Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପ୍ରବାସୀ ଭାରତୀୟ ଦିବସ: ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ଆସିବାକୁ ନେଇ ଜୋରଦାର ପ୍ରସ୍ତୁତି

ଭୁବନେଶ୍ବର: ଆସନ୍ତା ୮ରୁ ଭୁବନେଶ୍ୱର ଜନତା ମୈଦାନରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଏହା ତିନି ଦିନ ଅର୍ଥାତ୍ ଜାନୁଆରୀ ୧୦ ଯାଏଁ ଚାଲିବ । ବୈଦେଶିକ ମନ୍ତ୍ରଣାଳୟ ସହଯୋଗରେ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି କରୁଛନ୍ତି । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ…

ପ୍ରତି ରବିବାର ଅଦାଲତରେ ହାଜର ହେବେ ଅଲ୍ଲୁ ଅର୍ଜୁନ୍‌, କୋର୍ଟରୁ ନିର୍ଦ୍ଦେଶ

ହାଇଦ୍ରାବାଦ: ଆଗକୁ ବଢିବ କି ଅଲ୍ଲୁ ଅର୍ଜୁନଙ୍କ ଟେନସନ। କାରଣ କୋର୍ଟ ତାଙ୍କୁ ପ୍ରତି ରବିବାର ଥାନାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ କୋର୍ଟ ଅଲୁ ଅର୍ଜୁନଙ୍କୁ ତାଙ୍କ ଆବାସିକ ଠିକଣା ପରିବର୍ତ୍ତନ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ନେଇ ଏବେ ଅଡୁଆରେ ସାଉଥ୍…

ସାମ୍ବାଦିକଙ୍କ ମୃତ୍ୟୁ ପଛରେ ଷଡଯନ୍ତ୍ର ରଚିଥିଲା ଭାଇ..

ବିଜାପୁର: ଏବେ ସାରା ଦେଶରେ ଛତିଶଗଡ ବିଜାପୁରରେ ଜଣେ ସାମ୍ବାଦିକଙ୍କୁ ହତ୍ୟା ଘଟଣା ଚହଳ ପକାଇଥିବା ବେଳେ ଏହି ହତ୍ୟା ମିଷ୍ଟ୍ରି ଉପରୁ ଏବେ ପରଦା ହଟିଛି । ସାମ୍ବାଦିକ ମୁକେଶ ଚନ୍ଦ୍ରାକାରଙ୍କୁ ମାରିବା ପାଇଁ ନାରକୀୟ କାଣ୍ଡ ରଚିଥିଲା ସମ୍ପର୍କୀୟ ଭାଇ । ଯାହାର ପରଦାଫାସ୍ କରି ଏଥିରେ…

ପୋରବନ୍ଦରରେ ହେଲିକପ୍ଟର କ୍ରାସ୍: ୩ ମୃତ!

ପୋରବନ୍ଦର: ବଡ ଦୁର୍ଘଟଣା । ଗୁଜରାଟ ପୋରବନ୍ଦରରେ ହେଲିକପ୍ଟର କ୍ରାସ୍ । କୋଷ୍ଟଗାର୍ଡର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ, ଗୁଜୁରାଟର…

ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ୪୩୬ଟଙ୍କା ପ୍ରିମିୟମରେ ମିଳୁଛି ଏତେ ଲକ୍ଷର ବୀମା..

ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ହେଉଛି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା (PMJJBY) । ଏହି ଯୋଜନା ୨୦୧୫ରେ ଆରମ୍ଭ ହୋଇଥିଲା । ଏହି ଯୋଜନା ଅଧୀନରେ ୪୩୬ ଟଙ୍କା ପ୍ରିମିୟମରେ ୨ଲକ୍ଷ ଟଙ୍କା କଭର ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା…

ଆଉ ନାହାନ୍ତି ବିଶ୍ବର ସବୁଠୁ ବୟସ୍କା ମହିଳା: ୧୧୬ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ: ଆଉ ନାହାନ୍ତି ବିଶ୍ୱର ସବୁଠାରୁ ବୟସ୍କା ବ୍ୟକ୍ତି ତୋମିକୋ ଇତୁକା । ୧୧୬ ବର୍ଷ ବୟସରେ ତାଙ୍କର ଡିସେମ୍ବର ୨୯ରେ ମୃତ୍ୟୁ ଘଟିଛି । ତେବେ ବିଶ୍ବର ସବୁଠୁ ବୟସ୍କା ବ୍ୟକ୍ତି ଭାବରେ ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଥିଲେ ଜାପାନୀ ମହିଳା ତୋମିକୋ । ଜାପାନୀ ଅଧିକାରୀଙ୍କ ସୂଚନା…

କରନ୍ତୁ ପଶ୍ଚିମୋତାଶନ ଆସନ, ପେଟର ଚର୍ବି ହେବ କମ୍

ଭୁବନେଶ୍ବର: ପଶ୍ଚିମୋତାଶନର ନାମ ପଶ୍ଚିମ ଏବଂ ଉତ୍ତାନ ଶବ୍ଦ ମିଶିକି ହୋଇଛି । ପଶ୍ଚିମ ଅର୍ଥାତ୍ ପଶ୍ଚିମ ଦିଗ କିମ୍ବା ଶରୀରର ପଛ ଭାଗ ଏବଂ ଉତ୍ତାନର ଅର୍ଥ ଟାଣି ହେବା । ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବାକୁ, ପ୍ରତ୍ୟେକ ବ୍ୟକ୍ତି ପଶ୍ଚିମୋତାଶନ କରିବାର ପଦ୍ଧତି, ଏହାର ଉପକାର ଏବଂ ସତର୍କତା…

୧୦ ଡିଗ୍ରୀ ତଳେ ୯ ସହର; ସବୁଠୁ ଥଣ୍ଡା ଜି.ଉଦୟଗିରି

ଭୁବନେଶ୍ବର: ରାଜ୍ୟରେ ଏବେ ଜାରି ରହିଛି ଶୀତର ଲହରି। ବିଭିନ୍ନ ସହରମାନଙ୍କରେ ଘନ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଖସୁଛି ରାତି ତାପମାତ୍ରା । ଏବେ ପ୍ରବଳ ଜାଡ଼ରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ୧୦ ଡିଗ୍ରୀ ତଳେ ରହିଛି ୯ ସହରର ତାପମାତ୍ରା । ୫ ଡିଗ୍ରୀ ତାପମାତ୍ରା ସହ…

ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍: ହେବ କଠୋର କାର୍ଯ୍ୟନୁଷ୍ଠାନ, ଏଣିକି ପୋଲିସ୍ ଜଗିବେ..

ପୁରୀ: ଶ୍ରୀମନ୍ଦିର କେମିତି ଉଡିଲା ଡ୍ରୋନ୍ ? କ’ଣ କରୁଥିଲେ ସୁରକ୍ଷା କର୍ମୀ? ଶ୍ରୀମନ୍ଦିର ନୋ ଫ୍ଲାଇଙ୍ଗ ଜୋନରେ କିପରି ଡ୍ରୋନ୍ ଉଡିଲା ସେନେଇ ଏବେ ତନାଘନା ଚାଲିଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏନେଇ ମନ୍ତ୍ରୀ କହିଛନ୍ତି,…

ଭାରତ-ବାଂଲାଦେଶ ସମ୍ପର୍କରେ ଉନ୍ନତି: ଦୁଇ ଦେଶ ମଧ୍ଯରେ ୧୮୫ ମତ୍ସ୍ୟଜୀବୀ ଅଦଳବଦଳ

ନୂଆଦିଲ୍ଲୀ: ବାଂଲାଦେଶ ହିଂସା ଓ ସେଠାରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନେଇ ଭାରତ ସହ ସମ୍ପର୍କ ବିଗିଡିଛି। କିନ୍ତୁ ବର୍ତ୍ତମାନ ବିଶ୍ୱାସ କରାଯାଉଛି ଯେ ଦୁଇ ଦେଶ ମଧ୍ୟରେ ନୂଆ ସମ୍ପର୍କ ଆରମ୍ଭ ହେବାକୁ ଯାଉଛି। କାରଣ ଆଜି ଦୁଇ ଦେଶ ମଧ୍ଯରେ ୧୮୫ ଜଣ ମତ୍ସ୍ୟଜୀବୀଙ୍କୁ ଅଦଳବଦଳ…