Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜି.ଉଦୟଗିରିରୁ କଲରାପତରିଆ ବାଘଛାଲ ସହ ଦେଶୀ ବନ୍ଧୁକ ଜବତ, ୨ ଗିରଫ

କନ୍ଧମାଳ: ରାଜ୍ୟରେ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛନ୍ତି ବନ୍ୟ ଜୀବଜନ୍ତୁ । ପୁଣି ସେହିଭଳି ଏକ ଖବର ସାମ୍ନାକୁ ଆସିଛି । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ କଳିଙ୍ଗା ସେକ୍ସନ ଅଞ୍ଚଳ ବାବା ଛକ ଠାରୁ କଲରାପତରିଆ ବାଘ ଛାଲ ଜବତ ହୋଇଛି । ଜି.ଉଦୟଗିରି ବନ ବିଭାଗ ପକ୍ଷରୁ ବାଘ…

‘ଫେଙ୍ଗାଲ’ ପ୍ରଭାବ: ୩ ଦିନ ଯାଏଁ ରାଜ୍ୟରେ ଝିପିଝିପି ବର୍ଷା

ଭୁବନେଶ୍ବର: ଧିରେ ଧିରେ ସ୍ଥଳଭାଗ ମୁହାଁଉଛି ବାତ୍ୟା ‘ଫେଙ୍ଗାଲ’ । ଆଉ ମାତ୍ର କିଛି ସମୟ ମଧ୍ୟରେ ତାମିଲନାଡୁର ପୁଡୁଚେରୀଠାରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ କିଲୋମିଟର ରହିବ। ତେବେ ଏହା…

ଭବଙ୍କ ପିଛା ଛାଡୁନି ଅଡୁଆ, ରୁଜୁ ହେଲା ଆଉ ଏକ ମାମଲା

ଯାଜପୁର: ପୁଣି ଅଡ଼ୁଆରେ ଛନ୍ଦିହେଲେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ଭାଇ ପୂର୍ବତନ ପୌର ଅଧ୍ୟକ୍ଷ ଭବ ପ୍ରସାଦ ଦାସ । ଭବଙ୍କ ବିରୋଧରେ ରୁଜୁ ହେଲା ଆଉ ଏକ ମାମଲା । ମାମଲା ସଂଖ୍ୟା ୫ରେ ପହଞ୍ଚିଲା । ଟାଉନ୍ ଥାନା ପୋଲିସ ପକ୍ଷରୁ ଭବଙ୍କ ବିରୋଧରେ ରୁଜୁ ହେଲା ଜାତିଆଣ ମାମଲା…

ପୁଣି ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ, କାଲିଠୁ ମିଳିବ

ଭୁବନେଶ୍ବର: ପୁଣି ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ । ପୁଣି ଥରେ ପ୍ରାଥମିକ ସ୍କୁଲ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଛନ୍ତି ରାଜ୍ୟ ସରକାର । ପିଲାଙ୍କୁ ପୋଷଣ ଖାଦ୍ୟ ଯୋଗାଇବାରେ ସରକାର ପ୍ରତିଶ୍ରୁତି ବଦ୍ଧ ଥିବା ବେଳେ ପୁଣି ପ୍ରଧାନମନ୍ତ୍ରୀ ପୋଷଣ ସ୍କିମ୍‌ରେ ମଧ୍ୟାହ୍ନ ଭୋଜନ ରାଶି…

ଜନ୍ମ ପରେ ପୁଣି ମେଡିକାଲରୁ ଶିଶୁ ପୁତ୍ର ଚୋରି ଅଭିଯୋଗ

ନୟାଗଡ଼: ପୁଣି ମେଡିକାଲରୁ ଶିଶୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଖବର ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ ସୁନାଖଳା ସ୍ବାସ୍ଥ୍ୟକେନ୍ଦ୍ରରୁ । ଶୁକ୍ରବାର ସମ୍ବଲପୁର ଜିଲ୍ଲା ଭୀମସାର ମେଡିକାଲରୁ ଶିଶୁ ଚୋରି ହୋଇଥିବାବେଳେ ଶନିବାର ତତା ଆଜି ପୁଣି ଏହି ଖବର ନୟାଗଡରୁ…

ପନ୍ନୁନ୍ ସାମ୍ରାଜ୍ୟରେ ଓଡିଶାରୁ କିଏ? ଜଡ଼ି ଖୋଜୁଛି କ୍ରାଇମବ୍ରାଞ୍ଚ…

ଭୁବନେଶ୍ବର: ଡିଜିପି ସମ୍ମିଳନୀ ପରେ ଏବେ ସାମ୍ବାଦିକଙ୍କୁ ମିଳିଛି ଧମକ ପୂର୍ଣ୍ଣ ଇ-ମେଲ । ସବୁଠୁ ରୋଚକ ଏବଂ ଚାଞ୍ଚଲ୍ୟ ହେଉଛି ଏହି ଇ-ମେଲ ଉଭୟ ଇଂରାଜୀ ଏବଂ ଓଡିଆ ଲେଖାରେ ଆସିଛି । ପନ୍ନୁନ୍ ପଠାଉଥିବା ଧମକପୂର୍ଣ୍ଣ ମେସେଜରେ ଓଡ଼ିଆରେ ଲେଖାକୁ ନେଇ ଏବେ ସନ୍ଧେହ ବଢିଛି । ପନ୍ନୁନ୍…

ବିମାନ ବନ୍ଦରକୁ ଉଡାଇ ଦେବୁ!… ଧମକ ଭିତରେ ମିଳିଳା ଅଜଣା ବ୍ୟାଗ୍

ଭୁବନେଶ୍ବର: ରାଜ୍ୟରେ ଏଥର ୫୯ତମ ସର୍ବଭାରତୀୟ ଆଇଜିପି/ଡିଜିପି ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଏବେ ଭୁବନେଶ୍ବରରେ ଜମିଛି ସବୁ ରାଜ୍ୟର ପୋଲିସ ମୁଖିଆଙ୍କ ଆସର । ଏହାରି ଭିତରେ ଏବେ ରାଜ୍ୟରେ ସକ୍ରିୟ ହୋଇଛି ଖଲ୍ଲିସ୍ତାନୀ ଉଗ୍ରବାଦୀ ଗୁରୁପତଓ୍ବନ୍ତ ପନ୍ନୁନ୍ । ଗୋଟେ ପରେ ଗୋଟେ ଧମକ…

‘ଆଉ ମାଗିବୁନି, ଦେବେ ଯଦି ଦେବେ ନହେଲେ ନାହିଁ’

ଭୁବନେଶ୍ବର: ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି, ନିଜ ଆଡୁ ଦେବେ ଯଦି ଦେବେ । କିଛି ଏଭଳି ଢଙ୍ଗରେ କହି ମମତା ସରକାରଙ୍କୁ ତାତ୍ସଲ୍ୟ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବାରମ୍ବାର କହିବା ସତ୍ବେ ମଧ୍ୟ ଓଡିଶାକୁ ଆଳୁ ଦେବା ପାଇଁ ପଶ୍ଚିମବଙ୍ଗ ସରକାର ଅମଙ୍ଗ ହେବାରୁ ଏହାକୁ…

ଏଟିଏମରୁ ଉଠାଇପାରିବେ ଇପିଏଫ ଟଙ୍କା!

ନୂଆଦିଲ୍ଲୀ: ଏଣିକି ଏଟିଏମ୍ ଦ୍ବାରା ଉଠାଇ ହେବ ଇପିଏଫ ଟଙ୍କା । ଏନେଇ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଇପିଏଫର ତୃତୀୟ ସଂସ୍କରଣରେ ପେନସନ ଧାରୀଙ୍କୁ ମୋଟା ଅଙ୍କର ଟଙ୍କା ମିଳିବା ସହ କର୍ମଚାରୀଙ୍କ ପାଇଁ ଏହି ଟଙ୍କା ଉଠାଇବା ପାଇଁ ଏଟିଏମ୍ କାର୍ଡକୁ…

ଶ୍ରୀମନ୍ଦିରରେ ଦେବ ଦିପାବଳୀ; ପିତୃ ପିତାମହଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦିଅନ୍ତି ମହାପ୍ରଭୁ

ପୁରୀ: ଶ୍ରୀମନ୍ଦିରର ଅନନ୍ୟ ପରମ୍ପରାରେ ସ୍ୱୟଂ ଶ୍ରୀଜଗନ୍ନାଥ ମହାପ୍ରଭୁ ନିତ୍ୟ ମାନବୀୟ ଲୀଳା କରୁଛନ୍ତି । ନିଜର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ମାର୍ଗଶୀର କୃଷ୍ଣ ଚତୁର୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ଏହି ୩ ଦିନ ଦୀପଦାନ କରିଥାନ୍ତି । ଏହି ପିତୃପୁରୁଷଙ୍କ ମଧ୍ୟରେ ଅଦିତି-କଚ୍ଛପ,…