Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କେବେ ଗଠନ ହୋଇଥିଲା ପ୍ରଥମ ବେତନ କମିଶନ, ଜାଣନ୍ତୁ ଏହାର ଇତିହାସ

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ବଡ ଉପହାର ଦେଇଛନ୍ତି କେନ୍ଦ୍ର ସରକାର । ଅଷ୍ଟମ ବେତନ କମିଶନ ଗଠନକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର। ଏହା ଦ୍ଵାରା କେନ୍ଦ୍ର ସରକାରଙ୍କ ସମସ୍ତ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ । ତେବେ ଏହି ବେତନ କମିଶନ କେବେ ଗଠନ…

ନବ ଦାସ ହତ୍ୟା: ହତ୍ୟାକାରୀ ଗୋପାଳ ନା ଆଉ କିଏ? 

ଭୁବନେଶ୍ୱର: ପୁଣି ଚାଞ୍ଚଲ୍ୟ ସୃଷ୍ଟି କରିଛି ୨୩ର ସେ ହାଇପ୍ରୋଫାଇଲ ଦିବଂଗତ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ। ରାଜ୍ୟ ଫରେନ୍‌ସିକ୍ ଲାବ୍ରୋଟୋରୀ ରିପୋର୍ଟରେ ଥିବା ଚାଞ୍ଚଲ୍ୟକର ତଥ୍ୟ ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ବାସ୍ତବରେ ନବ ଦାସଙ୍କୁ ହତ୍ୟକରିଥିବ ବ୍ୟକ୍ତିଟି ଗୋପାଳ ନା ଆଉ…

ଆଜି ବି ସ୍ବର୍ଗତ ନବ ଦାସଙ୍କ ଭାଇଙ୍କ ଘରେ ଚଢ଼ାଉ

ସମ୍ବଲପୁର: ଆଜି ବି ସ୍ବର୍ଗତ ନବ ଦାସଙ୍କ ଭାଇଙ୍କ ଘରେ ଚଢ଼ାଉ । ୨ୟ ଦିନରେ ବ୍ରଜକିଶୋର ଦାସଙ୍କ ଘରେ ଚାଲିଛି ଆୟକର ବିଭାଗର ରେଡ୍ । ସମ୍ବଲପୁର ସ୍ଥିତ ଘର ଓ ଅଫିସରେ ଆୟକର ଟିମ୍‌ର ରେଡ୍ ଚାଲିଛି। ବ୍ରଜ ଦାସଙ୍କ ସମ୍ପର୍କରେ ଥିବା ୭ ଠିକାଦାରଙ୍କ ଘରେ ବି ରେଡ୍ ଜାରି ରହିଛି । ଗତକାଲି ୪୪ଟି…

ଓଠର କଳା ଦାଗ ଏପରି ଦୂର କରନ୍ତୁ..

ଭୁବନେଶ୍ବର: ରାସାୟନିକ ପଦାର୍ଥ ମିଶିଥିବା ଲିପ୍‌ଷ୍ଟିକ୍‌ ବ୍ୟବହାର କରିବା ଦ୍ବାରା ଓଠରେ କଳା ଦାଗ ହୋଇଥାଏ  । ଏଥିସହ ଅନେକ କାରଣ ରହିଛି ଓଠ କଳା ପଡିବାର । ତେବ  ଓଠର ଏହି ଦାଗକୁ ଦୂର କରିବାପାଇଁ କିଛି ଘରୋଇ ଉପାୟ ରହିଛି.. -ନଡ଼ିଆ ତେଲ, ଲେମ୍ବୁରସ ସହ କାକୁଡ଼ି ରସକୁ ମିଶାନ୍ତୁ ଓ…

ସିମେଣ୍ଟ ପ୍ଲାଣ୍ଟ ଅଘଟଣ, ୨ ମୃତ ଦେହ ଉଦ୍ଧାର

ରାଜଗାଙ୍ଗପୁର: ଡାଲମିଆ ସିମେଣ୍ଟ ପ୍ଲାଣ୍ଟରେ କୋଇଲା ହପର୍ ଭୁଶୁଡ଼ିବା ଘଟଣା । ଭଗ୍ନାବଶେଷ ତଳୁ ମିଳିଲା ୨ ଶ୍ରମିକଙ୍କ ମୃତଦେହ । ଦୀର୍ଘ ୩୬ ଘଣ୍ଟାର ଅପରେଶନ ପରେ ଶେଷରେ ୨ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏବେବି ଜଣେ ଶ୍ରମିକ ନିଖୋଜ ଅଛନ୍ତି । ତାଙ୍କୁ ଖୋଜିବା ପାଇଁ ଉଦ୍ଧାର…

ବାସ୍ତୁ ଟିପ୍ସ: ଏହି ସବୁ କଲେ ଘରର ଉନ୍ନତି ପଥରେ ବାଧା ଉପୁଜିବ ନାହିଁ..

ଭୁବନେଶ୍ବର: ରୋଜଗାରରୁ ଅଧିକ ଖର୍ଚ୍ଚ, ଘରେ ରୋଗ ଲାଗି ରହୁଛି ତେବେ ଘରର ବାସ୍ତୁଦୋଷ ପାଇଁ ହୁଏ ବୋଲି ବିଶ୍ବାସ କରାଯାଏ । ତେଣୁ କ’ଣ କଲେ ଏସବୁରୁ ମୁକ୍ତି ପାଇେବ ଆସନ୍ତୁ ଜାଣିବା … - ଧ୍ୟାନ ରଖନ୍ତୁ ଘରେ ଲାଗିଥିବା କୌଣସି ଟ୍ୟାପ୍‌ରୁ ଯେପରି ପାଣି ଲିକ୍ ନହୁଏ । ଘର ଜଳ ନିଷ୍କାସନର…

ସାରୁ ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରହେ

ଭୁବନେଶ୍ବର:ଶରୀର ପାଇଁ ସତେଜ ପନିପରିବା  ଭଲ । ସେଥିମଧ୍ୟରୁ ସାରୁକୁ ଭର୍ତ୍ତା, ତରକାରୀ, ଡାଲମାରେ ବ୍ୟବହାର କରୁ । ଏହା ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହା ଅତ୍ୟନ୍ତ ଲାଭଦାୟକ । ଏହି ମୂଳଜାତୀୟ ପରିବାରେ ପ୍ରଚୁର ପରିମାଣରେ ଫାଇବର, ପ୍ରୋଟିନ୍, ପୋଟାସିୟମ୍, ଭିଟାମିନ୍ ଏ, ଭିଟାମିନ୍ ସି,…

ଅଷ୍ଟମ ବେତନ କମିଶନ: ବନ୍ଦ ହେବ କି ଓଲ୍ଡ ପେନସନ ସ୍କିମ୍ ?

ନୂଆଦିଲ୍ଲୀ: ଅଷ୍ଟମ ବେତନ କମିଶନକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର। ରାଜଧାନୀ ଦିଲ୍ଲୀରେ ରାଜନୈତିକ ପାଣିପାଗ ସରଗରମ ଥିବା ବେଳେ ଏହି ନିଷ୍ପତ୍ତି ନିଆଯାଇଛି। ଅଷ୍ଟମ ବେତମ କମିଶନ ଲାଗୁ କରିବାର କେତେକ ମୁଖ୍ୟ କାରଣ ଚର୍ଚ୍ଚାକୁ ଆସିଛି। ହେଲେ ଓଲ୍ଡ ପେନସନ ସ୍କିମ୍ (ଓପିଏସ) ପାଇଁ ଏହା…

ରୁଷ-ୟୁକ୍ରେନ ଯୁଦ୍ଧ: ରୁଷ ସେନାରେ ଥିବା ୧୨ ଭାରତୀୟ ମୃତ, ୧୬ ନିଖୋଜ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହି ସମୟ ଭିତରେ ରୁଷ ଭାରତକୁ ଜଣାଇଛି ଯେ ରୁଷ ସେନାରେ କାର୍ଯ୍ୟରତ ୧୨ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିବାବେଳେ, ୧୬ ଜଣ ଭାରତୀୟ ନିଖୋଜ ଅଛନ୍ତି । ଏନେଇ ଶୁକ୍ରବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।…

୩୧ ଜାନୁଆରୀରୁ ଆରମ୍ଭ ହେବ ବଜେଟ ଅଧିବେଶନ

ନୂଆଦିଲ୍ଲୀ: ୩୧ ଜାନୁଆରୀରେ ବସିବ ସଂସଦର ବଜେଟ ଅଧିବେଶନ। ଏହା ଏପ୍ରିଲ ୪ ରେ ଶେଷ ହେବାର ସମ୍ଭାବନା ରହିଛି। ଏହି ଅଧିବେଶନରେ ୮ମ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପରମ୍ପରା ଅନୁସାରେ ୩୧ ଜାନୁଆରୀରେ ସଂସଦର ଦୁଇ ଗୃହରେ ସଂଯୁକ୍ତ ବୈଠକରେ ସମ୍ବୋଧିତ କରିବେ…