Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କେଉଁ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି କେତେ? କିଏ ସବୁଠୁ ଧନୀ ଓ କିଏ ଗରିବ

ନୂଆଦିଲ୍ଲୀ:  ଦେଶର କେଉଁ ମୁଖ୍ୟମନ୍ତ୍ରୀ କେତେ ଟଙ୍କାର ମାଲିକ । କାହା ପାଖରେ ଅଛି କେତେ ସମ୍ପତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ସ୍ୱତନ୍ତ୍ରତା ପାଇଁ ଜଣାଶୁଣା। ଯଦି ଆପଣ ତାଙ୍କର ସମୁଦାୟ ସମ୍ପତ୍ତି ବିଷୟରେ ଜାଣନ୍ତି ତେବେ ଆପଣ ଆଶ୍ଚର୍ଯ୍ୟ ହେବେ। ବର୍ତ୍ତମାନ ମନରେ…

ଫ୍ୟାସନରେ ଫ୍ଲେୟର୍ଡ ଜିନ୍ସ , ଏପରି କରନ୍ତୁ କ୍ୟାରୀ..

ଭୁବନେଶ୍ବର: ଜିନ୍ସ କେବେ ଆଉଟ୍ ଅଫ୍ ଫେସନ୍ ହୋଇନଥାଏ । ସବୁବେଳେ ଏହା ଟ୍ରଣ୍ଡରେ ରହି ଆସିଛି । ଆଜିର ଦିନରେ ଜିନ୍ସ ନହେଲେ ନଚଳେ । ଯୁବପିଢୀଙ୍କ ପ୍ରଥମ ପସନ୍ଦ ଜିନ୍ସ ଯାହା ସହଜରେ କ୍ୟାରି କରିବା ସହ ଷ୍ଟାଇଲିସ୍ ଲୁକ୍ ଦେଇଥାଏ । ଆଜିକାଲି ଭଳିକି ଭଳିକି ଜିନ୍ସ ବଜାରକୁ ଆସିଲାଣି ।…

ସାଇବର ଠକେଇର ନୂଆ ପଦ୍ଧତି ଇ-ପ୍ୟାନ କାର୍ଡ, ସତର୍କ କଲେ ସରକାର

ନୂଆଦିଲ୍ଲୀ: ପ୍ୟାନ୍ କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ । ଆୟକର ବିଭାଗ ଦ୍ଵାରା ଜାରି ହୋଇଥିବା ଏହି ଡକ୍ୟୁମେଣ୍ଟ ଅର୍ଥ ସହିତ ଜଡିତ ପ୍ରାୟ ସମସ୍ତ ଯୋଜନାରେ ବ୍ୟବହୃତ ହୁଏ । ସେଥିପାଇଁ ସାଇବର ଠକମାନେ ମଧ୍ୟ ଏହା ଉପରେ ନଜର ରଖିଥାନ୍ତି । ବର୍ତ୍ତମାନ କେନ୍ଦ୍ର ସରକାର ନୂତନ ଇ-ପ୍ୟାନ…

ନୂଆବର୍ଷରୁ ଭୁବନେଶ୍ୱର ଓ ଝାରସୁଗୁଡାରୁ ଏହି ସବୁ ସହରକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଓଡ଼ିଶା ବିମାନ ଯୋଗାଯୋଗ ସେବା ସହ ଯୋଡ଼ି ହେବାକୁ ଯାଉଛି ଆହୁରି ନୂଆ ସହର । ଜାନୁଆରୀ ୧ରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଅଧିକ ୪ଟି ସହରକୁ ସିଧାସଳଖ ବିମାନ ସେବା ଯୋଡି ହେଉଥିବାବେଳେ, ଜାନୁୟାରୀ ୩ରୁ ଭୁବନେଶ୍ୱର ବିମାନ ବନ୍ଦରରୁ ଆଉ ୫ଟି ସହରକୁ ସିଧାସଳଖ ବିମାନ ସେବା ମିଳିବ ।…

ଯୋଗ୍ୟ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମ୍ପର୍କିତ କ୍ଷତିପୂରଣ ଯୋଗ୍ୟ ଚାଷୀମାନଙ୍କ ହିତରେ ସମସ୍ତ ପ୍ରକ୍ରିୟାକୁ ଅତିଶୀଘ୍ର ସାରିବାକୁ ବୀମା କମ୍ପାନୀ ଗୁଡିକ ସହ ପରାମର୍ଶ କରିଛନ୍ତି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ । ଏହା ସହ ଏଥିରେ କୌଣସି…

ଦେଢ଼ ହଜାର କ୍ୱିଣ୍ଟାଲ୍‌ ଧାନ ଜବତ କଲା ଯୋଗାଣ ବିଭାଗ

ଉଦଳା: ଯୋଗାଣ ବିଭାଗର ଅଚାନକ ଚଢାଉ। ଦେଢ଼ ହଜାର କ୍ୱିଣ୍ଟାଲ୍‌ରୁ ଅଧିକ ଧାନ ଗଚ୍ଛିତ ଜାଣି ଅଚାନକ ଚଢ଼ଉ କରିଛି ଯୋଗାଣ ବିଭାଗ। ଚଢାଉ କରିବ ସହ ଗଚ୍ଛିତ ଧାନକୁ ସିଲ୍‌ ମଧ୍ୟ କରିଛି। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରେ। ଏହି ଧାନ ପଶ୍ଚିମବଙ୍ଗ ଚାଲାଣ ପାଇଁ ରଖାଯାଇଥିବା…

ଇଂରାଜୀ ନବବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଇଂରାଜୀ ନବବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ। ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ପ୍ରଥମ ଇଂରାଜୀ ନୂଆବର୍ଷକୁ ପାଳନ କରିବେନି ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ନୂଆବର୍ଷ ପାଳିବେ ନାହିଁ ବୋଲି…

ନିମାପଡା, ଗୋପ ଗସ୍ତ କରି ଅଦିନିଆ ବର୍ଷାଜନିତ କ୍ଷୟକ୍ଷତିର ଆକଳନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିମାପଡା, ଗୋପ ଗସ୍ତ କରିଛନ୍ତି । ଏହି ସମୟରେ ସେ ଅଦିନିଆ ବର୍ଷାଜନିତ କ୍ଷୟକ୍ଷତିର ଆକଳନ କରିଛନ୍ତି । ଗୋପ ବ୍ଲକ ଅଧିନସ୍ଥ ଅଣ୍ଢିରା ଇଚ୍ଛାପୁର ପଞ୍ଚାୟତର ବେଣିପୁର, ମାଧଗାଡ଼ିଆ, ଇଚ୍ଛାପୁର, ଆଳିଚର, ବଡ଼ମଠ, ଅଣ୍ଢିରା ଗ୍ରାମ,…

ଉଜୁଡ଼ା ଫସଲ ଦେଖିଲେ ନବୀନ; ତୁରନ୍ତ କ୍ଷତିପୂରଣ ପାଇଁ କଲେ ଦାବି

ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଛନ୍ତି । ଏହା ସହ କ୍ଷତିଗ୍ରସ୍ତ ଶେରଗଡ଼ର ଟକରଡ଼ା, ହିଞ୍ଜିଳିର ପୋଡିଙ୍ଗି, ଆସ୍କାର ବରଗାଁ, କବିସୂର୍ଯ୍ୟନଗରର…

ନିଖିଳ ଓଡିଶା ଆଇନଜୀବୀ ସଂଘର ସଭାପତି ହେଲେ ବିଭୁ ପ୍ରସାଦ ତ୍ରପିାଠୀ

ମାଲକାନଗିରି: ନିଖିଳ ଓଡିଶା ଆଇନଜୀବୀ ସଂଘର ସଭାପତି ଭାବେ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ନିର୍ବାଚିତ ହୋଇଛନ୍ତି । ମାଲକାନଗିରିରେ ଆୟୋଜିତ ସଂଘର ୫୩ ତମ ବାର୍ଷିକ ଅଧିବେଶନରେ ରାଜ୍ୟର ପ୍ରତିଷ୍ଠିତ ଆଇନଜୀବୀ ତଥା ରାଜ୍ୟ ବାର୍ କାଉନସିଲର ସଦସ୍ୟ ବିଭୁ ପ୍ରସାଦ ତ୍ରିପାଠୀ ଓ ରାଇରଙ୍ଗପୁର…