Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୬ ହଜାର ୩୯୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ଥରୀୟ ନିଯୁକ୍ତି ମେଳା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୬ ହଜାର ୩୯୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । କ୍ୟାପିଟାଲ ହାଇସ୍କୁଲ ପଡିଆରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୂତନ ଭାବେ ମନୋନୀତ…

ମୁମ୍ବାଇରେ ୨୦୦ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୪ ଗିରଫ

ମୁମ୍ବାଇ: ମୁମ୍ବାଇରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୨୦୦ କୋଟି ଟଙ୍କା ରହିଛି । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ଏନସିବି । ଏନସିବି ସୂଚନା ମୁତାବକ, ଜବତ ବ୍ରାଉନସୁଗାର ମଧ୍ୟରେ ରହିଛି ୧୧.୫୪୦ କିଲୋଗ୍ରାମର ହାଇ କ୍ବାଲିଟ୍‌ କୋକିନ୍‌, ୪.୯…

ରାଜଧାନୀରେ ନୂଆ ଶ୍ମଶାନ ଭୂମିର ଭିତ୍ତି ପ୍ରସ୍ତର ସ୍ଥାପନ ସହ ୨୨ଟି ଟ୍ରାଫିକ୍ ସହାୟତା କେନ୍ଦ୍ର ଉଦଘାଟିତ

ଭୁବନେଶ୍ବର: ଶୁକ୍ରବାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଡୁମୁଡୁମାରେ ନୂଆ ଶ୍ମଶାନ ଭୂମିର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ସେହିଭଳି ମନ୍ତ୍ରୀ ଶ୍ରୀ ମହାପାତ୍ର ଖଣ୍ଡଗିରିରେ ୨୨ଟି ଟ୍ରାଫିକ୍ ସହାୟତା କେନ୍ଦ୍ରର ଉଦ୍ଘାଟନ କରିଥିଲେ । ସ୍ମାର୍ଟ ସିଟି…

ହୋମ ଲୋନ୍ ନେଇ ଘର କିଣୁଛନ୍ତି, ତେବେ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ..

ଭୁବନେଶ୍ବର: ନିଜ ପରିବାର ପାଇଁ ଘର କିଣିବା ସମସ୍ତଙ୍କର ସବୁଠାରୁ ବଡ ସ୍ୱପ୍ନ ଥାଏ । ତେବେ ଯେଉଁମାନେ ପ୍ରଥମ ଥର ପାଇଁ ଘର କିଣିବାକୁ ଯାଉଛନ୍ତି, ସେମାନେ ଏହି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ । ହୋମ ଲୋନ୍ ଯଦି ଆପଣ ଲୋନ ନେଇ ଏକ ଘର ନେବାକୁ ଚାହୁଁଛନ୍ତି ଏବଂ…

ପାକିସ୍ତାନୀ ଯବାନ ସହ ୭ ଆତଙ୍କୀଙ୍କୁ ନିପାତ କଲା ଭାରତୀୟ ସେନା

ଶ୍ରୀନଗର: ବାରମ୍ୱାର ଚେତାବନୀ ସତ୍ୱେ ବି ସୁଧୁରୁନି ଶତ୍ରୁ ପାକିସ୍ତାନ୍ । ପୁଣି ପାକିସ୍ତାନର ଷଡଯନ୍ତ୍ରକୁ ପଣ୍ଡ କରିଛି ଭାରତୀୟ ସେନା । ଜମ୍ମୁ-କଶ୍ମୀର ସୀମାବର୍ତ୍ତୀ ଅଞ୍ଚଳରେ ଅନୁପ୍ରବେଶ କରୁଥିବା ଆତଙ୍କବାଦୀଙ୍କୁ ଭାରତୀୟ ସେନା ନିପାତ କରିଛି । ଏହି ଘଟଣା ପୁଞ୍ଚ ଜିଲ୍ଲାର କୃଷ୍ଣା…

ପୁଣି ବଢ଼ିପାରେ ଧାନର ସହାୟକ ମୂଲ୍ୟ

ଭୁବନେଶ୍ୱର: ପୁଣି ଧାନର ସହାୟକ ମୂଲ୍ୟ ବଢ଼ାଇପାରନ୍ତି କେନ୍ଦ୍ର ସରକାର। ଡାଲି ଓ ତୈଳଜାତୀୟ ଦ୍ରବ୍ୟର ବି ବଢ଼ିପାରେ ସହାୟକ ମୂଲ୍ୟ। ଆଜି କେନ୍ଦ୍ର ଆଗରେ ପ୍ରସ୍ତାବ ରଖିଲେ ପୂର୍ବ ଭାରତ ରାଜ୍ୟର ପ୍ରତିନିଧି ମଣ୍ଡଳ। ରାଜ୍ୟ ଅତିଥି ଭବନରେ ବସିଥିବା ବୈଠକରେ ପ୍ରସ୍ତାବ ରଖିଲେ ରାଜ୍ୟ ଗୁଡ଼ିକର…

ମୋ ବସ୍ ଦୁର୍ଘଟଣା ମାମଲା: ପରିବା ବୋଝେଇ ଲୁନା ଚାଳକଙ୍କର ଭୁଲ ଥିବା କହିଲା କ୍ରୁଟ

କଟକ: ଶୁକ୍ରବାର ସକାଳେ କଟକ ଖାନନଗର ମଲାଚଣ୍ଡିଆ ଟ୍ରାଫିକ୍‌ ଛକରେ ମୋ ବସ ସହ ଏକ ପରିବା ବ୍ୟବସାୟର ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ପରିବା ବ୍ୟବସାୟୀ ଆହତ ହୋଇଥିବା ବେଳେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା…

ଭାରତ ଇଂଲଣ୍ତ ଦିନିକିଆ ମ୍ୟାଚରେ ଟିକେଟ୍ ବ୍ଲାକରେ ବିକ୍ରି କରି ୭ ଗିରଫ, ୨୫ ଟିକେଟ୍ ଜବତ

କଟକ: ଓଡ଼ିଶାକୁ ଚଢିଲାଣି କ୍ରିକେଟ ଫିଭର। ସୁପର ସଣ୍ଡେରେ ସୁପର ସୋ । ଆଜି ଭୁବନେଶ୍ବର ଆସିବ ଟିମ ଇଣ୍ଡିଆ। ମେନ ଇନ୍ ବ୍ଲ୍ୟୁ କୁ ଭବ୍ୟ ସ୍ବାଗତ ଜଣାଇବ ଓଡ଼ିଶା। ରବିବାର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଦିନିକିଆ ମ୍ୟାଚ। ସେହି ମ୍ୟାଚରେ ଟିକେଟ ନେବା ନେଇଁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା।…

ଆରେଷ୍ଟ ୱାରେଣ୍ଟ ପରେ କଣ କହିଲେ ସୋନୁ ସୁଦ?

ନୂଆଦିଲ୍ଲୀ: ପଞ୍ଜାବ ଲୁଧିଆନା କୋର୍ଟ ସୋନୁ ସୁଦଙ୍କ ଗିରଫ କରିବା ପାଇଁ ୱାରେଣ୍ଟ ଜାରି କହିଛନ୍ତି। ବଲିଉଡ ଅଭିନେତା ସୋନୁ ସୁଦଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ। ତେବେ ଏହି ମାମଲାରେ ଅଭିନେତା ନୀରବତା ଭାଙ୍ଗି ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି ତାଙ୍କୁ ଏକ ମାମଲାରେ…

ମୋ ବସ୍ ସ୍ପିଡ୍ ରେ ଲାଗିବ ବ୍ରେକ୍; ୪୦ କିମି ବେଗରୁ ଅଧିକ ସ୍ପିଡ୍‌ରେ ଯିବନି ଗାଡି..

ଭୁବନେଶ୍ବର: ବର୍ତ୍ତମାନ ଅନେକ ସମୟରେ ଲଗାତାର ଭାବେ ରାଜଧାନୀ ରାଜ ରାସ୍ତାରେ ମୋ ବସ୍ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ । ମୋ ବସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା କାରଣରୁ ନିକଟରେ ଏକ ୧୩ ବର୍ଷ ନାବାଳିକାର ଜୀବନ ଯାଇଥିଲା । ନନ୍ଦନକାନନ ରାସ୍ତା ରଘୁନାଥପୁର ନିକଟରେ ଘଟିଥିଲା ଦୁର୍ଘଟଣା…