Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓଡିଶା ଗସ୍ତ ନେଇ ସ୍ପଷ୍ଟ କଲେ ମୋଦୀ, ସୋସିଆଲ ମିଡିଆରେ ଦେଲେ ସୂଚନା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇ ଡିସେମ୍ବର ପହିଲା ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ l ସେଥିପାଇଁ ଆଜି ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ l ଏନେଇ…

୫ ବଢିଥିବା ବେଳେ ୬ ମାସରେ ଗଲାଣି ୪୮ ହାତୀଙ୍କ ଜୀବନ

ଭୁବନେଶ୍ବର: ଓଡିଶା ମାଟିରେ ଏବେ ମୋଟ ୨୧୦୩ ଟି ହାତୀ ବିଚରଣ କରୁଛନ୍ତି । ଶୀତଦିନିଆ ହାତୀଗଣନା ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଯାହାକି ଗତ ମେ’ ମାସ ଗଣନା ଅନୁଯାୟୀ ୫ ଅଧିକ । ଅର୍ଥାତ୍ ଏହି ୬ ମାସ ଭିତରେ ହାତୀ ସଂଖ୍ୟ ୫ କୁ ବୃଦ୍ଧି ପାଇଛି । ହେଲେ ବିଡମ୍ବନାର ବିଷୟ ଏହି ୬…

୩ ଦିନ ଯାଏଁ ଚାଲିବନି ‘ମୋ ବସ୍’, ଜାଣନ୍ତୁ ରୁଟ ନଂ….

ଭୁବନେଶ୍ବର: ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ଆଇଜି-ଡିଜିପି ସମ୍ମିଳନୀ । ଯେଉଁଥିରେ ଦେଶର ସମସ୍ତ ଆଇଜି ଏବଂ ଡିଜିପି ଯୋଗ ଦେବେ । ଏଥିପାଇଁ ରାଜଧାନୀରେ ଭିଭିଆଇପିଙ୍କ ଭିଡ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ…

ନନ୍ଦନକାନନ ଉଦ୍ଭିଦ ଉଦ୍ୟାନରେ ବଣଭୋଜି ମନା

ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ୠତୁ। ପର୍ଯ୍ୟଟକମାନେ ବଣଭୋଜି କରିବା ପାଇଁ ଅନେକ ସ୍ଥାନକୁ ଯାଆନ୍ତି। ଏଥିରେ ନନ୍ଦନକାନନ ଅନ୍ୟତମ। କିନ୍ତୁ ଚଳିତଥର ପର୍ଯ୍ୟଟକଙ୍କ ପାଇଁ ଏକ ଦୁଃଖ ଖବର ଆସିଛି। ନନ୍ଦନକାନନର ଉଦ୍ଭିଦ ଉଦ୍ୟାନରେ ବଣଭୋଜି କରିବାକୁ ଆସୁଥିବା ପର୍ଯ୍ୟଟକ ଆଉ କରିପାରିବେନି…

ଆଜି ହାଫ୍ ଡେ’: ଗୋଟେ ପରେ ସ୍କୁଲ କଲେଜ୍ ଛୁଟି

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଦିନ ୧ଟା ଯାଏଁ ଚାଲିବ ସମସ୍ତ ସ୍କୁଲ ଏବଂ କଲେଜ୍ । ତା ପରେ ଛୁଟି । ଦିନ ଗୋଟାଏ ପରେ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହ ମନ୍ତ୍ରୀ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏପରି ଘୋଷଣା କରାଯାଇଛି । ଟ୍ରାଫିକ କଟକଣା…

ଦେଶରେ ମଡେଲ ହେବ ଓଡିଶା ଅଗ୍ନିଶମ ବିଭାଗ

ଭୁବନେଶ୍ବର: ଏଣିକି ଅଗ୍ନିଶମ ବିଭାଗରେ ମହିଳାଙ୍କୁ ମିଳିବ ନିଯୁକ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଛନ୍ତି ସବୁଜ ସଙ୍କେତ। ଅଗ୍ନିଶମ ବିଭାଗରେ ଫାୟାରମ୍ୟାନ ପଦବୀରେ ମହିଳାଙ୍କ ନିଯୁକ୍ତି ବିଷୟକୁ ବିଚାରକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଓୟୁଏଟି ସମ୍ମିଳନୀ କକ୍ଷରେ ଆୟୋଜିତ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଫୁଟିଲା ଗୁଳି, ଯୁବକ ଆହତ

ଅନୁଗୁଳ: ଅନୁଗୁଳରେ ଚାଞ୍ଚଲ୍ୟ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଫୁଟିଲା ଗୁଳି। ଘଟଣାରେ ଜଣେ ଯୁବକ ଆହତ ହୋଇଥିବା ସୂଚନା ମିଳିଛି। ଆହତ ଜଣଙ୍କ ହେଲେ ଅନୁଗୁଳ ବାଗଡିଆ ଥାନା ପାତ୍ରପଡା ଗାଁର ମିଲୁ ବେହେରା । ତାଙ୍କ ବାମ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଛେଣ୍ଡିପଦା…

ଚୋରି ପରେ ଗ୍ରୋସରୀ ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ବାଲେଶ୍ୱର: ସୋର ଥାନା ଅନ୍ତର୍ଗତ ସିଙ୍ଗାଖୁଣ୍ଟା ବଜାରରେ ଥିବା ଗ୍ରୋସରୀ ଦୋକାନରେ ନିଆଁ ଲାଗିଯାଇଛି। ଗ୍ରୋସରୀ ଦୋକାନରେ ଥିବା ଅନେକ ସାମଗ୍ରୀ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁରେ ଜଳିଗଲା ୫୦ ଲକ୍ଷ ଟଙ୍କାର ସାମଗ୍ରୀ । ଦୁର୍ବୃତ୍ତମାନେ ସଟରକାଟି ନିଆଁ ଲଗାଇଦେଇଥିବା ମାଲିକ ଅଭିଯୋଗ…

ଆସିବେ ମୋଦୀ, ଦିନ ୧ଟା ଯାଏଁ ଚାଲିବ ସ୍କୁଲ

ଭୁବନେଶ୍ଵର: ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନବନ୍ଦର ନିକଟରେ ଏକ ସଭାରେ ଉଦବୋଧନ ଦେବେ । ପିଏମ୍ ମୋଦI ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦୁଇ ଘଣ୍ଟା ଧରି ରହିବେ । କରିବେ ମାରାଥନ୍ ସମୀକ୍ଷା ।…

ବିଳମ୍ବିତ ରାତି ପର୍ଯ୍ୟନ୍ତ କଲେ ଆଲୋଚନା, ମାଗିଲେ ଏହି ପଦ….

ମୁମ୍ବାଇ: ସ୍ପଷ୍ଟ ଜନାଦେଶ ପରେ ବି ଗଠନ ହୋଇପାରୁନି ମହାରାଷ୍ଟ୍ର ସରକାର । ରେଜଲ୍‌ଟ ବାହାରିବାର ୫ ଦିନ ପରେ ମଧ୍ୟ ମହାୟୁତି ନିଜର ନେତୃତ୍ବ ସ୍ଥିର କରିପାରୁ ନାହାନ୍ତି । କିଏ ହେବେ ମୁଖ୍ୟମନ୍ତ୍ରୀ? ଏନେଇ ସସପେନ୍ସ ଲାଗି ରହିଥିବା ବେଳେ ବସୁଛି ଘନ ଘନ ବୈଠକ । ଗତକାଲି ବିଳମ୍ବିତ ରାତି…