Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୩ଟି କୁତବମିନାର ବୁଡ଼ି ଯିବାର କ୍ଷମତା ରଖିଛି ଏହି ନଦୀ, ଗଭୀରତା ଜାଣି ହେବେ ଆଶ୍ଚର୍ଯ୍ୟ

ଆପଣ କେବେ ଭାବିଛନ୍ତି କି ନଦୀ କେତେ ଗଭୀର? ବୋଧହୁଏ ଏତେ ଅଧିକ ଯେ ଜଣେ ବ୍ୟକ୍ତି ବୁଡ଼ି ଯାଇପାରେ? କିନ୍ତୁ ଆପଣ ସେହି ନଦୀ ବିଷୟରେ ଜାଣନ୍ତି କି ଯେଉଁଥିରେ ତିନୋଟି କୁତବମିନାର ବୁଡ଼ି ଯିବାର କ୍ଷମତା ରଖିଛି। ଏହି ନଦୀ ଆଫ୍ରିକୀୟ ମହାଦେଶର ସବୁଠାରୁ ଲମ୍ବା ଏବଂ ଗଭୀର ନଦୀ କଙ୍ଗୋ ନଦୀ ।…

ଚୋରା ଚାଲାଣ ବେଳେ ଦୁଇଟି ଗୋରୁ ବୋଝେଇ ଟ୍ରକ ଜବତ, ଡ୍ରାଇଭର ଅଟକ

ସୁବର୍ଣ୍ଣପୁର: ଚୋରାଚାଲାଣ ବେଳେ ଦୁଇଟି ଗୋରୁ ବୋଝେଇ ଟ୍ରକ୍ କୁ ଅଟକାଇଲା ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୋଲିସ । ମହାନଦୀ ପୋଲ ନିକଟ କଲେଜ ଛକ ଠାରେ ପାଟ୍ରୋଲିଂ କରୁଥିବା ସମୟରେ ରାମପୁର ପଟରୁ ଦୃତ ଗତିରେ ଆସୁଥିବା ଦୁଇଟି ଟ୍ରକକୁ ଅଟକେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଟ୍ରକ ଦ୍ବୟ ଦ୍ରୁତ…

‘ବ୍ରେନ୍ ରୋଟ’ ୨୦୨୪ର ୱାର୍ଡ ଅଫ୍ ଦ ଇୟର, ଜାଣନ୍ତୁ ଏହାର ଅର୍ଥ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୨୦୨୪ ବର୍ଷର ଶବ୍ଦ ଘୋଷଣା କରିଛି। ଅକ୍ସଫୋର୍ଡ ବ୍ରେନ୍ ରୋଟ୍‌କୁ ଚଳିତ ବର୍ଷ ଅର୍ଥାତ୍ ୨୦୨୪ର ୱାର୍ଡ ଅଫ୍ ଦ ଇୟର ଭାବେ ଘୋଷଣା କରିଛି। କିନ୍ତୁ ଏହି ଶବ୍ଦର ଅର୍ଥ କ’ଣ ଆପଣ ଜାଣନ୍ତି କି? ବାସ୍ତବରେ, କେବଳ ଚିନ୍ତା ନକରି ସୋସିଆଲ ମିଡିଆରେ ସ୍କ୍ରୋଲିଂର ନିରନ୍ତରତା…

ଡାକ୍ତରଙ୍କ ବଡ ଅବହେଳା! ମସ୍ତିଷ୍କ ଟ୍ୟୁମରକୁ କହିଦେଲେ ମାଇଗ୍ରେନ୍, ଆଉ ତାପରେ…

ମସ୍ତିଷ୍କ ଟ୍ୟୁମର ପରି ଏକ ଗୁରୁତର ରୋଗକୁ ମାଇଗ୍ରେନ ମୁଣ୍ଡବିନ୍ଧା କହିଦେଲେ ଡାକ୍ତର। ଆଉ ଡାକ୍ତରଙ୍କ ଏହି ଅବହେଳା ଜଣେ ୨୫ ବର୍ଷ ବୟସ୍କା ମହିଳାଙ୍କ ଜୀବନ ବଦଳାଇ ଦେଲା। ଯେତେବେଳେ ଇଂଲଣ୍ଡର ବାସିନ୍ଦା ଟିଆ ବ୍ରାଡବିରୀ ପାଞ୍ଚ ମାସର ଗର୍ଭବତୀ ଥିଲେ, ସେତେବେଳେ ସେ ଲଗାତାର ମୁଣ୍ଡବିନ୍ଧା…

‘ଯେଉଁ ସଦସ୍ୟଙ୍କୁ କହିବାର ଅନୁମତି ମିଳିନାହିଁ, ସେମାନଙ୍କ କଥାରେ ଉତ୍ତର ଦେବା ଅଭ୍ୟାସ ଛାଡନ୍ତୁ’

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍ ବିର୍ଲା ବୁଧବାର ଗୃହରେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନଙ୍କୁ କହିଛନ୍ତି ଯେ, ସେହି ସଦସ୍ୟଙ୍କ କଥାର ଉତ୍ତର ଦେବାର ଅଭ୍ୟାସ ଛାଡିଦିଅନ୍ତୁ ଯେଉଁମାନେ ନିଜ ଆସନରୁ କହିବାର ଅନୁମତି ପାଇନାହାନ୍ତି । ଲୋକସଭାରେ ପ୍ରଶ୍ନକାଳ ସମୟରେ ନୂତନ ଏବଂ ନବୀକରଣଯୋଗ୍ୟ…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଜୟପୁର: ଗିରଫ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ। ଭିଜିଲାନ୍ସ ଅଧିକାରୀମାନେ ଆଜି ବିଶ୍ୱନାଥ ପାତ୍ରଙ୍କୁ ଗିରଫ କରିଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଜୟପୁରରେ…

୫ ବର୍ଷରେ ପ୍ରଥମ, ୟୁପିଆଇ ପାଇଁ କମିଲା ଏଟିଏମ ସଂଖ୍ଯା

ନୂଆଦିଲ୍ଲୀ: ପାଞ୍ଚ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ଏଟିଏମ ସଂଖ୍ୟା ହ୍ରାସ ପାଇଛି। ଏନେଇ ସୋମବାର ଦିନ ସଂସଦରେ ସରକାର ସୂଚନା ଦେଇଛନ୍ତି। ଖାସକଥା ହେଉଛି ଯେ ମେଟ୍ରୋ, ସହର ଏବଂ ମହାନଗର ତଥା ଗ୍ରାମାଞ୍ଚଳରେ ଏଟିଏମ୍ ସଂଖ୍ୟାରେ ହ୍ରାସ ଘଟିଛି। ସେପ୍ଟେମ୍ବର ୨୦୨୪ ଶେଷରେ ଦେଶରେ…

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ୍

ମୁମ୍ବାଇ: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ୍ l ବିଜେପି କୋର୍‌ କମିଟି ବୈଠକରେ ଫଡନାବାସ୍‌ଙ୍କ ନାଁରେ ମୋହର ବାଜିବା ନେଇ ସୂଚନା ମିଳିଛି l ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାବିସ୍ l ବା ନେଇ ସୂଚନା ଦେବେନ୍ଦ୍ର ଫଡନାବିସ୍…

ସ୍ୱର୍ଣ୍ଣ ମନ୍ଦିରରେ ଫାୟାରିଂ: ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀରଙ୍କ ଉପରକୁ ଗୁଳିମାଡ଼

ଚଣ୍ଡିଗଡ଼: ସ୍ୱର୍ଣ୍ଣ ମନ୍ଦିରରେ ଶିରୋମଣି ଅକାଳୀ ଦଳ ନେତା ତଥା ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ହୋଇଛି ଗୁଳିମାଡ଼। ଅଳ୍ପକେ ବର୍ତ୍ତିଲେ ସୁଖବୀର ସିଂ ବାଦଲ। କୁହାଯାଉଛି ଯେ ଜଣେ ବ୍ୟକ୍ତି ମନ୍ଦିରର ଫାଟକରେ ତାଙ୍କ ଉପରକୁ ଗୁଳିମାଡ କରିଥିଲେ। ଆଜି ସକାଳେ…

ବିଭତ୍ସ ହତ୍ୟାକାଣ୍ଡ; ପଥରରେ ଛେଚି ଯୁବକଙ୍କୁ ହତ୍ୟା ସନ୍ଦେହ

ପୁରୀ: ବୀଭତ୍ସ ହତ୍ୟାକାଣ୍ଡ । ପୁରୀର ଶ୍ରୀସେତୁ ତଳୁ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର। ଗତକାଲି ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ମୃତ ବ୍ୟକ୍ତି ହେଲେ ଖଣ୍ଡିଆବନ୍ଧ ଗାଁର ସୁଦର୍ଶନ ସାହୁ। ସୂଚନା ଅନୁସାରେ ମାର୍କେଟ ଛକରେ ଉଠା ଜଳଖିଆ ଦୋକାନ କରିଥିଲେ…