Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜିଓ କମ୍ପାନୀ ବନ୍ଦ କଲା ଏହି ୨ଶସ୍ତା ପ୍ଲାନ

ନୂଆଦିଲ୍ଲୀ: ୱେବସାଇଟ୍ ଏବଂ ଆପ୍ ରୁ ୨ଟି ଶସ୍ତା ପ୍ଲାନ ହଟାଇ ଦେଇଛି ଜିଓ କମ୍ପାନୀ । ଜିଓ ୧୮୯ ଏବଂ ୪୭୯ ଟଙ୍କା ପ୍ଲାନ ବନ୍ଦ କରି ଦେଇଛି। ୧୮୯ ଟଙ୍କା ପ୍ଲାନର ମୂଲ୍ୟ ଗତବର୍ଷ ଜୁଲାଇ ପୂର୍ବରୁ ୧୫୫ ଟଙ୍କା ଥିଲା। ମୂଲ୍ୟ ବୃଦ୍ଧି ପରେ ମୂଲ୍ୟ ୧୮୯ ଟଙ୍କା ହୋଇଥିଲା ଏବଂ ବର୍ତ୍ତମାନ ଏହାକୁ…

ଜାନୁଆରୀ ଦେଲାଣି ତାଉ ସଙ୍କେତ, ଆଗକୁ ଆସୁଛି ଭୟାନକ ଗ୍ରୀଷ୍ମ ପ୍ରବାହ

ଭୁନନେଶ୍ୱର: ସରିଗଲା ଶୀତ। ଫେବୃଆରୀ ପହିଲାରୁ ତାଉ ଦେଖାଇଲାଣି। ମାଘମାସରେ ଶୀତ କି ଜାଡ଼ ନାହିଁ। ବଢିଲା ଦିନ ସହ ରାତିର ତାପମାତ୍ରା। ରାଜ୍ୟରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇଛି ତାପମାତ୍ରା। ଆଗାମୀ ୪ ରୁ ୫ ଦିନ ଯାଏଁ ଦିନ ଏବଂ ରାତି ତାପମାତ୍ରା ଅଧିକା ରହିବ।…

କଞ୍ଚା ଅମୃତଭଣ୍ଡା ଖାଇଲେ ହାଡ ରହେ ସୁସ୍ଥ

ଭୁବନେଶ୍ବର:ଘର ବଗିଚାରେ ଫଳୁଥିବା ଅମୃତଭଣ୍ଡା ଶରୀରର ପାଇଁ ବେଶ୍ ଉପଯୋଗୀ । ଅମୃତଭଣ୍ଡାରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ,ଭିଟାମିନ୍ ଏ, ବି, ସି, ଇ, କେ ଏବଂ କ୍ୟାଲସିୟମ୍ ମଧ୍ୟ ମିଳିଥାଏ । ଆଣ୍ଠୁଗଣ୍ଠୀ ସମସ୍ୟା ଭୋଗୁଛନ୍ତି ତାହାହେଲେ ଆପଣ କଞ୍ଚା ଅମୃତଭଣ୍ଡା ଖାଆନ୍ତୁ । କଞ୍ଚା…

ହଠାତ୍ ନିଦ ଭାଙ୍ଗିବା ପରେ ଶରୀର ହଲ୍‌ଚଲ୍ ହୋଇପାରୁ ନାହିଁ କି ?

ଭୁବନେଶ୍ବର: ଆପଣ କେବେ ନା କେବେ ଅନୁଭବ କରିଥିବେ ହଠାତ୍ ନିଦ ଭାଙ୍ଗିବା ପରେ ଶରୀର ହଲ୍‌ଚଲ୍ ହୋଇନଥାଏ । କଥା କହିବାକୁ ଚେଷ୍ଚା କଲେ ବି ମୁହଁ ଖୋଲେ ନାହିଁ । ଏହାପରେ ମନରେ ଡର ଆସେ । ତେବେ ଭୂତ ପ୍ରଭାବରୁ ଏମିତି ହୁଏ ବୋଲି କୁହନ୍ତି । କିନ୍ତୁ ଏହି ଅବସ୍ଥାକୁ 'ନିଦ୍ରା ପକ୍ଷାଘାତ' ବା…

ରାଷ୍ଟ୍ରପତିଙ୍କ ପ୍ରତି ସୋନିଆଙ୍କ ବୟାନ ସାନ୍ତାଳୀ ସମ୍ପ୍ରଦାୟର ଅପମାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଶୁକ୍ରବାର କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ କଡ଼ା ନିନ୍ଦା କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। “ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ ସୋନିଆ ଗାନ୍ଧୀ ଏବଂ ରାହୁଲ…

ଖରିଫ ଧାନକିଣା ୧୨ ଲକ୍ଷ ମେଟ୍ରିକ୍‌ ଟନ୍‌କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଚଳିତ ଖରିଫ ଋତୁରେ ଧାନକିଣା ଲକ୍ଷ୍ୟ ୬୫ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ୭୭ ଲକ୍ଷ ମେଟ୍ରିକ୍‌ ଟନ୍‌କୁ ବୃଦ୍ଧି କରାଯାଇଛି। ଅର୍ଥାତ୍ ପ୍ରାୟ ୧୨ ଲକ୍ଷ ବୃଦ୍ଧି କରାଯାଇଛି। ଚଳିତ ବର୍ଷ ଧାନ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟତା ମୂଲ୍ୟ ୨୩୦୦ ଟଙ୍କା ସହ ୮୦୦ ଟଙ୍କାର…

ପ୍ରାୟ ୨୦ ହଜାର ସରକାରୀ ଅଧିକାରୀ ଫେରାଇଲେ ରାସନ କାର୍ଡ଼

ଭୁବନେଶ୍ୱର: ପିଡିଏସ୍ ସାମଗ୍ରୀ ନେଉଥିବା ଅଯୋଗ୍ୟ ହିତାଧିକାରୀ ଭାବେ ପ୍ରାୟ ୨୦,୦୦୦ରୁ ଅଧିକ କର୍ମଚାରୀ ସେମାନଙ୍କର ରାସନ କାର୍ଡ ଫେରସ୍ତ କରିଛନ୍ତି। ଶୁକ୍ରବାର ଦିନ ଗଣମାଧ୍ୟମ ସହିତ ଆଲୋଚନା ବେଳେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ…

ବିଶ୍ବର ସବୁଠୁ ବଡ ଡିଫେନ୍ସ ସେଣ୍ଟର ତିଆରି କରୁଛି ଚୀନ

ବେଜିଂ: ଭାରତର ପଡୋଶୀ ଦେଶ ଚୀନ ତିଆରି କରୁଛି ଆମେରିକାକୁ ପଛରେ ପକାଇବା ପରି ପ୍ରତିରକ୍ଷା କେନ୍ଦ୍ର। ବିଜିଙ୍ଗରୁ ୩୦ କିମି ଦୂରରେ ନିର୍ମାଣ ହେଉଛି ଏହି ଡିଫେନ୍ସ ସିଷ୍ଟମ। ଏହା ଆମେରିକା ପ୍ରତିରକ୍ଷା କେନ୍ଦ୍ର ପେଣ୍ଟାଗନ ଠାରୁ ୧୦ ଗୁଣ ବଡ ହେବ ବୋଲି ସୂଚନା ଦେଇଛି ଆମେରିକା ଗୁଇନ୍ଦା…

ରାଜ୍ୟ ବିଧାନସଭାର ସଚିବ ଭାବେ ନିଯୁକ୍ତ ହେଲେ ସତ୍ୟବ୍ରତ ରାଉତ

ଭୁବନେଶ୍ୱର: ରାଜ୍ୟ ବିଧାନସଭାର ସଚିବ ଭାବରେ ଆଇଏଏସ୍ ଅଧିକାରୀ ସତ୍ୟବ୍ରତ ରାଉତଙ୍କୁ ନିଯୁକ୍ତି ଦେଇଛନ୍ତି ଓଡ଼ିଶା ସରକାର। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ତାଙ୍କ ନିଯୁକ୍ତି ନେଇ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ୨୦୧୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ…

ଏବେ ଗୋଟିଏ କ୍ଲିକରେ ଡାଉନଲୋଡ ହେବ ନେଟଫ୍ଲିକ୍ସର ପୂରା ସିଜିନ

ନୂଆଦିଲ୍ଲୀ: ନେଟଫ୍ଲିକ୍ସ ବ୍ୟବହାରକାରୀଙ୍କ ପାଇଁ ଏକ ସାନଦାର ଅପଡେଟ୍ ଆସିଛି । ଏବେ ପୂରା ସିଜନ କେବଳ ଗୋଟିଏ ଟ୍ୟାପରେ ଡାଉନଲୋଡ୍ କରାଯାଇପାରିବ । ପୂର୍ବରୁ ଏହି ଫିଚର କେବଳ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ଥିଲା, କିନ୍ତୁ ବର୍ତ୍ତମାନ ଆଇଓଏସ୍ ୟୁଜରମାନେ ମଧ୍ୟ ଏହାର ଲାଭ ପାଇବେ…