Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆସୁଛନ୍ତି ରାଷ୍ଟ୍ରପତି: ସୁରକ୍ଷାରେ ୪୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର: ଆଜି ପୁଣି ୩ୟ ଥର ପାଇଁ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତାକାଲି ଆନ୍ତର୍ଜାତିକ ନୌସେନା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମହାମହିମ । ଏଥିପାଇଁ ଅପରାହ୍ଣ ୫ଟାରେ ଆଜି ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଜିବା ପରେ ରାଜଭବନରେ…

ନୂଆ ସରକାରର ୫ ମାସରେ ୭୬୯ ଦୁଷ୍କର୍ମ ମାମଲା

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାର ଆସିବାର ୫ମାସରେ ୫୦୯ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ୪୧ ଗଣଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି। ରାଜ୍ୟରେ ମହିଳାଙ୍କ ବିରୋଧୀ ହିଂସା ସଂପର୍କରେ ଗୃହରେ କିଛି ଏପରି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଧାୟକ ଅଧିରାଜ…

ବାତ୍ୟା ଫେଙ୍ଗାଲ ପ୍ରଭାବ: ଭୂସ୍ଖଳନରୁ ଗୋଟିଏ ପରିବାରର ୭ ମୃତ

ତିରୁବନମଲାଇ: ବାତ୍ୟା ଫେଙ୍ଗାଲ ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏହି ଘଟଣାରେ ଗୋଟିଏ ପରିବାର ୭ ଜଣଙ୍କର ମୃତ୍ୟୁ ଘଟିଛି। ଅନାମଲାୟାର ପାହାଡରେ ଭୂସ୍ଖଳନରୁ ଘର ଉପରକୁ ମାଡ଼ି ଯାଇଥିଲା ମାଟିଅତଡ଼ା। ତିରୁବନମଲାଇରେ ଭୂସ୍ଖଳନ ଘଟି ୭ ଜଣଙ୍କ…

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ଓଡ଼ିଶା ସମେତ ୪ ରାଜ୍ୟରେ ଖାଲି ପଡ଼ିଥିବା ୬ଟି ଆସନ ହେବ ଉପନିର୍ବାଚନ। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେଡିର ପୂର୍ବତନ ସାଂସଦ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ…

ଦକ୍ଷିଣ ଓଡିଶା ପାଇଁ ଟାସ୍କଫୋର୍ସ ଗଠନ: ୩୦ ଦିନରେ ଦେବ ରିପୋର୍ଟ

ଭୁବନେଶ୍ବର: ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି ରାଜ୍ୟ ସରକାର । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କଫୋର୍ସ ଗଠନ କରାଯାଇଥିବା ବେଳେ ଦକ୍ଷିଣ ଓଡିଶା ବିକାଶ ପରିଷଦ କିପରି ଗଠିତ ହେବ,…

ମମତାଙ୍କୁ ଆଳୁ ଅଡୁଆ: ଆଜିଠୁ ପଶ୍ଚିମବଙ୍ଗରେ ଆଳୁ ଯୋଗାଣ ବନ୍ଦ

କୋଲକାତା: ଆଜିଠୁ ପଶ୍ଚିମବଙ୍ଗରେ ଆଳୁ ଯୋଗାଣ ବନ୍ଦ। ମନ୍ତ୍ରୀଙ୍କ ସହ ଆଲୋଚନା ବିଫଳ ପରେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ଯୋଗାଣ ସଂଘ ନେଇଛି ଏପରି ନିଷ୍ପତ୍ତି। ମମତା ସରକାରଙ୍କ ନିଷ୍ପତ୍ତିକୁ ବ୍ୟବସାୟୀ କରିଛନ୍ତି ବିରୋଧ। ପଡ଼ୋଶୀ ରାଜ୍ୟକୁ ଆଳୁ ଯୋଗାଣ ପ୍ରସଙ୍ଗରେ କୋଲକତା ଖାଦ୍ୟ ଭବନରେ…

ଅଳଙ୍କାର ଦୋକାନକୁ ମାଡ଼ିଗଲା ଟ୍ରକ, ଜଣେ ସିକ୍ୟୁରିଟି ଗାର୍ଡ ମୃତ

ବଲାଙ୍ଗିର: ଅଳଙ୍କାର ଦୋକାନକୁ ମାଡ଼ିଗଲା ଟ୍ରକ। ଦୁର୍ଘଟଣାରେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ। ବଲାଙ୍ଗିର ଟାଉନ ଥାନା ପାଟଣା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ମୃତ ସିକ୍ୟୁରିଟି ଗାର୍ଡ ଜଣଙ୍କ ହେଲେ ସିଦ୍ଧାର୍ଥ ପ୍ରଧାନ। ସୂଚନା ଅନୁସାରେ ଗତକାଲି…

ଭିଜିଲାନ୍ସ ଜାଲରେ ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୬ ସ୍ଥାନରେ ଚଢାଉ

ଜୟପୁର: ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଜୟପୁର ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଜୟପୁର ପୌରପାଳିକାର ଯନ୍ତ୍ରୀ ଦାୟିତ୍ବରେ ବି ଅଛନ୍ତି ବିଶ୍ବନାଥ। ଜୟପୁର ଘର ଓ ପୌର କାର୍ଯ୍ୟାଳୟ,…

ସରକାରଙ୍କ ବଡ ନିଷ୍ପତି, ମିନେରାଲ ୱାଟର ବଦଳରେ ପିଉଛନ୍ତି ଜହର

ନୂଆଦିଲ୍ଲୀ: ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ ବଜାରରେ ମିଳୁଥିବା ମିନେରାଲ ୱାଟର ଏବଂ ପ୍ୟାକେଜଡ୍ ୱାଟର । ଏପରି ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରଧିକରଣ (FSSAI)। ପ୍ୟାକେଜଡ୍ ୱାଟର ଏବଂ ମିନେରାଲ୍ ପାଣିକୁ ହାଇ ରିସ୍କ ଖାଦ୍ୟ ପଦାର୍ଥ…

ଜାତୀୟ ଇଣ୍ଟରଭେନସନାଲ୍ ରେଡିଓଲୋଜି ସମ୍ମିଳନୀ: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି ସମ୍…

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଘରୋଇ ଡାକ୍ତରଖାନା ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ ଓ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍) ଦେଶ ତଥା ବିଦେଶରେ ନୂଆ ଅଧ୍ୟାୟ ସୃଷ୍ଟି କରିବାରେ ଲାଗିଛି ବୋଲି…