Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିକଶିତ ଗାଁରେ ବିକଳାଙ୍ଗ ଯୋଜନା କରିଛି ବିଜେପି: ବିଜେଡ଼ି

ଭୁବନେଶ୍ବର: ଆଜି ବିକଶିତ ଗାଁ ବିକଶିତ ଓଡ଼ିଶା ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର। ଏହାକୁ ବିକଳାଙ୍ଗ ଯୋଜନା ବୋଲି କହିଛି ବିଜେଡ଼ି। ନବୀନ ସରକାର ସମୟରେ ଗାଁକୁ ମିଳୁଥିବା ଅନୁଦାନ, ଡବଲ ଇଞ୍ଜିନ ସରକାରରେ ହ୍ରାସ କରାଯାଇଥିବା ବିଜେଡି କହିଛି। ଅନୁଦାନ କମିଲେ ଗାଁର ବିକାଶ କିଭଳି ହେବ ବୋଲି…

ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଷୋଡ଼ଶ ଅର୍ଥ କମିଶନ

ଭୁବନେଶ୍ୱର: ଓଡି଼ଶାକୁ ଚାରିଦିନିଆ ଗସ୍ତରେ ଆସିଥିବା ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଡ଼ଃ ଅରବିନ୍ଦ ପାନାଗାରିଆ ଆଜି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ କମିଶନର ସଦସ୍ୟମାନେ ପୁରୀ ରାଜଭବନରେ ସ୍ଥାନୀୟ ପୌର ପ୍ରଶାସନ ସହିତ ସହରର ଉନ୍ନତିକରଣ, ଭିତ୍ତିଭୂମି…

ଆଉ ନିସ୍ତାର ନାହିଁ, ଆଗାମୀ ୧୦ରୁ ଟ୍ବିନସିଟିରେ ଯୋର ଦାର ଚେକିଂ

ଭୁବନେଶ୍ୱର: ଏବେ ଅମାନିଆ ହେବେ ସାବାଡ । ଆଉ ଉଚ୍ଚ ଶବ୍ଦରେ ହର୍ଣ୍ଣ ବଜାଇପାରିବେନି କିମ୍ବା ଗାଡ଼ି କାଚରେ କଳାଜରି ମଧ୍ୟ ଲଗାଇପାରିବେ ନାହିଁ ନଚେତ୍ ନିଆଯିବ କଡ଼ା ଆକ୍ସନ । ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, କଟକ ଓ ଭୁବନେଶ୍ବରରେ ବ୍ୟାପକ ଚଢ଼ାଉ ହେବ…

ବାଙ୍କିରେ ବ୍ୟାପିଛି ଡାଇରିଆ; ମହାନଦୀ ପାଣି ଯୋଗୁଁ ଡାଇରିଆ ବ୍ୟାପୁଥିବା ଗ୍ରାମବାସୀଙ୍କ ଅଭିଯୋଗ

କଟକ: ବାଙ୍କୀ ଡମପଡ଼ା ବ୍ଲକ୍ ଅନ୍ତର୍ଗତ ହରିରାଜପୁର ଗ୍ରାମ ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପିଛି । ୪୨ ଜଣ ଆକ୍ରାନ୍ତ ନିକଟସ୍ଥ ବାଙ୍କୀ ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି। ଏବେ ବି ଦୁଇ ଜଣ ଚିକିତ୍ସିତ ହେଉଛନ୍ତି । ଏପଟେ ଗ୍ରାମ୍ୟ ଜଳ ଯୋଗାଣ…

ଆରମ୍ଭ ହେଲା ‘ଓଡ଼ିଶା ଯାତ୍ରୀ’ ଆପ୍, ନିରାପଦ ଓ ସୁଲଭ ମୂଲ୍ୟରେ ଯାତ୍ରା କରିବେ ଯାତ୍ରୀ

ଭୁବନେଶ୍ୱର: ସମସ୍ତେ ଚାହାନ୍ତି ଯାତ୍ରା ସୁରକ୍ଷିତ ହେଉ, ଯାତାୟତ ଭଡା ବି ସୁଲଭ ମୂଲ୍ୟରେ ହେଉ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆରମ୍ଭ ହେଲା 'ଓଡିଶା ଯାତ୍ରୀ' ଆପ୍। ଯେଉଁଠାରେ ପ୍ରତ୍ୟେକ ଯାତ୍ରା ସୁରକ୍ଷିତ, ପ୍ରତ୍ୟେକ ଭଡ଼ା ନ୍ୟାୟପୂର୍ଣ୍ଣ ଏବଂ ପ୍ରତ୍ୟେକ ଡ୍ରାଇଭର ସଶକ୍ତ। ଯାତ୍ରୀଙ୍କ…

ଆଇପିପିବି ଆକାଉଣ୍ଟ ସହିତ ଏପରି ଆପଣଙ୍କର ମୋବାଇଲ୍ ନମ୍ବରକୁ ଲିଙ୍କ୍ କରନ୍ତୁ..

ଭୁବନେଶ୍ବର:ନିଜ ମୋବାଇଲ୍ ନମ୍ବରକୁ ନିଜର ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ଆକାଉଣ୍ଟ ସହିତ ଲିଙ୍କ୍ କରିବା ଆବଶ୍ୟକ । ଯଦି ଆପଣ ଏପର୍ଯ୍ୟନ୍ତ ଏହାକୁ ଅପଡେଟ୍ କରିନାହାଁନ୍ତି, ତୁରନ୍ତ ଏହାକୁ କରନ୍ତୁ । ଫଳରେ ଆପଣଙ୍କୁ ଆପଣଙ୍କର ଆକାଉଣ୍ଟ ଖାତା ସହିତ ଜଡିତ ଅପଡେଟ୍ ମିଳିପାରିବ ।…

ୟୁସିସି ଲାଗୁ ହେବା ପରେ ପଞ୍ଜୀକୃତ ହେଲେ ପ୍ରଥମ ଲିଭ-ଇନ୍ ଦମ୍ପତି

ଡେରାଡୁନ: ଜାନୁଆରୀ ୨୭ ତାରିଖରେ ଉତ୍ତରାଖଣ୍ଡ ୟୁନିଫର୍ମ ସିଭିଲ୍ କୋଡ୍ (UCC) ଲାଗୁ କରିବାର ନଅ ଦିନ ପରେ, ପ୍ରଥମ ଲିଭ-ଇନ୍ ଦମ୍ପତି ନୂତନ ଆଇନ ଅନୁଯାୟୀ ସଫଳତାର ସହ ପଞ୍ଜୀକରଣ କରିଛନ୍ତି। ଯେତେବେଳେ କି ସରକାରୀ ୱେବସାଇଟ୍ ଅନୁଯାୟୀ ଅନ୍ୟ ଦୁଇଟି ଆବେଦନ ବର୍ତ୍ତମାନ ସମୀକ୍ଷାାଧୀନ ରହିଛି।…

ଡ଼କାୟତି ଯୋଜନା ପଣ୍ଡ: ୫ ଗିରଫ, ବିଭିନ୍ନ ମାରଣାସ୍ତ୍ର ଜବତ

ଯାଜପୁର: ଡ଼କାୟତି ଯୋଜନା ପଣ୍ଡ କରିବା ସହ ୫ଜଣ ଡ଼କାୟତ ଗିରଫ। ଯାଜପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲିଚନ୍ଦ୍ରପୁର ଓ ବଡ଼ଚଣା ପୋଲିସ ମିଳିତ ଭାବେ ଏହି ଡ଼କାୟତି ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛି। ଏଥିସହ ସେମାନଙ୍କ ନିକଟରୁ ଏକ ବୋଲେରୋ, ୨ଟି ପିକ ଅପ ଭ୍ୟାନ, ଗୋଟିଏ ଟାଟା ଏସିଇ ଗାଡି…

ପୁରୀରେ ହୋଟେଲ ବୁକିଂ କରିବାକୁ ଯାଇ ୯୩ ହଜାର ଟଙ୍କା ହରାଇଲେ ମହିଳା

ପୁରୀ: ଆମେ ଯେତେବେଳେ ବାହାରକୁ ବୁଲିବାକୁ ଯାଉ, ପ୍ରଥମେ ଆମେ ଏକ ହୋଟେଲ ବୁକ୍ କରିଥାଉ। ଆଜିକାଲି ଅଧିକାଂଶ ପର୍ଯ୍ୟଟକ ଅନଲାଇନରେ ହୋଟେଲ ବୁକ୍ କରିବାକୁ ପସନ୍ଦ କରନ୍ତି, କିନ୍ତୁ ଡିଜିଟାଲ୍ ଦୁନିଆ ଯୋଗୁଁ ପର୍ଯ୍ୟଟକମାନେ ଅନଲାଇନରେ ହୋଟେଲ ବୁକିଂ ସମୟରେ ମଧ୍ୟ ଠକେଇର ସମ୍ମୁଖୀନ ହେଉଛନ୍ତି।…

ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ଜୀବନରୁ ମାରି ଦେବାକୁ ଆସିଲା ଧମକ । ଅଜଣା ନମ୍ବରରୁ ଜୟଦେବଙ୍କୁ ଆସୁଛି ଏକ ଧମକପୂର୍ଣ୍ଣ କଲ୍‌ । ୫୦ ଲକ୍ଷ ଟଙ୍କା ଦେବାକୁ ଜୟଦେବଙ୍କୁ ଫୋନ୍ ଯୋଗେ ଧମକ ମିଳିଥିବା ଜଣାପଡ଼ିଛି । ୫୦ ଲକ୍ଷ ଦିଅ ନହେଲେ ତମକୁ ଜୀବନରୁ ମାରିଦେବୁ ବୋଲି…