Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୁଣି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ମେଲ୍

ଭୁବନେଶ୍ଵର: ପୁଣି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ମେଲ୍ । ପ୍ରବାସୀ ଭାରତୀୟ ଦିବସ ବ୍ୟାଘାତ ପାଇଁ ଧମକପୂର୍ଣ୍ଣ ମେଲ୍ ପଠାଇଛି ପନ୍ନୁ । ତେବେ ଏହି ଧମକପୂର୍ଣ୍ଣ ମେସେଜ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ମେଲ୍‌କୁ ଆସିଛି । ଭିଡିଓ ମାଧ୍ୟମରେ ଧମକ ପୂର୍ଣ୍ଣ ମେଲ୍ ଦେଇଛି…

ଗହଣାଗଣ୍ଠିର ଯତ୍ନ: କେଉଁ ଗହଣାକୁ କେମିତି କରିବେ ସଫା

ଭୁବନେଶ୍ବର: ଘରେ ଗହଣାମାନ ରହ ରହିି ସେଥିରେ ମଇଳା ଜମି ଯାଇଥାଏ । ତେବେ ଗହଣାକୁ ଦୋକାନକୁ ନେଇ ସଫା କରିବା ଦ୍ୱାରା ଅଧିକ ଅର୍ଥ ଖର୍ଚ୍ଚ ହୋଇଥାଏ । ସେଥିପାଇଁ ଗହଣାକୁ ନିଜେ ଘରେ ସଫା କରିବା ଉପାୟ ଆପାଣନ୍ତୁ ଓ ବେଶୀ ଖର୍ଚ୍ଚାନ୍ତ ହୁଅନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା କିପରି ଗହଣାକୁ…

ନୂଆବର୍ଷରେ ଆସନ୍ତୁ ଦେବ୍ରିଗଡ ଅଭୟାରଣ୍ୟ, ନିଅନ୍ତୁ ଜଙ୍ଗଲ ସଫାରୀର ମଜା

ଭୁବନେଶ୍ବର: ନୂଆବର୍ଷରେ ପ୍ରକୃତିର ମଜା ନେବାକୁ ଚାହୁଁଛନ୍ତି ତେବେ ଆସିଯାଆନ୍ତୁ ଦେବ୍ରିଗଡ ଅଭୟାରଣ୍ୟ । ପ୍ରକୃତି ପ୍ରେମୀମାନଙ୍କ ପାଇଁ ଏହା ଏକ ମନୋରମ ପର୍ଯ୍ୟଟନ ସ୍ଥଳୀ ଅଟେ । ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ପଚାଶ କିଲୋମିଟରେ ଦୂରତାରେ ଥିବା ଏହି ଅଭୟାରଣ୍ୟଟି ବରଗଡ଼ ଜିଲ୍ଲା…

ଧୂମପାନ ନିଶାରୁ ମୁକ୍ତି କିପରି ପାଇପାରିବେ ଜାଣନ୍ତୁ ..

ଭୁବନେଶ୍ଵର:ଧୂମପାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଜାଣି ମଧ୍ୟ ଯୁବପିଢି ଏହି ନିଶା କବଳରେ ପଡୁଛନ୍ତି । । ଧୂମପାନ ଯୋଗୁଁ କ୍ୟାନ୍ସର,ହୃଦରୋଗ, ଷ୍ଟ୍ରୋକ ଭଳି ମାରାତ୍ମକ ରୋଗ ଆଶଙ୍କା ବଢିଥାଏ । ତଥାପି ଲୋକମାନେ ଏତେ ମାତ୍ରାରେ ନିଶାସକ୍ତ ହୋଇଥାନ୍ତି । ପରେ ଏହି ଅଭ୍ୟାସ ଛାଡିବାକୁ ଚାହିଁଲେ…

ଆଦିବାସୀ ମେଳା ୨୦୨୫: ଲେଜର୍ ଶୋ’ରେ ଝଲସିବ ଆଦିବାସୀ ପରମ୍ପରା ଓ ସ୍ବାଧୀନତା ସଂଗ୍ରାମର ଗାଥା

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୫ ତାରିଖରୁ ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ରାଜ୍ୟସ୍ତରୀୟ ଆଦିବାସୀ ମେଳା ୨୦୨୫ଅନୁଷ୍ଠିତ ହେବ । ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏହା ଆୟୋଜିତ ହେଉଛି । ଜାନୁଆରୀ ୫ ତାରିଖରୁ…

ଆସନ୍ତାକାଲିଠୁ ଆରମ୍ଭ ହେବ କୃଷି ଓଡ଼ିଶା-୨୦୨୫

ଭୁବନେଶ୍ୱର: ଆସନ୍ତା କାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଚାଲିବ 'କୃଷି ଓଡ଼ିଶା ୨୦୨୫' । ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ବିଜୁପଟ୍ଟନାୟକ ଖେଳ ପଡ଼ିଆରେ ଓଡ଼ିଶା ସରକାରଙ୍କର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ଆୟୋଜନ ହେବ । ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ଜାନୁଆରୀ ୩ରୁ ୫ ତାରିଖ…

କଲ୍ ସେଣ୍ଟର୍‌ରେ କାମ କରିବା ପୂର୍ବରୁ ନିଜକୁ କିପରି ପ୍ରସ୍ତୁତ କରିବେ?

ଭୁବନେଶ୍ବର: ଆଜିକାଲି ବେରୋଜଗାରୀ ସମସ୍ୟା ବଢିବାର ଲାଗିଛି । ଏହି ସମୟରେ ଲକ୍ଷ ଲକ୍ଷ ଯୁବ ବର୍ଗଙ୍କୁ ଚାକିରୀ ଦେବାରେ କଲ୍ ସେଣ୍ଟର୍‌ର ମୁଖ୍ୟ ଭୂମିକା ରହିଛି । ଦଶମ ପାସ୍ ହେଉ ଅବା ଦ୍ୱାଦଶ ପାସ୍ କିମ୍ବା ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କୁ କଲ୍ ସେଣ୍ଟର୍‌ରେ ଚାକିରୀ କରିବାରର ସୁଯୋଗ ମିଳିଥାଏ…

ଚିନ୍ମୟ କୃଷ୍ଣ ଦାସଙ୍କ ଜାମିନ ଆବେଦନ ଖାରଜ, ଦୁଃଖଦ ଘଟଣା କହିଲା ଇସ୍କନ

ଢାକା: ହିନ୍ଦୁ ସନ୍ୟାସୀ ଚିନ୍ମୟ କୃଷ୍ଣ ଦାସଙ୍କ ଜାମିନ ଦେବାକୁ ଚଟଗାଓଁ କୋର୍ଟ ଖାରଜ କରି ଦେଇଛନ୍ତି। ଗୁରୁବାର ଦିନ ଇସ୍କନ କୋଲକାତା କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଦୁଃଖଦାୟକ ବୋଲି କହିଛନ୍ତି। ଇସ୍କନ୍ ମୁଖପାତ୍ର ରାଧାରମନ୍ ଦାସ କହିଛନ୍ତି ଯେ ଶୁଣାଣି ସମୟରେ ଓକିଲମାନେ ଚିନ୍ମୟ ଦାସଙ୍କ…

ପ୍ରବାସୀ ଭାରତୀୟ ଦିବସ; ପାରମ୍ପାରିକ ଚିତ୍ରର ଗାଥାରେ ସଜେଇ ହେଲାଣି ଭୁବନେଶ୍ୱର

ଭୁବନେଶ୍ୱର: ଜାନୁୟାରୀ ୮ ତାରିଖରୁ ୧୦ ଯାଏଁ ଭୁବନେଶ୍ୱରରେ ଏକାଠି ହେବେ ପ୍ରବାସୀ ଭାରତୀୟ । ହଜାର ହଜାର ଅତିଥି ସାମିଲ ହେବାକୁ ଥିବା ଏହି ସମ୍ମିଳନୀକୁ ସଫଳତାର ସହ ଆୟୋଜନର ପ୍ରସ୍ତୁତି ଯୁଦ୍ଧକାଳୀନ ଭିତିରେ ଚାଲିଛି । ଏନେଇ ସଜେଇ ହେଲାଣି ରାଜଧାନୀ ଭୁବନେଶ୍ୱର । ସରକାର ମଧ୍ୟ ଆତିଥେୟତାରେ…

ଲାଞ୍ଚ ନେଉଥିବା ବେଳେ ସୁପରଭାଇଜରଙ୍କୁ ମାଡିବସିଲା ଭିଜିଲାନ୍ସ

କଳାହାଣ୍ଡି: ୪ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଡାକ୍ତରଖାନାରେ କାର୍ଯ୍ୟରତ ସୁପରଭାଇଜର । ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର କରିଦେବା ପାଇଁ ତିନି ଜଣ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିଲେ ସୁପରଭାଇଜର ଲକ୍ଷ୍ମୀ ମହାରଣା । ଖବର ମୁତାବକ, କଳାହାଣ୍ଡି…