Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏବେ କ’ଣ କରିବେ ଶରଦ ପାଓ୍ବାର?

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଫେଲ୍ ମାରିଲା ଶରଦ ପାଓ୍ବାରଙ୍କ ଗୋଟି । ଶାସକ ଦଳରେ ରୁହନ୍ତୁ କି ବିରୋଧୀ ଦଳରେ, ସବୁବେଳେ ନିଜ ପାଓ୍ବାର ଦେଖାଇ ଆସିଛନ୍ତି ଶରଦ ପାଓ୍ବାର । ହେଲେ ଏଥର ବିଧାନସଭା ଫଳାଫଳ ତାଙ୍କର ସବୁ ଅଙ୍କକଷାକୁ ଭୁଲ ପ୍ରମାଣିତ କରିଛି । ନିର୍ବାଚନ ବିପର୍ଯ୍ୟୟ ସହ ମହାରାଷ୍ଟ୍ର…

କାହିଁକି ଭୁବନେଶ୍ବରରେ ଏକାଠି ହୋଇଛନ୍ତି ସବୁ ରାଜ୍ୟର ପୋଲିସ୍ ମୁଖିଆ?

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଲୋକସେବା ଭବନରେ ଏବେ ଏକାଠି ହୋଇଛନ୍ତି ସବୁ ରାଜ୍ୟର ପୋଲିସ୍ ମୁଖିଆ । ମନ୍ତ୍ରଣା ଦେଉଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ୫୯ ତମ ସର୍ବଭାରତୀୟ ଡିଜିପି-ଆଇଜିପି ସମ୍ମିଳନୀର ଉଦଘାଟନ କରିବା ପରେ ସବୁ ରାଜ୍ୟର ପୋଲିସ୍ ମୁଖିଆଙ୍କ ସହ ଆଲୋଚନା…

ବିଚ୍‌ ବଜାରରେ ହୋଟେଲ ମାଲିକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ବାଲେଶ୍ୱର: ବିଚ୍‌ ବଜାରରେ ଜଣେ ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଏପରି ଏକ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି । ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ହୋଟେଲ ମାଲିକ ଜଣକ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ହୋଟେଲ ମାଲିକ ଜଣକ ହେଲେ ସଞ୍ଜୀବ କୁମାର ମହାପାତ୍ର । ଖବର…

କାରରୁ ୮୮ କେଜି ରୂପା ଇଟା ସହ ନଗଦ ୫ ଲକ୍ଷ ଟଙ୍କା ଜବତ

ଗଞ୍ଜାମ: ଚାରା ଚାଲାଣ ବେଳେ ଜବତ ହେଲେ ବିପୁଳ ପରିମାଣର ରୂପା ଇଟା ସହ ନଗଦ ଟଙ୍କା । ବ୍ରହ୍ମପୁରରୁ କୋଲକତା ଅଭିମୁଖେ ଯାଉଥିବାବେଳେ ବାଟରେ ମାଡି ବସିଲା ବ୍ରହ୍ମପୁର ପୋଲିସ । ଘଟଣାର ଖୋଳତାଡ ଆରମ୍ଭ କରିଛି ପୋଲିସ । ଖବର ମୁତାବକ, ଖଲ୍ଲିକୋଟ ଥାନା ଗୁରାପଲ୍ଲୀ ଟୋଲପ୍ଲାଜା ନିକଟରେ ଆଜି…

ଆରମ୍ଭ ହେଲା ଡିଜିପି ସମ୍ମିଳନୀ, ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ

ଭୁବନେଶ୍ବର: ଭୁବନେଶ୍ବରରେ ଆରମ୍ଭ ହେଲା ଡିଜିପି ସମ୍ମିଳନୀ । ଲୋକସେବା ଭବନରେ ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଏହି ଅବସରରେ ଉପସ୍ଥିତ ଅଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ତାଙ୍କ ସହ ଯୋଗ ଦେଇଛନ୍ତି ସମଗ୍ର ଦେଶର ଡିଜିପି ଓ ଆଇଜିପି ।…

ଶୋଭାଯାତ୍ରାରେ ଅଘଟଣ: ମଶାଲ ତଳେ ପଡ଼ି ନିଆଁ ଲାଗି ୫୦ ଗୁରୁତର

ଭୋପାଳ: ଜଳୁଥିବା ମଶାଲରୁ ତେଳ ପଡ଼ିବା ହେଲା କାଳ। ସାମାନ୍ୟ ଅସାବଧାନ ଯୋଗୁଁ ହୁତୁହୁତୁ ହୋଇ ଜଳିଲା ଓ ଆଖି ପିଛୁଳାକେ ନିଆଁ ଚାରିଆଡ଼େ ବ୍ୟାପିଗଲା। ଏହି ଘଟଣାରେ ୫୦ରୁ ଲୋକ ଗୁରୁତର ହୋଇଛନ୍ତି। ଏପରି ଭୟଙ୍କର ଘଟଣା ଘଟିଛି ମଧ୍ୟପ୍ରଦେଶର ଖଣ୍ଡଗାରେ। ଖଣ୍ଡୱାରର ଘଣ୍ଟାଧର ଛକରେ ଗୁରୁବାର…

ମୋଦିଙ୍କ ମହିଳା କମାଣ୍ଡୋ! ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ: ମୋଦିଙ୍କ ସହ ନଜର ଆସିଲେ ମହିଳା କମାଣ୍ଡୋ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଯାହାକୁ ନେଇ ଚର୍ଚ୍ଚା, ଏବେ ମୋଦିଙ୍କ ସୁରକ୍ଷାରେ ମହିଳା ଏସପିଜି କମାଣ୍ଡୋ ନିୟୋଜିତ ହୋଇଛନ୍ତି । ତେବେ କୁହାଯାଉଛି, ଭାଇରାଲ ହେଉଥିବା ଏହି ଫଟୋ ସଂସଦର । ଯେଉଁଥିରେ…

ମୁହଁ ଖୋଲିଲେ ହସିନା: ସିଧା କହିଲେ ଭୁଲ୍ କରୁଛନ୍ତି ସରକାର, ଜଣେ ସାଧୁଙ୍କୁ…

ନୂଆଦିଲ୍ଲୀ: ବାଂଲାଦେଶ ହିଂସା ପରେ ପାଖାପାଖି ୩ ମାସ ହେବ ଭାରତରେ ଲୁଚି ବସିଛନ୍ତି ବାଂଲାଦେଶ ପୂର୍ବତନ ପ୍ରଧାମନ୍ତ୍ରୀ ଶେଖ୍ ହସିନା । ସେବେଠୁ ତାଙ୍କର କିଛି ବି ଟେର୍ ନାହିଁ । ଭାରତରେ ନିର୍ବାସିତ ଜୀବନ ବିତାଉଥିବା ବେଳେ ଏବେ ବୟୁଦିନ ପରେ ବାଂଲାଦେଶ ହିଂସାକୁ ନେଇ ମୁହଁ ଖୋଲିଛନ୍ତି…

ଧାନ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ, ୫୦ କ୍ୱିଣ୍ଟାଲରୁ ଅଧିକ ଧାନ ପୋଡି ପାଉଁଶ

କଳାହାଣ୍ଡି: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ପଞ୍ଚାୟତ ଅନ୍ତର୍ଗତ ତହର୍ଶି ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । କେହି ଦୁର୍ବୃତ୍ତ ଏକ ଧାନ ଗଦାରେ ନିଆଁ ଲଗାଇଥିବା ଜଣାପଡିଛି । ଫଳରେ ପ୍ରାୟ ୫୦ କ୍ୱିଣ୍ଟାଲରୁ ଅଧିକ ଧାନ ପୋଡ଼ି ପାଉଁଶ ହୋଇଯାଇଛି । ନିଆଁ ଲାଗିଥିବା…

ଓଡିଶା ଗସ୍ତ ନେଇ ସ୍ପଷ୍ଟ କଲେ ମୋଦୀ, ସୋସିଆଲ ମିଡିଆରେ ଦେଲେ ସୂଚନା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇ ଡିସେମ୍ବର ପହିଲା ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ l ସେଥିପାଇଁ ଆଜି ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ l ଏନେଇ…