଶ୍ବର: ଶୀତ ଦିନରେ ବଜାରରେ ଗାଜର, ଫୁଲକୋବି ବହୁତ ପରିମାଣରେ ମିଳେ । ଏହି ସମୟରେ ଦାମ୍ ମଧ୍ୟ ଶସ୍ତା ଥାଏ । ତେବେ ଆପଣ ଏହି ଗାଜର ଓ ଫୁଲକୋବି ଆଚର ଘରେ ସହଜରେ କରି ପାରିବେ । ଅଫ୍ ସିଜନରେ ମଧ୍ୟ ଏହାର ମଜା ନେଇ ପାରିବେ । ଏହି 'ଗାଜର-ଫୁଲକୋବି ଆଚର' ପାଇଁ ଗାଜର ଅଧା କିଲୋ,…

ଭରତପୁର ଥାନା ମାମଲାରେ ତଦନ୍ତ ଶେଷ, ୨୮ଶୁଦ୍ଧା ଦିଆଯିବ ରିପୋର୍ଟ

ଭୁବନେଶ୍ବର: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ଭରତପୁର ଥାନା ମାମଲାରେ ତଦନ୍ତ କମିଶନଙ୍କ ତଦନ୍ତ ବୁଧବାର ଶେଷ ହୋଇଛି । ଆସନ୍ତା ୨୮ ତାରିଖ ସୁଦ୍ଧା ସରକାରଙ୍କୁ ରିପୋର୍ଟ ଦିଆଯିବ । ମିଳିଥିବା ସାକ୍ଷ୍ୟ ପ୍ରମାଣ ଆଧାରରେ ଏହି ରିପୋର୍ଟ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି…

ବିକଶିତ ଗାଁରେ ବିକଳାଙ୍ଗ ଯୋଜନା କରିଛି ବିଜେପି: ବିଜେଡ଼ି

ଭୁବନେଶ୍ବର: ଆଜି ବିକଶିତ ଗାଁ ବିକଶିତ ଓଡ଼ିଶା ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର। ଏହାକୁ ବିକଳାଙ୍ଗ ଯୋଜନା ବୋଲି କହିଛି ବିଜେଡ଼ି। ନବୀନ ସରକାର ସମୟରେ ଗାଁକୁ ମିଳୁଥିବା ଅନୁଦାନ, ଡବଲ ଇଞ୍ଜିନ ସରକାରରେ ହ୍ରାସ କରାଯାଇଥିବା ବିଜେଡି କହିଛି। ଅନୁଦାନ କମିଲେ ଗାଁର ବିକାଶ କିଭଳି ହେବ ବୋଲି…