Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଚିନ୍ତାଜନକ ରିପୋର୍ଟ; ବହୁତ କମ୍ ଜଣ ଅନଲାଇନରେ ପଢୁଛନ୍ତି ପାଠ

ନୂଆଦିଲ୍ଲୀ:ଇଣ୍ଟରନେଟ୍ ଏବଂ ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (IAMAI) ଏବଂ କାଣ୍ଟାରର ଏକ ରିପୋର୍ଟରେ ଅନୁସାରେ ଭାରତରେ ଅନଲାଇନ୍ ଶିକ୍ଷା ପାଇଁ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା କମ୍ । ଅର୍ଥାତ୍ ଅନଲାଇନ୍ ଶିକ୍ଷା ପାଇଁ ଇଣ୍ଟରନେଟ୍ ବ୍ୟବହାର ବହୁତ କମ୍ ହେଉଛି । ରିପୋର୍ଟ ତଥ୍ୟ…

ମାଓ କମାଣ୍ଡର ଗିରଫ; ମୁଣ୍ଡ ଉପରେ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି

ମାଲକାନଗିରି: ମାଲକାନଗିରି ପୋଲିସକୁ ସଫଳତା । ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ମାଓ କମାଣ୍ଡର ଗିରଫ । ମାଲକାନଗିରି ସୀମାନ୍ତରେ ଶୁକ୍ରବାର ପୁଣି ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ସମୟରେ ମାଓ କମାଣ୍ଡର ମୋତିରାମ ଓରଫ ରାକେଶ ଉସେଣ୍ଡିକୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ…

ଅରବିନ୍ଦ କେଜ୍ରିୱାଲଙ୍କଠୁ ମନୀଷ ସିସୋଦିଆଙ୍କ ପର୍ଯ୍ୟନ୍ତ… ଜାଣନ୍ତୁ କାହା ନାଁରେ ରହିଛି କେତେ କରଜ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମି ପାର୍ଟି (ଆପ୍)ର ସମସ୍ତ ନେତା ନାମାଙ୍କନ ଦାଖଲ କରି ସାରିଛନ୍ତି। ନିର୍ବାଚନୀ ସତ୍ୟପାଠ ଅନୁସାରେ ଆପର ଟପ-୧୦ ନେତାଙ୍କ ମଧ୍ୟରୁ ୭ ଜଣ କରଜରେ ବୁଡ଼ି ରହିଛନ୍ତି। ତେବେ ଆପ ନେତା ସତ୍ୟେନ୍ଦ୍ର ଜୈନ ୧୩ କୋଟି ଟଙ୍କା କରଜରେ ରହିଛନ୍ତି।…

ଭାରତର ‘ଭୂତିଆ’ ରେଳ ଷ୍ଟେସନ, ଲୋକମାନେ ଏଠାକୁ ଯିବାକୁ କରନ୍ତି ଭୟ

ଭୁବନେଶ୍ବର: ହଣ୍ଟେଡ ପ୍ଲେସ ବିଷୟରେ ଯେତିକି ଶୁଣିବାକୁ ଇଚ୍ଛା ହୁଏ ସେହି ସ୍ଥାନକୁ ଯିବାକୁ ସେତେ ଡର ବି ଲାଗେ। ଆମ ଭାରତରେ ଏପରି ରେଳ ଷ୍ଟେସନ୍ ଅଛି ସେହି ସ୍ଥାନ ହଣ୍ଟେଡ ରେଳ ଷ୍ଟେସନ୍ ଭାବରେ ପରିଚିତ । ଆଜି ଆମେ ଆପଣଙ୍କୁ ଏପରି କିଛି ରେଳ ଷ୍ଟେସନ ବିଷୟରେ କହିବୁ ଯାହା ବିଷୟରେ ଅନେକ…

ଜଷ୍ଟିସ ଅରିନ୍ଦମ ସିହ୍ନା ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ

କଟକ: ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଅରିନ୍ଦମ ସିହ୍ନା । ବର୍ତ୍ତମାନ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଅଛନ୍ତି । ଚଳିତ ମାସ ୧୯ରେ ତାଙ୍କର କାର୍ଯ୍ୟକାଳ ସରୁଥିବାବେଳେ, ୨୦ ତାରିଖରୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ…

‘ଫେବୃଆରୀ ୧ରୁ ଆରମ୍ଭ ହୋଇପାରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ’

ଭୁବନେଶ୍ୱର: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ନେଇ ପୁଣି ନୂଆ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପୂର୍ବରୁ ଏହି ଧାଡ଼ି ଦର୍ଶନ ଜାନୁଆରୀ ୨୦ରୁ ଆରମ୍ଭ ହେବାକୁ ଥିବାବେଳେ ଏବେ କିନ୍ତୁ ଏଥିରେ ପରିବର୍ତ୍ତନ ହୋଇପାରେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, ଫେବୃଆରୀ…

ସ୍ମାର୍ଟ ଆର୍ଥିକ ଯୋଜନା ଦ୍ବାରା ଛୋଟ ବେତନରେ ମଧ୍ୟ ଆଣିହେବ ଏକ ବଡ଼ ପରିବର୍ତ୍ତନ

ଭୁବନେଶ୍ବର:ଧନୀ ହେବା ପାଇଁ, କେବଳ ଅଧିକ ଦରମାର ଆବଶ୍ୟକତା ନାହିଁ, ସଠିକ୍ ଆର୍ଥିକ ଯୋଜନା ଆବଶ୍ୟକ । ସଠିକ୍ ରଣନୀତି ଆପଣ ଗ୍ରହଣ କରି, ଆପଣଙ୍କର ସଞ୍ଚୟ ବୃଦ୍ଧି କରିପାରିବେ ଏବଂ ଆପଣଙ୍କର ଆର୍ଥିକ ସ୍ଥିତିକୁ ମଧ୍ୟ ଦୃଢ କରିପାରିବେ । ଆସନ୍ତୁ ଜାଣିବା କିପରି । -ଏକ ମାସିକ ବଜେଟ୍…

‘ଖୁବଶୀଘ୍ର ଓଡ଼ିଶା ଏକ ଯୌତୁକ ମୁକ୍ତ ରାଜ୍ୟ ହେବ’

ଭୁବନେଶ୍ୱର: ଶୁକ୍ରବାର ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଲୋକସେବା ଭବନର କନଭେନସେନ ସେଣ୍ଟରରେ ଏକଦିବସୀୟ ଯୌତୁକ ନିଷେଧ ଆଇନ ୧୯୬୧ ଉପ ଜିଲ୍ଲାପାଳ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ…

ବିଜେପିର ସଂକଳ୍ପ ପତ୍ର: ସରକାରକୁ ଆସିଲେ ମହିଳାଙ୍କୁ ପ୍ରତିମାସରେ ମିଳିବ ୨୫୦୦ ଟଙ୍କା, ମାଗଣା ସିଲିଣ୍ଡର

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଅଣ୍ଟା ଭିଡିଲେଣି ସମସ୍ତ ରାଜନୈତିକ ଦଳ। କ୍ଷମତା ପାଇଁ ରୋଚକ ଫାଇଟ୍ ହେବ। ଏହାରି ଭିତରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜ ସଂକଳ୍ପ ପତ୍ରର ପ୍ରଥମ ଭାଗ ଜାରି କରିଛି। ଘୋଷଣା ପତ୍ରରେ ଦିଲ୍ଲୀବାସୀଙ୍କ ପାଇଁ ଅନେକ ବଡ଼…

ଦିଲ୍ଲୀରେ ଏକା ଲଢ଼ିବ ଏନ୍‌ସିପି, ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ନ୍ୟାସନାଲ କଂଗ୍ରେସ ପାର୍ଟି(ଏନ୍‌ସିପି)। କାରଣ ଦଳ ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ୩୦ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଏହାସହ ଦିଲ୍ଲୀରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ଦଳ…