Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଦିବାସୀ ପିଲାମାନଙ୍କ ଉଜ୍ବଳ ଭବିଷ୍ୟ ପାଇଁ ୧୫୩୫ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଆଜି ଜନତା ମୈଦାନରେ ରାଜ୍ୟସ୍ତରୀୟ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ଏବଂ ଜନଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କୁ…

କେତେ କାମ ଦେବ ‘ବିର୍ସା ମୁଣ୍ଡା’ କାର୍ଡ?

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଆଦିବାସୀଙ୍କ ହାତରେ କ୍ଷମତାର ଚାବି । ଝାଡଖଣ୍ଡ ଅସ୍ମିତା ପିଚରେ ଜେଏମଏମ ବିଜେପିକୁ ଘେରୁଛି ତ ରୋଟି, ବେଟି ଓ ମାଟି ପ୍ରସଙ୍ଗରେ ଆଦିବାସୀ ଭୋଟ୍ ବ୍ୟାଙ୍କ ହାତେଇବାକୁ ଗୋଟି ଚଳଉଛି ବିଜେପି। ଏବେ ନିର୍ବାଚନ ମାହୋଲରେ ଜନଜାତି ଗୌରବ ଦିବସ ଅବସରରେ…

ଶ୍ରୀମନ୍ଦିରକୁ ୪ ଦ୍ବାର ଦେଇ ପ୍ରବେଶ ଓ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ

ପୁରୀ: ଶ୍ରୀମନ୍ଦିରକୁ ୪ ଦ୍ବାର ଦେଇ ପ୍ରବେଶ କରିବା ଉପରେ ହଟିଲା କଟକଣା । ଏବେ ଆଉ ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରେ ‌ଅପେକ୍ଷା ନକରି ୪ ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ଶ୍ରଦ୍ଧାଳୁ । ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଶ୍ରୀମନ୍ଦିର…

ଲୁଗା ଦୋକାନରେ ଅଗ୍ନିକାଣ୍ଡ, ପୋଡିଗଲେ ମାଲିକ

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ରାଜା ବଜାରରେ ଥିବା ଏକ ଲୁଗା ଦୋକାନରେ ନିଆଁ ଲାଗିଯାଇ ଲକ୍ଷାଧିକ ଟଙ୍କାର ଲୁଗା ପୋଡ଼ି ଜଳି ପାଇଁଶ ହୋଇଯାଇଛି । ଏହାସହ ଦୋକାନ ଭିତରେ ଥିବା ମାଲିକ ମଧ୍ୟ ଏଥିରେ ପୋଡିହୋଇ ମୃତ୍ୟୁ ହୋଇଛି । ଆଜି ଅପରାହ୍ନ ସମୟରେ ଜଟଣୀ ରାଜା ବଜାରରେ ଥିବା ସୂର୍ଯ୍ୟ…

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ ଏବେ ଶ୍ରଦ୍ଧା ଓ୍ବାକର ହତ୍ୟାକାଣ୍ଡର ଅଭିଯୁକ୍ତ

ଦିଲ୍ଲୀ: ଦିଲ୍ଲୀର ଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ ପୁନାୱାଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ଅଫତାବ ପୁନାୱାଲା ମଧ୍ୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି । ପୁନାୱାଲା ୨୦୨୨ ମସିହା ମେ' ମାସରେ ଶ୍ରଦ୍ଧା ୱାକରଙ୍କୁ ହତ୍ୟା…

ଦୁର୍ବୁତ୍ତ ଜାଳିଦେଲେ ଶହେ କ୍ବିଣ୍ଟାଲ ଧାନ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ତେଣ୍ଡାପାଲି ପଞ୍ଚାୟତ ପଦ୍ମପୁର ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଧାନ କଟା ହୋଇ ଗଦା ମରାହୋଇ ରଖା ଯାଇଖିବାବେଳେ ସେଥିରେ କେହି ଦୁର୍ବତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଫଳରେ ବର୍ଷକର ଅମଳ ଧାନ ଜଳିପୋଡି ପାଉଁଶ ହୋଇଯାଇଛି ।…

ଖୁସି ଖବର; ଏବେ ଏହି ଲୋକଙ୍କୁ ଦେବାକୁ ହେବନି ଟୋଲ୍ ଟ୍ୟାକ୍ସ..

ନୂଆଦିଲ୍ଲୀ: ଟୋଲ୍ ଟ୍ୟାକ୍ସକୁ ନେଇ ମୋଦି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଟୋଲ୍ ଟ୍ୟାକ୍ସ ପାଇଁ କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରଣାଳୟ ନୂଆ ନିୟମ କରିଛି । ବର୍ତ୍ତମାନ ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ବ୍ୟବହାର କରୁଥିବା ଘରୋଇ ଯାନ ଡ୍ରାଇଭରମାନଙ୍କୁ ଟୋଲ୍ ଟ୍ୟାକ୍ସ…

ମା’ ସାଜିଲା ରାକ୍ଷସୀ: ପ୍ରେମିକ ସହ ମିଶି ପିଲାକୁ ଦେଲା ଚେଙ୍କ

ଭୁବନେଶ୍ବର: ଭୁବନେଶ୍ୱରର ମୈତ୍ରୀବିହାର ଥାନା ମହାବୀର ବସ୍ତିରେ ଘଟିଛି ଲୋମଟାଙ୍କୁରା ଘଟଣା । ସ୍ବାମୀ ଥାଉ ଥାଉ ପରକୀୟା ପ୍ରିତିରେ ବୁଡି ରହୁଥିଲା ମାଆ । ବିରୋଧ କରିବାରୁ ପିଲାଙ୍କୁ ଚେଙ୍କ ଦେଉଥିଲା ମାଆର ପ୍ରେମିକ । ଖବରପାଇ ଦୁଇ ପିଲାଙ୍କୁ ଉଦ୍ଧାର କରିଛି ପୋଲିସ । ଖବର ମୁତାବକ,…

ଚର୍ଚ୍ଚାରେ ମଇଁଷି ‘ଅନମୋଲ’, ଦିନକୁ ଖାଉଛି ୨୦ଟି ଅଣ୍ଡା: ଦାମ ଶୁଣି ଉଡିଯିବ ହୋଶ

ନୂଆଦିଲ୍ଲୀ: ମଇଁଷିର ଓଜନ ୧୫୦୦ କିଲୋଗ୍ରାମ। ଦିନକୁ ଖାଉଛି ୨୦ଟି ଅଣ୍ଡା। ଚର୍ଚ୍ଚାରେ ପୁଷ୍କର ମେଳାକୁ ଆସିଥିବା ଅଣ୍ଡିରା ମଇଁଷି ଅନମୋଲ। ମଇଁଷିର ମୂଲ୍ୟ ୨୩ କୋଟି ଟଙ୍କା। ହରିୟାଣାରୁ ଆସିଥିବା ଏହି ମଇଁଷି ବର୍ତ୍ତମାନ ପୁଷ୍କକର ମେଳା ଓ ମୀରଟରେ ହେଉଥିବା ସର୍ବଭାରତୀୟ କୃଷକ ମେଳାରେ…

କାହିଁକି କପିଲ ଶର୍ମାଙ୍କ ଶୋ’ ଛାଡିଥିଲେ ସିଦ୍ଧୁ? ମୁହଁ ଖୋଲିଲେ ନବଜୋତ ସିଂ

ମୁମ୍ବାଇ: ଦି କପିଲ ଶର୍ମା ଶୋ’ରେ ଜୋରରେ କରତାଳି ଦେବା ସହ ‘ଚକ ଦେ ଫଟ୍ଟେ’, ‘ଗୁରୁ’ ଭଳି ଶବ୍ଦ ସହିତ ଲୋକଙ୍କୁ ଖୁବ୍‌ ହସାଉଥିବା ନବଜୋତ ସିଂ ସିଦ୍ଧୁ ପୁଣି ଥରେ କପିଲ ଶୋ'ରେ ନଜର ଆସିବେ। କିନ୍ତୁ, ଏଥର ସେ ଶୋ’ରେ ଜଜ ଭାବରେ ନୁହେଁ ବରଂ ଅତିଥି ଭାବରେ ନଜର ଆସିବେ। ୨୦୧୯ରେ ସେ ହଠାତ୍‌…