Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଇସ୍ରୋର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଭି.ନାରାୟଣନ୍

ନୂଆଦିଲ୍ଲୀ: ଇସ୍ରୋର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ବିଶିଷ୍ଟ ବୈଜ୍ଞାନିକ ଭି. ନାରାୟଣନ। ଏସ. ସୋମନାଥଙ୍କ ସ୍ଥାନ ନେଲେ ଭି. ନାରାୟଣନ। କେନ୍ଦ୍ର ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟି ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ନାରାୟଣନ୍ ଦୁଇ ବର୍ଷ ପାଇଁ…

ଜାଣନ୍ତୁ ଅମୃତଭଣ୍ଡା ଖାଇବାର ସଠିକ୍ ସମୟ

ଅମୃତଭଣ୍ଡା ଏକ ଫଳ ଯାହା ଗ୍ରୀଷ୍ମ ଏବଂ ଶୀତ ଉଭୟ ସମୟରେ ଲୋକଙ୍କ ପ୍ରିୟ ଖାଦ୍ୟ ବୋଲି ବିବେଚନା କରାଯାଏ। ଏହାର ପୁଷ୍ଟିକର ତତ୍ତ୍ୱ କେବଳ ଆପଣଙ୍କ ପେଟକୁ ଆରାମ ଦିଏ ନାହିଁ ବରଂ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ। କିନ୍ତୁ ଏହାକୁ ଖାଇବାର ସଠିକ୍ ସମୟ କ’ଣ? ଏହି ପ୍ରଶ୍ନ ବହୁତଙ୍କ…

ମକର ସଂକ୍ରାନ୍ତିରେ ଅଖିଆ, ଅପିଆ ପ୍ରଭୁ ଶ୍ରୀ ଲିଙ୍ଗରାଜ

ଭୁବନେଶ୍ଵର: ମକର ସଂକ୍ରାନ୍ତି ପୂର୍ବରୁ ଅଘଟଣ । ଅନିଦ୍ରା, ଅଖିଆ, ଅପିଆ ରହିଲେ ପ୍ରଭୁ ଶ୍ରୀ ଲିଙ୍ଗରାଜ । ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ମଧ୍ୟରେ ଦେଖାଦେଇଛି ବିବାଦ । ଫଳରେ ଗତକାଲି ରାତି ସାଢ଼େ ୮ରୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ବଡ଼ୁ…

ଲସ୍ ଆଞ୍ଜେଲସ୍ ନିଆଁରେ କଏଦୀଙ୍କ ଲାଭ, ଜାଣନ୍ତୁ ପୂରା ଘଟଣା

କାଲିଫର୍ନିଆ: କାଲିଫର୍ନିଆ ଏବଂ ଲସ୍ ଆଞ୍ଜେଲସ୍ ଜଙ୍ଗଲରେ ଲାଗିଥିବା ନିଆଁ ଅଧିକ ଭୟଙ୍କର ହେବାରେ ଲାଗିଛି। ଏହି ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୨୪ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। କିନ୍ତୁ ଜୋ ବାଇଡେନ୍ ପ୍ରଶାସନର ବହୁ ଉଦ୍ୟମ ସତ୍ତ୍ୱେ ମଧ୍ଯ ନିଆଁକୁ ଆୟତ୍ତ କରାଯାଇପାରୁନାହିଁ। ତେବେ ଏହି…

ଜାନୁଆରୀ ୧୫ରେ ହେବାକୁ ଥିବା ୟୁଜିସି-ନେଟ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ସ୍ଥଗିତ ରହିଲା ଗଣଯୋଗାଯୋଗର ନେଟ୍ ପରୀକ୍ଷା । ଜାନୁଆରୀ ୧୫ରେ ହେବାକୁ ଥିବା ଏହି ନେଟ୍ ପରୀକ୍ଷାକୁ ମକର ସଂକ୍ରାନ୍ତି ଓ ଅନ୍ୟାନ୍ୟ ପର୍ବପର୍ବାଣୀ ପାଇଁ ସ୍ଥଗିତ ରଖାଯାଇଛି । ତେବେ ଖୁବଶୀଘ୍ର ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯିବ । ଏନେଇ ଏନଟିଏ ଆଧିକାରୀକ ୱେବସାଇଟ୍…

ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ସାମିଲ ହେବା ପରେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି, ଏହା ବାସ୍ତବରେ ଏକ ବିଡ଼ମ୍ବନା ଯେ ଓଡ଼ିଶାର ମୋର ଭଉଣୀ ଏବଂ ଭାଇମାନେ…

ଲେବୁଲ୍‌ କ୍ରସିଂରୁ ୪୫ ଲକ୍ଷରୁ ଊର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ନିରାକାରପୁର ଲେବୁଲ୍‌ କ୍ରସିଂରୁ ଗଞ୍ଜେଇ ଭର୍ତ୍ତି ଏକ ବୋଲେରୋକୁ କାବୁ କରିବାରେ ସକ୍ଷମ ହୋଇଛି ଟାଙ୍ଗୀ ଅବକାରୀ ବିଭାଗ । ଏହି ବୋଲେରୋରୁ ପ୍ରାୟ ୪ କୁଇଣ୍ଟାଲ ଗଞ୍ଜେଇ ସହ ୨ଟି ମୋବାଇଲ ଜବତ ହୋଇଛି । ଘଟଣାରେ ସମ୍ପୃକ୍ତ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଗିରଫ…

ପୁଣି ଆଇଡି ବିସ୍ଫୋରଣ: ୨ ଯବାନ ଗୁରୁତର ଆହତ

ମାଲକାନଗିରି: ପୁଣି ଅସାନ୍ତ ହୋଇପଡିଛି ସୀମାନ୍ତ ଆଇଡି ବିସ୍ଫୋରଣରେ ଦୁଇ ଯବାନ ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ତିମାପୁର ଗାଁରେ ସର୍ଚ୍ଚ…

ବନ୍ଦୀଥିବା ସଂଗ୍ରାମୀମାନଙ୍କୁ ମାସକୁ ମିଳିବ ୨୦ ହଜାର ଟଙ୍କା ପେନସନ

ଭୁବନେଶ୍ୱର: ଓଡିଶା ସରକାରଙ୍କ ପକ୍ଷରୁ ଦେଶର ଜରୁରୀ କାଳୀନ ପରିସ୍ଥିତିରେ ମିସା, ଡିଆଇଆର ଏବଂ ଡିଆଇଏସଆଇଆର ଆଇନରେ ବିଭିନ୍ନ ଜେଲରେ ବନ୍ଦୀଥିବା ସଂଗ୍ରାମୀ ମାନଙ୍କୁ ମାସକୁ ୨୦ ହଜାର ଟଙ୍କାର ପେନସନ ମିଳିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଏ ବିଷୟରେ ଘୋଷଣା କରିଥିଲେ । ଆଜି ଏ…

କାଜୁ-ବାଦାମ ଅପେକ୍ଷା ଅଧିକ ଶକ୍ତିଶାଳୀ ଏହି ଡ୍ରାଏ ଫ୍ରୁଟ୍ସ, ଜାଣନ୍ତୁ ଏହାର ଅଦ୍ଭୁତ ଫାଇଦା

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରାୟତଃ କାଜୁ ଏବଂ ବାଦାମ ଭଳି ଡ୍ରାଏ ଫ୍ରୁଟ୍ସ ବା ଶୁଖିଲା ଫଳ ଖାଇବାକୁ ପରାମର୍ଶ ଦିଅନ୍ତି। ଆପଣ କାଜୁ ଏବଂ ବାଦାମର ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟ ଲାଭ ବିଷୟରେ ମଧ୍ୟ ଅବଗତ ଥିବେ। କିନ୍ତୁ ଆପଣ କ’ଣ ଏପରି ଏକ ଡ୍ରାଏ ଫ୍ରୁଟ୍ସ ବିଷୟରେ ଜାଣନ୍ତି ଯାହା କାଜୁ ଏବଂ…