Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସିବିଆଇ ଅଫିସରୁ ବାହାରି ସତ ଓଗାରିଲେ ବିଷ୍ଣୁପଦଙ୍କ ଡ୍ରାଇଭର

ଭୁବନେଶ୍ବର: ଆଇଏଏସ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ ମର୍ସିଡିଜରୁ ୧୦ ଲକ୍ଷ ଟଙ୍କା ବାହାରିବା ଘଟଣାରେ ଆଜି ସିବିଆଇ ଜାରା କରିଛି । ସିବିଆଇ ଅଫିସରୁ ବାହାରି ଗଣମାଧ୍ୟମ ଆଗରେ ସବୁ ସତ ଓଗାରିଛନ୍ତି ଡ୍ରାଇଭର । ଏନେଇ ଡ୍ରାଇଭର ନୃସିଂହ କହିଛନ୍ତି, ଡ୍ରାଇଭର ସାର୍‌ଙ୍କ ବାବଦରେ ସିବିଆଇ ପଚାରିଲେ ।…

ପୁଣି ତେଜିଲା ମହାନଦୀ ରାଜନୀତି: ଆଇନ ମନ୍ତ୍ରୀ କହିଲେ ‘ସବୁ ପାଇଁ ଦାୟୀ ନବୀନ’..

ଭୁବନେଶ୍ବର: ପୁଣି ତେଜିଲା ମହାନଦୀ ରାଜନୀତି । ପରସ୍ପର ଉପରେ ଦୋଷ ଲଦା ଲଦି ହୋଇଛନ୍ତି ବିରୋଧୀ ଏବଂ ଶାସକ । ଓଡିଶାରେ ମହାନଦୀ ଲୀନ ହୋଇଯିବା ନେଇ ପ୍ରସନ୍ନଙ୍କ ବୟାନର କଡା ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ । ମହାନଦୀର ଅବସ୍ଥା ପାଇଁ ନବୀନ ଦାୟୀ ବୋଲି କହିଛନ୍ତି । ତେବେ ମହାନଦୀ…

ଭାରତର ୪ ଐତିହାସିକ ଚର୍ଚ୍ଚ: ଖ୍ରୀଷ୍ଟମାସର ନିଆରା ଅନୁଭୂତି ପାଇଁ ବୁଲି ଯାଆନ୍ତୁ…

ଖ୍ରୀଷ୍ଟମାସ ୨୦୨୪ ! ଖ୍ରୀଷ୍ଟମାସ ଭାରତରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ଖ୍ରୀଷ୍ଟମାସ ଦୁଇଟି ଶବ୍ଦ ‘ଖ୍ରୀଷ୍ଟ’ ଏବଂ ‘ମାସ’ ଦ୍ୱାରା ଗଠିତ, ଯାହାର ଅର୍ଥ ହେଉଛି ଯୀଶୁ ଖ୍ରୀଷ୍ଟଙ୍କର ପବିତ୍ର ମାସ। ପ୍ରତିବର୍ଷ ଖ୍ରୀଷ୍ଟମାସ ୨୫ ଡିସେମ୍ବରରେ ଭାରତ ସମେତ ସମଗ୍ର ବିଶ୍ୱରେ ପାଳନ କରାଯାଏ।…

ମା’ ହେଲେ ରାଧିକା ଆପ୍ଟେ , ସପ୍ତାହେ ପରେ ବେବି ସହ କଲେ ଫଟୋ ସେୟାର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେ ତାଙ୍କ ନବଜାତ ଶିଶୁ ସହିତ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ରାଧିକା ନିଜ ବ୍ୟକ୍ତିଗତ ଜୀବନକୁ ସର୍ବଦା ଲାଇମଲାଇଟ୍ ଠାରୁ ଦୂରେଇ ରଖିଛନ୍ତି, ସେଥିପାଇଁ ତାଙ୍କ ସନ୍ତାନର ଜନ୍ମ ବିଷୟରେ କେହି ଜାଣି ନଥିଲେ । ଅଭିନେତ୍ରୀ ନିଜେ ଏବେ…

ଶୀତଦିନେ ସ୍ୱାସ୍ଥ୍ୟ ପାଇଁ ରାମବାଣ ଅଟେ ଏହି ସବୁ ଡାଲି, ଶରୀରକୁ ରଖେ ଗରମ…

ଶୀତଦିନେ ଶରୀରକୁ ଶୀତରୁ ରକ୍ଷା କରିବା ପାଇଁ ଗରମ ଯୁକ୍ତ ଖାଦ୍ୟ ଖାଇବା ଉଚିତ। ଏହାସହ ଡାଲି ମଧ୍ୟ ଖାଇବା ଉଚିତ୍। ଏହି ଋତୁରେ ଶରୀର କେବଳ ବାହ୍ୟରୁ ନୁହେଁ ବରଂ ଭିତରରୁ ମଧ୍ୟ ଉତ୍ତାପ ଆବଶ୍ୟକ କରେ। ଡାଲି କେବଳ ଶୀତଦିନେ ଶରୀରକୁ ଶକ୍ତି ଯୋଗାଏ ନାହିଁ, ବରଂ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି…

କଥା ଦେଇ କଥା ରଖିନାହାନ୍ତି କେଜ୍ରିଓ୍ବାଲ: ନିଜେ ସ୍ବୀକାର କଲେ….

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଦେିଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି କେଜ୍ରିଓ୍ବାଲ । ନିଜ ମୁହଁରେ ସ୍ବୀକାର କଲେ । କହିଲେ କରୋନା ଆଉ ବିଜେପି ପ୍ରତିଶ୍ରୁତି ପୂରଣ କରିବାରେ ବାଧା ସୃଷ୍ଟି କରିଛନ୍ତି । ତେବେ ଆଜି ଜାତୀୟ ଗଣମାଧ୍ୟମକୁ ନିଜର ସ୍ବତନ୍ତ୍ର ସାକ୍ଷାତକାର ଦେଇ…

ଅଲ୍ଲୁଙ୍କ ଆରେଷ୍ଟ ଫଛରେ ଥିଲା କି ରାଜନୈତିକ ଚାଲ୍?: ପୋଲିସର ପକ୍ଷ ନେଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ୍: କାଲିଠୁ ଦେଶରେ ଭାଳେଣି ପଡିଛି । ତାହା ହେଲା ସାଉଥ୍ ସୁପରଷ୍ଟାର ତଥା ଦେଶର ଲୋକପ୍ରିୟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଗିରଫଦାରୀ । ତେଲେଙ୍ଗାନା ହାଇକୋର୍ଟର ଅନ୍ତରୀଣ ଜାମିନ୍ ପ୍ରଦାନ ପରେ ବି ରାତି ତମାମ ଜେଲରେ କାଟିଥିଲେ ଅଲ୍ଲୁ । ଆଜି ସକାଳୁ ସକାଳୁ ସେ ଜେଲରୁ ବାହାରି…

ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ନୂଆଦିଲ୍ଲୀର ଆପୋଲୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଶନିବାର ସୂତ୍ରରୁ ପ୍ରକାଶ। ଆଡଭାନିଙ୍କୁ ବର୍ତ୍ତମାନ ଅବଜଭେସନରେ ରଖାଯାଇଛି। ତାଙ୍କ…

ବିଶ୍ବର ୧୦୦ ପ୍ରଭାବଶାଳୀ ମହିଳାଙ୍କ ଭିତରେ ଚମକିଲେ ୩ ଭାରତୀୟ

ନୂଆଦିଲ୍ଲୀ: ବିଶ୍ବର ପ୍ରଭାବଶାଳୀ ମହିଳାଙ୍କ ଭିତରେ ଭାରତର ଦବଦବା । ୩ ମହିଳା ଲେଖିଲେ ସ୍ବର୍ଣ୍ଣିମ ଅକ୍ଷରରେ ନାଁ । ଫୋର୍ବସ୍ ୨୦୨୪ ବର୍ଷ ପାଇଁ ଦୁନିଆର ସବୁଠାରୁ ପ୍ରଭାବଶାଳୀ ମହିଳାଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଶିଳ୍ପ, ମନୋରଞ୍ଜନ, ରାଜନୈତିକ, ସାମାଜିକ ସେବା ଏବଂ ନୀତି…