Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବରେ: ପ୍ରଧାନମନ୍ତ୍ରୀଙ୍କୁ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପ୍ରବାସୀ ଭାରତୀୟ ଦିବସରେ ଆପଣଙ୍କ ଗାରିମାମୟ ଉପସ୍ଥିତି ଏହି…

କିଛି ଦିନ ଭିତରେ ଆଳୁଦର କମିବ, ଆଳୁରେ ସ୍ୱୟଂସମ୍ପୂର୍ଣ୍ଣ ହେବ ଓଡ଼ିଶା: ମନ୍ତ୍ରୀ

ଭୁବନେଶ୍ବର : ଆଉ କିଛି ଦିନ ପରେ କମିବା ଆଳୁ ଦର। ଆଳୁ ଦର ବୃଦ୍ଧି ସମସ୍ଯାରୁ ମୁକ୍ତି ପାଇବେ ରାଜ୍ୟବାସୀ। ଏକଥା ଆମେ କହୁନୁ। ଏକଥା କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।। ସେ କହିଛନ୍ତି, ଅପେକ୍ଷା କରନ୍ତୁ, ଆଉ କିଛି ଦିନର ପରେ ଆଳୁ ଦର କମିଯିବ। ସେ କହିଛନ୍ତି,…

କେମିତି ହୁଅନ୍ତି ନାଗା ସାଧୁ? ଆସନ୍ତୁ ଜାଣିବା..

ନୂଆଦିଲ୍ଲୀ: ପ୍ରାୟଗରାଜରେ ମହାକୁମ୍ଭ ପୂର୍ବରୁ ସୃଷ୍ଟି ହୋଇଛି ଧାର୍ମିକ ପରିବେଶ। ମହାକୁମ୍ଭକୁ ନେଇ ବେଶ ଖୁସି ଅଛନ୍ତି ସାଧୁ ସନ୍ଥ। ହେଲେ ଏହି ସବୁ ମଧ୍ୟରେ ନାଗା ସାଧୁଙ୍କ ପରମ୍ପରା ଚର୍ଚ୍ଚାର ବିଷୟ ହୋଇଛି । କେମିତି ହୁଅନ୍ତି ନାଗା ସାଧୁ ? ନାଗା ସାଧୁ ହେବା ପାଇଁ କ'ଣ ରହିଛି…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ ଏଆରଆଇ

ଖୋର୍ଦ୍ଧା: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ଏଆରଆଇ । ଖୋର୍ଦ୍ଧା ଜିଲ୍ଲା ସୋରଣ ରାଜସ୍ୱ ସର୍କଲର ଏଆରଆଇ କୈଳାସ ଚନ୍ଦ୍ର ବେହେରା ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ କାବୁ କଲା ଭିଜିଲାନ୍ସ । ବସୁନ୍ଧରା ଯୋଜନାରେ ଜାଗା ପ୍ରଦାନ ପାଇଁ ଗରିବ ଲୋକଙ୍କ ଠାରୁ ଲାଞ୍ଚ ନେଉଥିଲେ କୈଳାସ ।…

ସପ୍ତାହକୁ ୯୦ଘଣ୍ଟା କାମ !

ନୂଆଦିଲ୍ଲୀ: ସପ୍ତାହକୁ ୯୦ଘଣ୍ଟା କାମ କରିବା ନେଇ ଯୁକ୍ତି ବାଢି ବିବାଦରେ ଲାର୍ସନ ଆଣ୍ଡ ଟୁବ୍ରୋ କମ୍ପାନୀ ଅଧ୍ୟକ୍ଷ ଏସଏନ୍ ସୁବ୍ରମଣ୍ୟନ । ନିଜ କର୍ମଚାରୀଙ୍କୁ ରବିବାର ବି କାମ କରାଇ ପାରିଲେ ସେ ଅଧିକ ଖୁସି ହୁଅନ୍ତେ ବୋଲି କହିଛନ୍ତି । କାରଣ ସେ ନିଜେ ରବିବାର କାମ କରନ୍ତି । ଛୁଟି ନେଲେ…

ମହାକୁମ୍ଭରେ ପ୍ରତିଦିନ ଲକ୍ଷେ ଭକ୍ତଙ୍କ ମଧ୍ୟରେ ପ୍ରସାଦ ବାଣ୍ଟିବେ ଗୌତମ ଆଦାନୀ, ପ୍ରସ୍ତୁତ କରିବେ ୨୫୦୦ ଲୋକ

ପ୍ରୟାଗରାଜ: ପ୍ରୟାଗରାଜରେ ମହାକୁମ୍ଭ ମେଳାପାଇଁ ପ୍ରସ୍ତୁତି ପ୍ରାୟ ସମ୍ପୂର୍ଣ୍ଣ ହୋଇଛି ଏବଂ ଏହା ଜାନୁଆରୀ ୧୩ ରୁ ଆରମ୍ଭ ହୋଇ ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ । ତେବେ ଭାରତୀୟ ବିଲିୟନେୟାର ଗୌତମ ଆଦାନୀଙ୍କ ନେତୃତ୍ୱରେ ଆଦାନୀ ଗ୍ରୁପ୍ ମଧ୍ୟ ଏହି ମହା ଆୟୋଜନାରେ ସେବା ଯୋଗାଇବାକୁ ପ୍ରସ୍ତୁତ…

ଦିଲ୍ଲୀରେ ‘ୟୁପି ବିହାର’ ରାଜନୀତି

ନୂଆଦିଲ୍ଲୀ: ପୂର୍ବାଞ୍ଚଳୀଙ୍କୁ ନେଇ ବଢିଲା ଦିଲ୍ଲୀ ରାଜନୀତି । କେଜ୍ରିଓ୍ବାଲଙ୍କ ୟୁପି ବିହାର ବିବୃତ୍ତିକୁ ନେଇ ବିବାଦ । ବିଜେପିର ପୂର୍ବାଞ୍ଚଳ ସମ୍ମାନ ମାର୍ଚ୍ଚ । କେଜ୍ରିଓ୍ବାଲଙ୍କ ଘର ଯାଏଁ ବିଜେପିର ମାର୍ଚ୍ଚ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସିଧା ଆଟାକ୍ । ଫସିଯିବେ କି…

ଶେଷ ହେଲା ସାତକୋଶିଆର କୁମ୍ଭୀର ଗଣନା, ୧୯ କୁମ୍ଭୀର ଚିହ୍ନଟ

ବୌଦ୍ଧ:  ବୌଦ୍ଧ ବନଖଣ୍ଡ କୁସଙ୍ଗ ରେଞ୍ଜ ଅଧୀନ ମହାନଦୀ ସାତକୋଶିଆ ଗଣ୍ଡରେ ଶେଷ ହୋଇଛି ୩ ଦିନ ଧରି ଚାଲିଥିବା କୁମ୍ଭୀର ଗଣନା। ଏହି ଗଣନା ପରେ ସମୁଦାୟ ୧୯ ଟି କୁମ୍ଭୀର ଥିବା ବେଳେ ୧୧ ଟି ଘଡିଆଳ ଓ ୮ ଟି ମଗର ପ୍ରଜାତିର କୁମ୍ଭୀର ଥିବା ସୂଚନା ମିଳିଛି। ୧୧ ଟି ଘଡିଆଳ ମଧ୍ୟରୁ ୩ ଟି ବଡ  ଓ ୮…

ବିଶାଳ ଦାସଙ୍କ ସହ ସମସ୍ତ ଅଟକଙ୍କୁ ତୁରନ୍ତ ଛାଡ଼: ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଛତିଶଗଡ଼ର ମହାସମୁଦ ଜିଲ୍ଲାର ସରେଇପାଲି ଥାନାରେ କିର୍ମିରା ବ୍ଲକର ସରପଞ୍ଚ ଓ ସମିତି ସଭ୍ୟମାନଙ୍କ ସହ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ଅଟକ ରଖାଯାଇଥିବା ଘଟଣା । ଏ ସମ୍ପର୍କରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା…

ଏମ୍ସରେ ଭର୍ତ୍ତି ହେଲା ଅଣ୍ଡରୱାର୍ଲ୍ଡ ଡନ୍‌ ଛୋଟା ରାଜନ

ନୂଆଦିଲ୍ଲୀ: ତିହାର ଜେଲରେ ବନ୍ଦୀ ଥିବା ଅଣ୍ଡରୱାର୍ଲ୍ଡ ଡନ୍‌ ଛୋଟା ରାଜନ ଶୁକ୍ରବାର ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛି। ରାଜନର ସାଇନସ ସମସ୍ୟା ଥିବାରୁ ଏହାର ଅପରେସନର ଆବଶ୍ୟକତା ରହିଛି। ତେଣୁ ତାକୁ ଏମ୍ସରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଦାଉଦ ଇବ୍ରାହିମର ସହଯୋଗୀ…