Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଷ୍ଟ୍ରପତିଙ୍କୁ ଅତୁଲଙ୍କ ଚିଠି; ମୃତ୍ୟ ବ୍ଯକ୍ତି ନିଶ୍ଚୟ କହିପାରିବ…

ବେଙ୍ଗାଲୁରୁ: ୩୪ ବର୍ଷ ବୟସ୍କ ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଦୋହଲାଇ ଦେଇଛି। ମୃତ୍ଯୁ ପୂର୍ବରୁ ଅତୁଲ ଏକ ୨୪ ପୃଷ୍ଠାର ସୁଇସାଇଡ୍ ନୋଟ୍ ମଧ୍ଯ ଲେଖିଥିଲେ। ୯୦ ମିନିଟରୁ ଅଧିକ ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଛନ୍ତି। ଏହାରି ମଧ୍ୟରେ ଅତୁଲ ରାଷ୍ଟ୍ରପତି ଦ୍ରୌପଦୀ…

ରାତି ଓ ଭୋର ଦୁର୍ଘଟଣା ହ୍ରାସ ପାଇଁ ଏସଟିଏର ମାଗଣା ଚା’ ବଣ୍ଟନ

ଭୁବନେଶ୍ୱର/କଟକ: ଦୁର୍ଘଟଣା ହ୍ରାସ ପାଇଁ ନୂଆ ପଦକ୍ଷେପ ନେଉଛି ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ)।  ଶୀତ ଋତୁରେ ବିଳମ୍ବିତ ରାତି ଓ ଭୋରରେ ଘଟୁଥିବା ଦୁର୍ଘଟଣା ହ୍ରାସ କରିବାକୁ ମାଗଣା ଚା ବାଣ୍ଟୁଛି ବିଭାଗ। ଚାଳକଙ୍କୁ ସତେଜ ଓ ସଚେତନ ରଖିବାକୁ ଜାତୀୟ ରାଜପଥ କଡ଼ରେ ମାଗଣା ଚା' ବଣ୍ଟନ…

ଓଡିଶାରେ ୨୭ଟି ଉତ୍ପାଦ ଓ ସାମଗ୍ରୀକୁ ମିଳିଛି ଜିଆଇ ମାନ୍ୟତା: ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାର କେଉଁ କେଉଁ ଜିଲ୍ଲାର କେଉଁ ଉତ୍ପାଦିତ ସାମଗ୍ରୀକୁ ଭୌଗଳିକ ସୂଚକାଙ୍କ ମାନ୍ୟତା ମିଳିଛି ଏନେଇ ବୁଧବାର ପ୍ରଶ୍ନ କରିଛନ୍ତି ତାରା ପ୍ରସାଦ ବାହିନୀପତି । ତାଙ୍କ ପ୍ରଶ୍ନରେ ଜବାବ ରଖି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟେଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ,…

ଆସିକା ବିଧାୟକଙ୍କ ଦାବି, କାହିଁକି ବଢୁନି ଆସ୍କା-୪୦ର ଦର?

ଭୁବନେଶ୍ୱର: ବୁଧବାର ବିଧାନସଭାରେ ଆସ୍କା-୪୦ର ଦର ବୃଦ୍ଧି ଦାବି କରିଛନ୍ତି ବିଧାୟକ ସରୋଜ ପାଢ଼ୀ । ବର୍ତ୍ତମାନ ପ୍ରତ୍ୟେକ ଜିନିଷର ବଜାର ଦର ଅହେତୁକ ଭାବେ ବୃଦ୍ଧି ପାଉଛି । ଆସିକା ଚିନି କଳ କ୍ଷତି ସହୁଥିଲେ ସୁଦ୍ଧା ୫ ବର୍ଷ ହେବ କାହିଁକି ଆସ୍କା-୪୦ର ମୂଲ୍ୟ ବୃଦ୍ଧି ହେଉନାହିଁ ବୋଲି…

ଡ୍ୟୁଟି ସମୟରେ କରୋନାରେ ମୃତ୍ୟୁ ମାମଲା: କନଷ୍ଟେବଳଙ୍କ ପତ୍ନୀଙ୍କୁ ମିଳିବ ୫୦ ଲକ୍ଷ

କଟକ: କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ପୁଲିସ କନଷ୍ଟେବଳଙ୍କ ପାଇଁ ଆସିଲା ବଡ ଖବର। କରୋନା ମହାମାରୀ ସମୟରେ କାର୍ଯ୍ୟରତ ପୋଲିସ କନଷ୍ଟେବଳ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ। ତାଙ୍କ ବିଧବା ପତ୍ନୀଙ୍କୁ ୫୦ ଲକ୍ଷ ଟଙ୍କା ମିଳିବା ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ। ୬ ମାସ ଭିତରେ…

ଶତ୍ରୁଙ୍କ ହୋସ୍ ଉଡେଇବ ଭାରତୀୟ ସେନାର’ଖଡଗ୍’ କାମିକାଜ୍ ଡ୍ରୋନ୍

ନୂଆଦିଲ୍ଲୀ: ଭାରତୀୟ ସେନା 'ଖଡଗ୍' କାମିକାଜ୍ ଡ୍ରୋନ୍ ବିକଶିତ କରିଛି। ଏହା ଗୁଇନ୍ଦା ଏବଂ ସର୍ଭିଲାନ୍ସ ଭୂମିକାରେ ନିୟୋଜିତ ହୋଇପାରିବ | ଅଧିକାରୀ କହିଛନ୍ତି ଯେ, ଏହି ଡ୍ରୋନ୍ ହେଉଛି ଏକ ହାଇ ସ୍ପିଡ୍ ଏବଂ କମ୍ ଓଜନ ବିଶିଷ୍ଟ ଡ୍ରୋନ୍ ଯାହା ପ୍ରତି ସେକେଣ୍ଡରେ ୪୦ମିଟର ବେଗରେ ଗତି କରିଥାଏ।…

ଇଂରାଜୀ ଲିଙ୍କ୍ ଲାଙ୍ଗୁଏଜ୍ ହୋଇପାରେ, କିନ୍ତୁ ମାତୃଭାଷାର ବିକଳ୍ପ ହୋଇପାରିବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଇଂରାଜୀ ଭାଷା ଲିଙ୍କ୍ ଲାଙ୍ଗୁଏଜ୍ ହୋଇପାରେ, କିନ୍ତୁ ମାତୃଭାଷାର ବିକଳ୍ପ ହୋଇପାରିବ ନାହିଁ । ଆଜିକାଲି ପିଲାମାନେ ଇଂରାଜୀ ଭାଷାକୁ ଯୋଗାଯୋଗର ଏକ ମାଧ୍ୟମ ଭାବେ ବ୍ୟବହାର ନକରି, ଇଂରାଜୀ କହିବାକୁ ଏକ ଫେସନ୍ ଭାବେ ଗ୍ରହଣ କରୁଛନ୍ତି । ଇଂରାଜୀ ମିଡିଅମ୍‌ରେ ପଢୁଥିବା ଅନେକ…

ରିଜର୍ଭ ବ୍ୟାଙ୍କର ୨୬ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଲେ ସଞ୍ଜୟ ମାଲହୋତ୍ରା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ନୂଆ ଗଭର୍ଣ୍ଣର ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ସଞ୍ଜୟ ମାଲହୋତ୍ର। ଆରବିଆର ୨୬ତମ ଗଭର୍ଣ୍ଣର ଭାବରେ ସେ ଦାୟିତ୍ବ ଗ୍ରହଣ କରିଛନ୍ତି। ଆସନ୍ତା ୩ ବର୍ଷ ପାଇଁ ସେ ଦାୟିତ୍ବ ଗ୍ରହଣ କରିଛନ୍ତି। ଗତ ଡିସେମ୍ବର ୯…

ଖଜୁରୀ ଗୁଡ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ , ଜାଣନ୍ତୁ ଉପକାରିତା

ଭୁବନେଶ୍ବର:ଖଜୁରୀ ଗୁଡ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ |ଏହାକୁ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ | ଆପଣ ଆଖୁରୁ ଗୁଡ ତିଆରି ବିଷୟରେ ହଜାରେ ଥର ଶୁଣିଥିବେ | କିନ୍ତୁ ଖଜୁରୀରୁ ପ୍ରସ୍ତୁତ ଗୁଡ ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ |ଖଜୁରୀ ଗୁଡ ଅନେକ ପୋଷକତତ୍ତ୍ୱରେ…

୨୩ଟି ଶିଳ୍ପ ସଂସ୍ଥା ଦେଉ ନାହାନ୍ତି ବକେୟା ବିଦ୍ୟୁତ ବିଲ୍‌: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ୨୩ଟି ଶିଳ୍ପ ସଂସ୍ଥା ଦେଉ ନାହାନ୍ତି ବକେୟା ବିଜୁଳି ବିଲ୍‌। ପଡି ରହିଛି ବକେୟା ବିଦ୍ୟୁତ ବିଲ। ୨୩ଟି ପ୍ରମୁଖ ଶିଳ୍ପ ସଂସ୍ଥା ଉପରେ ୧୦୯୬ କୋଟି ଟଙ୍କା ବକେୟା ରହିଛି। ଲିଖିତ ଉତ୍ତର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ସେହିପରି ୧୦ ବର୍ଷରେ ୧୪ଟି…