Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ହୀରାକୁଦ ସହ ସାମିଲ ହେବ ଏହି ସବୁ ସ୍ଥାନ

ଭୁବନେଶ୍ବର: ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସାମିଲ ହେବ ହୀରାକୁଦ ଡ୍ୟାମ୍ । ଏହାସହିତ ବୌଦ୍ଧ ସର୍କିଟ, ସାତକୋଶିଆ ଓ ଚିଲିକାକୁ ମଧ୍ୟ ବିଶ୍ୱ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ନିଷ୍ପତ୍ତି ନେଇଛି ମୋହନ ମାଝୀ ସରକାର ନିଷ୍ପତ୍ତି ନେଇଛନ୍ତି ।…

୧୫ ତାରିଖ ସୁଦ୍ଧା ସରିବ ରାସନକାର୍ଡର ଇ-କେୱାଇସି ପ୍ରକ୍ରିୟା: ମନ୍ତ୍ରୀ

ଭୁବନେଶ୍ବର: ଚଳିତମାସ ୧୫ତାରିଖ ସୁଦ୍ଧା ରାସନକାର୍ଡର ଇ-କେୱାଇସି  ଯାଞ୍ଚ ପ୍ରକ୍ରିୟା ଶେଷ ହେବ। ଏହା ତୁରନ୍ତ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ବୃଦ୍ଧବୃଦ୍ଧା ଓ ଅସୁସ୍ଥ ହିତାଧିକାରୀଙ୍କୁ ଭେଟି କେୱାଇସି ଯାଞ୍ଚ କରିବା ନିମନ୍ତେ ସରକାରୀ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ…

ନୂଆବର୍ଷରେ ନନ୍ଦନକାନନ ବୁଲିଲେ ୩୬ ହଜାର ପର୍ଯ୍ୟଟକ

ଭୁବନେଶ୍ବର: ନୂଆବର୍ଷ ଅବସରରେ ଭୁବନେଶ୍ବର ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ତେବେ ନୂଆବର୍ଷର ଆଜିର ଦିନରେ ପ୍ରାୟ ୩୬ ହଜାର ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ବୁଲିଥିବା ସୂଚନା ରହିଛି । ଖବର ମୁତାବକ, ନୂଆବର୍ଷର ପ୍ରଥମ ଦିନରେ ୩୫…

ଆଗାମୀ ୨ ବର୍ଷ ମଧ୍ୟରେ ପୂରଣ ହେବ ୬୫ ହଜାର ସରକାରୀ ପଦବୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୫ବର୍ଷ ମଧ୍ୟରେ ଦେଢ଼ଲକ୍ଷ ସରକାରୀ ପଦବୀରେ ନିଯୁକ୍ତି ଦେବେ ସରକାର। ଏନେଇ ଅଣ୍ଟା ଭିଡିଛନ୍ତି ମୋହନ ସରକାର। ୨ବର୍ଷ ମଧ୍ୟରେ ୬୫ହଜାର ସରକାରୀ ପଦବୀରେ ନିଯୁକ୍ତି ପାଇଁ ସ୍ଥିର ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୧ଲକ୍ଷ ୧୦ହଜାର ୫୫୭ଟି…

ନୂଆବର୍ଷରେ ଚାଷୀଙ୍କୁ ବଡ଼ ଉପହାର, ପିଏମ ଫସଲ ବୀମା ଯୋଜନାର ଆବଣ୍ଟନ ରାଶି ବଢିଲା

ନୂଆଦିଲ୍ଲୀ: ନୂଆବର୍ଷରେ ଚାଷୀଙ୍କୁ ବଡ଼ ଉପହାର ଦେଇଛି ମୋଦୀ କ୍ୟାବିନେଟ । ପିଏମ ଫସଲ ବୀମା ଯୋଜନାର ଆବଣ୍ଟନ ରାଶି ବୃଦ୍ଧି ପାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଡିଏପି ସାର ଉପରେ ସବସିଡି, ଟେକ୍ନୋଲୋଜି ସାହାଯ୍ୟରେ କ୍ଲେମ…

ଜୀବନ ଯୁଦ୍ଧରେ ହାରିଗଲା ବୋରୱେଲରେ ଫଶି ରହିଥିବା ‘ଚେତନା’

ଜୟପୁର: ୧୦ ପରେ ରାଜସ୍ଥାନର ଅଲୱାର କୋଟପୁଟଲିରେ ଏକ ୧୭୦ ଫୁଟ୍ ଗଭୀର ବୋରୱେଲରେ ଫସି ରହିଥିବା ୩ ବର୍ଷୀୟ ‘ଚେତନା’ଙ୍କୁ ବୋରୱେଲରୁ ବାହାର କରାଯାଇଛି । ବୋରଓ୍ବେଲରୁ ବାହାର କରିବା ମାତ୍ରେ ଚେତନାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।…

ଆଜିଠାରୁ ବନ୍ଦ ହେବ ଏହି ସବୁ ବ୍ୟାଙ୍କ ଖାତା…

ନୂଆଦିଲ୍ଲୀ: ଆରବିଆଇର ବଡ ଘୋଷଣା । ଆଜିଠାରୁ ଅର୍ଥାତ୍ ଜାନୁଆରୀ ୧ରୁ ନିର୍ଦ୍ଧିଷ୍ଟ ତିନି ପ୍ରକାର ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରିବାକୁ ଆରବିଆଇ ମାର୍ଗଦର୍ଶିକା ଜାରି କରିଛି । ଯେଉଁ ଆକାଉଣ୍ଟରେ ଜିରୋ ବାଲାନ୍ସ ରହିଛି ସେ ଖାତାକୁ ବନ୍ଦ କରାଯାଇପାରେ । ଯେଉଁ ଆକାଉଣ୍ଟରେ ଗତ ବାରମାସ ହେଲା…

ମହାକୁମ୍ଭ ମେଳା ୨୦୨୫; ଓଡିଶାରୁ ଏବଂ ଓଡିଶା ମଧ୍ୟଦେଇ ପ୍ରୟାଗରାଜକୁ ଚାଲିବ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର: ଆସନ୍ତା ୧୩ ରୁ ୨୬ ଧରି ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ଆୟୋଜିତ ହେବ । ଏଥିପାଇଁ ଓଡିଶାରୁ ଏବଂ ଓଡିଶା ମଧ୍ୟଦେଇ ମହାକୁମ୍ଭ ମେଳା ୨୦୨୫ ପାଇଁ ପ୍ରୟାଗରାଜକୁ ସ୍ୱତନ୍ତ୍ର ଟ୍ରେନ ଚାଲିବ । ଭୁବନେଶ୍ୱର-ତୁଣ୍ଡଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା…

ଆଉ ୧୫ଦିନ ବଢିଲା ବିଳମ୍ବିତ ଆୟକର ଦାଖଲ ଅବଧି

ନୂଆଦିଲ୍ଲୀ:ବିଳମ୍ବରେ ଆୟକର ଫାଇଲ୍ କରିବା ସମୟସୀମା ବୃଦ୍ଧି କରିଛି କେନ୍ଦ୍ର ସରକାର । ପୂର୍ବରୁ ଡିସେମ୍ବର ୩୧ ଶେଷ ତାରିଖ ଥିଲା। ତେବେ ବିଭିନ୍ନ ବର୍ଗର କରଦାତାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସମୟସୀମାକୁ ବଢେଇ ଜାନୁୟାରୀ ୧୫ କରିଦିଆଯାଇଛି । ସୂଚନାଥାଉକି, ଏହି ବର୍ଦ୍ଧିତ ସମୟସୀମା…

‘ଏକ୍ସ’ରେ ନାଁ ପରିବର୍ତ୍ତନ କଲେ ଏଲନ ମକ୍ସ, ଜାଣନ୍ତୁ ନୂଆ ନାମ…

ୱାଶିଂଟନ୍: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ନିଜ ନାମ ପରିବର୍ତ୍ତନ କରିଛନ୍ତି। ନୂଆ ନାଁ ରହିଛି 'କେକିଅସ୍ ମ୍ୟାକ୍ସିମସ୍'। ଏପରିକି ସେ ନିଜର ପ୍ରୋଫାଇଲ୍ ଫଟୋ ମଧ୍ୟ ବଦଳାଇ 'ପେପ୍ ଦ ଫ୍ରଗ୍' ନାମକ ଏକ ଚରିତ୍ରର ଫଟୋ ରଖିଛନ୍ତି। ଯାହାକି…