Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପଞ୍ଚଭୂତରେ ବିଲୀନ ହେଲେ ମନମୋହନ: ମନେରହିବ ତାଙ୍କର ସେ ଅମାୟିକ ସ୍ବଭାବ

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ। ତିନି ସେନାର ସଲାମି ସହ ପୂରା ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ ନିଗମବୋଧ ଘାଟରେ ସ୍ବର୍ଗତ ମନମୋହନ ଅନ୍ତିମ ସଂସ୍କାର କାର୍ଯ୍ୟ ସଂମ୍ପନ୍ନ କରାଯାଇଛି । ଆଜି ସବୁଦିନ ପାଇଁ ସମସ୍ତଙ୍କୁ ଅଲବିଦା କହିଛନ୍ତି…

ମିଳିଲା କେନ୍ଦ୍ର ଅନୁମତି: ବନିବ ମନମୋହନଙ୍କ ସ୍ମାରକୀ..ହେଲେ ଅଡିଛି କଂଗ୍ରେସ

ନୂଆଦିଲ୍ଲୀ: ଅନ୍ତିମ ବିଦାୟ ନେଉଛନ୍ତି ଅର୍ଥନୀତି ଚାଣକ୍ୟ ତଥା ଦେଶଷର ୧୩ ତମ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ନିଗମ ବୋଧ ଘାଟିରେ ମନମୋହନଙ୍କ ପାର୍ଥିବ ଶରୀରକୁ ଭାବପୂର୍ଣ୍ଣ ବିଦାୟ ଦେଉଛନ୍ତି ପରିବାର ଲୋକେ ଏବଂ ବହୁ ମାନ୍ୟଗଣ ବ୍ୟକ୍ତି । ଆଉ କିଛି ସମୟ ମଧ୍ୟରେ ପଞ୍ଚଭୂତରେ ଲୀନ ହେବ…

ବିନା ଗ୍ୟାରେଣ୍ଟିରେ ୮୦ହଜାର ଋଣ ଦେଉଛନ୍ତି ସରକାର , କେବଳ ଗୋଟିଏ ଡକ୍ୟୁମେଣ୍ଟ ଆବଶ୍ୟକ

ନୂଆଦିଲ୍ଲୀ:  ଯଦି ଆପଣ ନିଜର ଛୋଟ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ମୋଦୀ ସରକାର ଏକ ସ୍ୱତନ୍ତ୍ର ଯୋଜନା ଆଣିଛନ୍ତି , ଯାହା ଦ୍ବାରା ତିନୋଟି କିସ୍ତିରେ ୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ | ବିଶେଷ କଥା ହେଉଛି ବିନା…

ବିଜେଡି-ବିଜେପି କର୍ମୀ ମୁହାଁମୁହିଁ, ୧୬୩ ଧାରା ଲାଗୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଦୁର୍ଗାମଣ୍ଡପ ଛକରେ ନୂଆବର୍ଷ ତୋରଣ ପୋତାକୁ ନେଇ ଦେଖାଦେଇଛି ବିବାଦ । ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି କର୍ମୀ । ବିବାଦ ଉଗ୍ର ରୂପ ନେବାରୁ ଉକ୍ତ ଅଞ୍ଚଳରେ ବିଏନଏସଏସ ଧାରା ୧୬୩ ଲାଗୁ ହୋଇଛି । ଖବର ମୁତାବକ, ନୂଆବର୍ଷ ପାଇଁ…

ସୋସିଆଲ୍ ମିଡିଆ ଯୁଗରେ ଅଲୋଡା ଗ୍ରୀଟିଂସ୍ କାର୍ଡ….

ଭୁବନେଶ୍ଵର: ଉଡିଗଲା ଏରୋପ୍ଲେନ, ପଡିଗଲା ଛାଇ, ଗରିବ ଘର ସାଙ୍ଗ ବୋଲି, ଭୁଲିଯିବ ନାହିଁ….। ଗୋଲାପ ଗଛରେ ବହୁତ କଣ୍ଟା, ତୁମ କଥା ମନେ ପଡେ ଘଣ୍ଟା କୁ ଘଣ୍ଟା….। ଟେବୁଲ ଉପରେ ଟମାଟୋ ଖଟା, ସାଙ୍ଗକୁ ମୋର ଠିଆ ଗୋଇଠା….। ହାତୀ ଚାଲେ ଦମ୍ ଦମ୍, ସାଙ୍ଗକୁ ମୋର ୱେଲକମ୍…। ଏମିତି ଅନେକ କିଛି…

ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ

ଭବାନୀପାଟଣା: ଧାନ ମଣ୍ଡିରେ ଅବ୍ୟବସ୍ଥା ଓ କଟନୀ ଛଟନୀ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ ପାଳନ କରୁଛି କଂଗ୍ରେସ । ଭବାନୀପାଟଣା ଓ କେସିଙ୍ଗାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବନ୍ଦ ଯୋଗୁଁ ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ ସରକାରୀ ଓ ବେସରକାରୀ ଅଫିସ ବି ବନ୍ଦ ରହିଛି…

ଆରବିଆଇ ଦେଲା ଅନୁମତି, ଥାର୍ଡ ପାର୍ଟି ୟୁପିଆଇ ପେମେଣ୍ଟ କରିପାରିବେ ପିପିଆଇ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ୟୁପିଆଇ ଟ୍ରାଞ୍ଜାକସନ୍ କୁ ନେଇ ଏକ ନୂତନ ସୁବିଧା ଅନୁମତି ଦେଇଛି ।  ପ୍ରିପେଡ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ (ପିପିଆଇ) ହୋଲ୍ଡରମାନେ ୟୁପିଆଇ ପ୍ଲାଟଫର୍ମରେ ଥାର୍ଡ ପାର୍ଟି ମୋବାଇଲ ଆପଲିକେସନ ଦ୍ବାରା ଟଙ୍କା ନେଣଦେଣ କରି ପାରିବ ବୋଲି ଗତ…

ଆଉ ମାତ୍ର କିଛି ସମୟ, ପଞ୍ଚଭୂତରେ ଲୀନ ହେବେ ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପଞ୍ଚଭୂତରେ ଲୀନ ହେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଦିନ ୧୧ଟା ୪୫ ମିନିଟରେ ନିଗମବୋଧ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷ କୃତ୍ୟ । ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ…

ଆରପାରିରେ ସୁଜୁକିର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକି

ନୂଆଦିଲ୍ଲୀ: ଆରପାରିରେ ସୁଜୁକିମୋଟରର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକି । ୯୪ ବର୍ଷରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ସୁଜୁକିକୁ ଏକ ବିଶ୍ୱସ୍ତରୀୟ କମ୍ପାନୀରେ ପରିଣତ କରିଥିଲେ ଓ ଭାରତରେ ସୁଜୁକିର ସ୍ଥିତି ଦୃଢ଼ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସେ ରକ୍ତ…

ୱେଡିଙ୍ଗ ପ୍ଲାନର ଭାବେ ଆରମ୍ଭ କରନ୍ତୁ ନିଜ କ୍ୟାରିଅର..

ଭୁବନେଶ୍ବର:  ନିଜର ବିବାହକୁ ସମସ୍ତେ ସ୍ମରଣୀୟ କରିବା ପାଇଁ ଚାହିଁ ଥାଆନ୍ତି । ଆଜିର ଦିନରେ ସମୟର ଅଭାବ ସାଙ୍ଗକୁ ମହତ୍ୱାକଂକ୍ଷା ଅଧିକ ହୋଇଥିବାରୁ  ୱେଡିଙ୍ଗ ପ୍ଲାନରଙ୍କ ଆବଶ୍ୟକତା ଦିନକୁ ଦିନ ବଢିବାରେ ଲାଗିଛି । ଏଥିପାଇଁ ୱେଡିଙ୍ଗ ପ୍ଲାନର ହିସାବରେ କ୍ୟାରିଅର ଗଢିବା  ଆଜିର…