Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୋଲାଭରମକୁ ନେଇ ଅଚଳ ଗୃହ: ନବୀନ କହିଲେ, ‘ଲଢେଇ ଜାରି ରହିବ’

ଭୁବନେଶ୍ବର: ପୋଲାଭରମ ନେଇ ସରଗରମ ହେଲା ଗୃହ । ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଧ୍ୟ ହୋଇ ପ୍ରଥମେ ୧୧ଟା ଆଉ ତାପରେ ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବି ରଖିଛନ୍ତି ବାଚସ୍ପତି । ଆଜି ସପ୍ତଦଶ ବିଧାନସଭା ଅଧିବେଶନର ଅଷ୍ଟମ ଦିନରେ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗ ନେଇ…

ଏସିଏଫ ବାବୁଙ୍କ ଘରେ ପୁଳା ପୁଳା ଟଙ୍କା, ଜବତ ହେଲା ୧୪ ଲକ୍ଷ

ସମ୍ବଲପୁର: ଏସିଏଫ ବାବୁଙ୍କ ଘରୁ ମିଳିଲା ଗଦା ଗଦା ଟଙ୍କା । ଭିଜିଲାନ୍ସ ଚଢାଉ ବେଳେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ ରେବତୀ ରମଣ ଯୋଶୀଙ୍କ ଘରୁ ୧୪ ଲକ୍ଷରୁ ଅଧିକ ଟଙ୍କାର ନଗଦ ରାଶି ଜବତ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ ଜାରି କରିଥିବା ବେଳେ ଏବେ…

ପୁଣି ରେପୋ ରେଟ୍ ଅପରିବର୍ତ୍ତିତ, ବଢ଼ିବନି ଇଏମ୍ଆଇ

ନୂଆଦିଲ୍ଲୀ: ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ଲଗାତାର ୧୧ ଥର ପାଇଁ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ରେପୋ ରେଟ୍‌କୁ ୬.୫ ପ୍ରତିଶତରେ ସ୍ଥିର ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଫଳରେ ଅର୍ଥ ଲୋନ ଇଏମ୍ଆଇ ରେ କୌଣସି ପରିବର୍ତ୍ତନ ହେବନି । ଏନେଇ ସୂଚନା ଦେଇଛନ୍ତି…

ନକ୍ସଲଙ୍କ ବର୍ବରକାଣ୍ଡ: ୨ ପୂର୍ବତନ ସରପଞ୍ଚଙ୍କୁ ଅପହରଣ କରି ହତ୍ୟା

ବିଜାପୁର: ପୁଣି ଆକ୍ଟିଭ ହୋଇଗଲେ ମାଓବାଦୀ। ନିକଟ କିଛି ଦିନ ହେବ ଲଗାତାର ନକ୍ସଲଙ୍କ ଆକ୍ରମଣ ଖବର ସାମ୍ନାକୁ ଆସିଛି। ଏବେ ପୁଣି ନକ୍ସଲଙ୍କ ବର୍ବରକାଣ୍ଡ ସମସ୍ତଙ୍କୁ ଚକିତ କରିଛି। ୨ ଜଣ ପୂର୍ବତନ ସରପଞ୍ଚଙ୍କୁ ଅପହରଣ କରି ନେଇ ହତ୍ୟା କଲେ ନକ୍ସଲ। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏପରି ଘଟଣା…

ପୁଣି ସୁରକ୍ଷାକର୍ମୀ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ, ଜଣେ ଯବାନ ସହିଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଙ୍ଗଲରେ ପୁଣି ନକ୍ସଲ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ନକ୍ସଲଙ୍କ ଗୁଳିରେ ଜଣେ ଯବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ଯବାନ ଜଣକ ହେଲେ ବିରେନ୍ଦ୍ର କୁମାର ସୋରୀ । ଖବର ମୁତାବକ,…

୨୦୨୬ସୁଦ୍ଧା ବଜାରକୁ ଆସିପାରେ ଫୋଲଡେବଲ୍ ଆଇଫୋନ୍

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଆପଲ୍ ର ଫୋଲଡେବଲ୍ ଆଇଫୋନ୍ ପାଇଁ ଅପେକ୍ଷା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି | ଏକ ନୂତନ ରିପୋର୍ଟ ଅନୁଯାୟୀ, ଆପଲ୍ ୨୦୨୬ସୁଦ୍ଧା ପ୍ରଥମ ଫୋଲଡେବଲ୍ ଆଇଫୋନ୍ ଲଞ୍ଚ କରିବ,କିନ୍ତୁ କମ୍ପାନୀ ଏହା ଉପରେ ଏଯାଏଁ କୌଣସି ଅଫିସିଆଲ୍ ଘୋଷଣା କରି ନାହିଁ ।…

ତୃତୀୟ ବିଶ୍ବଯୁଦ୍ଧ ପରେ ମଣିଷ ଶରୀରରେ ବାହାରିବ ଡେଣା, ବନିପାରେ ସୁପରହିରୋ

ନୂଆଦିଲ୍ଲୀ: ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ଘଟିଥିବା ବିନାଶରେ କୋଟି କୋଟି ଲୋକ ପ୍ରାଣ ହରାଇଥିଲେ। ଏହି କାରଣରୁ ଯେତେବେଳେ ତୃତୀୟ ବିଶ୍ୱଯୁଦ୍ଧ କଥା ଉଠେ ଲୋକମାନେ ଭୟଭୀତ ହୋଇପଡନ୍ତି। କିନ୍ତୁ ବର୍ତ୍ତମାନ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ ତେବେ ଏହା ପରେ…

ଚୀନ୍ ଓ ପାକିସ୍ତାନର ଉଡିବ ନିଦ; ଭାରତୀୟ ସେନାରେ ସାମିଲ ହେବ ୪୮୦ଟି ‘ବିଧ୍ବଂସକ ଡ୍ରୋନ୍’

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନ । ସେନାରେ ୪୮୦ଟି ନୂତନ ଡ୍ରୋନ୍ ଯୋଡିବାକୁ ଯାଉଛି । ସେନାର ଏହି ସମ୍ପୂର୍ଣ୍ଣ ପ୍ରୋଜେକ୍ଟର ନାମ ହେଉଛି ‘ନାଗାସ୍ତ୍ର-୧’ । ଏହି ଡ୍ରୋନ୍ ୨ ମିଟର ପର୍ଯ୍ୟନ୍ତ ଜିପିଏସ୍ ସାହାଯ୍ୟରେ ଯେକୌଣସି ବିପଦକୁ ଜାଣିପାରିବ । ଏହି ଡ୍ରୋନ୍ ଗୁଡିକ ୩୦…

ପ୍ରେମ ପାଠ ପଢିବେ ଛାତ୍ରଛାତ୍ରୀ, କଲେଜକୁ ନିର୍ଦ୍ଦେଶ ଦେଲେ ସରକାର

ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ଚାଇନାକୁ ଘାରିଛି ଜନସଂଖ୍ୟା ହ୍ରାସ ପାଇବାର ଚିନ୍ତା । ତେଣୁ ଚୀନ୍ ସରକାର କଲେଜଗୁଡ଼ିକରେ ପ୍ରେମ ଶିକ୍ଷା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ରୋମାଣ୍ଟିକ ସମ୍ପର୍କକୁ ଭଲ ଭାବରେ ବୁଝିବାକୁ ସାହାଯ୍ୟ କରିବ ଏହି ପାଠ୍ୟକ୍ରମ, ତେଣୁ…

ଭୁବନେଶ୍ବରରେ ଜୁଡିସିଆଲ କୋର୍ଟ ପରିସର ଉଦଘାଟନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଭୁବନେଶ୍ବରରେ ଉଦଘାଟିତ ହେଲା ଜୁଡ଼ିସିଆଲ କୋର୍ଟ କମ୍ପ୍ଲେକ୍ସ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦେଇ ନୂଆ ଜୁଡିସିଆଲ କମ୍ପ୍ଲେକ୍ସର ଶୁଭାରମ୍ଭ କରିଛନ୍ତି । ଲୋକଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ବାରୋପ କରିଛନ୍ତି ମହାମହିମ । ଏହି ଅବସରରେ…