Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ତ୍ରିବେଣୀ ସଂଗମରେ ବୁଡ଼ ପକାଇଲେ ରାଷ୍ଟ୍ରପତି

ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭ ତ୍ରିବେଣୀ ସଂଗମରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ବୁଡ଼ ପକାଇଲେ ଦ୍ରୌପଦୀ ମୁର୍ମୁ। ବୁଡ଼ ପକାଇବା ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କଲେ ରାଷ୍ଟ୍ରପତି। ତେବେ ଆଜି ପ୍ରୟାଗରାଜରେ ସ୍ବତନ୍ତ୍ର…

ପ୍ରସିଦ୍ଧ ତିରୁପତି ମନ୍ଦିର ଲଢୁ ବିବାଦ: ୪ ଜଣଙ୍କୁ ଗିରଫ କଲା ସିବିଆଇ

ଅମରାବତୀ: ପ୍ରସିଦ୍ଧ ତିରୁପତି ମନ୍ଦିର ଲଢୁ ବିବାଦରେ ସିବିଆଇ ୪ଜଣଙ୍କୁ ଗିରଫ କରିଛି। ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଭକ୍ତମାନଙ୍କୁ ପ୍ରସାଦ ଭାବରେ ଅର୍ପଣ କରାଯାଉଥିବା ତିରୁପତି ଲଡୁରେ ଚର୍ବି ମିଶିଥିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତ ଦଳ…

ଅସମ୍ଭାଳ ମହାକୁମ୍ଭ ଜନସମାଗମ: ୩୦୦ କିମି ଯାଏଁ ରାସ୍ତା ଜାମ୍

ପ୍ରୟାଗରାଜ: ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି ମହାକୁମ୍ଭ ମେଳା। ଫଟୋରେ ମହାକୁମ୍ଭ ମେଳାର ଭବ୍ୟ ଆଲୋକ ଓ ପ୍ରବଳ ଜନସମାଗମ, ଗଙ୍ଗା ନଦୀ କୂଳକୁ ଏକ ଚମତ୍କାର ଦୃଶ୍ୟରେ ପରିଣତ କରୁଛି । ପ୍ରୟାଗରାଜରେ ଦୀର୍ଘ ୧୪୪ ବର୍ଷ ପରେ ମହାକୁମ୍ଭ ମେଳା ଆୟୋଜିତ ହୋଇଥିବା ବେଳେ ଦେଶ ବିଦେଶରୁ…

ସ୍ଥିର ରହିଛି ଅଭିନେତା ଉତ୍ତମଙ୍କ ସ୍ବାସ୍ଥ୍ୟାବସ୍ଥା

ଭୁବନେଶ୍ବର: ସ୍ଥିର ରହିଛି ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା। ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚାଲିଛି ଚିକିତ୍ସା। ଲିଭର ସିରୋସିସ୍ ରେ ପୀଡ଼ିତ ଅଛନ୍ତି ପୁରୁଣା ଦିନର ଓଡ଼ିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତି। ଶନିବାର ତାଙ୍କୁ ଭୁବନେଶ୍ବରରୁ ମେଦାନ୍ତ ହସ୍ପିଟାଲକୁ ଏୟାର…

ମଣିପୁର ବିଧାନସଭା ଅଧିବେଶନ ରଦ୍ଦ କଲେ ରାଜ୍ୟପାଳ

ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତିରେ ଅଚଳାବସ୍ଥା। ଆଜିଠୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ରଦ୍ଦ କଲେ ରାଜ୍ୟପାଳ। ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହ ରବିବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ମୈତେଇ-କୁକି ସମ୍ପ୍ରଦାୟ ମଧ୍ୟରେ ପ୍ରାୟ ଦୁଇ…

ଗାଡି ଚାଳକ ହୁସିଆର: ଟ୍ୱିନ ସିଟିରେ ଗାଡି ଚେକିଂ କଡାକଡି

ଭୁବନେଶ୍ବର: ଆଜିଠୁ ଟ୍ୱିନ ସିଟିରେ ପୁଣି ଆରମ୍ଭ ହେବ ଗାଡି ଚେକିଂ। ଗାଡି ଚେକିଂ କଡାକଡି ହେବ ବୋଲି କମିଶନରେଟ୍ ପୋଲିସ ପୂର୍ବରୁ ସଚେତନ କରିଛି। ଚେକିଂ ପୂର୍ବରୁ ବିକଟାଳ ହର୍ଣ୍ଣ, କଳା କାଚ ନଲଗାଇବାକୁ ତାଗିଦ କରିଛି କମିଶନରେଟ୍ ପୋଲିସ। ଚେକିଂ ପୂର୍ବରୁ କାଢି ଦିଅନ୍ତୁ ନଚେତ୍ ଧରାପଡିଲେ…

ତିନି ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ତିନି ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାକାଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରୋଂଙ୍କ ସହ ପ୍ୟାରିସରେ ଆୟୋଜିତ ଏଆଇ ଆକ୍ସନ ସମିଟରେ ସହ-ଅଧ୍ୟକ୍ଷତା କରିବେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରୋଂଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ପରୀକ୍ଷା ପେ’ ଚର୍ଚ୍ଚା: ପରୀକ୍ଷାର୍ଥୀଙ୍କୁ ଦେବେ ଟିପ୍ସ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ପରୀକ୍ଷା ପେ' ଚର୍ଚ୍ଚା କାର୍ଯ୍ୟକ୍ରମ। ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେବେ ମୋଦି। ପରୀକ୍ଷା ପାଇଁ ଚାପଗ୍ରସ୍ତ ନହେବାକୁ ପରୀକ୍ଷାର୍ଥୀଙ୍କୁ ଦେବେ ଟିପ୍ସ। ଗତବର୍ଷ ଭାରତ ମଣ୍ଡପମ୍‌ରେ ହୋଇଥିଲା ପରୀକ୍ଷା ପେ' ଚର୍ଚ୍ଚା…

ମହାକୁମ୍ଭରେ ମହାଜାମ୍: ପ୍ରବଳ ଭିଡ଼ ଯୋଗୁଁ ସଙ୍ଗମ ଷ୍ଟେସନ ବନ୍ଦ

ପ୍ରୟାଗରାଜ: ପ୍ରତିଦିନ ପ୍ରୟାଗରାଜରେ ମହାକୁମ୍ଭରେ ସ୍ନାନ କରିବା ପାଇଁ ଭକ୍ତମାନଙ୍କର ଏକ ବିରାଟ ଭିଡ଼ ଜମୁଛି। ଯେଉଁଥିପାଇଁ ସମଗ୍ର ସହର ପ୍ରବଳ ଭିଡ଼ ହେଉଛି। ରବିବାର ଠାରୁ ଭିଡ଼ର ପରିସ୍ଥିତି ଏପରି ହୋଇଛି ଯେ ଲୋକମାନେ ୨୦ ମିନିଟ୍ ଦୂରତା ଅତିକ୍ରମ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଜାମରେ…

ହୋମମେଡ୍ ଲିପ୍ ବାମ୍

ଭୁବନେଶ୍ବର: ବଜାରରେ ମିଳୁଥିବା ଲିପ ବାମ୍ ରାସାୟନିକ ପଦାର୍ଥରେ ପରିପୂର୍ଣ୍ଣ । କେମିକାଲ ଫ୍ରି ଲିପ ବାମ୍ ଖୋଜୁଥିଲେ ଆପଣ ନିଜେ ଘରେ ଅଳ୍ପସମୟରେ ବନେଇ ପାରିବେ । ଯାହା ଆପଣଙ୍କ ଓଠକୁ ସୁନ୍ଦର ଏବଂ କୋମଳ ରଖିବାରେ ସାହାଯ୍ୟ କରିବ । ଖରା ଦିନ ହେଉ ଅବା ଶୀତ ଦିନରେ ଓଠର ଯତ୍ନ ନ ନିଆଯାଏ, ତେବେ…