Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସଜନାଛୁଇଁ ଆଚାର : ଥରେ କଲେ ବର୍ଷସାରା ଖାଉଥିବେ

ଭୁବନେଶ୍ବର: ସବୁବେଳେ ଆମ୍ବ ,ଲେମ୍ବୁ ଆଚାର କେତେ ଖାଇବେ ଆସନ୍ତୁ ଆଜି ଶିଖିବା ସଜନାଛୁଇଁର ଆଚାର ପ୍ରଣାଳୀ । ଏବେ ଶୀତଋତୁରେ ସଜନାଛୁଇଁ ଗଛରେ ଭରି ହେଲାଣି । ତେବେ ଆସନ୍ତୁ ପୋଷକତତ୍ତ୍ବରେ ଭରପୂର ସଜନାଛୁଇଁରୁ ତିଆରି କରିବା ଆଚାର । କେମିକାଲ ଫ୍ରି ଆଚାର ଘରେ କରି ଖାଆନ୍ତୁ ଓ ଖୁଆନ୍ତୁ ।…

ଦିଲ୍ଲୀ କୃଷକ ଆନ୍ଦୋଳନ: ଶମ୍ବୁ ବର୍ଡର ଖୋଲିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :  ଜିଦରେ ଅଟଳ ରହିଛନ୍ତି କୃଷକ। ଦିଲ୍ଲୀ ଚଲୋ ଆନ୍ଦୋଳନ ପାଇଁ ବନ୍ଦ ରହିଛି ଶମ୍ଭୁ ବର୍ଡର। ହେଲେ ଏହି ବର୍ଡରକୁ ନେଇ ଆସିଛି ବଡ ସୂଚନା। ଏହି ବର୍ଡର ଏବେ ଖୋଲିବ ନାହିଁ। ସୋମବାର ସୁପ୍ରିମକୋର୍ଟ ଶମ୍ଭୁ ବର୍ଡର ଖୋଲିବା ପାଇଁ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି। ଏହି ଆବେଦନରେ ପଞ୍ଜାବର…

ମହାକୁମ୍ଭରେ ପ୍ରବେଶ କରିବା ମାତ୍ରେ ଶ୍ରଦ୍ଧାଳୁଙ୍କୁ ସ୍ୱାଗତ କରିବ ୫୦ ହଜାର ସୁନ୍ଦର ଗଛ

ପ୍ରୟାଗରାଜ: ଏଥର ମହାକୁମ୍ଭ ୧୩ ଜାନୁଆରୀରୁ ୨୬ ଫେବୃଆରୀ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହେବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥର ମହାକୁମ୍ଭକୁ ଭାରତ ତଥା ବିଦେଶରୁ ଆସୁଥିବା ଭକ୍ତମାନେ ଉଚ୍ଚ ସାନ୍ଦ୍ରତା ବିଶିଷ୍ଟ ଅମ୍ଳଜାନ ଜଙ୍ଗଲକୁ…

ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଟ୍ରାଏଲ ଲ୍ୟାଣ୍ଡିଂ ସଫଳ, ଜାଣନ୍ତୁ କେବେଠୁ ଆରମ୍ଭ ହେବ ଉଡାଣ

ନୂଆଦିଲ୍ଲୀ: ପ୍ରଥମ ବିମାନ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ସଫଳତାର ସହିତ ଅବତରଣ କରିଛି| ଇଣ୍ଡିଗୋ ବିମାନ ଜେଓ୍ବର ବିମାନବନ୍ଦରର ରନୱେରେ ଅବତରଣ କରିଥିଲା। ବିମାନବନ୍ଦର ଅଧିକାରୀ କହିଛନ୍ତି ଯେ ଡିଜିସିଏର ସବୁଜ ସଙ୍କେତ ପରେ ରନୱେ ଟ୍ରାଏଲ ଆରମ୍ଭ କରାଯାଉଛି। ଏହାର ସମସ୍ତ ପ୍ରସ୍ତୁତି…

ହଳଦୀପତ୍ରରୁ ବାହାରିବ ତେଲ, କେଜିକୁ ୧୦ହଜାର

କୋରାପୁଟ: ହଳଦୀପତ୍ର ଏବେ କରିବ ମାଲାମାଲ୍ । ଏହି ପତ୍ରରୁ ବାହାରିବ ତେଲ । ଯାହାର ବଜାର ମୂଲ୍ୟ ରହିଛି କେଜି ପିଛା ୧୦ହଜାର ଟଙ୍କା । କୋରାପୁଟ ଜିଲ୍ଲା ପ୍ରଶାସନ ଓ ଓରମାସର ମିଳିତ ଉଦ୍ୟମରେ ପରୀକ୍ଷାମୂଳକ ଭାବେ ଲକ୍ଷ୍ମୀପୁର ବ୍ଲକ ତୟାପୁଟ ଅଞ୍ଚଳର ଚାଷୀଙ୍କଠାରୁ ସଂଗୃହୀତ ହଳଦୀପତ୍ରରୁ ଆରମ୍ଭ…

ସର୍ବ ଭାରତୀୟ ହକି ଚାମ୍ପିୟନସିପ: ସୁରକ୍ଷା ବ୍ୟବସ୍ଥାକୁ ନେଇ ଡିଜିପିଙ୍କ ସମୀକ୍ଷା ବୈଠକ

ଭୁବନେଶ୍ଵର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ୭୩ତମ ସର୍ବ ଭାରତୀୟ ହକି ଚାମ୍ପିୟନସିପ -୨୦୨୫। ଓଡିଶା ପୋଲିସ ଆନୁକୂଲ୍ୟରେ ହେବାକୁ ଥିବା ଏହି ହକି ଚାମ୍ପିୟନସିପ ପାଇଁ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ…

ଗୁଇନ୍ଦା ବିଭାଗ ହାତରେ ମହିଳା ବ୍ରାଉନ ସୁଗାର ମାଫିଆ, ଘରୁ ବାହାରୁଛି ପୁଳାପୁଳା ଟଙ୍କା

ଭଦ୍ରକ: ଭଦ୍ରକରେ ମାତିଛନ୍ତି ମହିଳା ବ୍ରାଉନ ସୁଗାର ମାଫିଆ । ଖୁଲମଖୁଲା ବେପାର ଚାଲିଥିବାବେଳେ ସୂଚନା ପାଇ ମାଡି ବସିଲା ପୋଲିସ । ଏହି ଚଢ଼ାଉ ସମୟରେ ବ୍ରାଉନସୁଗାର ଜବତ ସହ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ମହିଳାକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି…

ଲାଞ୍ଚ ନେଇ ଧରାପଡ଼ିଲେ ଖଣ୍ଡଗିରି ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ। ଲାଞ୍ଚ ନେଉଥିବା ସମୟରେ ରେଡ୍ ହ୍ୟାଣ୍ଡରେ ଧରିଛି ଭିଜିଲାନ୍ସ। ସୋମବାର ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ ଦେବଜାନୀ କର ଲାଞ୍ଚ ନେଉଥିବା ସମୟରେ ମାଡିବସିଛି ଭିଜିଲାନ୍ସ। ତାଙ୍କ କାର୍ଯ୍ୟାଳୟରୁ ୧୫ଲକ୍ଷ ୮ହଜାର ୫୫୦ଟଙ୍କା…

ସଞ୍ଜୟ ମାଲହୋତ୍ରା ନୂଆ ଆରବିଆଇ ଗଭର୍ଣ୍ଣର ନିଯୁକ୍ତ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)ର ନୂଆ ଗଭର୍ଣ୍ଣ ଭାବେ ନିଯୁକ୍ତ ହୋଇଛନ୍ତି ସଞ୍ଜୟ ମାଲହୋତ୍ରା। ଦେଶର ରାଜସ୍ୱ ସଚିବ ଭାବେ କାମ କରୁଥିବା ଶ୍ରୀ ମାଲହୋତ୍ରା ଆସନ୍ତା ବୁଧବାରରୁ ଆରବିଆଇର ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିବେ। ଆସନ୍ତା ୩ ବର୍ଷ ପାଇଁ ସେ ଆରବିଆଇ…

ମଲ୍ଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ; ଦର୍ଶନ କଲେ ମିଳେ ମୋକ୍ଷ

ନୂଆଦିଲ୍ଲୀ: ଐତିହାସିକ ମନ୍ଦିର ଏବଂ ସଂସ୍କୃତି ପାଇଁ ଭାରତ ସାରା ବିଶ୍ୱରେ ଜଣାଶୁଣା | ଭଗବାନ ଶିବଙ୍କ ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ମଲ୍ଲିକାର୍ଜୁନ ଅନ୍ୟତମ । ଶିବପୁରାଣ ଅନୁଯାୟୀ ମଲ୍ଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ମିଳିତ ରୂପ ଅଟେ । ଶାସ୍ତ୍ରରେ…