Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପ୍ରଦୂଷଣମୁକ୍ତ ପରିବେଶ ଦେବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (GRAP) ଅଧୀନରେ ଷ୍ଟେଜ୍ ୪ ପ୍ରଦୂଷଣକୁ କଡାକଡି ଲାଗୁ କରିବା ପାଇଁ ତୁରନ୍ତ ଏକ ଟିମ ଗଠନ କରିବାକୁ ସୁପ୍ରିମକୋର୍ଟ ସୋମବାର ଦିଲ୍ଲୀ-ଏନସିଆର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆର୍‌) ୪୫୦ରୁ…

ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ ଘଟଣା: କଡା କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ

ସମ୍ବଲପୁର: ରେଢାଖୋଲରେ ବିଦ୍ୟୁତ୍ ଆଘାତରେ ୩ ହାତୀ ମୃତ୍ୟୁ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ଆକ୍ସନ ଆରମ୍ଭ କଲା ବନ ବିଭାଗ। ଜଙ୍ଗଲ ଭିତରେ ବିଦ୍ୟୁତ୍ ଲଗେଇ ଥିବା ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଜଣେ ଏବେବି ଫେରାର୍ ରହିଛି। ସେହିପରି ବନବିଭାଗର ତ୍ରୁଟି…

ଭାରତରେ ଲୁଚି ବସିଛନ୍ତି ହସିନା, ପୂରିଲାଣି ୧୦୦ ଦିନ: ପ୍ରତ୍ୟର୍ପଣ ଚାହୁଛନ୍ତି ୟୁନୁସ ସରକାର

ନୂଆଦିଲ୍ଲୀ: ସେଦିନ ଏକ କାରରେ ବସି ବାହାରି ଯାଇଥିଲେ ହସିନା । ତାହା ତାଙ୍କର ବାଂଲାଦେଶରେ ଶେଷ ମୂହୂର୍ତ୍ତ ଥିଲା । ଏହାପରେ ଅଗଷ୍ଟ ୫ରେ ସେ ବାଂଲାଦେଶରେ ଛାଡି ଭାରତରେ ମୋଦିଙ୍କ ଶରଣ ପଶିଥିଲେ । ଏହାରି ଭିତରେ ୧୦୦ ଦିନ ବିତିଯାଇଛି । ୧୦୦ ଦିନ ଭିତରେ ବହୁତ କିଛି ବଦଳିଯାଇଛି ।…

କାହିଁକି ଜଳୁଛି ମଣିପୁର?

ନୂଆଦିଲ୍ଲୀ: ମଣିପୁରରେ ଥମୁନି ହିଂସା, ବିଗିଡିବାରେ ଲାଗିଛି ସ୍ଥିତି । ଅପହରଣ, ହତ୍ୟା ଓ ହିଂସାରେ ଅଶାନ୍ତ ହେଉଛି ଜିରିବାମ । ଭୀଷଣ ବିକ୍ଷୋଭ ବେଳେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇ ଜଣେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଛି । ଜିରିବାମ କ୍ୟାମ୍ପରୁ ନିଖୋଜ ଗୋଟିଏ ପରିବାରର ୬ଜଣଙ୍କ…

ବିଜେପିରେ ଗେହଲଟ: ଆପକୁ ଝଟକା ନା ସୁଯୋଗ?

ନୂଆଦିଲ୍ଲୀ: ଆପ୍ ଛାଡି ବିଜେପିରେ ସାମିଲ ହୋଇଛନ୍ତି କୈଳାଶ ଗେହଲଟ । ଦିଲ୍ଲୀ ସରକାରରେ ମନ୍ତ୍ରୀ ରହିଥିବା ଗେହଲଟ ଉଭୟ ମନ୍ତ୍ରୀ ପଦ ଓ ଆମ ଆଦମୀ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କୈଳାଶଙ୍କ ଦଳ ଛାଡିବା ଆପ ମୁଖ୍ୟ ଅରବିନ୍ଦ…

ରିଭର୍ସ ଏଜିଂ କଣ ? ସତରେ କଣ ଫେରିଆସେ କି ବୃଦ୍ଧାବସ୍ଥାରୁ ଯୌବନ ଅବସ୍ଥା…

ଆମେ ସମସ୍ତେ ବାର୍ଦ୍ଧକ୍ୟ ପ୍ରକ୍ରିୟା ଦେଇ ଗତି କରୁ। ସମୟ ସହିତ ଆମର ଚର୍ମ ଢିଲା ହୋଇଯାଏ, କେଶ ଧୂସର ହୋଇଯାଏ ଏବଂ ଆମର ଶାରୀରିକ ଦକ୍ଷତା ହ୍ରାସ ହୁଏ। କିନ୍ତୁ ଆପଣ ଜାଣନ୍ତି କି ବୈଜ୍ଞାନିକମାନେ ବର୍ତ୍ତମାନ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ଓଲଟାଇବାକୁ କାର୍ଯ୍ୟ କରୁଛନ୍ତି। ହଁ, ଏହା ସତ!…

ସବୁ ପ୍ରାଣୀଙ୍କ ଆଖିରେ ଭିନ୍ନ ଦୁନିଆର ରଙ୍ଗ: ଜାଣି ଆଶ୍ଚର୍ଯ୍ୟ ହେବେ…

ମଣିଷ ଦୁନିଆରେ ବିଭିନ୍ନ ରଙ୍ଗ ଅନୁଭବ କରେ। ଏହି ଦୁନିଆରେ ଆମେ ରଙ୍ଗୀନ ଜିନିଷ ଦେଖୁ, କିନ୍ତୁ ଆପଣ ଜାଣନ୍ତି କି ପଶୁମାନଙ୍କ କ୍ଷେତ୍ରରେ ଏହା ନୁହେଁ। ପଶୁମାନେ ବିଭିନ୍ନ ରଙ୍ଗ ବୁଝିବାରେ ସକ୍ଷମ ନୁହଁନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଭିନ୍ନ ପ୍ରାଣୀ ବିଭିନ୍ନ ରଙ୍ଗରେ ଜଗତକୁ…

ଗର୍ଭବତୀଙ୍କ ଠାରୁ ଲାଞ୍ଚ ନେଇ ବନ୍ଧାହେଲେ ଡାକ୍ତର ବାବୁ

କଳାହାଣ୍ଡି: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତର ବାବୁ । ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡିରୁ । କଳାହାଣ୍ଡି ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗର ସିନିୟର ଡାକ୍ତର ଅଶୋକ ଦାସ ଗର୍ଭବତୀଙ୍କ ଠାରୁ ୬୦୦୦ ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଲା…

ଯନ୍ତ୍ରୀଙ୍କ ସୁନା ଗଦାକୁ ବିଳାସ ପୂର୍ଣ୍ଣ ଜୀବନ, ଘର ତ ଘର ଛାତ ବି ମନମୋହୁଛି..

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଓଡିଶା ପୋଲିସ୍ ହାଉସିଂ ଓ୍ବେଲଫେୟାର କର୍ପୋରେସନ ବ୍ରହ୍ମପୁର ଡିଭିଜନ ଡିଜିଏମ୍ ସୁବାସ ଚନ୍ଦ୍ର ପଣ୍ଡା । ଆଜି ସକାଳେ ଭିଜିଲାନ୍ସ ଆୟ ବହିର୍ଭୂତ ସଂପତ୍ତି ଠୂଳ ଅଭିଯୋଗରେ ଯନ୍ତ୍ରୀ ବାବୁଙ୍କ ଘରେ ଚଢାଉ କରିଥିବା ଏଯାବତ କେଜିଏ ସୁନା, ଆଇଗିଣିଆରେ ୩ ମହଲା…

ଉପ-ଜିଲ୍ଲାପାଳଙ୍କ ମାଳ ମାଳ କୋଠା, ଭୁବନେଶ୍ବରରୁ ଭଦ୍ରକ ଲମ୍ବିଛି..

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଏବେ ଭିଜିଲାନ୍ସ ହାବୁଡରେ ପଡିଛନ୍ତି । ଆଜି ଏକାଧିକ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ବାବୁଙ୍କ କୋଠାର ତାଲିକା ଦେଖି ତାଜୁବ ହୋଇଯାଇଚି ଭିଜିଲାନ୍ସ । ଭୁବନେଶ୍ବର ଠାରୁ ଆରମ୍ଭ କରି ଭଦ୍ରକ…