Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଗାମୀ ଦିନରେ ଆଳୁଚାଷରେ ଆତ୍ମନିର୍ଭର ହେବ ଓଡ଼ିଶା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଳୁ ବିହନ ଯୋଗାଣ ନେଇ ଆଜି କୃଷି ଭବନ ସ୍ଥିତ କୃଷି ସମୀକ୍ଷା କେନ୍ଦ୍ରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସମୀକ୍ଷା କରିଛନ୍ତି । ରବି ଆଳୁଚାଷ ସଂପର୍କିତ ଆଲୋଚନା ନିମନ୍ତେ ଅନୁଷ୍ଠିତ ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ…

ଜାତୀୟ ସ୍କୁଲ କ୍ରୀଡ଼ା ପ୍ରତିଯୋଗିତା: ୫ ପଦକ ହାତେଇଲେ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲ କ୍ରୀଡ଼ାବିତ୍

କେନ୍ଦୁଝର: ଜାତୀୟ ସ୍କୁଲ କ୍ରୀଡ଼ା ପ୍ରତିଯୋଗିତାରେ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର କ୍ରୀଡ଼ାବିତଙ୍କ ଚମତ୍କାର ପ୍ରଦର୍ଶନ । ଜମ୍ମୁରେ ୨୨ରୁ ୨୬ ନଭେମ୍ବର ଯାଏଁ ଚାଲିଥିବା ୬୮ ତମ ଜାତୀୟ ସ୍କୁଲ କ୍ରୀଡ଼ା ପ୍ରତିଯୋଗିତାରେ ବିଭିନ୍ନ ଓଜନ ବର୍ଗର ଉସୁ କ୍ରୀଡ଼ାରେ ୫ଟି ପଦକ ଜିତି ରାଜ୍ୟ ପାଇଁ ଗୌରବ…

କାହିଁକି ପମ୍ବନ ବ୍ରିଜକୁ ନେଇ ବଢୁଛି ଲୋକଙ୍କ କ୍ରେଜ୍? ଜାଣନ୍ତୁ ଏହାର ବିଶେଷତା

ରାମେଶ୍ବରମ୍: ସମୁଦ୍ର ଉପରେ ତିଆରି ହେଉଥିବା ପମ୍ବନ୍ ବ୍ରିଜ୍ ରାମେଶ୍ବରମ୍ ଯାଉଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସ୍ତୁତ ହୋଇସାରିଛି । ଭାରତୀୟ ରେଳବାଇ ଦ୍ୱାରା ଏହାର ପରୀକ୍ଷା ମଧ୍ୟ ଶେଷ ହୋଇଛି । ବ୍ରିଜ୍ ରୁ ଟ୍ରେନ୍ ଚଳାଇବା ପାଇଁ ପ୍ରସ୍ତୁତି ଶେଷ ହୋଇଯାଇଥିଲା । କିନ୍ତୁ ବ୍ରିଜ୍ ର…

ଏଠାରେ ଗର୍ଭରେ ଥିବା ସନ୍ତାନକୁ ମଧ୍ୟ ମିଳେ ଜେଲ ଦଣ୍ଡ, ଜନ୍ମ ପରେ ଭଗନ୍ତି ଆଜୀବନ କାରାଦଣ୍ଡ

ଆପଣ କେବେ ଶୁଣିଛନ୍ତି କି ଗର୍ଭରେ ଥିବା ଏକ ଶିଶୁକୁ ମଧ୍ୟ ଜେଲ ଦଣ୍ଡ ଦିଆଯାଇପାରେ? ହଁ, ଏପରି ଏକ ଦେଶ ଅଛି ଯେଉଁଠାରେ ଗର୍ଭରେ ଥିବା ଶିଶୁକୁ ମଧ୍ୟ ଜେଲ ଦଣ୍ଡ ଦିଆଯାଏ, ଯଦିଓ ସେହି ଶିଶୁ ଜନ୍ମ ହୋଇଥିଲେ ମଧ୍ୟ ସେ ନିଜ ଜୀବନକୁ ଜେଲରେ ବିତାଏ। ଏଠାରେ ଜଣେ ଗର୍ଭବତୀ ମହିଳାଙ୍କ ଅପରାଧ ପାଇଁ…

ଓଲଟିଲା ବସ୍: ୧୦ ଯାତ୍ରୀ ମୃତ ,୩୦ ଆହତ

ନାଗପୁର : ମହାରାଷ୍ଟ୍ରରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଆଜି ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇ ଥିବାବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଶୁକ୍ରବାର ଏମଏସଆରଟିସି ବସ୍ ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ…

ପୁଣି ବଢିବ ଆଳୁ ଦର !

ଭୁବନେଶ୍ବର: ଆଳୁ ଦେବେନି ଦିଦି । କୌଣସି ରାଜ୍ୟକୁ ଆଳୁ ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନା କରିବା ପରେ ବଢିଛି ଚିନ୍ତା। ପଶ୍ଚିମବଙ୍ଗ ପୋଲିସ ଓଡିଶା ଆସୁଥିବା ଆଳୁ ଟ୍ରକ ଛାଡୁନି । ସୀମାରେ ଦୁଇ ଦିନ ହେଲା ଅଟକିଛି ଶହ ଶହ ଆଳୁ ଟ୍ରକ । ଲକ୍ଷ୍ମଣନାଥ ଟୋଲ ଗେଟ ପାଖରୁ…

ଇଡି ଜାଲରେ ରାଜ କୁନ୍ଦ୍ରା-ଶିଳ୍ପା ସେଟ୍ଟୀ: ଘର ଓ କାର୍ଯ୍ୟାଳୟରେ ଚଢଉ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ନିର୍ମାତା ରାଜ କୁନ୍ଦ୍ରାଙ୍କ ଘରେ ଇଡି ଚଢଉ କରିଛି। ଏହି ରେଡ୍ ସାନ୍ତା କ୍ରୁଜରେ ଅବସ୍ଥିତ ଅଭିନେତ୍ରୀଙ୍କ ଘରେ କରାଯାଇଛି। ୨୯ ନଭେମ୍ବର ଦିନ ସକାଳ ୬ଟାରେ ଇଡି ଅଧିକାରୀମାନେ ଶିଳ୍ପା ଶେଟ୍ଟୀଙ୍କ ଘରେ ପହଞ୍ଚିଥିଲେ। ମୋବାଇଲ୍‌ ଆପ୍‌…

ପୋଲିସକୁ ବଡ଼ ସଫଳତା: କୁର୍ତ୍ତୀ ଜଙ୍ଗଲରୁ ଜଣେ ମହିଳା ମାଓବାଦୀ ଗିରଫ

ମାଲକାନଗିରି: ମାଲକାନିଗିରି ପୋଲିସକୁ ମିଳିଛି ବଡ଼ ସଫଳତା। ଜିଲ୍ଲାର MBHI 79 ଥାନା ଅନ୍ତର୍ଗତ କୁର୍ତ୍ତୀ ଜଙ୍ଗଲରୁ ଜଣେ ମହିଳା ମାଓବାଦାକୁ ଗିରଫ କରିଛି ପୋଲିସ। ଆଣ୍ଟି ମାଡଭି ଓରଫ୍ ଲକି ନାମକ ଜଣେ ମହିଳା ମାଓବାଦୀ ନେତା ସୁକୁମା ମାଓବାଦୀ ସଂଗଠନ ଉଦୟ ପ୍ରୋଟେକଷ୍ଟ ୟୁନିଟର ସଦସ୍ୟ ଥିଲେ।…

ସମ୍ଭଲ ମାମଲା: ଜାମା ମସଜିଦ ସର୍ଭେ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସମ୍ଭଲ ଜାମା ମସଜିଦକୁ ନେଇ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ଏହି ମସଜିଦର ସର୍ଭେ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ। ଶାହି ଇଦଗାହ ମସଜିଦରେ ସର୍ଭେକୁ ବିରୋଧ କରି ହୋଇଥିବା ଆନ୍ଦୋଳନରେ ପାଞ୍ଚ ଜଣଙ୍କ ମୃତ୍ୟୁ ପରେ ଏହି ନିର୍ଦ୍ଦେଶ ଜାରି…

ଏବେ କ’ଣ କରିବେ ଶରଦ ପାଓ୍ବାର?

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଫେଲ୍ ମାରିଲା ଶରଦ ପାଓ୍ବାରଙ୍କ ଗୋଟି । ଶାସକ ଦଳରେ ରୁହନ୍ତୁ କି ବିରୋଧୀ ଦଳରେ, ସବୁବେଳେ ନିଜ ପାଓ୍ବାର ଦେଖାଇ ଆସିଛନ୍ତି ଶରଦ ପାଓ୍ବାର । ହେଲେ ଏଥର ବିଧାନସଭା ଫଳାଫଳ ତାଙ୍କର ସବୁ ଅଙ୍କକଷାକୁ ଭୁଲ ପ୍ରମାଣିତ କରିଛି । ନିର୍ବାଚନ ବିପର୍ଯ୍ୟୟ ସହ ମହାରାଷ୍ଟ୍ର…