Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ଆଉ ମାଗିବୁନି, ଦେବେ ଯଦି ଦେବେ ନହେଲେ ନାହିଁ’

ଭୁବନେଶ୍ବର: ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି, ନିଜ ଆଡୁ ଦେବେ ଯଦି ଦେବେ । କିଛି ଏଭଳି ଢଙ୍ଗରେ କହି ମମତା ସରକାରଙ୍କୁ ତାତ୍ସଲ୍ୟ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବାରମ୍ବାର କହିବା ସତ୍ବେ ମଧ୍ୟ ଓଡିଶାକୁ ଆଳୁ ଦେବା ପାଇଁ ପଶ୍ଚିମବଙ୍ଗ ସରକାର ଅମଙ୍ଗ ହେବାରୁ ଏହାକୁ…

ଏଟିଏମରୁ ଉଠାଇପାରିବେ ଇପିଏଫ ଟଙ୍କା!

ନୂଆଦିଲ୍ଲୀ: ଏଣିକି ଏଟିଏମ୍ ଦ୍ବାରା ଉଠାଇ ହେବ ଇପିଏଫ ଟଙ୍କା । ଏନେଇ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଇପିଏଫର ତୃତୀୟ ସଂସ୍କରଣରେ ପେନସନ ଧାରୀଙ୍କୁ ମୋଟା ଅଙ୍କର ଟଙ୍କା ମିଳିବା ସହ କର୍ମଚାରୀଙ୍କ ପାଇଁ ଏହି ଟଙ୍କା ଉଠାଇବା ପାଇଁ ଏଟିଏମ୍ କାର୍ଡକୁ…

ଶ୍ରୀମନ୍ଦିରରେ ଦେବ ଦିପାବଳୀ; ପିତୃ ପିତାମହଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦିଅନ୍ତି ମହାପ୍ରଭୁ

ପୁରୀ: ଶ୍ରୀମନ୍ଦିରର ଅନନ୍ୟ ପରମ୍ପରାରେ ସ୍ୱୟଂ ଶ୍ରୀଜଗନ୍ନାଥ ମହାପ୍ରଭୁ ନିତ୍ୟ ମାନବୀୟ ଲୀଳା କରୁଛନ୍ତି । ନିଜର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ମାର୍ଗଶୀର କୃଷ୍ଣ ଚତୁର୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ଏହି ୩ ଦିନ ଦୀପଦାନ କରିଥାନ୍ତି । ଏହି ପିତୃପୁରୁଷଙ୍କ ମଧ୍ୟରେ ଅଦିତି-କଚ୍ଛପ,…

ପନ୍ନୁନ୍ ଲିଙ୍କରେ ଓଡିଆ! ସାମ୍ବାଦିକଙ୍କୁ ମିଳିଲା ଧମକପୂର୍ଣ୍ଣ ମେଲ୍

ଭୁବନେଶ୍ବର: ପୁଣି ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ । ଡିଜିପି ସମ୍ମଳନୀରେ ବିଭ୍ରାଟ ସୃଷ୍ଟି କରିବାକୁ ବରିଷ୍ଠ ଓଡ଼ିଆ ସାମ୍ବାଦିକ ଅକ୍ଷୟ ସାହୁଙ୍କ ନିକଟକୁ ଏହି ମେଲ୍ ଆସିଥିବା ସୂଚନା । ଏହି ମେଲରେ ଡିଜିପି ସମ୍ମିଳନୀକୁ ପୁଣି ଟାର୍ଗେଟ କରାଯାଇଛି । ଏଥିସହିତ ଏକ ଅଡିଓ ବାର୍ତ୍ତାରେ ମଧ୍ୟ…

ବାରିପଦାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ମୃତ, ୩ ଆହତ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ଆଜି ସକାଳେ ତିରିଂ ଥାନା ଅଞ୍ଚଳର…

ରାଜ୍ୟରେ କାହିଁକି ବଢୁଛି ଆଳୁ ଦର, କଣ କହୁଛନ୍ତି ବେପାରୀ

ଭୁବନେଶ୍ଵର: କିଛି ଦିନର ବ୍ୟବଧାନ ପରେ ଓଡ଼ିଶାକୁ ପୁଣି ଆଳୁ ରପ୍ତାନି ବନ୍ଦ କରିଛି ପଶ୍ଚିମବଙ୍ଗ। ଓଡ଼ିଶା ଆସୁଥିବା ଆଳୁ ବୋଝେଇ ଟ୍ରକଗୁଡ଼ିକୁ ଓଡ଼ିଶା ପଶ୍ଚିମବଙ୍ଗ ସୀମାରେ ଅଟକା ଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶରେ ଆଳୁ ରପ୍ତାନି ବନ୍ଦ ହୋଇଥିବା ନେଇ ସୂଚନା ମିଳିଥିବା ବେଳେ…

ଡିଜିପି/ଆଇଜିପି ସମ୍ମିଳନୀର ୨ୟ ଦିନ: ଲୋକସେବା ଭବନରେ ମୋଦୀ

ଭୁବନେଶ୍ଵର: ଗତକାଲିଠୁ ଭୁବନେଶ୍ଵର ଲୋକସେବା ଭବନରେ ଆରମ୍ଭ ହୋଇଛି ଡିଜିପି-ଆଇଜିପି ସମ୍ମିଳନୀ। ଏଥିରେ ସାରା ଦେଶର ଡିଜିପି/ଆଇଜିପି ଯୋଗ ଦେଇଛନ୍ତି। ଲୋକସେବା ଭବନରେ ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ୩ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀର ଆଜି…

ଥମୁନି ହିଂସା, ଏବେବି ଟାର୍ଗେଟରେ ହିନ୍ଦୁ ମନ୍ଦିର

ନୂଆଦିଲ୍ଲୀ: ବାଂଲାଦେଶରେ ଦିନ କୁ ଦିନ ବଢିବାରେ ଲାଗିଛି ହିନ୍ଦୁମାନଙ୍କ ପରିସ୍ଥିତି । ଦେଶରେ ମହମ୍ମଦ ୟୁନୁସ ସରକାର ଗଠନ ହେବାର ଇତି ମଧ୍ୟରେ ପ୍ରାୟ ୪ ମାସ ବିତିଗଲାଣି । ଏହି ନୂତନ ସରକାରଙ୍କ ଗଠନ ପରେ କିଛି ସଂଗଠନର ଅତ୍ୟାଚାର ମଧ୍ୟ ବୃଦ୍ଧି ପାଇଛି। ଯେଉଁ ସଂଗଠନ ଉପରେ ଶେଖ ହସିନା…

ଓଡିଶାରେ ଫେଙ୍ଗଲ ପ୍ରଭାବ, ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟ ବତ୍ୟା ‘ଫେଙ୍ଗଲ’ ପ୍ରଭାବରେ ରାଜ୍ୟରେ ପଣିପାଗରେ ସାମାନ୍ୟତମ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗତକାଲି ଠାରୁ ରାଜ୍ୟର କିଛି ଜିଲ୍ଲାରେ ଆକାଶ ମେଘାଚ୍ଛନ ରହିବା ସହ ସ୍ଥାନେ ସ୍ଥାନେ ହାଲୁକାର ମଧ୍ୟମ ଧରଣର ବର୍ଷା ହୋଇଛି । ସେହିପରି ଆଜିପାଇଁ ହାଲୁକାରୁ…

ନିର୍ବାଚନ ବେଳେ କାହିଁକି ବିଜେପି ପାଲଟିଲା ଓଡ଼ିଶାବାସୀଙ୍କ ପସନ୍ଦ, ମୋଦୀ ଫିଟାଇଲେ ଗୁମର

ଭୁବନେଶ୍ୱର: ରାଜ୍ୟରେ ବିଜେପି ପ୍ରଥମ ଥର ସରକାରକୁ ଆସିଛି। ନିର୍ବାଚନ ବେଳେ କିନ୍ତୁ ବିଜେପି ଲୋକଙ୍କ ପସନ୍ଦ ପାଲଟିବ ବୋଲି କେହି ଆକଳନ କରିନଥିଲେ। କିନ୍ତୁ ଫଳାଫଳ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜ୍ୟରେ ପୂର୍ବର ଶାସକ ଦଳ ତଥା ଏବେର ବିରୋଧୀ ଦଳ ବିଜୁ ଜନତା ଦଳ ଏବଂ ରାଜନୈତିକ ସମୀକ୍ଷକ…