Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିଧାନସଭାରେ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ ଉଠିଲା ଦାବି

ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ତଥା ସ୍ୱାସ୍ଥ୍ୟସେବା ଖର୍ଚ୍ଚକୁ ଦୃଷ୍ଟିରେ ରଖି ଓଡିଶା ବିଧାନସଭାର ସଦସ୍ୟମାନେ ପୂର୍ବତନ ବିଧାୟକଙ୍କ ଦରମା ଏବଂ ପେନ୍ସନ୍ ବୃଦ୍ଧି କରିବାକୁ ଦାବି କରାଯାଇଛି। ଗୃହରେ ଏହି ପ୍ରସଙ୍ଗକୁ ଅନେକ ବିଧାୟକ ସମର୍ଥନ କରିବା ସହ ମଧ୍ୟ ସ୍ୱାସ୍ଥ୍ୟ…

ମହାରାଷ୍ଟ୍ରରେ କାହାକୁ କେତେ ମନ୍ତ୍ରୀ ପଦ?

ନୂଆଦିଲ୍ଲୀ: ଆସିଲା ମହାରାଷ୍ଟ୍ରରେ ପାଓ୍ବାର ସେୟାରିଂ ଫର୍ମୁଲା ! ବିଜେପି ପାଖରେ ରହିବ ୨୨ ମନ୍ତ୍ରାଳୟ ! ସିନ୍ଦେ ଓ ପାଓ୍ବାରଙ୍କ ଭାଗରେ କେତେ? ଆସନ୍ତା ୫ତାରିଖରେ ମୁମ୍ବାଇର ଆଜାଦ ମଇଦାନରେ ଶପଥ ଗ୍ରହଣ ସମାରୋହ । ତେବେ ସେଦିନ କେବଳ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ ।…

ମାଗଣା ଆଧାର ଅପଡେଟର ଶେଷ ତାରିଖ ୧୪ ଡିସେମ୍ବର

ନୂଆଦିଲ୍ଲୀ: ମାଗଣାରେ ହେଉଥିବା ଆଧାର କାର୍ଡ ଅପଡେଟ ଡେଡଲାଇନ୍ ଚଳିତ ମାସରେ ଶେଷ ହେଇଯିବ । ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ମାଗଣାରେ ଆଧାର ଅପଡେଟ କରିବାର ଶେଷ ତାରିଖ ୧୪ ଡିସେମ୍ବର ୨୦୨୪ ବୋଲି ଘୋଷଣା କରିଛି । ଏହା ପରେ ଆପଣକୁ ନିର୍ଦ୍ଧାରିତ ଅର୍ଥ ଦେଇ…

ଗୁଣାତ୍ମକ ପରୀକ୍ଷଣରେ କାହିଁକି ବିଫଳ ହୁଏ ପାରାସିଟାମୋଲ ଭଳି ଔଷଧ?

ଗୁଣାତ୍ମକ ପରୀକ୍ଷଣରେ ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) ୯୦ଟି ଔଷଧକୁ ଫେଲ୍ କରିଛି। ଗତ ମାସରେ, କିଛି କମ୍ପାନୀର ଔଷଧ ଅନିୟମିତ ନମୁନା ଦ୍ୱାରା ପରୀକ୍ଷା କରାଯାଇଥିଲା। ଯେଉଁଥିରେ ଏହି ଔଷଧଗୁଡିକ ଲ୍ୟାବ ପରୀକ୍ଷଣରେ ବିଫଳ ହୋଇଛି। ଔଷଧର ଗୁଣବତ୍ତା…

ପଚୁଛି ପଛେ ଆଳୁ ଛାଡୁନାହାନ୍ତି ଦିଦି: ତାତିଲେ ବ୍ୟବସାୟୀ, କହିଲେ ‘ଏଠି ବି ବନ୍ଦ’

କୋଲକାତା: ମମତା ସରକାରଙ୍କ ଗୋଟିଏ ନିଷ୍ପତ୍ତି ଏବେ ତାଙ୍କ ଉପରେ ଭାରି ପଡିଛି । କୌଣସି ରାଜ୍ୟକୁ ଆଳୁ ନଦେବା ପାଇଁ ଯେଉଁ ଘୋଷଣା କରିଥିଲେ ଏବେ ସେହି ଫାସରେ ଫସିଯାଇଛନ୍ତି ମମତା । ଆଳୁ ରପ୍ତାନୀ କମିବାରୁ ରାଜ୍ୟରେ ଆଳୁ ଚାହିଦା ମଧ୍ୟ କମିଛି । ଫଳରେ ଶୀତଳ ଭଣ୍ଡାରରେ ଆଳୁ ପଚିବାକୁ…

୬ ଯାଏଁ ହାଲୁକା ବର୍ଷିବ, ଶୀତ କମିବ

ଭୁବନେଶ୍ବର: ବାତ୍ୟା ଫେଙ୍ଗାଲ ପ୍ରଭାବରେ ବଙ୍ଗୋପସାଗରରୁ ପବନ ଉପକୂଳ ମୁହାଁଇଥିବା ବେଳେ ଏବେ ଏହାର ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି । ଗତ ୨୪ ୨୪ ଘଣ୍ଟା ଭିତରେ ମୋଟ ୮ ଜିଲ୍ଲାରେ କାଭାଁ ବର୍ଷା ହୋଇଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପୁରୀ, ଖୋର୍ଦ୍ଧା,…

୫ ବର୍ଷରେ ଆଖି ବୁଜିଲେଣି ୩୭ ବାଘ

ଭୁବନେଶ୍ବର: ଯେଉଁଠି ରାଜ୍ୟ ସରକାର ଓଡିଶା ଜଙ୍ଗଲରେ ବାଘଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖୁଛନ୍ତି ସେଠି ଅନାୟଶରେ ଯାଉଛି ବାଘଙ୍କ ଜୀବନ । ଗତ ୫ ବର୍ଷ ଭିତରେ ବିଭିନ୍ନ କାରଣ ଯୋଗୁଁ ମୋଟ ୩୪ କଲରାପତରିଆ ବାଘଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ମହାବଳ ବାଘଙ୍କ ମୃତ୍ୟୁ ଘଟିଛି । ଏନେଇ…

ପ୍ରକଳ୍ପ ପୂରା ନକରି ହାରିଲେ ବିଜେଡି ନେତା…

ଭୁବନେଶ୍ବର: ପାନୀୟ ଜଳ ପ୍ରକଳ୍ପ କାମ ପୂରା ନକରିବାରୁ ହାରିଲେ ବିଧାୟକ । ଜନ ଆକ୍ରୋଶର ଶିକାର ହେଲେ । ଆଜି ପାନୀୟ ଜଳ ପ୍ରକଳ୍ପ ନେଇ ଗୃହ ସରକଗରମ ରହିଥିବା ବେଳେ କିଛି ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ବରିଷ୍ଠ ବିଧାୟକ ବଦ୍ରି ପାତ୍ର । ଏନେଇ ବଦ୍ରି କହିଛନ୍ତି, ପାନୀୟଜଳ…

ପାନୀୟ ଜଳ ନେଇ ମୁହାଁମୁହିଁ ଶାସକ-ବିରୋଧୀ: ମନ୍ତ୍ରୀ କହିଲେ, ‘ମଲେଇ ଖାଇ ଚାଲିଗଲେ ଠିକାଦାର’

ଭୁବନେଶ୍ବର: ରାଜ୍ୟରେ ପାନୀୟ ପ୍ରକଳ୍ପ ନେଇ ଆଜି ସରଗରମ ହୋଇଛି ଗୃହ । ପାନୀୟ ଜଳ ପ୍ରକଳ୍ପ ପ୍ରସଙ୍ଗକୁ ନେଇ ପରସ୍ପର ଉପରକୁ କାଦୁଆ ଫିଙ୍ଗାଫିଙ୍ଗି ହୋଇଛନ୍ତି ବିରୋଧୀ ଏବଂ ଶାସକ । ଏନେଇ ପାନୀୟ ଜଳ ମନ୍ତ୍ରୀ ରବି ନାଏକ ମେଗା ଜଳ ପ୍ରକଳ୍ପ ଠିକା କାମରେ ପୂର୍ବ ସରକାରକୁ କଟାକ୍ଷ କରିଛନ୍ତି…

ଆସୁଛନ୍ତି ରାଷ୍ଟ୍ରପତି: ସୁରକ୍ଷାରେ ୪୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର: ଆଜି ପୁଣି ୩ୟ ଥର ପାଇଁ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତାକାଲି ଆନ୍ତର୍ଜାତିକ ନୌସେନା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମହାମହିମ । ଏଥିପାଇଁ ଅପରାହ୍ଣ ୫ଟାରେ ଆଜି ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଜିବା ପରେ ରାଜଭବନରେ…